ରାଜ୍ୟ

ଆତ୍ମସମର୍ପଣ କଲେ ୧୬ ମାଓବାଦୀ

ମାଲକାନଗିରି,୨୪ା୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକ୍‌ମାରେ ୧୬ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସୁକ୍‌ମା ଜିଲାରେ ଗତ କିଛିଦିନ ହେଲା ପୋଲିସ ପକ୍ଷରୁ ମାଓବାଦୀଙ୍କୁ ଘରକୁ ଫେରାଇ ଆଣିବା ଲାଗି ପୁନାନାର୍କମ୍‌ ତଥା ଘରକୁ ଫେର ଅଭିଯାନ ଚାଲିଛି। ଏହି ଅଭିଯାନରେ…

ଆକାଶରେ ବିରଳ ଦୃଶ୍ୟ: ଜାଣନ୍ତୁ କ’ଣ କହୁଛନ୍ତି ଲୋକେ

ଭୁବନେଶ୍ୱର,୨୪।୩(ବ୍ୟୁରୋ): ଶୁକ୍ରବାର ସନ୍ଧ୍ୟାରେ ଆକାଶରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଜହ୍ନ ତଳେ ଏକ ଉଜ୍ଜ୍ୱଳ ନକ୍ଷତ୍ର ଦେଖାଯାଉଛି। ଏହି ଦୃଶ୍ୟକୁ ପ୍ରାୟ ସମସ୍ତେ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ତେବେ ଏପରି ଦୃଶ୍ୟ କାହିଁକି ଦେଖାଯାଇଛି ସେନେଇ କୌଣସି…

ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ କାରାଦଣ୍ଡ

ଫୁଲବାଣୀ ଅଫିସ,୨୪।୩: ଫୁଲବାଣୀ ଅତିରିକ୍ତ ଜିଲା ଦୌରାଜଜ୍‌ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସିତ କୁମାର ବେହେରା ନାବାଳିକା ବଳାତ୍କାର ମାମଲାର ରାୟ ଶୁକ୍ରବାର ପ୍ରକାଶ କରିଛନ୍ତି। ମାମଲାର ବିଚାର କରି ଅଭିଯୁକ୍ତ ଶମ୍ଭୁ ମହାରଣାଙ୍କୁ ୨୦ ବର୍ଷ ସଶ୍ରମ…

ନିଖୋଜ ପ୍ରେମୀଯୁଗଳଙ୍କ ମୃତଦେହ ମିଳିଲା

ମାଲକାନଗିରି,୨୪ା୩(ଡି.ଏନ୍‌.ଏ.): ନିଖୋଜ ପ୍ରେମୀଯୁଗଳଙ୍କ ମୃତଦେହ ଠାବ କରାଯାଇଛି। ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲା ଏମ୍‌ଭି ୭ ଗ୍ରାମ ନିକଟ ମୁଖ୍ୟ ରାସ୍ତାକଡ଼ ଏକ ଜଙ୍ଗଲ ଭିତରେ। ସୂଚନାନୁଯାୟୀ ମୃତ ଝିଅ ନନ୍ଦେ ମାଡକାମୀ ଓ…

ଡାକଘର ପଦବୀ ପାଇଁ ନକଲି ସାର୍ଟିଫିକେଟ

ବଲାଙ୍ଗୀର ଅଫିସ,୨୪ା୩: ବଲାଙ୍ଗୀର ଡାକମଣ୍ଡଳର ୮୩ ବ୍ରାଞ୍ଚ ପୋଷ୍ଟ ମାଷ୍ଟର, ଏବିପିଏମ ଓ ଡାକସେବକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ପଦବୀ ପାଇଁ ବହୁ ପ୍ରାର୍ଥୀ ଆବେଦନ କରିଛନ୍ତି। ଶୁକ୍ରବାର ବଲାଙ୍ଗୀର ପ୍ରଧାନ ଡାକଘରରେ ଏହି ପଦବୀଗୁଡିକର ସାର୍ଟିଫିକେଟ୍‌…

ଆସୁଛି ଆଉ ଏକ ପଶ୍ଚିମାଝଡ଼

ଭୁବନେଶ୍ୱର,୨୪।୩(ବ୍ୟୁରୋ): ଆସୁଛି ଆଉ ଏକ ପଶ୍ଚିମାଝଡ଼। ଆସନ୍ତା ୨୬ରୁ ପଶ୍ଚିମା ଝଡ-ପ୍ରଭାବରେ ରାଜ୍ୟରେ ବର୍ଷା, ବିଜୁଳି ଘଡଘଡି ସହ ଝଡ-ପବନ ଘଣ୍ଟା ପ୍ରତି ୩୦ ରୁ ୪୦ କିମି ସମ୍ଭାବନା ରହିଛି। ସେହିପରି ୨୭ରୁ ବର୍ଷାର ବିସ୍ତୃତି ବଢିବ। ଏଥିରେ ୧୧…

ମାର୍ଚ୍ଚ ୨୯ରେ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ଭୁବନେଶ୍ୱର,୨୪।୩(ବ୍ୟୁରୋ): ମାର୍ଚ୍ଚ ୨୯ ତାରିଖରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ। ଏନେଇ ସମନ୍ବୟ ବୈଠକରେ ରଥ ଯେପରି ସଠିକ୍‌ ସମୟରେ ପ୍ରସ୍ତୁତ ହେବା ସହ ଶୃଙ୍ଖଳିତ ନିତିକାନ୍ତି କିପରି ହୋଇପାରିବ ସେନେଇ ଆଲୋଚନା ହୋଇଛି। ସୂଚନାଯୋଗ୍ୟ, ମାର୍ଚ୍ଚ ୨୯…

ପୋଲିସ କବ୍‌ଜାରେ ତାମିଲନାଡୁ ଚୋର ଗ୍ୟାଙ୍ଗ୍‌

ଭୁବନେଶ୍ୱର,୨୪।୩(ବ୍ୟୁରୋ):ଦ୍ୱୈତନଗରୀ କଟକ-ଭୁବନେଶ୍ୱରରେ ୩ ମାସ ଧରି ସକ୍ରିୟ ଥିବା ଏକ ଆନ୍ତଃରାଜ୍ୟ ଚୋର ଗ୍ୟାଙ୍ଗକୁ କମିଶନରେଟ ପୋଲିସ ଧରିବା ସହ ୩ଜଣ ସଦସ୍ୟଙ୍କୁ ଗିରଫ କରିଛି। ସେମାନେ ହେଲେ ତାମିଲନାଡୁ ତିରୁପତୁର ଜିଲାର କେ. ବାଲାଜି,ଏନ. ମୁରଗାନ ଏବଂ ଡି. ଗୋବିନ୍ଦନ।…

କିନ୍ନରଙ୍କୁ ମିଳିବ ଜମି

ଭୁବନେଶ୍ୱର, ୨୪।୩ (ବ୍ୟୁରୋ):ଜାଗା ମିଶନ୍‌ ଅନ୍ତର୍ଗତ ଭୁବନେଶ୍ୱରର ବସ୍ତି ଅଞ୍ଚଳରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି ବା ପରିବାରକୁ ଜାଗା ପ୍ରଦାନ କରାଯିବ। ଏଥିପାଇଁ ବିଭିନ୍ନ ବସ୍ତି ଅଞ୍ଚଳରେ ବ୍ୟାପକ ସର୍ଭେ କରାଯାଇ ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଉଛି। ଶୁକ୍ରବାରଠାରୁ କିନ୍ନର ବସ୍ତି…

ସଫେଇ ସଂସ୍ଥାକୁ ୧ଲକ୍ଷ ଟଙ୍କା ଜରିମାନା

ଭୁବନେଶ୍ୱର, ୨୪।୩ (ବ୍ୟୁରୋ):ରାଜଧାନୀ ଭୁବନେଶ୍ବରରେ ପରିମଳ ନିୟମକୁ ଭୁବନେଶ୍ବର ମହାନଗର ନିଗମ (ବିଏମସି) ପକ୍ଷରୁ କଡ଼ାକଡ଼ି କରାଯାଇଛି। ପରିମଳ ନିୟମ ଅବମାନନା କ୍ଷେତ୍ରରେ ସଫେଇ ସଂସ୍ଥାରୁ ଆରମ୍ଭ କରି ସ୍ଥାନୀୟ ନାଗରିକ ଓ ଅନୁଷ୍ଠାନଠାରୁ ମୋଟା ଅଙ୍କର ଜରିମାନା ଆଦାୟ ହେଉଛି।…

‘ସିଟିଜ୍‌ ପ୍ରକଳ୍ପ’ରେ ବଦଳିବ ସହର ନକ୍ସା

ଭୁବନେଶ୍ୱର, ୨୪।୩ (ବ୍ୟୁରୋ):ସ୍ମାର୍ଟସିଟି ଭୁବନେଶ୍ୱରର ଚେହେରା ଧୀରେ ଧୀରେ ବଦଳିବାକୁ ଲାଗିଛି। ସହରକୁ ଆହୁରି ସୁନ୍ଦର କରି ଗଢ଼ିତୋଳିବା ସହ ପୂର୍ଣ୍ଣାଙ୍ଗ ସ୍ମାର୍ଟସିଟିରେ ପରିଣତ କରିବା ପାଇଁ ଗୋଟିଏ ପରେ ଗୋଟିଏ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏହି କ୍ରମରେ ସ୍ମାର୍ଟସିଟି ମିଶନ…

ଦେଶ ବିରୋଧୀ ଶକ୍ତିଙ୍କ ଆଗରେ ମୁଣ୍ଡ ନୁଆଁଇବେ ନାହିଁ ରାହୁଲ: ଶରତ

ଭୁବନେଶ୍ବର, ୨୪ା୩(ବ୍ୟୁରୋ):ଭାରତ ବର୍ଷର ଗଣତନ୍ତ୍ର ଆଜି ବିପନ୍ନ। ନରେନ୍ଦ୍ର ମୋଦି ସରକାର ବ୍ୟକ୍ତିର ବାକ୍‌ ସ୍ବାଧୀନତା ଉପରେ ସମ୍ପୂର୍ଣ୍ଣରୂପେ ରୋକ୍‌ ଲଗାଇବା ପାଇଁ ୮ ବର୍ଷ ହେଲା କାର୍ଯ୍ୟ କରୁଛି। ଏକଛତ୍ର ବାଦ ଶାସନ ବ୍ୟବସ୍ଥାକୁ ଆପଣାଇବା ନରେନ୍ଦ୍ର ମୋଦି ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?