୫ ସ୍ଥାନରେ ଭାଜପାକୁ ଟାର୍ଗେଟ କରିବ କଂଗ୍ରେସ
ଭୁବନେଶ୍ବର, ୨୮ା୩(ବ୍ୟୁରୋ):କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଭ୍ୟ ପଦ ଲୋକ ସଭାରେ ରଦ୍ଦ ହେବା ପରେ ସାରା ଦେଶରେ ଦଳ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଏହାକୁ ନେଇ ଏବେ ଓଡ଼ିଶାରେ ମଧ୍ୟ ତୀବ୍ର ପ୍ରତିବାଦ ଦେଖିବାକୁ ମିଳୁଛି। ଦୁଇ ଦିନ…
ସାଙ୍ଗ ଗାଡ଼ିରେ ଅପରାଧ
ଭୁବନେଶ୍ୱର,୨୮।୩(ବ୍ୟୁରୋ):ସାଙ୍ଗକୁ ଗାଡି ଦେଉଥିଲେ ହୋଇଯାଅ ସାବଧାନ। ନ ହେଲେ ଆପଣଙ୍କ ଗାଡିକୁ ବି ଜବତ କରିପାରେ ପୋଲିସ। କାରଣ କେହି ବି ଆପଣଙ୍କ ଗାଡିକୁ ଆପରାଧିକ କାର୍ଯ୍ୟରେ ବ୍ୟବହାର କରିପାରେ। ସାଙ୍ଗଠାରୁ ଗାଡ଼ି ମାଗିଆଣି ରାଜଧାନୀରେ ଲୁଟ୍ପାଟ କରୁଥିବା ଜଣେ ଚତୁର…
ଷ୍ଟାଟସ୍ ରିପୋର୍ଟ ଦାଖଲ ଲାଗି ୩ ମାସ ସମୟ ମାଗିଲା କେନ୍ଦ୍ର
ନୂଆଦିଲ୍ଲୀ, ୨୮ା୩:ପୋଲାଭରମ ଜଳସେଚନ ପ୍ରକଳ୍ପକୁ ନେଇ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଓ ଛତିଶଗଡ଼ ମଧ୍ୟରେ ଲାଗିରହିଥିବା ବିବାଦର ସମାଧାନ ପାଇଁ ବୈଠକ ଡକାଯାଇଥିଲା। ଏହାର ଷ୍ଟାଟସ୍ ରିପୋର୍ଟ ଦାଖଲ ଲାଗି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ୩ ମାସ ସମୟ ମାଗିଛନ୍ତି। ଜଷ୍ଟିସ୍…
ରୂପାନ୍ତରିତ ହେବ ୧୦ ହଜାର ପ୍ରାଥମିକ ବିଦ୍ୟାଳୟ
ଭୁବନେଶ୍ୱର,୨୮।୩(ବ୍ୟୁରୋ):‘ମୋ ସ୍କୁଲ’ର ଦଶମ ପରିଚାଳନା ପରିଷଦ ବୈଠକ ମୋ ସ୍କୁଲ୍ ଅଭିଯାନ ଅଧ୍ୟକ୍ଷା ସୁସ୍ମିତା ବାଗ୍ଚୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚ ବିଦ୍ୟାଳୟଗୁିକର ସଫଳ ରୂପାନ୍ତରୀକରଣ ପରେ ଏବେ ୧୦ହଜାର ପ୍ରାଥମିକ ବିଦ୍ୟାଳୟର ନବୀକରଣ କରିବାକୁ ନିଷ୍ପତ୍ତି ନିିଆଯାଇଛି। ସ୍ଥାନୀୟ କର୍ପୋରେଟ୍…
୩୧ରେ ପଶ୍ଚିମା ଝଡ଼ର ସର୍ବାଧିକ ପ୍ରଭାବ
ଭୁବନେଶ୍ୱର, ୨୮।୩ (ବ୍ୟୁରୋ):ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବରେ ସକାଳୁ ଦ୍ୱିପ୍ରହର ଯାଏ ଖରା ଓ ଅପରାହ୍ନରୁ କଳାବୈଶାଖୀ ବର୍ଷା ଜାରି ରହିଛି। ସୋମବାର ଖୋର୍ଦ୍ଧା, କଟକ, ପୁରୀ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ଗଜପତି, କୋରାପୁଟ ଓ…
ମାଲିକ ସଂଘକୁ ମିଳିବ ପର୍ଯ୍ୟାପ୍ତ କ୍ଷମତା
ଭୁବନେଶ୍ୱର,୨୮ା୩(ବ୍ୟୁରୋ):ବହୁ ପ୍ରତୀକ୍ଷା ପରେ ଆପାର୍ଟମେଣ୍ଟ ମାଲିକମାନଙ୍କୁ ସୁରକ୍ଷା ଦେବା ସକାଶେ ରାଜ୍ୟ ସରକାର ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା)ବିଲ୍-୨୦୨୩ ଆଣିଛନ୍ତି। ସୋମବାର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଏହାକୁ ବିଧାନସଭାର ଅନୁମୋଦନ ସକାଶେ ଉପସ୍ଥାପନ କରିଛନ୍ତି।…
ଦେବୀ ନଦୀରେ ବୁଡ଼ିଗଲେ: ୩ ସାଙ୍ଗ ୨ ମୃତ, ଜଣେ ନିଖୋଜ
ବାଲିକୁଦା,୨୮ା୩(ସ୍ବ.ପ୍ର.): ଜଗତ୍ସିଂହପୁର ଜିଲା ବାଲିକୁଦା ଥାନା ଅନ୍ତର୍ଗତ ମାଛଗଁା ଦେବୀ ନଦୀ କୂଳରେ ସୋମବାର ସକାଳେ ଏକ ଅଘଟଣ ଘଟିଛି। ଏହି ନଦୀକୁ ଗାଧୋଇବାକୁ ଆସିଥିବା ୪ ସାଙ୍ଗଙ୍କ ମଧ୍ୟରୁ ୩ ଜଣ ବୁଡ଼ି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ…
ଘର ବିକ୍ରି ଆଳରେ ୭୫ ଲକ୍ଷ ଠକେଇ ଓଲିଉଡ୍ ପ୍ରଯୋଜକ ଗିରଫ
ଭୁବନେଶ୍ୱର,୨୭।୩(ବ୍ୟୁରୋ) – ଘର ବିକ୍ରି କରିବା ଆଳରେ ଜଣେ ଆସୋସିଏଟ୍ ପ୍ରଫେସରଙ୍କଠାରୁ ୭୫ ଲକ୍ଷ ଟଙ୍କା ଠକିବା ଅଭିଯୋଗରେ ଜଣେ ଓଲିଉଡ୍ ପ୍ରଯୋଜକଙ୍କୁ ଖଣ୍ଡଗିରି ଥାନା ପୋଲିସ ସୋମବାର ଗିରଫ କରିଛି। ଅଭିଯୁକ୍ତ ହେଲେ ସ୍ଥାନୀୟ ଥାନା କୋଳଥିଆ ହାଉସିଂବୋର୍ଡ କଲୋନିରେ…
ଓଆର୍ଏଚ୍ଡିସି ଗୃହ ଋଣ ଦୁର୍ନିତି ମାମଲା: ସପ୍ତମଥର ବିନୋଦ କୁମାରଙ୍କୁ ଜେଲଦଣ୍ଡ
ଭୁବନେଶ୍ୱର,୨୭।୩(ବ୍ୟୁରୋ) – ଓଡ଼ିଶା ଗ୍ରାମୀଣ ଗୃହ ଉନ୍ନୟନ ନିଗମ (ଓଆର୍ଏଚ୍ଡିସି) ଦ୍ୱାରା ବିଲ୍ଡର ସଂସ୍ଥା ‘ଏମ୍/ଏସ୍ ହୋମ୍ ଲିଭ୍ସ ହାଉସିଂ’କୁ ଅନୁଚିତ ଅନୁଗ୍ରହ ଦେଖାଇ ଜାଲ୍ କାଗଜପତ୍ରରେ ୫୦ ଲକ୍ଷ ଟଙ୍କାର ଗୃହ ଋଣ ଦେବା ମାମଲାରେ ସୋମବାର ରାୟ ପ୍ରକାଶ…
ମିଳୁନି ସାଧାରଣ ସୁବିଧା: ଦୁର୍ଦ୍ଦଶା ଭୋଗୁଛନ୍ତି ଗ୍ରାମବାସୀ
ରାଇକିଆ,୨୭।୩(ଡି.ଏନ୍.ଏ.): ରାସ୍ତା ନାହିଁ। ୫ କି.ମି ଦୁର୍ଗମ ଜଙ୍ଗଲ ମଧ୍ୟରେ ଘାଟି ପାହାଡ଼ ଚଢ଼ି ଗଲେ ପହଞ୍ଚିହୁଏ କନ୍ଧମାଳ ଜିଲା ରାଇକିଆ ବ୍ଲକର ମାଣିକେଶ୍ୱର ପଞ୍ଚାୟତର ଡାଙ୍ଗିସି ଗ୍ରାମରେ। କନ୍ଧମାଳ-ଗଞ୍ଜାମ ଜିଲା ସୀମାନ୍ତ ଏହି ଗ୍ରାମରେ ସରକାରଙ୍କ ସବୁ ଯୋଜନା ଅପହଞ୍ଚ।…
ନକଲି ସାର୍ଟିଫିକେଟ ମାମଲା: ୧୯ଙ୍କୁ ବାନ୍ଧିଲା ପୋଲିସ
ବଲାଙ୍ଗୀର ଅଫିସ, ୨୭।୩: ବଲାଙ୍ଗୀର ଡାକମଣ୍ଡଳର ବିଭିନ୍ନ ପଦବୀ ପାଇଁ ଆବେଦନ କରିଥିବା କିଛି ପ୍ରାର୍ଥୀଙ୍କ ଜାଲ ସାର୍ଟିଫିକେଟ ଧରାପଡିବା ପରେ ବଲାଙ୍ଗୀର ପୋଲିସ ସ୍ଥାନୀୟ ମିଶନ ପଡ଼ିଆ ସମ୍ମୁଖ ରିଲାଏନ୍ସ ଏଜୁକେଶନ କମ୍ପ୍ଳେକ୍ସରେ ଚଢାଉ କରିଥିଲା। ଚଢାଉ ବେଳେ ଅଧିକାରୀମାନେ…
ଦେବୀ ନଦୀରେ ଭାସିଗଲେ ୩ ଛାତ୍ର
ଭୁବନେଶ୍ୱର,୨୭।୩(ବ୍ୟୁରୋ): ଗାଧୋଇବା ବେଳେ ଭାସିଗଲେ ୩ଜଣ ଛାତ୍ର। ଏଭଳି ଘଟଣା ଜଗତସିଂହପୁର ଜିଲା ମାଛଗାଁ ନିକଟରେ ଥିବା ଦେବୀ ନଦୀରେ ଘଟିଛି। ଏପର୍ଯ୍ୟନ୍ତ ୩ଜଣ ଛାତ୍ରଙ୍କ ପତ୍ତା ମିଳିନାହିଁ। ନିଖୋଜ ଛାତ୍ରମାନଙ୍କ ମଧ୍ୟରେ ଜଣଙ୍କ ଘର ଆମ୍ବଶାଳ ବାଲିକୁଦାର ଅଞ୍ଚଳର ହୋଇଥିବା…

