ରାଜ୍ୟ

ଆଜି ବିଶ୍ୱ ଛେନାପୋଡ଼ ଦିବସ

ନୟାଗଡ଼ ଅଫିସ, ୧୧ା୪: ଏପ୍ରିଲ ୧୧ ଅର୍ଥାତ୍‌ ମଙ୍ଗଳବାରକୁ ବିଶ୍ୱ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଛି। ଛେନାପୋଡ଼କୁ ଜିଆଇ ଟ୍ୟାଗ୍‌ ମାନ୍ୟତା ଦେବା ପାଇଁ ନୟାଗଡ଼ ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏଭଳିସ୍ଥଳେ ଏପ୍ରିଲ ୧୧ ପୂର୍ବାହ୍ନ…

ବାଘ ଲୋମ, ମୁଣ୍ଡ, ହାଡ଼ ଜବତ

ବୌଦ୍ଧ, ୧୧।୪(ସ୍ବ.ପ୍ର): ବୌଦ୍ଧ ଜିଲାରେ ବିଭିନ୍ନ ସମୟରେ ବାଘ, ହରିଣ ଚମଡା ଜବତ କରାଯାଇଆସୁଥିବାବେଳେ ସୋମବାର ପୁଣି ଏଭଳି ଘଟଣା ଘଟିଛି। ବନ କର୍ମଚାରୀମାନେ ହରଭଙ୍ଗା ବ୍ଲକ ତଳଗାଁ ପଞ୍ଚାୟତ ବଡଖଜୁରି ଗ୍ରାମର ବିଶ୍ୱାମିତ୍ର ଜାନୀଙ୍କ ଘରେ ଚଢାଉକରି ବାଘ ଲୋମ…

ପାଣିଟାଙ୍କିକୁ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଦେଓଗାଁ,୧୧ା୪(ଡି.ଏନ୍‌.ଏ.): ପ୍ରେମରେ ବିଫଳ ହେବା ପରେ ବଲାଙ୍ଗୀର ଜିଲା ଦେଓଗାଁ ଥାନା କୁଠୁର୍ଲା ଗାଁର ଜଣେ ଯୁବକ ସୋମବାର ସକାଳେ ଓଭରହେଡ୍‌ ପାଣିଟାଙ୍କି ଉପରକୁ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଯୁବକ ଜଣକ ହେଲେ ପିଣ୍ଟୁ ହରପାଲ। ଏହି ଖବର ପ୍ରଚାରିତ…

ଡାକ୍ତର ଜଣେ ସୈନିକ: ରାଜ୍ୟପାଳ

ବଲାଙ୍ଗୀର ଅଫିସ, ୧୧ା୪: ଯେତେବେଳେ ଶରୀର କଥା ଉଠେ ସେତେବେଳେ ଡାକ୍ତର ଜଣେ ସୈନିକ। ଯେତେବେଳେ ମନ କଥା ଉଠେ ସେତେବେଳେ ଡାକ୍ତର ଜଣେ ମନୋବିଜ୍ଞାନୀ। ଆଉ ଯେତେବେଳେ ଆମତ୍ା କଥା ଉଠେ ଡାକ୍ତର ସେତେବେଳେ ଜଣେ ପୂଜକ ବୋଲି ଓଡ଼ିିଶା…

ସିବିଆଇ ତଦନ୍ତ ପାଇଁ ଚିଠି ଲେଖିଲା ଡାକ ବିଭାଗ

ଭୁବନେଶ୍ୱର,୧୧ା୪(ବ୍ୟୁରୋ): ଜାଲ୍‌ ସାର୍ଟିଫିକେଟ କାରବାର କେବଳ ରାଜ୍ୟ ଭିତରେ ସୀମିତ ନାହିଁ। ଏହାର ଚେର ବାହାର ରାଜ୍ୟକୁ ମଧ୍ୟ ଲମ୍ବିଛି। ଗ୍ରାମୀଣ ଡାକ ସେବକରେ ଅନେକେ ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଅଭିଯୋଗ ଆସିଛି। ଏହି ଜାଲ୍‌ ସାର୍ଟିଫିକେଟ ମାମଲାରେ…

ଅସହ୍ୟ ହେଲାଣି ତାତି, ୪୦ ଡିଗ୍ରୀ ଛୁଇଁଲା

ଭୁବନେଶ୍ୱର,୧୧ା୪(ବ୍ୟୁରୋ): ପ୍ରଚଣ୍ଡ ତାତିରେ ସାରା ଓଡ଼ିଶା ସିଝୁଛି। ଚାରିଆଡ଼େ ସତେଯେମିତି ନିଆଁ ବର୍ଷୁଛି। ଟାଇଁ ଟାଇଁ ଖରାରେ ଦେହମୁଣ୍ଡ ଜଳିପୋଡ଼ି ଯାଉଛି। ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗତ କିଛିଦିନ ପଶ୍ଚିମାଝଡ଼ଜନିତ ବର୍ଷା ଆଶ୍ୱସ୍ତି ଦେଇଥିଲା। ମାତ୍ର ଦୁଇଦିନ ହେବ ସମଗ୍ର…

ଅସହ୍ୟ ହେଉଛି ତାତି, ୩୦ ଡିଗ୍ରୀ ଉପରେ ୧୦ ସହର

ଭୁବନେଶ୍ୱର,୧୦।୪(ବ୍ୟୁରୋ): ଅସହ୍ୟ ହେଉଛି ତାତି। ରାଜ୍ୟରେ କାଳବୈଶାଖୀ ପ୍ରଭାବ କମିବା ସହ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ-ଗରମ ବାୟୁ ପ୍ରଭାବରେ ଆଗାମୀ ୨ରୁ ୩ ଦିନ ମଧ୍ୟରେ ରାଜ୍ୟରେ କିଛି କିଛି ସ୍ଥାନରେ ଦିନ ତାପମାତ୍ରାରେ ୨ ରୁ ୩ ଡ଼ିଗ୍ରୀ ଯାଏ…

ନକଲି ଶିକ୍ଷକଙ୍କ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୦ା୪(ବ୍ୟୁରୋ): ରାଜ୍ୟରେ କେତେ ନକଲି ଶିକ୍ଷକ ଅଛନ୍ତି ଏନେଇ ବିଇଓ ଏବଂ ଡିଇଓ ଦୁଇ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ କେତେ ନକଲି ଶିକ୍ଷକ ଚିହ୍ନଟ ହୋଇଛନ୍ତି ଏବଂ ତାଙ୍କ ପ୍ରତି କ’ଣ…

ଆସନ୍ତାକାଲିଠୁ ସକାଳୁଆ ସ୍କୁଲ

ଭୁବନେଶ୍ୱର,୧୦ା୪(ବ୍ୟୁରୋ): ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାରଠାରୁ ସମସ୍ତ ସରକାରୀ, ବେସରକାରୀ ସ୍କୁଲ ସକାଳୁଆ ହେବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ…

ଦିନ ବଢ଼ିବା ସହ ବଢୁଛି ଅସହ୍ୟ ତାତି

ଭୁବନେଶ୍ୱର,୧୦।୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ସୋମବାର ସକାଳୁ ତାତି ବଢ଼ିବାରେ ଲାଗିଛି। ସକାଳ ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୧ ଡିଗ୍ରୀ ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଭୀଷଣ ଗରମ ଅନୁଭୂତ…

ଝାରପଡ଼ା ଜେଲରେ ପରେଡ: ଅଭିଯୁକ୍ତଙ୍କୁ ଚିହ୍ନିଲେ ନୂଆ ଏସ୍‌ଆଇ

ଭୁବନେଶ୍ୱର,୧୦।୪(ବ୍ୟୁରୋ): ଭୁବନେଶ୍ୱର ସହାରଞ୍ଚଳ ଜିଲା ପୋଲିସ (ୟୁପିଡି) ପକ୍ଷରୁ ରବିବାର ଝାରପଡ଼ା ସ୍ବତନ୍ତ୍ର ଜେଲରେ ବିଚାରଧୀନ କଏଦୀଙ୍କ ପରେଡ କରାଯାଇଛି। ଏହି ପରେଡରେ ଭୁବନେଶ୍ୱରରେ ନବନିଯୁକ୍ତ ୩୯ଜଣ ଏସ୍‌ଆଇ ଅଭିଯୁକ୍ତଙ୍କୁ ଚିହ୍ନିଥିଲେ। ଏସ୍‌ଆଇଙ୍କ ସମେତ ୫୨ଜଣ ପୋଲିସ ଅଧିକାରୀ ଏହି ପରେଡ୍‌ରେ…

ରାଜଧାନୀରେ ଗ୍ୟାଙ୍ଗ୍‌ ସକ୍ରିୟ, ଟ୍ରାକିଂରେ ପୋଲିସ ଫେଲ୍‌

ଭୁବନେଶ୍ୱର,୧୦।୪(ବ୍ୟୁରୋ): ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲାରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ପୋଲିସକୁ ଚ୍ୟାଲେଞ୍ଜ ଦେଇ ଚୋରିଠୁ ଆରମ୍ଭ କରି ଛିନ୍‌ତାଇ, ଅପହରଣ, ମାର୍‌ପିଟ ଭଳି ଘଟଣା ପ୍ରତ୍ୟହ ଘଟିବାରେ ଲାଗିଛି। ଏହିସବୁ ଘଟଣା ପଛରେ ଏକାଧିକ ଗ୍ୟାଙ୍ଗ୍‌ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?