ଅଟେଇ ସଂରକ୍ଷିତ ଜଙ୍ଗଲରୁ ୨ ଟ୍ରାପ୍ କ୍ୟାମେରା ଚୋରି
କେନ୍ଦୁଝର/ପାଟଣା,୧୧ା୩(ସ୍ବ.ପ୍ର.): ମହାବଳ ବାଘର ଗତିବିଧି ନିରୀକ୍ଷଣ ପାଇଁ କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଞ୍ଚଳରେ ଲଗାଯାଇଥିବା ୨ ଟ୍ରାପ୍ (ସିସିଟିଭି) କ୍ୟାମେରା ଚୋରି ହୋଇଯାଇଛି। ଦୁଇ କ୍ୟାମେରା ରୋହିଣୀଦୁମା ଜଙ୍ଗଲରେ ଲଗାଯାଇଥିଲା। ଚୋରି ପଛରେ ସ୍ଥାନୀୟ ଲୋକ କିମ୍ବା ଶିକାରୀଙ୍କ ହାତ…
ଓଡ଼ିଶାକୁ ସୁଭାଷ ବୋଷ ବିପର୍ଯ୍ୟୟ ପରିଚାଳନା ପୁରସ୍କାର
ଭୁବନେଶ୍ୱର,୧୧ା୩(ବ୍ୟୁରୋ): ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଓଡିଶାକୁ ସୁଭାଷ ଚନ୍ଦ୍ର ବୋଷ ବିପର୍ଯ୍ୟୟ ପରିଚାଳନା ପୁରସ୍କାର-୨୦୨୩ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ତୃତୀୟ ବିପର୍ଯ୍ୟୟ ବିପଦ ହ୍ରାସ ମଞ୍ଚ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି…
୩୬ ଘଣ୍ଟା ପରେ ଲିଭିଲା
ପୁରୀ ଅଫିସ, ୧୧ା୩: ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ ଟିମ୍ ପକ୍ଷରୁ ମିଳିତ ଭାବେ ଦୀର୍ଘ ୩୬ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ମରୀଚିକୋଟ ଛକ ନିକଟସ୍ଥ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁ ଲିଭିଛି। ବୁଧବାର ରାତି ପ୍ରାୟ ୮ଟାରୁ…
ବିର୍ସା ମୁଣ୍ଡା ଆଥ୍ଲେଟିକ୍ ଷ୍ଟାଡିୟମ ଲୋକାର୍ପଣ
ରାଉରକେଲା ଅଫିସ,୧୧ା୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦୁଇଦିନିଆ ରାଉରକେଲା ଗସ୍ତ କରିଛନ୍ତି। ଏହି ସମୟରେ ସେ ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ରାଉରକେଲା ବିଶ୍ରା ଛକରେ ନିର୍ମିତ…
ବିଧାନସଭାରେ ନବ ଝଡ଼
ଭୁବନେଶ୍ୱର,୧୧ା୩(ବ୍ୟୁରୋ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ହତ୍ୟାକାଣ୍ଡକୁ ମାସେରୁ ଊର୍ଦ୍ଧ୍ୱ ସମୟ ବିତିଗଲାଣି। ତଦନ୍ତର ଦିଗ କେଉଁଆଡ଼େ ଯାଉଛି ତାହା ଜଣାପଡୁ ନାହିଁ। ଏ ପର୍ଯ୍ୟନ୍ତ ହତ୍ୟାର କାରଣ ମଧ୍ୟ ଲୋକଲୋଚନକୁ ଆସିପାରିଲା ନାହିଁ। ରାଜ୍ୟ କ୍ରାଇମ୍ବ୍ରାଞ୍ଚ ଉପରେ ଭରସା…
ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ
ଭୁବନେଶ୍ୱର,୧୧ା୩(ବ୍ୟୁରୋ): ରାଜ୍ୟରେ ଜନଜାତି ସମ୍ପ୍ରଦାୟର ଜୀବନ ଜୀବିକା ଓ ଭିତ୍ତିଭୂମିର ବିକାଶ କରିବାକୁ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ’ କାର୍ଯ୍ୟକ୍ରମ ଆରମ୍ଭ କରିବେ। ଏହି ଯୋଜନାରେ ପର୍ଯ୍ୟାୟ କ୍ରମେ ୧୪ ଲକ୍ଷ ୫୦ ହଜାର ଜନଜାତି ପରିବାରକୁ ଚାଷ…
ଭିକ୍ଷା ବୃତ୍ତିରେ ଲଗାଇବାକୁ ଚୋରି: ଅପହୃତ୍ତ ନାବଳକ ଉଦ୍ଧାର, ମହିଳା ଗିରଫ
ଭୁବନେଶ୍ୱର,୯।୨(ବ୍ୟୁରୋ)- ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରୁ ଛୁଆ ଚୋରି କରିବା ଅଭିଯୋଗରେ ସମ୍ପୃକ୍ତ ମହିଳାଙ୍କୁ ଇନ୍ଫୋସିଟି ଥାନା ପୋଲିସ ଗିରଫ କରିଛି। ଅଭିଯୁକ୍ତା ହେଲେ ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ମଜୁରିଗଡ଼ିଆ ଗ୍ରାମର ଜୁଲି ସବର(୨୦)। ଜୁଲିଙ୍କୁ ମଙ୍ଗଳବାର କୋର୍ଚଚାଲାଣ…
୯ ଜିଲାକୁ ୟେଲୋ ୱାର୍ନିଂ ଜାରି
ଭୁବନେଶ୍ୱର,୧୦।୩(ବି୍ୟରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏ ନେଇ ୯ ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ଏହି ଜିଲା…
ଦାଦନ ଖଟିବାକୁ ଯାଇଥିଲେ: ଟ୍ରେନ ଲାଇନରୁ ମିଳିଲା ମୃତଦେହ
କୋକସରା,୧୦।୩(ଡି.ଏନ୍.ଏ.): ଦାଦନ ଖଟିବାକୁ ଯାଇ କଳାହାଣ୍ଡି ଜିଲା କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ଖୁଣ୍ଟିଆ ଗ୍ରାମର ଜଣେ ଯୁବକଙ୍କ ମୃତଦେହ ଟ୍ରେନ୍ ଲାଇନରୁ ଉଦ୍ଧାର ହୋଇଛି। ସେ ହେଲେ ଦେବାନନ୍ଦ ପୂଝାରୀ(୨୭)। ମିଳିଥିବା ସୂଚନା ମୁତାବକ, ଦେବାନନ୍ଦ ୨ ମାସ ତଳେ…
ବିବାହ ଭୋଜି ଖାଇ ଗୋଟିଏ ପରିବାରର ୬ ଗୁରୁତର
କୋକସରା,୧୦।୩(ଡି.ଏନ୍.ଏ): ବିବାହ ଭୋଜି ଖାଇ କଳାହାଣ୍ଡି ଜିଲା କୋକସରା ବ୍ଲକ ଡାଲଗୁମା ପଞ୍ଚାୟତ ଲଟାପଡା ଗ୍ରାମର ଗୋଟିଏ ପରିବାରର ୬ଜଣ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ଉକ୍ତ ଗ୍ରାମରେ ଗୁରୁବାର ଦିନ ବେଳେ ହୋଇଥିବା ବିବାହ ଭୋଜି ଖାଇ ଗୋଟିଏ…
ଟୁଇଟ୍ରେ ୨ ନେତ୍ରୀ ମୁହାଁମୁହିଁ
ଭୁବନେଶ୍ୱର ଅଫିସ,୧୦।୩(ବ୍ୟୁରୋ): ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଓ ଭାଜପା ନେତ୍ରୀ ଅର୍ପିତା ଅପରାଜିତ ବଡ଼ଜେନା ସୋସିଆଲ ମିଡିଆରେ ମୁହାଁମୁହିଁ ହୋଇଛନ୍ତି। ଦୁଇ ନେତ୍ରୀଙ୍କ ମଧ୍ୟରେ ଟୁଇଟ୍ ଯୁଦ୍ଧ ଲାଗିଛି। ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟାକାଣ୍ଡକୁ ନେଇ…
ପଶ୍ଚିମା ଝଡ଼ ପ୍ରଭାବରେ ଏହି ସବୁ ଜିଲାରେ ବିଜୁଳି,ଘଡଘଡି ସହ ବର୍ଷା ସମ୍ଭାବନା
ଭୁବନେଶ୍ୱର,୧୦।୩(ବ୍ୟୁରୋ): ସକ୍ରିୟ ରହିଛି ପଶ୍ଚିମା ଝଡ଼। ଏହାର ପ୍ରଭାବରେ ଉପକୂଳ ସମେତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଂଶିକ ମେଘାଛନ୍ନ ରହିଛି। ତେବେ ଆଗାମୀ ୩ ଘଣ୍ଟା ମଧ୍ୟରେ କନ୍ଧମାଳ, ନୟାଗଡ, କେନ୍ଦୁଝର, ସୁନ୍ଦରଗଡ, ଅନୁଗୋଳ, ବୌଦ୍ଧ ଏବଂ ମୟୁରଭଞ୍ଜ ଜିଲାର ଗୋଟିଏ ଦୁଇଟି…

