ଟାଟା ପାଓ୍ବାର ଅଫିସ୍ ଉପରକୁ କଂଗ୍ରେସର ଅଣ୍ଡା, ଟମାଟୋ ମାଡ଼
ଭୁବନେଶ୍ବର, ୨୮ା୬(ସୁନିତ୍ ମିଶ୍ର): ଟାଟା ପାଓ୍ବାରର ମନମୁଖି କାର୍ଯ୍ୟକଳାପ ନେଇ ଏବେ ସାଧାରଣରେ ଦିନକୁ ଦିନ ଲୋକଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଉଛି। ବିଜୁଳିି ସେବା ଯୋଗାଣରେ ଏହି କମ୍ପାନୀ ଏବେ ଭିନ୍ନଭିନ୍ନ ତରିକାରେ ଓଡ଼ିଶାବାସୀଙ୍କୁ ଠକୁଥିବା ନେଇ ବାରମ୍ବାର ନୂଆ…
ପୂର୍ବତନ ବିଧାୟକଙ୍କୁ ଆଜୀବନ କାରାଦଣ୍ଡ: ସ୍ତ୍ରୀଙ୍କୁ ପୋଡ଼ିମାରିଥିଲେ
ଭୁବନେଶ୍ବର ୨୭।୬: ସ୍ତ୍ରୀଙ୍କ ହତ୍ୟା ଅଭିଯୋଗରେ ପୂର୍ବତନ ବିଧାୟକଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଏମ୍ଏଲ୍ଏଏମ୍ପି କୋର୍ଟ । ରାୟଗଡା ଜିଲା ଗୁଣୁପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ୧୯୯୫ ମସିହା ଅଗଷ୍ଟ ୨୯ ତାରିଖରେ ଭୁବନେଶ୍ବର ଏମ୍ଏଲ୍ଏ କଲୋନୀରେ ନିଜ…
ବୁଧବାରଠାରୁ କମିବ ବର୍ଷା
ଭୁବନେଶ୍ୱର, ୨୭।୦୬ : ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି । ଲଘୁଚାପ ସକ୍ରିୟ ଏବଂ ନିମ୍ନ ଚାପ ରେଖା ପ୍ରଭାବରେ ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି । ତେବେ ବୁଧବାରଠାରୁ ବର୍ଷାର ପରିମାଣ କମିବା ନେଇ ପଣିପାଗ ବିଭାଗ ଆକଳନ…
ନାକଚଣା ଦ୍ୱାର ସମ୍ମୁଖରେ ୩ ରଥ
ପୁରୀ, ୨୭ା୬(ଅଜିତ୍ ମହାନ୍ତି): ବାହୁଡ଼ାଯାତ୍ରା ପାଇଁ ଏବେ ତିନିରଥ ପ୍ରସ୍ତୁତ। ଦକ୍ଷିଣମୋଡ଼ ପରେ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ନାକଚଣା ଦ୍ୱାର ସମ୍ମୁଖରେ ତିନିରଥ ଦଣ୍ଡାୟମାନ। କେବଳ ଦାରୁବିଗ୍ରହଙ୍କୁ ଅପେକ୍ଷା। ବୁଧବାର ବାହୁଡ଼ା ଯାତ୍ରା ଦିନ ଚତୁର୍ଦ୍ଧାମୂର୍ତ୍ତି ରଥରେ ବସି ଶ୍ରୀଗୁଣ୍ଡିଚା ମନ୍ଦିରରୁ…
ନିଖୋଜ ଦିବ୍ୟାଙ୍ଗ ପୁଅ ଫଟୋ ଧରି ଗଞ୍ଜାମରୁ ଭୁବନେଶ୍ୱର
ଭୁବନେଶ୍ୱର,୨୭।୬(ସୂର୍ଯ୍ୟକାନ୍ତ ବେହେରା): ୬ଦିନ ହେବ ଦିବ୍ୟାଙ୍ଗ ପୁଅ ଘରୁ କେଉଁଆଡେ ପଳାଇଛନ୍ତି। ହେଲେ ପୁଅକୁ ଖୋଜି ଖୋଜି ଶ୍ରମିକ ଦମ୍ପତି ଗଞ୍ଜାମରୁ କଟକ ଓ ଏବେ ଭୁବନେଶ୍ୱରର ଗଳିକନ୍ଦି ବୁଲି ଖୋଜୁଛନ୍ତି। ପୁଅର ଫଟୋ ଦେଖାଇ ଲୋକଙ୍କୁ ନେହୁରା ବି ହେଉଛନ୍ତି।…
ଆଜି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ
ପୁରୀ, ୨୭ା୬(ଅଜିତ୍ ମହାନ୍ତି): ଘୋଷଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ କର୍ମବେଦି ଶ୍ରୀମନ୍ଦିର ଛାଡ଼ି ଜନ୍ମବେଦି ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ଜନ୍ମବେଦିରେ ମହାପ୍ରଭୁଙ୍କ ଲୀଳା ସରିସରି ଆସୁଛି।…
ଭାଜପା ମିଛିମିଛିକା ବିରୋଧ କରୁଛି: କଂଗ୍ରେସ
ଭୁବନେଶ୍ବର, ୨୭ା୬(ସୁନିତ୍ ମିଶ୍ର): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (୫-ଟି) ଭି.କେ. ପାଣ୍ଡିଆନଙ୍କ ବିଭିନ୍ନ ଜିଲା ଗସ୍ତ ସମ୍ପର୍କିତ କାର୍ଯ୍ୟକ୍ରମକୁ ନେଇ ବିରୋଧୀ ବାରମ୍ବାର ପ୍ରଶ୍ନ ଉଠାଉଛନ୍ତି। ଜଣେ ସଚିବସ୍ତରୀୟ ଅଧିକାରୀଙ୍କ ଲାଗି ବ୍ୟାପକ ସରକାରୀ ଏବଂ ପୋଲିସ୍ ସୁରକ୍ଷା ବ୍ୟବସ୍ଥାକୁ ନେଇ…
ଜନ୍ମମାଟିର ବିକାଶ ପାଇଁ ଧର୍ମେନ୍ଦ୍ର କିଛି କରିନାହାନ୍ତି: ବିଜେଡି
ଭୁବନେଶ୍ୱର,୨୭ା୬(ଅନିଲ ଦାସ): ଜନ୍ମମାଟି ଢେଙ୍କାନାଳ ଓ ଅନୁଗୋଳରବିକାଶକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ଟାର୍ଗେଟ କରିଛି। ଗତ ୯ ବର୍ଷର କେନ୍ଦ୍ରମନ୍ତ୍ରିତ୍ୱ କାଳରେ ଏହି ଦୁଇଜିଲା ପାଇଁ ଧର୍ମେନ୍ଦ୍ର କିଛି କରି ନାହାନ୍ତି ବୋଲି ଢେଙ୍କାନାଳ ଏମ୍ପି ମହେଶ ସାହୁ…
କେନ୍ଦ୍ର ପଠାଉଥିବା ଅର୍ଥର ୫୦% ପିସିରେ ଯାଉଛି: ଧର୍ମେନ୍ଦ୍ର
ଛେଣ୍ଡିପଦା,୨୭ା୬(ଅଜିତ ଧଳ): ଓଡ଼ିଶାର ଗରିବ ଲୋକଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ ଅନେକ କୋଟି ଟଙ୍କା ପଠାଉଛନ୍ତି। ହେଲେ ରାଜ୍ୟରେ ଶାସନତନ୍ତ୍ର ଭୁଶୁଡି ପଡ଼ିଥିବା କାରଣରୁ ଉକ୍ତ କେନ୍ଦ୍ରୀୟ ଅର୍ଥର ୫୦ ଭାଗ ପିସିରେ ଯାଉଛି। ଅନୁଗୋଳ ଜିଲା…
୨୯ ଯାଏ ବର୍ଷିବ
ଭୁବନେଶ୍ୱର,୨୭ା୬(ଅନିଲ ଦାସ): ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏଥିସହିତ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନାଅନୁଯାୟୀ ଗତ ୨୪…
ରବିବାର ଖୋଲାରହିବ ଡାକ୍ତରଖାନା ପରିସରରେ ଥିବା ଆହାର କେନ୍ଦ୍ର
ଭୁବନେଶ୍ବର, ୨୭ା୬(ସୁନିତ୍ ମିଶ୍ର): ରାଜ୍ୟରେ ବିଭିନ୍ନ ଡାକ୍ତରଖାନା ପରିସର ବା ନିକଟରେ ଥିବା ଆହାର କେନ୍ଦ୍ରଗୁଡିକ ଏଣିକି ରବିବାର ଖୋଲା ରହିବ। ଏ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ସମସ୍ତ ମହାନଗର ନିଗମ କମିଶନର ତଥା ସିଟି…
୩୨ କେନ୍ଦ୍ରରେ ହେବ ଯୁକ୍ତ୨ ଇନ୍ଷ୍ଟାଣ୍ଟ ପରୀକ୍ଷା
ଭୁବନେଶ୍ୱର,୨୭ା୬(ଅନୁରାଧା ମହାରଣା): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ପରିଚାଳିତ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାର ଗୋଟିଏ ବିଷୟରେ ଫେଲ୍ ହୋଇଥିବା ଛାତ୍ରୀଛାତ୍ରଙ୍କ ପାଇଁ ଜୁଲାଇ ୧୩ ଓ ୧୪ରେ ଇନ୍ଷ୍ଟାଣ୍ଟ ପରୀକ୍ଷା ଅନୁଷ୍ଠିତ ହେବ। ୧୩ ତାରିଖ…

