ବନ୍ୟାକୁ ଛାଡ଼ିଲେ ଆର୍ଦ୍ରଭୂମିକୁ ମିଳୁନି ମଧୁରଜଳ
କେନ୍ଦ୍ରାପଡ଼ା ଅଫିସ, ୨୭ା୮: ମହାନଦୀ ଓ ବୈତରଣୀ ସିଷ୍ଟମ୍ରେ ବନ୍ୟା ଆସି ଭିତରକନିକା ଆର୍ଦ୍ରଭୂମି ସହିତ କେନ୍ଦ୍ରାପଡ଼ା ଜିଲାର ୪୧ ପଞ୍ଚାୟତରେ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଏହିପରି ପ୍ରତିବର୍ଷ ଆସୁଥିବା ବନ୍ୟାଜଳ ନିଷ୍କାସିତ ପରେ ଆର୍ଦ୍ରଭୂମି ଭିତରକନିକାକୁ ଆବଶ୍ୟକ ମଧୁର ଜଳ…
ଗରିବୀ ନେଲା ନାବାଳିକା ଛାତ୍ରୀଙ୍କ ଜୀବନ
ଭୁବନେଶ୍ୱର,୨୭ା୮(ବ୍ୟୁରୋ) : ରାଜଧାନୀରେ ଆତ୍ମହତ୍ୟା ଘଟଣା ଥମିବାରେ ନାଁ ଧରୁନି। ଗୋଟିଏ ଆତ୍ମହତ୍ୟାର କାରଣ ଖୋଜୁ ଖୋଜୁ ଆଉ ଗୋଟିଏ ଘଟଣା ପୋଲିସର ଚିନ୍ତା ବଢ଼ାଉଛି। ଗୁରୁବାର ଜଣେ ମହିଳା ଓ ଜଣେ ଯୁବତୀ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବାବେଳେ ଶୁକ୍ରବାର…
ସିସିଟିଭି ଫୁଟେଜରେ ରହସ୍ୟଜନକ ୧ ଘଣ୍ଟା
ଭୁବନେଶ୍ୱର,୨୭ା୮(ବ୍ୟୁରୋ):: ରସୁଲଗଡ଼ ଭାଗବତ ସନ୍ଧାନ କଲୋନୀରେ ରାତିରେ ପଡୋଶୀଙ୍କ ଘରେ ଭୋଜିଭାତ ପରେ ସକାଳେ ନିଜ ଘରେ ପ୍ରଜ୍ଞା ପାରମିତା ଧଳଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ରହସ୍ୟ ବଢ଼ୁଛି। ମୃତ୍ୟୁର କାରଣ ଜାଣିବା ପାଇଁ ପୋଲିସ ପ୍ରଜ୍ଞାଙ୍କ ମୋବାଇଲ ଜବତ…
ଓଡ଼ିଶାରେ ୨ ଜାଲ୍ ବିଶ୍ୱବିଦ୍ୟାଳୟ
ନୂଆଦିଲ୍ଲୀ/ଭୁବନେଶ୍ୱର,୨୭।୮ (ବ୍ୟୁରୋ): ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦେଶର ୨୧ଟି ୟୁନିଭର୍ସିଟିକୁ ଜାଲ୍ ଘୋଷଣା କରିଛନ୍ତି। ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ କୌଣସି ଡିଗ୍ରୀ ପ୍ରଦାନ କରିପାରିବେ ନାହିଁ ବୋଲି ୟୁଜିସି ସଚିବ ରଜନୀଶ ଜୈନ କହିଛନ୍ତି। ଓଡ଼ିଶାରେ ୨ଟି ଜାଲ୍ ବିଶ୍ୱବିଦ୍ୟାଳୟ ଥିବାବେଳେ…
ପ୍ଲାଷ୍ଟିକ୍ ବର୍ଜ୍ୟରେ ରାସ୍ତା ନିର୍ମାଣ
ଭୁବନେଶ୍ବର, ୨୭ା୮(ବ୍ୟୁରୋ): ପ୍ଲାଷ୍ଟିକ୍ ବର୍ଜ୍ୟର ପୁନଃ ବ୍ୟବହାର ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି। ଏହି କ୍ରମରେ ରାସ୍ତା ନିର୍ମାଣ ଓ ସିମେଣ୍ଟ କାରଖାନାରେ ପ୍ଲାଷ୍ଟିକ୍ ବର୍ଜ୍ୟର ବ୍ୟବହାର ବଢ଼ାଯିବ। ଲୋକ ସେବା ଭବନରେ ଶୁକ୍ରବାର ହୋଇଥିବା ରାଜ୍ୟସ୍ତରୀୟ ଟାକ୍ସଫୋର୍ସ କମିଟି…
ଫାଟୁସିନେରି ନିକଟରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ
ପଟ୍ଟାଙ୍ଗୀ,୨୭ା୮(ଡି.ଏନ୍.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ତଥା ପଡ଼ୋଶୀ ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତର ଫାଟୁସିନେରି ଗ୍ରାମ ନିକଟରେ ଆନ୍ଧ୍ର ସୀମାରେ ଥିବା ସ୍ଥାନରେ ଏକ ରାସ୍ତା ନିର୍ମାଣ ପାଇଁ ଶୁକ୍ରବାର ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପିଡିକା ରାଜନ ଦୋରା ଭୂମିପୂଜା…
ରାଇରଙ୍ଗପୁରରେ ନିର୍ମାଣ ହେବ ରାଷ୍ଟ୍ରପତିଙ୍କ ସ୍ବତନ୍ତ୍ର ସର୍କିଟ ହାଉସ୍
ବାରିପଦା ଅଫିସ,୨୭ା୮: ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ମାଟିର ଝିଅ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିମନ୍ତେ ୫୦କୋଟି ଟଙ୍କା ବ୍ୟୟ ଅଟକଳରେ ସ୍ବତନ୍ତ୍ର ସର୍କିଟ ହାଉସ ନିର୍ମାଣ କରାଯିବ। ଏ ନେଇ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର…
ବାଲି ଚୋରିକୁ ଜଗିବ ସିସିଟିଭି
ଯାଜପୁର ଅଫିସ,୨୭ା୮: ବାଲି ଚୋରିକୁ ଜଗିବା ପାଇଁ ବାଲିଘାଟଗୁଡ଼ିକରେ ଲାଗିବ ସିସିଟିଭି କ୍ୟାମେରା। ଏହାସହ ବାଲି ପରିବହନ ହେଉଥିବା ଗାଡ଼ିରେ ଗ୍ଲୋବାଲ ପୋଜିସନିଂ ସିଷ୍ଟମ (ଜିପିଏସ୍) ଲଗାଇବା ବାଧ୍ୟତାମୂଳକ କରାଯାଇଛି। ବାଲି ଉତ୍ତୋଳନରେ ମେଶିନ ବ୍ୟବହାର ହେଲେ ତହସିଲଦାର ଦାୟୀ ରହିବେ।…
ପାନାମା ପଣ୍ୟବାହୀ ଜାହାଜକୁ ମୁକ୍ତକର: ହାଇକୋର୍ଟ
କଟକ ଅଫିସ,୨୭ା୮: ବ୍ୟବସାୟିକ ବିବାଦକୁ ନେଇ ପାରାଦୀପ ବନ୍ଦରରେ ଅଟକ ରଖାଯାଇଥିବା ପାନାମାର ପଣ୍ୟବାହୀ ଜାହାଜ ‘ଏମ୍ଭି ମେରାଇନ୍ ହର୍ନବିଲ୍ (ଆଇଏମ୍ଓ ନଂ- ୯୫୯୪୩୬୫)’କୁ ମୁକ୍ତ କରିବା ପାଇଁ ଶୁକ୍ରବାର ହାଇକୋର୍ଟ ବନ୍ଦର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଜାହାଜ କର୍ତ୍ତୃପକ୍ଷଙ୍କ…
କାରାଗାରରେ କଏଦୀଙ୍କ ପାଇଁ ଆଧାର କ୍ୟାମ୍ପ୍
ଭୁବନେଶ୍ୱର,୨୭।୮(ବ୍ୟୁରୋ): ଭୁବନେଶ୍ୱର ଡାକମଣ୍ଡଳ ପକ୍ଷରୁ ଦୁଇଦିନ ଧରି ଝାରପଡ଼ା ସ୍ବତନ୍ତ୍ର କାରାଗାରରେ ଆଧାର ପଞ୍ଜୀକରଣ ଓ ସଂଶୋଧନ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ଅଧିକାଂଶ କଏଦୀଙ୍କ ଆଧାର ନମ୍ବର ନ ଥିବାରୁ ବା ଆଧାର ତଥ୍ୟ ଭୁଲ୍ ଥିବାରୁ ସେମାନେ କାରାଗାର…
ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ସାଙ୍ଗଙ୍କୁ ପଚରାଉଚରା
ଭୁବନେଶ୍ୱର,(ବ୍ୟୁରୋ)୨୭ା୮: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାରସ୍ଥିତ ଇନ୍ଫୋସିଟି ଗ୍ରୀନ୍ ଆପାର୍ଟମେଣ୍ଟରେ ରହୁଥିବା ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ(୨୬)ଙ୍କ ଆତ୍ମହତ୍ୟା ଘଟଣାର ରହସ୍ୟ ଫିଟାଇ ପାରୁନାହିଁ ପୋଲିସ। ଘଟଣାକୁ ୯ ଦିନ ବିତିଯାଇଥିବାବେଳେ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ…
ସୃଷ୍ଟି ହେବେ ଯୁବ ଉଦ୍ୟୋଗୀ
ଭୁବନେଶ୍ୱର,୨୭ା୮(ବ୍ୟୁରୋ): ରାଜ୍ୟରେ ଅଧିକ ଯୁବ ଉଦ୍ୟୋଗୀ ସୃଷ୍ଟି କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଯୁବଗୋଷ୍ଠୀଙ୍କ ମଧ୍ୟରେ ନୂତନ ଉଦ୍ୟୋଗୀ ହେବାର ଚିନ୍ତାଧାରାକୁ ତୃଣମୂଳ ସ୍ତରରୁ ବିକାଶ କରିବା ସକାଶେ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଶିକ୍ଷିତ ଯୁବଗୋଷ୍ଠୀକୁ ଏକ…
Archives


