୩୦ରେ ଭୁବନେଶ୍ୱର ଫେରିବେ ନବୀନ
ଭୁବନେଶ୍ୱର,୨୭ା୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇଟାଲୀ ଗସ୍ତ କାର୍ଯ୍ୟକ୍ରମ ରବିବାର ଶେଷ ହୋଇଛି। ଇଟାଲୀର ରୋମ୍ରେ ୬ ଦିନ ଅବସ୍ଥାନ କାଳରେ ମୁଖ୍ୟମନ୍ତ୍ରୀଙ୍କ ଅନେକ କାର୍ଯ୍ୟକ୍ରମ ରହିଥିଲା। ପ୍ରଥମେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କାର୍ଯ୍ୟକ୍ରମ…
ଗୋଟିଏ ଆଙ୍ଗୁଠିରେ ଛତା ରଖି ଗିନିଜ୍ ରେକର୍ଡ
ଟିଟିଲାଗଡ଼,୨୭ା୬(ଡି.ଏନ୍.ଏ): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବ୍ଲକ କଣ୍ଡରା ଗ୍ରାମର କାହ୍ନୁ ଭୋଇ ରବିବାର ଗୋଟିଏ ଆଙ୍ଗୁଠିରେ ଛତା ସନ୍ତୁଳନରେ ରଖି ରେକର୍ଡ କରିଛନ୍ତି। ମଧ୍ୟାହ୍ନ ୧୨.୦୩ରୁ କାହ୍ନୁ ଛିଡ଼ାହୋଇ ୮୭ ସିଏମ୍ ଦୈର୍ଘ୍ୟ ବିଶିଷ୍ଟ ୩୪୫ ଗ୍ରାମ ଓଜନର ଏହି ଛତାକୁ…
ବୀରେନ୍ଦ୍ର ଲାକ୍ରାଙ୍କ ନାଁରେ ହତ୍ୟା ଅଭିଯୋଗ
ରାଉରକେଲା ଅଫିସ,୨୭।୬: ଭୁବନେଶ୍ୱର ଇନଫୋସିସ୍ ଥାନା ଅଧୀନ ଫ୍ଲାଟ ନଂ-୪୦୧ରେ ଗତ ଫେବୃଆରୀ ୨୮ରେ ରାଉରକେଲାର ଯୁବକ ଆନନ୍ଦ ଟପ୍ପୋଙ୍କ ମୃତ୍ୟୁ ଘଟଣାର ମୋଡ଼ ବଦଳିଛି। ଆନନ୍ଦଙ୍କୁ ହକି ତାରକା ବୀରେନ୍ଦ୍ର ଲାକ୍ରା ହତ୍ୟା କରିଥିବା ମୃତକଙ୍କ ମା’ ବାପା ରବିବାର…
‘ଯୋଜନାବଦ୍ଧ ଭାବେ ସୈନ୍ୟବାହିନୀକୁ ଦୁର୍ବଳ କରୁଛନ୍ତି ମୋଦି ସରକାର’
ଭୁବନେଶ୍ୱର,୨୭ା୬(ବ୍ୟୁରୋ): ଦେଶର ସୈନ୍ୟବାହିନୀକୁ ଯୋଜନାବଦ୍ଧ ଭାବେ ଦୁର୍ବଳ କରିବାକୁ କେନ୍ଦ୍ର ସରକାରଙ୍କ ପ୍ରଚେଷ୍ଟାକୁ କେବେହେଲେ ବରଦାସ୍ତ କରାଯିବ ନାହିଁ। ଦେଶର ସେନା ଓ ଯୁବବର୍ଗଙ୍କ ଭବିଷ୍ୟତକୁ ଅଗ୍ନିପଥ ଯୋଜନା ମାଧ୍ୟମରେ ଅନ୍ଧକାର ଭିତରକୁ ଠେଲି ଦେବାକୁ କେନ୍ଦ୍ର ସରକାର ଯେଉଁ ଅପଚେଷ୍ଟା…
‘ଘରୋଇ ସ୍କୁଲ ଉପରେ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ନିଅନ୍ତୁ’
ଭୁବନେଶ୍ୱର,୨୭ା୬(ବ୍ୟୁରୋ): ଜାତୀୟ ଶିକ୍ଷା ନୀତି(ଏନ୍ଇପି)-୨୦୨୨ ନୂତନ ଜ୍ଞାନ କୌଶଳ ଓ ଭାରତୀୟ ସଂସ୍କୃତିକୁ ଆଧାର କରି ପ୍ରସ୍ତୁତ ହୋଇଛି। ଶିକ୍ଷା କ୍ଷେତ୍ରରେ ବିଶ୍ୱସ୍ତରରେ ଯେପରି ଭାରତ ଅନ୍ୟ ଦେଶ ସହ ସମକକ୍ଷ ହୋଇପାରିବ ସେ ନେଇ ଏଥିରେ ବ୍ୟବସ୍ଥା ହୋଇଛି। ଏହାସହ…
୮ରୁ ୟୁଜିସି ଏନ୍ଇଟି ପରୀକ୍ଷା
ଭୁବନେଶ୍ୱର, ୨୭।୬(ବ୍ୟୁରୋ): ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍ଟିଏ) ଦ୍ୱାରା ପରିଚାଳିତ ୟୁଜିସି ଏନ୍ଇଟି ପରୀକ୍ଷା ସଂକ୍ରାନ୍ତରେ ରବିବାର ଘୋଷଣା କରାଯାଇଛି। ଡିସେମ୍ବର ୨୦୨୧ରେ ହେବାକୁ ଥିବା ୟୁଜିସି ଏନ୍ଇଟି ପରୀକ୍ଷା ଜୁଲାଇ ୮, ୯, ୧୧ ଓ ୧୨ରେ ଅନୁଷ୍ଠିତ ହେବ। ସେହିଭଳି…
ପୁରୀ ରଥଯାତ୍ରା କଥା କହିଲେ ମୋଦି
ନୂଆଦିଲ୍ଲୀ/ଭୁବନେଶ୍ୱର,୨୭ା୬(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ରେ ଓଡ଼ିଶାର ପ୍ରଭୁ ଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରା ସମ୍ପର୍କରେ କହିଛନ୍ତି। ଜୁଲାଇ ୧ରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ପୁରୀ ରଥଯାତ୍ରା ସହିତ ପ୍ରତ୍ୟେକ ଦେଶବାସୀ…
ଦ୍ରୌପଦୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୭ା୬(ବ୍ୟୁରୋ): ଓଡ଼ିଶାର ଝିଅ ତଥା ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାରେ ଟେଲିଫୋନ ଯୋଗେ କଥା ହୋଇଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ପୁଣି ଥରେ ଶୁଭେଚ୍ଛା ଜଣାଇଛନ୍ତି। ମୁର୍ମୁଙ୍କ…
ଯବାନଙ୍କୁ ଦେଖି ଛତ୍ରଭଙ୍ଗ ଦେଲେ ମାଓବାଦୀ କମାଣ୍ଡର ନିଖିଲ
ଭବାନୀପାଟଣା,୨୬।୬(ସ୍ବ.ପ୍ର.): କଳାହାଣ୍ଡି-କନ୍ଧମାଳ ଜିଲା ସୀମାନ୍ତରେ ଗତ ଗୁରୁବାର ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ଘଟଣାର ୩ ପରେ କଳାହାଣ୍ଡି ଜିଲା ମଦନପୁର ରାମପୁର ବ୍ଲକ ମୁଣ୍ଡାମସ୍କା ସଂରକ୍ଷିତ ଜଙ୍ଗଲରେ ଏକ ମାଓବାଦୀ କ୍ୟାମ୍ପ ଠାବ ହୋଇଛି। କୋମ୍ବିଂ…
ବଡ଼ଭାଇଙ୍କ ଜୀବନ ନେଲେ ସାନ
ବାରିପଦା ଅଫିସ,୨୬ା୬: ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅନ୍ତର୍ଗତ ମାଧପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ କେନ୍ଦ୍ର କରି ବଡ଼ ଭାଇଙ୍କ ଜୀବନ ନେଇଛନ୍ତି ସାନ ଭାଇ। ମୃତକ ଜଣକ ହେଉଛି ମେଘରାୟ ସରେନ(୪୫)। ହତ୍ୟାକାରୀ…
୩୦ ବର୍ଷ ଧରି ସରକାରୀ ଜମିରେ ଚାଷ କରୁଥିବା ଚାଷୀଙ୍କ ପାଇଁ ନୀତି ନିର୍ଦ୍ଧାରଣ ନିର୍ଦ୍ଦେଶ
କଟକ ଅଫିସ,୨୬ା୬: ଦୀର୍ଘ ୩୦ ବର୍ଷରୁ ଅଧିକ ଦିନ ଧରି ସରକାରୀ ଜମିରେ ଚାଷ କରୁଥିବା ଚାଷୀଙ୍କୁ ଜମିର ମାଲିକାନା ପ୍ରଦାନ ପ୍ରସଙ୍ଗରେ ନୀତି ନିର୍ଦ୍ଧାରଣ ପାଇଁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୬ ମାସ ମଧ୍ୟରେ ଏନେଇ ନୀତିଗତ…
ରାଇମୋହନଙ୍କ ଆତ୍ମହତ୍ୟାର କାରଣ ଖୋଜୁଛି ପୋଲିସ
ଭୁବନେଶ୍ୱର,୨୬ା୬(ବ୍ୟୁରୋ): ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟାକୁ ୩ ଦିନ ପୂରିଛି। ତେବେ ଏହି ମାମଲାର ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି କମିଶନରେଟ୍ ପୋଲିସ। ବର୍ତ୍ତମାନ ସୁଦ୍ଧା ତାଙ୍କ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ। ଏହି ଘଟଣାରେ ରାଇମୋହନଙ୍କ ଝିଅ, ଜ୍ବାଇଁ…
Archives


