ରାଜ୍ୟ

ହୋଲିରେ ନିଶା ଖାଇ ଉପଦ୍ରବ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮।୩(ବ୍ୟୁରୋ): ହୋଲିକୁ ଦୃଷ୍ଟିରେ ରଖି ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ କମିଶନରେଟ ପୋଲିସ ପକ୍ଷରୁ କଡ଼ା ନଜର ରଖାଯାଇଛି। ହୋଲି ଉତ୍ସବ ନାଁରେ ନିଶା ଖାଇ ଉପଦ୍ରବ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ହୋଲି ପର୍ବର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮।୩(ବ୍ୟୁରୋ): ଆଜି ହେଉଛି ହୋଲି ପର୍ବ। ରଙ୍ଗର ପର୍ବ ହୋଲିକୁ ନେଇ ସମସ୍ତେ ଖୁସି ଉଲ୍ଲାସରେ ପାଳନ କରୁଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ହୋଲିପର୍ବର ଶୁଭେଚ୍ଛା ଜଣାଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, ରଙ୍ଗ ଓ ଆନନ୍ଦର…

ଆଜି ହୋଲି : ଗାଁଠୁ ସହର ଯାଏ ସବୁଠି ଉତ୍ସବ ମୁଖର

ଭୁବନେଶ୍ବର,୮।୩(ବ୍ୟୁରୋ): ଆଜି ହେଉଛି ହୋଲି ପର୍ବ। ରଙ୍ଗର ପର୍ବ ହୋଲିକୁ ନେଇ ଗାଁଠୁ ସହର ସବୁଠି ଉତ୍ସବ ମୁଖର। ହିନ୍ଦୁ ପରମ୍ପରା ଅନୁଯାୟୀ ଦୋଳ ପୂର୍ଣ୍ଣିମା ଅବସରରେ ଦୋଳଗୋବିନ୍ଦ ଅବିର ଖେଳିଛନ୍ତି। କରୋନା କଟକଣା ପାଇଁ ୨ ବର୍ଷ ହେଲା ରଙ୍ଗ…

ଆଜି ଅନ୍ତର୍ଜାତୀୟ ମହିଳା ଦିବସ

ଭୁବନେଶ୍ୱରୟ,୮।୩(ବ୍ୟୁରୋ): ଆଜି ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ । ପ୍ରତିବର୍ଷ ଭଳି ଏହି ଦିନକୁ ସାରା ବିଶ୍ୱରରେ ମହିଳାଙ୍କ ପାଇଁ ପାଳନକରାଯାଏ। ମହିଳାମାନଙ୍କୁ ସମ୍ମାନ ଜଣାଇବା ସହ ସେମାନଙ୍କର ତ୍ୟାଗ ଏବଂ ପରିଶ୍ରମକୁ ସ୍ବୀକୃତି ଓ ସମ୍ବର୍ଦ୍ଧନା ଏହି…

ଡମ୍ପର ଧକ୍କାରେ ସାଇକେଲ ଆରୋହୀ ମୃତ, ରାସ୍ତାରୋକୋ, ଉତ୍ତେଜନା

ଭୋଗରାଇ, ୮।୩( ଡି.ଏନ୍‌.ଏ .): ବାଲେଶ୍ୱର ଜିଲା ଜଳେଶ୍ୱର-ଚନ୍ଦନେଶର ୫୭ ନମ୍ବର ରାଜ୍ୟ ରାଜପଥରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭୋଗରାଇ ଥାନା ଅନନ୍ତପୁର ଛକଠାରେ ସାଇକେଲରେ ଯାଉଥିବା ଜଣେ ଯୁବକକୁ ଏକ ବାଲି ବୋଝେଇ ଡମ୍ପର ଧକ୍କା ଦେଇଥିଲା।…

ତାତିରୁ ଆସ୍ବସ୍ତି: ଆସୁଛି କାଳବୈଶାଖୀ

ଭୁବନେଶ୍ୱର,୭।୩(ବ୍ୟୁରୋ): ମାର୍ଚ୍ଚ ମାସରୁ ରାଜ୍ୟରେ ଅସମ୍ଭାଳ ଗୁଳୁଗୁଳି ଅନୁଭୂତ ହେଲାଣି। ଏଥିରୁ ମୁକ୍ତି ପାଇଁ ବର୍ଷାର ଆବଶ୍ୟକ ରହିଥିବା ବେଳେ କାଳବୈଶାଖୀ ପ୍ରଭାବରେ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ…

ବୈଜ୍ଞାନିକ ପ୍ରଫୁଲ୍ଲ କୁମାର ଜେନାଙ୍କ ପରଲୋକ: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୭।୩(ବ୍ୟୁରୋ): ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ବୈଜ୍ଞାନିକ ପ୍ରଫୁଲ୍ଲ କୁମାର ଜେନାଙ୍କର ମଙ୍ଗଳବାର ପରଲୋକ ଘଟିଛି। ତାଙ୍କ ଦେହାନ୍ତ ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ…

ପରପାରିରେ ବୈଜ୍ଞାନିକ ପ୍ରଫୁଲ୍ଲ କୁମାର ଜେନା

ଭୁବନେଶ୍ୱର,୭।୩(ବ୍ୟୁରୋ): ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ବୈଜ୍ଞାନିକ ପ୍ରଫୁଲ୍ଲ କୁମାର ଜେନାଙ୍କର ମଙ୍ଗଳବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଓଡ଼ିଶ ବିଜ୍ଞାନ ଭିତ୍ତିଭୂମି ସ୍ଥାପନରେ ସ୍ବର୍ଗତ ଜେନାଙ୍କର ପ୍ରମୁଖ ଭୂମିକା ଥିଲା। ସେ ପ୍ରଥମ…

ଏଥର ହୋଲିରେ ନଦୀପଠାରେ ଜଗିବେ ପୋଲିସ

ଭୁବନେଶ୍ୱର,୭।୩(ବ୍ୟୁରୋ): ହୋଲିକୁ ନେଇ ସଜାଗ ହୋଇଛି କମିଶନରେଟ୍‌ ପୋଲିସ। ହୋଲିରେ ଅଘଟଣ ନ ଘଟିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସ୍ପେଶାଲ ସ୍କ୍ବାଡ୍‌ ଓ ଟିମ୍‌ -୬୦ ସତର୍କ ରହିବା ସହ ରାଜଧାନୀର ୩୧ଟି ସ୍ଥାନରେ ପିକେଟିଂ କରିବ। ହୋଲିରେ ନିଶାସକ୍ତ…

ହୋଲିରେ ଗଡ଼ିବନି ମୋ ବସ୍‌

ଭୁବନେଶ୍ୱର,୭।୩(ବ୍ୟୁରୋ): ହୋଲିରେ ମୋ ବସ ଚଳାଚଳ ବନ୍ଦ ରହିବ । ବୁଧବାର ପୂର୍ବାହ୍ନରେ ରାଜଧାନୀ ଓ ରାଉରକେଲାରେ ମୋ ବସ୍‌ ଚଳାଚଳ ବନ୍ଦ ରହିବ । ତେବେ ଏହା ଅପରାହ୍ନରେ କାର୍ଯ୍ୟକ୍ଷମ ହୋଇଯିବ। ଏନେଇ କ୍ରୁଟ୍‌ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସୂଚନା…

ଝିଆରୀଙ୍କ ପାଇଁ ନବଙ୍କ ପାଖକୁ ଯାଉଥିଲେ ଗୋପାଳ: ନରସିଂହ ମିଶ୍ର

ଭୁବନେଶ୍ୱର,୭।୩(ବ୍ୟୁରୋ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ପୁଣି ଏକ ନୂଆ ତଥ୍ୟ ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ମିଶ୍ର କହିଛନ୍ତି, ଖବର ଅନୁସାରେ ଝିଆରୀଙ୍କ ଚାକିରି ପାଇଁ ଗୋପାଳ ନବଙ୍କ ପାଖକୁ ଯାଉଥିଲେ,…

ଚିନ୍ମୟୀ ମୃତ୍ୟୁ ମାମଲା: ଆସିଲା ପୁରୁଷବନ୍ଧୁଙ୍କ ଲାଏ ଡିଟେକ୍ସନ ରିପୋର୍ଟ

ସମ୍ବଲପୁର,୭।୩(ବ୍ୟୁରୋ): ବୁର୍ଲା ଭିସୁଟ୍‌ର ପୂର୍ବତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲାରେ ପୁରୁଷବନ୍ଧୁ ପ୍ରୀତିମାନ ଦେ ଓ ମାନସ ଟୁଡୁଙ୍କ ଲାଏ ଡିଟେକ୍ସନ ରିପୋର୍ଟ ଆସିଛି। ଏସ୍‌ଏଫ୍‌ଏସଏଲ ପକ୍ଷରୁ ସମ୍ବଲପୁର ଏସ୍‌ପିଙ୍କୁ ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ ଦିଆଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?