ରାଜ୍ୟ

ବଜ୍ରପାତରେ ଜଣେ ମୃତ, ୪ ଗୁରୁତର

ସରଣ୍ଡା,୨୨।୪(ଡି.ଏନ.ଏ): ବରଗଡ଼ ଜିଲାରେ ଶନିବାର ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ଭେଡ଼େନ ଥାନା ଥୁଆପାଲି ନିକଟସ୍ଥ ନାଗପାଲି ଗାଁର ଝିଟ ଥପା। ଆହତମାନେ ହେଲେ ଝିଲିମିଣ୍ଡାର ଗଙ୍ଗାଧର…

ନୂଆପଡ଼ାରେ ସର୍ବାଧିକ, ଉପକୂଳରେ ହ୍ରାସ

ଭୁବନେଶ୍ବର,୨୨।୪(ବ୍ୟୁରୋ): ରାଜ୍ୟରେ ଶୁକ୍ରବାରଠାରୁ ପାଣିପାଗରେ ପରିବର୍ତ୍ତନ ହୋଇ ଉପକୂଳରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଫଳରେ ତାତି ଓ ଗୁଳୁଗୁଳିରେ କଲବଲ ହେଉଥିବା ଲୋକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ହେଲେ ପଶ୍ଚିମ ଓଡ଼ିଶାରେ ପୂର୍ବଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଶନିବାର…

ବରଗଡ଼ରେ ପ୍ରବଳ କୁଆପଥର ବର୍ଷା, ଉଜୁଡ଼ିଲା ଧାନଫସଲ

ବରଗଡ଼ ଅଫିସ,୨୨ା୪: ବରଗଡ଼ ଜିଲାରେ ଶନିବାର ସନ୍ଧ୍ୟାରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ସକାଳୁ ମେଘୁଆ ପାଗ ଲାଗି ରହିଥିବା ବେଳେ ସନ୍ଧ୍ୟା ୫ଟାରୁ ଝଡ଼ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଛି। ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ଆଶ୍ବସ୍ତି ମିଳିଛି ସତ,…

ଗାଁ ଶ୍ମଶାନରେ ଜଳିଲା ବୀର ଶହୀଦ ଦେବାଶିଷଙ୍କ ଜୁଇ

ସାକ୍ଷୀଗୋପାଳ,୨୨ା୪(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ବ୍ଲକ ଖଣ୍ଡାୟତ ସାହିର ପୁଅ ତଥା ଯବାନ ଦେବାଶିଷ ବିଶ୍ୱାଳଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ଲୀନ ହୋଇଛି। ଗାଁ ଶ୍ମଶାନରେ ଶନିବାର ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ପ୍ରଶାସନ ପକ୍ଷରୁ ଶହୀଦ ଦେବାଶିଷଙ୍କୁ ଗାର୍ଡ ଅଫ୍‌…

ଖୋଲା ରହିବ ଅଙ୍ଗନଓ୍ବାଡି କେନ୍ଦ୍ର

ଭୁବନେଶ୍ୱର,୨୨।୪ (ବ୍ୟୁରୋ): ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଶନିବାର ଅଙ୍ଗନଓ୍ବାଡି କେନ୍ଦ୍ର ଲାଗି ସୂଚନା ଜାରି କରାଯାଇଛି। ଗ୍ରୀଷ୍ମ ଛୁଟି ଲାଗି ସ୍କୁଲଗୁଡିକ ଛୁଟି ରହିବା ସହ ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ର ପୂର୍ବଭଳି ଖୋଲା ରହିବା ପାଇଁ ନିର୍ଦ୍ଦେଶ…

ଅଶାନ୍ତ ବିଜେବି କଲେଜ: ୩ ଛାତ୍ରଙ୍କୁ ଗୋଡ଼ାଇ ହାଣିଲେ ଅଣଛାତ୍ର

ଭୁବନେଶ୍ବର ୨୨।୪(ବ୍ୟୁରେ): ବିଜେବି କଲେଜ ପୁଣି ଅଶାନ୍ତ ହୋଇଛି। କଲେଜ ପରିସରରେ ୩ ଜଣ ଛାତ୍ରଙ୍କୁ ୧୫ ଅଣଛାତ୍ର ଗୋଡ଼ାଇ ଗୋଡ଼ାଇ ହାଣିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ୩ ଛାତ୍ର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୂଚନାଯୋଗ୍ୟ, କ୍ରିକେଟ ଖେଳକୁ…

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଚାର୍ଜସିଟ୍‌ ଦାଖଲ

ଭୁବନେଶ୍ୱର,୨୨।୪(ବ୍ୟୁରୋ): ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଭିଜିଲାନ୍ସ ପକ୍ଷରୁ ଚାର୍ଜସିଟ୍‌ ଦାଖଲ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ୩ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ ହୋଇଥିବା ଜଣାପଡ଼ିଛି। ଚାର୍ଜସିଟରେ ୯ କୋଟି ୧୮ ଲକ୍ଷ ଟଙ୍କାର ଆୟ ବର୍ହିଭୂତ…

ଭଡ଼ା ଅଟୋରେ ଆସି ବାଇକ୍‌ ଚୋରି

ଭୁବନେଶ୍ୱର,୨୨।୪ (ବ୍ୟୁରୋ): ଭଡା ଅଟୋରେ ଆସୁଥିଲେ। ଆଉ ବାଇକ ଚୋରି କରିବା ପରେ ସେହି ବାଇକ ଯୋଗେ ଘରକୁ ଫେରୁଥିଲେ। ଏହାପରେ ଉକ୍ତ ଚୋରା ବାଇକକୁ ବନ୍ଧକ ରଖି ସୁଧରେ ଟଙ୍କା ଆଣୁଥିଲେ। ଏମିତି ନୂଆ ତରିକାରେ ପୁଣି ଦ୍ୱୈତ ନଗରୀରେ…

ଗ୍ରହର ସୁସ୍ଥ ଭବିଷ୍ୟତ ପାଇଁ…

ପୃଥିବୀ ଆମର ଘର। ନିଜ କୋଳରେ ଆମକୁ ଧରି ରଖିଥିବାରୁ ତା’ର ନାମ ଧରା ବା ‘ଧରିତ୍ରୀ’। ଆମର ମୌଳିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ଧରାପୃଷ୍ଠରେ ପ୍ରାକୃତିକ ସମ୍ପଦ ଭରି ରହିଛି। ଆମେ କିନ୍ତୁ ଆମ ଲୋଭକୁ ପୂରଣ କରିବା…

ତାତିରୁ ଆଶ୍ୱସ୍ତି, ଓଡ଼ିଶା ଥଣ୍ଡା

ଭୁବନେଶ୍ୱର,୨୨।୪(ବ୍ୟୁରୋ): ରାଜ୍ୟରେ ହଠାତ୍‌ ପାଗ ବଦଳିଯାଇଛି। କାଳବୈଖାଖୀଜନିତ ବର୍ଷା ଓ ପବନ ପ୍ରଚଣ୍ଡ ରୌଦ୍ରତାପରେ ବ୍ରେକ୍‌ ଲଗାଇଛି। ଗତ କିଛିଦିନ ହେବ ଲାଗି ରହିଥିବା ଗରମ ଜ୍ୱାଳାରୁ ସାରା ରାଜ୍ୟ ମୁକ୍ତ ହୋଇଛି। ଅଧିକାଂଶ ସ୍ଥାନରେ ଝଡ଼ବର୍ଷା ହେବାରୁ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି…

ଗୁଡ୍ଡୁ ମୁସଲିମ୍‌ଙ୍କ ବରଗଡ଼ ଲିଙ୍କ୍‌

ଭୁବନେଶ୍ୱର,(ବ୍ୟୁରୋ)/ ବରଗଡ଼ ଅଫିସ୍‌, ୨୨।୪: ଗୁଳିମାଡ଼ରେ ମୃତ ଗ୍ୟାଙ୍ଗଷ୍ଟର ଅତିକ୍‌ ଅହମ୍ମଦଙ୍କ ସହଯୋଗୀ ଗୁଡ୍ଡୁ ମୁସଲିମ୍‌ଙ୍କୁ ଧରିବାକୁ ଉତ୍ତରପ୍ରଦେଶ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ବିଭିନ୍ନ ରାଜ୍ୟରେ ଖୋଜାଖୋଜି କରୁଛି। ଗିରଫଦାରି କିମ୍ବା ଏନ୍‌କାଉଣ୍ଟର ଭୟରେ ଗୁଡ୍ଡୁ ପୁରୀକୁ ଆସି ଆତ୍ମଗୋପନ…

ଶ୍ରୀଜଗନ୍ନାଥ ପ୍ରଶାସନ ଫାଇଲ ମିଳିଗଲା

ଭୁବନେଶ୍ୱର,୨୧ା୪(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ରାଜ୍ୟ ଆଇନ ବିଭାଗ ଅଫିସରେ ହଜିଯାଇଥିବା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ସମ୍ପର୍କିତ ୨ଟି ପୁରୁଣା ଫାଇଲ ମିଳିଯାଇଛି। ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି। ଶୁକ୍ରବାର ଆଇନ ବିଭାଗ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇଛି। ବିଭାଗ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?