ରାଜ୍ୟ

ଭୁଶୁଡ଼ିଲା ବ୍ରିଜ୍‌ ସେଣ୍ଟ୍ରିଂ, ଚାଲିଗଲା ଶ୍ରମିକଙ୍କ ଜୀବନ

ମାଲକାନଗିରି,୨୧ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ବ୍ରିଜ୍‌ର ସେଣ୍ଟ୍ରିଂ କାମ ଚାଲିଥିବା ବେଳେ ଏହା ଭୁଶୁଡ଼ି ପଡ଼ିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ଶ୍ରମିକ ଜଣଙ୍କ ହେଲେ ଦେବ ଶିଶା। ଖଇରପୁଟ…

ଆଜି ଇଡି କାର୍ଯ୍ୟାଳୟ ବାହାରେ ଆନ୍ଦୋଳନ କରିବ କଂଗ୍ରେସ

ଭୁବନେଶ୍ବର, ୨୧ା୭(ବ୍ୟୁରୋ): ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଗୁରୁବାର ଇଡିରେ ହାଜର ହେବା ସକାଶେ ନୋଟିସ୍‌ ଜାରି କରାଯାଇଛି। ଏହାକୁ ଦେଶବ୍ୟାପୀ ବିରୋଧ କରି କଂଗ୍ରେସ କର୍ମୀମାନେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଯୋଜନା କରିଛନ୍ତି।…

୨୧ଶହ ବିଦ୍ୟାଳୟରେ ଜଣେ ଲେଖାଏ ଶିକ୍ଷକ

ଭୁବନେଶ୍ୱର, ୨୧।୭(ବ୍ୟୁରୋ): ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଥିବା ସରକାର କହୁଛନ୍ତି। ଏପରି କି ବିଦ୍ୟାଳୟକୁ ରୂପାନ୍ତରଣ କାର୍ଯ୍ୟକ୍ରମରେ ସାମିଲ କରାଯାଇ ଉନ୍ନତ ଏବଂ ଶୈକ୍ଷିକ ବାତାବରଣ ସୃଷ୍ଟି କରାଯାଉଛି। ଭିତ୍ତିଭୂମି ବିକାଶ ସହ ଆଧୁନିକୀକରଣ କରାଯାଉଛି। ହେଲେ ଶିକ୍ଷକ ଅଭାବ…

ପରଲୋକରେ ଟେଲି ଅଭିନେତ୍ରୀ ରାଜେଶ୍ୱରୀ

ଭୁବନେଶ୍ୱର,୨୧।୭(ବ୍ୟୁରୋ): ପରଲୋକରେ ଓଡ଼ିଆ ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ର। ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୨୦୧୯ରେ ମସ୍କିଷ୍କ ଏବଂ ଫୁସ୍‌ଫୁସ୍‌ କ୍ୟାନ୍‌ସରରେ ପୀଡ଼ିତ ଥିବା ନେଇ ରାଜେଶ୍ୱରୀ ଫେସ୍‌ବୁକ୍‌…

ଡରାଇଲାଣି କରୋନା: ଚିହ୍ନଟ ହେଲେ ଆଉ ୧୧୯୬ ଆକ୍ରାନ୍ତ

ଭୁବନେଶ୍ୱର,୨୧।୭(ବ୍ୟୁରୋ): ବେଳକୁ ବେଳ କାୟା ବିସ୍ତାର କରୁଛି କରୋନା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୯୯ ଜଣ କ୍ୱାରେଣ୍ଟାଇନ୍‌ରୁ ଥିବା ବେଳେ ୪୯୭ ଲୋକାଲ୍‌ କେସ୍‌…

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି ଉକିଆ

କୋକସରା,୨୦ା୭(ଡି.ଏନ୍‌.ଏ.): ରାଜ୍ୟ ସରକାର ଗରିବ ସୀମାରେଖା ତଳେ ଥିବା ଲୋକଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ହେଲେ କିଛି ନିର୍ବାଚିତ ଜନପ୍ରତିନିଧି ଓ ପଞ୍ଚାୟତ କର୍ମଚାରୀଙ୍କ ମୁନାଫାଖୋର ମନୋବୃତ୍ତି ଯୋଗୁ ଯୋଗ୍ୟ ହିତାଧିକାରୀମାନେ ସମସ୍ତ ଯୋଜନାରୁ ବାଦ୍‌ ପଡୁଛନ୍ତି। ଏମିତି ଏକ…

୨୦ ବ୍ଲକରେ ଡିଗ୍ରୀ କଲେଜ ନାହିଁ

ଭୁବନେଶ୍ୱର, ୨୦।୭(ବ୍ୟୁରୋ) – ରାଜ୍ୟର ୧୦ଟି ଜିଲାର ୨୦ ବ୍ଲକରେ ଡିଗ୍ରୀ କଲେଜ ନାହିଁ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ସୂଚନା ଦେଇଛନ୍ତି। ରାଜ୍ୟରେ କେଉଁ କେଉଁ ସ୍ଥାନରେ ଡିଗ୍ରୀ କଲେଜ ଓ କେତେ ପିଲା ପଢ଼ୁଛନ୍ତି ଏବଂ କେଉଁ…

ଘାଟିରେ ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା

କୋକସରା,୨୦ା୭(ଡି.ଏନ୍‌.ଏ.): ୨୬ ନମ୍ବର ଜାତୀୟ ରାଜପଥ କଳାହାଣ୍ଡି ନବରଙ୍ଗପୁର ସୀମା ଆମପାଣି ଘାଟିରେ ବୁଧବାର ବସ୍‌ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି। ଆଜି ଅପରାହ୍ନରେ ଭବାନୀପାଟଣାରୁ ଜୟପୁର ଯାଉଥିବା ଓଆର୍‌୧୦ଏଫ୍‌ ୪୦୦୩ ନମ୍ବର ଏସ୍‌ବିଏମ୍‌ଏସ୍‌ ନାମକ ଏକ…

ପୁରୀରେ ଭୁଶୁଡ଼ିଲା ନିର୍ମାଣାଧୀନ ଛାତ

ପୁରୀ ଅଫିସ,୨୦।୭: ପୁରୀ ଜିଲା ମଶାଣିଚଣ୍ଡି ନିକଟରେ ବୁଧବାର ଏକ ନିର୍ମାଣାଧୀନ ଘରର ଛାତ ଭୁଶୁଡ଼ି ପଡ଼ିଛି। ଭାଙ୍ଗି ପଡ଼ିଥିବା ଛାତ ତଳେ ୫ ଜଣ ଶ୍ରମିକ ଫସି ରହିଥିଲେ। ସ୍ଥାନୀୟ ଲୋକଙ୍କ ସମେତ ଓଡ୍ରାଫ ବାହିନୀ ଦ୍ୱାରା ଉଦ୍ଧାର କାର୍ଯ୍ୟ…

ବିକ୍ରି ପାଇଁ ଡିଲ୍‌ ବେଳେ ବାଘଛାଲ ଜବତ କଲା ଏସ୍‌ଟିଏଫ୍‌ ଟିମ୍‌

କୋରାପୁଟ,୨୦ା୭(ସ୍ବ.ପ୍ର.): ଏସ୍‌ଟିଏଫ୍‌ ଦ୍ୱାରା କୋରାପୁଟ ଜିଲା ରାମଗିରି ଅଞ୍ଚଳରୁ ବୁଧବାର ଏକ କଲରାପତିଆ ବାଘଛାଲ ଜବତ ହୋଇଛି। ଏହି ବାଘଛାଲ ୬୦ ହଜାର ଟଙ୍କାରେ ବିକ୍ରି ପାଇଁ ଡିଲ ଚାଲିଥିବାବେଳେ ଏସଟିଏଫ ଟିମ୍‌ ଦ୍ୱାରା ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ…

ମାନସିକ ଅନଗ୍ରସର ଆବାସିକ ବିଦ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ

ଛତ୍ରପୁର,୨୦ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରରେ ଥିବା ‘ସମର୍ଥ’ ମାନସିକ ଅନଗ୍ରସର ଆବାସିକ ବିଦ୍ୟାଳୟରେ ଭିଜିଲାନ୍ସ ଟିମ୍‌ ବୁଧବାର ଚଢ଼ାଉ କରିଛି। ଆଜି ଅପରାହ୍ନରେ ବ୍ରହ୍ମପୁର ଭିଜିଲାନ୍ସର ୫ ଜଣିଆ ଟିମ୍‌ ସମର୍ଥ ଶିକ୍ଷାନୁଷ୍ଠାନରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ସୂଚନାଥାଉକି, ସମର୍ଥ…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଛତ୍ରପୁର,୨୦ା୭(ଡି.ଏନ୍‌.ଏ.): ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଗଞ୍ଜାମ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ଜିଲାର ସମସ୍ତ ସରକାରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri