ଶରଧାବାଲିରେ ଲାଗିଲା ତାଳଧ୍ୱଜ
ପୁରୀ,୨୦।୬(ଅଜିତ୍ ମହାନ୍ତି): ସାନ ଭାଇ ଭଉଣୀଙ୍କୁ ପଛରେ ପକାଇ ଜନ୍ମସ୍ଥାନରେ ପହଞ୍ଚିଛନ୍ତି ବଡ ଠାକୁର ବଳଭଦ୍ର। ଶରଧାବାଲିରେ ଲାଗିଛି ତାଳଧ୍ୱଜ ରଥ। ତହିଁ ପଛେ ପଛେ ଆସୁଛନ୍ତି ଦେବ ଦଳନ ଓ ନନ୍ଦୀଘୋଷ ରଥ।
ବଢିଲା ଯୁକ୍ତ ୨ ନାମଲେଖା ଆବେଦନ ଅବଧି
ଭୁବନେଶ୍ୱର,୨୦।୬(ଅସମାପିକା ସାହୁ): ଅଭିଭାବକ, ଅଧ୍ୟକ୍ଷ ଏବଂ ଛାତ୍ରଛାତ୍ରୀମାନଙ୍କର ଅନୁରୋଧ ଅନୁଯାୟୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯୁକ୍ତ ୨ ଶ୍ରେଣୀ ପାଇଁ ସାମସ ପୋର୍ଟାଲ www.samsodisha.in ଜରିଆରେ ଆବେଦନ ତାରିଖକୁ ଜୁନ୍ ୨୦ତାରିଖ ପରିବର୍ତ୍ତେ ଜୁନ୍ ୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତିା…
ପଶ୍ଚିମ ଓଡିଶାରେ ସକାଳୁଆ ସ୍କୁଲ
ଭୁବନେଶ୍ୱର,୨୦।୬: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ପଶ୍ଚିମ ଓଡିଶାରେ ସକାଳୁଆ ସ୍କୁଲ ହେବ। ଝାରସୁଗୁଡା, ସମ୍ବଲପୁର ଓ ବଲାଙ୍ଗୀର ଜିଲାରେ ୨୨ରେ ସ୍କୁଲ ଖୋଲିବ। ମାତ୍ର ୨୪ତାରିଖ ଯାଏଁ ସକାଳୁଆ ସ୍କୁଲ ହେବ। ସୁବର୍ଣ୍ଣପୁର, ସୁନ୍ଦରଗଡ ଓ ନୂଆପଡାରେ ୨୩ରେ ସ୍କୁଲ…
ବସ୍କୁ ଧକ୍କା ଦେଲା ବାଇକ୍: ବାପା ମୃତ, ପୁଅ ଗୁରୁତର
ବଡ଼ସାହି,୨୦।୬(ସ୍ବପ୍ର, ଦୀପକ ବୁଗୁଡେଇ): ମୟୂରଭଞ୍ଜ ଜିଲା ବଡ଼ାହି ଥାନା ଅଧୀନ ସାନକେରକ ଛକ ନିକଟରେ ଏକ ବସ୍ ବାଇକକୁ ଧକ୍କା ଦେଇଛି। ଏଥିରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟି ଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ…
କାଳିଆ ସାଆନ୍ତଙ୍କ ରଥ ଟଣା ଆରମ୍ଭ
ପୁରୀ,୨୦।୬(ଅଜିତ୍ ମହାନ୍ତି): ଦୁଇ ଭାଇ ଭଉଣୀଙ୍କ ରଥଟଣା ପରେ ମହାପ୍ରଭୁ ଜଗନ୍ନାଥଙ୍କର ରଥ ଟଣା ଆରମ୍ଭ ହୋଇଛି। ଜୟ ଜଗନ୍ନାଥ ଓ ହରିବୋଲ ଧ୍ୱନୀରେ ବଡଦାଣ୍ଡର ରେଣୁ ସୁଦ୍ଧା ବି ପ୍ରକମ୍ପିତ ହେଉଛି। ଲକ୍ଷ ଲକ୍ଷ ଭକ୍ତ ନନ୍ଦୀଘୋଷ ରଥକୁ ଟାଣୁଛନ୍ତି।
ଭାବର ଠାକୁର
ଭକ୍ତ ଭାବରେ ବନ୍ଧା କାଳିଆ ଠାକୁର। ସେଇଥିପାଇଁ ତ ବର୍ଷରେ ଥରେ ରତ୍ନବେଦି ଛାଡ଼ି ଭାଇଭଉଣୀଙ୍କୁ ସାଙ୍ଗରେ ଧରି ଚାଲି ଆସନ୍ତି ଭକ୍ତ ପାଖକୁ ବଡ଼ଦାଣ୍ଡକୁ। ଆଉ ରଥଉପରେ ଚତୁର୍ଦ୍ଧାମୂର୍ତ୍ତି ଦର୍ଶନରେ ଭକ୍ତ ବି ହୋଇଉଠନ୍ତି ବିଭୋର। ତେବେ ଏହି ଭାବଭକ୍ତିପୂର୍ଣ୍ଣ…
ମା ସୁଭଦ୍ରାଙ୍କର ରଥ ଟଣା ଆରମ୍ଭ
ପୁରୀ,୨୦।୬(ଅଜିତ୍ ମହାନ୍ତି): ତାଳଧ୍ୱଜ ରଥ ଟଣା ପରେ ମା ସୁଭଦ୍ରାଙ୍କର ରଥ ଟଣା ଆରମ୍ଭ ହୋଇଛି। ଶଙ୍ଖ, ଘଣ୍ଟଘଣ୍ଟା ଓ ହୁଳୁହୁଳିରେ ଶ୍ର ମନ୍ଦିର ସମ୍ମ୍ୁଖରୁ ଦେବଦଳନ ରଥ ଟଣାଯାଇଛି।
ଶୁଚିମନ୍ତ ହୋଇ ବାନା ବାନ୍ଧୁ: ଚୂନରା ସେବକ ଶରତ ମହାନ୍ତି
ଜଗତର ନାଥ ଲୀଳାମୟଙ୍କ ଆଶୀର୍ବାଦରୁ ହିଁ ମୁଁ ଗତ ୪୫ ବର୍ଷ ଧରି ଚୂନରା ସେବକ କାମ ଠିକ୍ ଭାବରେ ତୁଲାଇ ଆସୁଛି। କେବଳ ପତାକା ବନ୍ଧା କାମ ନୁହେଁ, ବିବାହ କରି ଶାଢ଼ି ବନ୍ଧାଇଲା ପରେ ଗରୁଡ଼ଙ୍କୁ ସେବା, ରତ୍ନ…
ମହାପ୍ରଭୁଙ୍କ କାମ ହିଁ ମୋ ପାଇଁ ବିଭୂତି – ଦରଜୀ ସର୍ଦ୍ଦାର ପ୍ରକାଶ ମହାପାତ୍ର
ମହାପ୍ରଭୁଙ୍କର ନୀଳଚକ୍ରରେ ଉଠୁଥିବା ପତିତପାବନ ବାନା ବର୍ଷ ସାରା ତିଆରି ହୁଏ ଆଉ ବନ୍ଧା ମଧ୍ୟ ହୋଇଥାଏ। କେତେଜଣ ଭକ୍ତ ନିଜର ମାନସିକ ପୂରଣ ପାଇଁ ଏହି ବାନା ଯାଚିଥାଆନ୍ତି। ମୁଖ୍ୟ ବାନା ବ୍ୟତୀତ ଆହୁଛି ଛୋଟ ବଡ (ମୁଖ୍ୟ ବାନାଠାରୁ…
ନବକଳେବରରେ ଶ୍ରୀପତିତପାବନ ବାନା
କାକଟପୁର ମଙ୍ଗଳା ମନ୍ଦିର ବିଧି: ପ୍ରଥମେ ମା’ ମଙ୍ଗଳାଙ୍କର ମହାସ୍ନାନ କରାଯାଇଥାଏ। – ମହାସ୍ନାନ ପରେ ମା’ଙ୍କର ବଡ଼ ସିଂହାର ବେଶ କରାଯାଇଥାଏ। – ଏହାପରେ ମା’ ମଙ୍ଗଳାଙ୍କ ସେବକ ଶ୍ରୀମନ୍ଦିରର ଲେଙ୍କା ସେବକ ନେଇଥିବା ଶ୍ରୀସୁଦର୍ଶନ ମହାରାଜାଙ୍କୁ ଗ୍ରହଣ କରିଥାନ୍ତି।…
ଆରମ୍ଭ ହେଲା ରଥ ଟଣା
ପୁରୀ,୨୦।୬(ଅଜିତ୍ ମହାନ୍ତି): ତିନିରଥରେ ଘୋଡା ଲାଗି ପରେ ବଡଠାକୁର ବଳଭଦ୍ରଙ୍କର ରଥ ଟଣା ଆରମ୍ଭ ହୋଇଛି। ଘଣ୍ଟ ଘଣ୍ଟା, ଝାଞ୍ଜ, ମୃଦଙ୍ଗ ଓ କରତାଳ ମାଡରେ ବଳଭଦ୍ରଙ୍କ ରଥ ବଡଦାଣ୍ଡରେ ଘର୍ଘର ନାଦରେ ମାଡି ଚାଲିଛି। ଲକ୍ଷଲକ୍ଷ ଶ୍ରଦ୍ଧାଳୁ ବଡ ଠାକୁରଙ୍କର…
ବିନା ପତିତପାବନ ବାନାରେ ନୀତି ବନ୍ଦ
ଭାରତରେ କୌଣସି ମନ୍ଦିର ଶିଖରରେ ବନ୍ଧା ହୋଇଥିବା ପତାକାକୁ ପତିତପାବନ ବାନା ବା ପତାକା କୁହାଯାଏ ନାହିଁ। ଶ୍ରୀମନ୍ଦିର ବାନା ଦୂରରୁ ଦର୍ଶନ କଲେ ଯେଉଁ ଆବେଗ, ଯେଉଁ ଭାବ ହୃଦୟରେ ଜାଗ୍ରତ ହୁଏ ତାହା ହିଁ ସମତାର ଭାବ। ମନରେ…

