ବନ ବିଭାଗ ପକ୍ଷରୁ ରେଳ ମନ୍ତ୍ରଣାଳୟକୁ କାରଣ ଦର୍ଶାଅ ନୋଟିସ
ଯୋଡ଼ା,୨୮ା୧୦(ମାନସ ମହାନ୍ତି): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ବାମେବାରି ସେକ୍ସନ ଅନ୍ତର୍ଗତ ନୟାଗଡ଼ ବିଟ୍ ଅନ୍ତର୍ଗତ ପଳଶାଠାରେ ଟ୍ରେନ୍ ଧକ୍କାରେ ହାତୀ ମୃତ୍ୟୁ ଘଟଣାରେ ରେଳ ମନ୍ତ୍ରଣାଳୟକୁ ବନ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଘଟଣା ଘଟାଇଥିବା…
୫ମ ଥର ପାଇଁ କ୍ରୁଟ୍କୁ ‘ଉତ୍କର୍ଷ ପୁରସ୍କାର’
ଭୁବନେଶ୍ୱର, ୨୮।୧୦ (ବନ୍ଦନା ସେଠୀ): ୧୬ତମ ଅର୍ବାନ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ଏବଂ ଏକ୍ସ୍ପୋରେ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ)କୁ ୨୦୨୩ ବର୍ଷ ପାଇଁ ଉତ୍କର୍ଷ ପୁରସ୍କାର ମିଳିବ। ଆସନ୍ତା ୨୯ ତାରିଖରେ କ୍ରୁଟ୍ର ଏମ୍ଡି ଅରୁଣ ବୋଥ୍ରା ଏହି…
କୁଆଁର ପୂନେଇଁ ଜହ୍ନ ଗୋ…
ଭୁବନେଶ୍ୱର,୨୮।୧୦(ଶର୍ମିଷ୍ଠା ପାଣିଗ୍ରାହୀ): ଆକାଶର ଜହ୍ନ ସାଥେ କୁଆଁରୀ ମନର ଅସୁମାରୀ ଆଶାକୁ ନୃତ୍ୟରେ ରୂପାନ୍ତରିତ କରି ଅନୁଷ୍ଠିତ ହୋଇଯାଇଛି କୁମାର ଉତ୍ସବ। ଶୁକ୍ରବାର ନୃତ୍ୟାନୁଷ୍ଠାନ ନୃତ୍ୟାୟନ ପକ୍ଷରୁ ଭଞ୍ଜକଳା ମଣ୍ଡପରେ ୨ୟ କୁମାର ଉତ୍ସବ ପାଳନ କରାଯାଇଛି। ନୃତ୍ୟାଚର୍ଯ୍ୟ ଗୁରୁ ଦୁର୍ଗାଚରଣ…
ସ୍ବାଭାବିକ ହେଲା ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି
ପୁରୁଣା ଭୁବନେଶ୍ୱର,୨୮।୧୦(ସୁବାସ ଚନ୍ଦ୍ର ପ୍ରଧାନ): ଗତ ବୁଧବାରଠାରୁ ଉପବାସରେ ରହିଥିବା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ଶୁକ୍ରବାର ସ୍ବାଭାବିକ ହୋଇଛି। ଅପରାହ୍ନ ୧ଟାରେ ମହାସ୍ନାନ ହୋଇଥିଲା। ଅପରାହ୍ନ ୧ଟା ୩୦ରେ ମଙ୍ଗଳଆଳତି, ଅବକାଶ, ଦର୍ଶନ ପରେ ରୋଷହୋମ କରାଯାଇଥିଲା। ଏହାପରେ ଅନ୍ୟାନ୍ୟ ନୀତି…
ଆରମ୍ଭ ହେଲା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା
ଭୁବନେଶ୍ୱର,୨୮ା୧୦(ଅସମାପିକା ସାହୁ): ୨୦୨୪ ସାଧାରଣ ନିର୍ବାଚନ ଲାଗି ଭୋଟର ତାଲିକା ସଂଶୋଧନ ପାଇଁ ଶୁକ୍ରବାରଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଖବରଦାତା ସମ୍ମିଳନୀ ଜରିଆରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ…
ଉତ୍ପାଦ ବଢ଼ିଛି, ରାଜସ୍ବ କମୁଛି
ଯୋଡ଼ା,୨୮ା୧୦(ମାନସ ମହାନ୍ତି): ଓଡ଼ିଶାର ପ୍ରମୁଖ ଉତ୍ସ ଖଣିରୁ ରାଜସ୍ବର ସିଂହ ଭାଗ ଆଦାୟ ହୋଇଥାଏ। ମାତ୍ର କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଇଣ୍ଡିଆନ ବ୍ୟୁରୋ ଅଫ୍ ମାଇନ୍ସ(ଆଇବିଏମ୍) ଖଣିଜ ମୂଲ୍ୟର ଯେଉଁ ମୂଲ୍ୟାଙ୍କନ କରୁଛି ତା’ ଦ୍ୱାରା ରାଜ୍ୟ ସରକାର ବ୍ୟାପକ…
ଜଟଣୀରୁ ପୁଣି ଲଢ଼ିପାରନ୍ତି ସୁରେଶ
ଖୋର୍ଦ୍ଧା,୨୮ା୧୦(ପ୍ରଭାତ ପାଣିଗ୍ରାହୀ): ଆଗାମୀ ନିର୍ବାଚନରେ ବିଧାୟକ ସୁରେଶ କୁମାର ରାଉତରାୟ ପୁଣି ଜଟଣୀ ନିର୍ବାଚନ ମଣ୍ଡଳୀରୁ ଲଢ଼ିବା ନେଇ ଆସ୍ଥା ପ୍ରକଟ କରିଛି ପ୍ରଦେଶ କଂଗ୍ରେସ। ଶୁକ୍ରବାର ଖୋର୍ଦ୍ଧା ଜିଲା କଂଗ୍ରେସ ପକ୍ଷରୁ ଆୟୋଜିତ ପରିବର୍ତ୍ତନ ସମାବେଶରେ କର୍ମୀଙ୍କୁ ସମ୍ବୋଧିତ କରି…
ଶିକ୍ଷକଙ୍କ ବଦଳି ପାଇଁ ୨୯ରୁ ଆବେଦନ
ଭୁବନେଶ୍ୱର, ୨୭।୧୦(ଅସମାପିକା ସାହୁ): ଶିକ୍ଷକଙ୍କ ବଦଳି ପାଇଁ ରାଜ୍ୟ ସରକାର ନୂତନ ଗାଇଡ୍ଲାଇନ କରିଥିଲେ। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୯ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ନଭେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଇଚ୍ଛୁକ ଶିକ୍ଷକମାନେ ବଦଳି ପାଇଁ ଆବେଦନ କରିପାରିବେ।…
ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକଙ୍କ ବିୟୋଗ: ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର,୨୭।୧୦: ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି। ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗୀତିକାର ସ୍ବରୂପ ନାୟକଙ୍କ ଦେହାନ୍ତ ବିଷୟରେ ଜାଣି ଦୁଃଖିତ। ତାଙ୍କ ନିଆରା ସଙ୍ଗୀତ ରଚନା ସର୍ବଦା ଶ୍ରୋତାଙ୍କ ହୃଦୟରେ…
ପ୍ରମୋଦ ଭଗତଙ୍କୁ ୨କୋଟି ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର ,୨୭।୧୦ : ଏସୀୟ ପାରା କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ପ୍ରମୋଦ ଭଗତ। ରାଜ୍ୟ ପାଇଁ ଗର୍ବ ଆଣିଥିବା ପ୍ରମୋଦଙ୍କୁ ୨ କୋଟି ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବ୍ୟାଡମିଣ୍ଟନ ସିଙ୍ଗଲ୍ସରେଲ୍ସ ନୀତେଶ କୁମାରଙ୍କୁ ପରାସ୍ତ…
କେଉଁ ଦିନ ପାଳନ ହୁଏ ଆଦିବାସୀ ଦଶହରା, କ’ଣ ରହିଛି ପରମ୍ପରା
ଡାବୁଗାଁ,୨୭।୧୦(ପ୍ରଜ୍ଞାରଞ୍ଜନ ପରିଡ଼ା): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାରେ ପାରମ୍ପରିକ ଆଦିବାସୀ ଦଶହରା ପାଳିତ ହୋଇଯାଇଛି। ଏହି ଅବସରରେ ବ୍ଲକ ଅଧୀନ ବିଭିନ୍ନ ଗ୍ରାମରୁ ଲାଠି, କୁର୍ଚି ଓ ଶିରାମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସମସ୍ତ ଲାଠି, କୁର୍ଚି ଡାବୁଗାଁ ମା’ ଠାକୁରାଣୀ…
୩ ଥାନା ଅଞ୍ଚଳରୁ ୩୬ ଗିରଫ: ୧ ଲକ୍ଷ ୧୫ ହଜାର ୨୬୦ ଟଙ୍କା ଜବତ
ବ୍ରହ୍ମପୁର,୨୭ା୧୦(ସୁବାସ ଚନ୍ଦ୍ର ପାଢ଼ୀ): କୁମାରପୂର୍ଣ୍ଣିମା ଯୋଗୁ ଜୋରଦାର ଜୁଆଖେଳ ଚାଲିଥିବା ବେଳେ ପୋଲିସ ଚଢ଼ାଉ ଅଭିଯାନ ଜାରି ରଖିଛି। ୨୪ ଘଣ୍ଟା ମଧ୍ୟରେ ୩ଟି ଥାନା ଅଞ୍ଚଳରେ ଚାଲିଥିବା ଜୁଆଖେଳରୁ ୩୬ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ୩୫ଟି ମୋବାଇଲ ଫୋନ୍…

