ରାଜ୍ୟ

‘ଶାମ୍ଭବୀ ପୁରସ୍କାର’ ପାଇଲେ ଇମ୍ରାନ ଅଲ୍ଲୀ

ଭୁବନେଶ୍ୱର,୨୪ା୩(ବ୍ୟୁରୋ):ଚଳିତ ବର୍ଷ ଜଣେ ସାମାଜିକ ପରିବର୍ତ୍ତନକାରୀଙ୍କୁ ମିଳିଛି ‘ଶାମ୍ଭବୀ’ ପୁରସ୍କାର। ରାଜ୍ୟରେ ସ୍ବାସ୍ଥ୍ୟ ଓ ଆଡ୍‌ଭୋକେସି କ୍ଷେତ୍ରରେ ସ୍ବତନ୍ତ୍ର ଅବଦାନ ଲାଗି ଡ. ମହମ୍ମଦ ଇମ୍ରାନ ଅଲ୍ଲୀଙ୍କୁ ଏହି ମର୍ଯ୍ୟାଦାଜନକ ସମ୍ମାନ ସହ ୨ଲକ୍ଷ ୫୦ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଛି।…

ଓଡ଼ିଶା ଆତିଥ୍ୟକୁ ମମତାଙ୍କ ପ୍ରଶଂସା

ଭୁବନେଶ୍ୱର,୨୪ା୩(ବ୍ୟୁରୋ):ଓଡ଼ିଶା ସରକାରଙ୍କ ଆତିଥ୍ୟ ବହୁତ ଭଲ। ପ୍ରଭୁ ଜଗନ୍ନାଥଙ୍କୁ ସେ ଭଲ ଭାବେ ଦର୍ଶନ କରିବାର ସୁଯୋଗ ପାଇଲେ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ଗଣମାଧ୍ୟମରେ ଏହା କହିଛନ୍ତି। ଏଥିସହିତ ପୁରୀରେ…

ମମତାଙ୍କୁ ଛେନାପୋଡ,ରୂପା ତାରକସି କାରୁକାର୍ଯ୍ୟର ଉପହାର ଦେଲେ ନବୀନ

ଭୁବନେଶ୍ୱର, ୨୩।୩(ବ୍ୟୁରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସାକ୍ଷାତ କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମମତାଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଙ୍ଗବସ୍ତ୍ର ଦେଇ ସ୍ବାଗତ ସହ ଛେନାପୋଡ ଓ ରୂପା ତାରକସି…

ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ଖୁସି ଖବର,ଏ ବର୍ଷ ବଢିବନି ବିଦ୍ୟୁତ୍‌ ଦର

ଭୁବନେଶ୍ୱର,୨୩।୩: ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ଏ ବର୍ଷ ବଢିବନି ବିଦ୍ୟୁତ୍‌ ଦର। ଏନେଇ ରାଜ୍ୟ ବିଦ୍ୟୁତ୍‌ ନିୟାମକ ଆୟୋଗ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ଘରୋଇ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ୍‌ ଦର ଅପରିବର୍ତ୍ତିତ ରହିଛି। ପୂର୍ବଭଳି ପ୍ରଥମ…

ନବୀନ ନିବାସରେ ପହଞ୍ଚିଲେ ମମତା ବାନାର୍ଜୀ

ଭୁବନେଶ୍ୱର, ୨୩।୩(ବ୍ୟୁରୋ): ନବୀନ ନିବାସରେ ପହଞ୍ଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପୁରୀରୁ ସଡ଼କ ପଥରେ ଆସି ସିଧା ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପହଞ୍ଚିଛନ୍ତି। ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମମତାଙ୍କ ମଧ୍ୟରେ ଆଲୋଚନା…

ବିଜେଡିର ନୂଆ ସଭାପତି, କର୍ମକର୍ତ୍ତାଙ୍କ ନାମ ଘୋଷଣା

ଖୋର୍ଦ୍ଧା ଅଫିସ,୨୩ା୩: ଖୋର୍ଦ୍ଧା ଜିଲା ବିଜେଡିର ନୂତନ ସଭାପତି ଏବଂ କର୍ମକର୍ତ୍ତାଙ୍କ ନାମ ଗୁରୁବାର ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ନେତା ବିଭୂତି ବଳବନ୍ତରାୟଙ୍କୁ ଦଳର ସଭାପତି ଭାବେ ନିଯୁକ୍ତି ଦେଇଥିବା ବେଳେ ରାମଚନ୍ଦ୍ର…

ସୀମାନ୍ତରେ ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ

ମାଲକାନଗିରି,୨୩ା୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଦାନ୍ତେଓ୍ବାଡା ଜିଲାରେ ପୁଣି ମାଓବାଦୀମାନେ ଲଙ୍କାକାଣ୍ଡ ଘଟାଇଛନ୍ତି। ଗୋଟିଏ ଟ୍ରକ୍‌ ଏବଂ ପ୍ରୋକୋଲିନ୍‌କୁ ଜାଳି ଦେଇଛନ୍ତି ମାଓବାଦୀ। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଛତିଶଗଡ଼ ଗସ୍ତକୁ ବିରୋଧ କରି ଏଭଳି ହିଂସାକାଣ୍ଡ ଘଟାଇଛନ୍ତି…

୧୧ ହଜାର ସ୍କୁଲରେ ବିଦ୍ୟୁତ୍‌ ସଂଯୋଗ ନାହିଁ

ଭୁବନେଶ୍ୱର,୨୩ା୩(ବ୍ୟୁରୋ): ରାଜ୍ୟର ୧୧,୭୧୦ ସ୍କୁଲ ଅନ୍ଧାରରେ ରହିଛି। ସେହି ସ୍କୁଲଗୁଡ଼ିକୁ ବିଦ୍ୟୁତ୍‌ ସଂଯୋଗ ହୋଇନାହିଁ। ଭାଜପା ସଭ୍ୟ ମୋହନ ମାଝିଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବୁଧବାର ବିଧାନସଭାରେ ଏହା କହିଛନ୍ତି।…

ଅଣଦେଖାରୁ ଚରମ ପଦକ୍ଷେପ

ଭୁବନେଶ୍ୱର,୨୩।୩(ବ୍ୟୁରୋ):ଲୋକପ୍ରିୟ ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାର ମହାରଣାଙ୍କ ଆତ୍ମହତ୍ୟା ଘଟଣାକୁ ବୁଧବାର ୫ଦିନ ବିତିଥିଲେ ମଧ୍ୟ ମାମଲାକୁ ନେଇ ରହସ୍ୟ ଲାଗିରହିଛି। ପ୍ରଥମେ ତ୍ରିକୋଣୀୟ ପ୍ରେମ କାରଣରୁ ଅକ୍ଷୟ ଆତ୍ମହତ୍ୟା କରିଥିଲେ ବୋଲି ଅଭିଯୋଗ ହେଉଥିଲା। ହେଲେ ଏବେ ମାମଲାର…

ମନମୋହନ ସାମଲ ରାଜ୍ୟ ଭାଜପା ସଭାପତି

ଭୁବନେଶ୍ୱର,୨୩।୩(ବ୍ୟୁରୋ): ମନମୋହନ ସାମଲ ରାଜ୍ୟ ଭାଜପାର ନୂଆ ସଭାପତି ଭାବେ ମନୋନୀତ ହୋଇଛନ୍ତି। ମନମୋହନଙ୍କୁ ରାଜ୍ୟ ସଭାପତି ଭାବେ ଭାଜପାର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଏହି ଦାୟିତ୍ୱ ଦେଇଛନ୍ତି। ସମୀର ମହାନ୍ତିଙ୍କ ସ୍ଥାନରେ ମନମୋହନଙ୍କୁ ଏହି ନୂଆ ଦାୟିତ୍ୱ ମିଳିଛି।…

୫ବର୍ଷ ପରେ ୫୭ଜଣଙ୍କୁ ମିଳିବ ‘ରାଜ୍ୟ ଶିକ୍ଷକ ପୁରସ୍କାର’

ଭୁବନେଶ୍ୱର, ୨୩।୩(ବ୍ୟୁରୋ):ଦୀର୍ଘ ୫ବର୍ଷ ପରେ ଚଳିତବର୍ଷ ଦିଆଯିବ ‘ରାଜ୍ୟ ଶିକ୍ଷକ ପୁରସ୍କାର’। ୨୦୧୭ ବର୍ଷ ପାଇଁ ମନୋନୀତ ୫୭ଜଣ ଶିକ୍ଷକଙ୍କୁ ଗଣଶିକ୍ଷା ବିଭାଗ ପୁରସ୍କାର ଦେବାକୁ ନିଷ୍ପତ୍ତି ନେଇଛି। କିନ୍ତୁ ଗୁରୁଦିବସରେ ନୁହେଁ କି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ନୁହେଁ, ଉତ୍କଳ ଦିବସରେ…

ପଦ୍ମଶ୍ରୀ ଗ୍ରହଣ କଲେ ମାଗୁଣି

ନୂଆଦିଲ୍ଲୀ,୨୩।୩:କଳା, ସମାଜ କଲ୍ୟାଣ, ବିଜ୍ଞାନ, ଡାକ୍ତରୀ, ସାହିତ୍ୟ, ଶିକ୍ଷା, କ୍ରୀଡ଼ା, ପ୍ରଶାସନିକ ସେବା ଆଦି କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ୧୦୬ ଜଣ ବିଶିଷ୍ଟ ବ୍ୟକ୍ତି ଚଳିତବର୍ଷ ଦେଶର ସବୁଠାରୁ ସମ୍ମାନଜନକ ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?