ରାଜ୍ୟ

ପ୍ରଭାବିତ ହୋଇନି ସାତକୋଶିଆ ପର୍ଯ୍ୟଟନ

ବନ୍ତଳା,୧୩ା୨: ମହାମାରୀ କୋଭିଡ୍‌-୧୯ ପ୍ରଭାବ ଅନୁଗୋଳ ଜିଲା ସାତକୋଶିଆ ପର୍ଯ୍ୟଟନ ଉପରେ ପଡ଼ିନାହିଁ। କଟକଣା ସତ୍ତ୍ୱେ ଗତ ଅକ୍ଟୋବର ମାସରେ ଅଭୟାରଣ୍ୟ ଖୋଲାଯିବା ପରଠାରୁ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସାତକୋଶିଆର ଅପରୂପ ପ୍ରାକୃତିକ ଶୋଭା ଦେଖିବାକୁ...

ଫାଟୁସିନେରିରେ ଆନ୍ଧ୍ରର ଭୋଟ: ମଇଦାନରେ ୨ ସରପଞ୍ଚ,୧୬ ଓ୍ବାର୍ଡସଭ୍ୟ ପ୍ରାର୍ଥୀ

ପଟ୍ଟାଙ୍ଗୀ,୧୩ା୨: ଆନ୍ଧ୍ର ସରକାର ଓଡ଼ିଶାର କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତର ୩ ଗ୍ରାମକୁ ପଞ୍ଚାୟତ ମାନ୍ୟତା ଦେଇ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରୁଥିବା ଜଣାପଡ଼ିବା ପରେ ଓଡ଼ିଶା ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବ୍ଲକଠାରୁ ଆରମ୍ଭକରି...

ବାଇଗଣ ଗଛରେ ଫଳୁଛି ଲଙ୍କା, ଟମାଟୋ

ନୟାଗଡ ଅଫିସ,୧୩।୨: ଗୋଟିଏ ଗଛରେ ଫୁଟୁଛି ୫ କିସମର ଫୁଲ । ବାଇଗଣ ଗଛରେ ଫଳୁଛି ଲଙ୍କା ଓ ଟମାଟୋ । ପୁଣି ବିନା ମାଟିରେ ବଢୁଛି ବିଭିନ୍ନ ଗଛ । ଏହି ସବୁ କରିସ୍ମା କରି ଦେଖାଇଛନ୍ତି ନୟାଗଡ...

ମା’ଙ୍କ ମୃତ୍ୟୁ ପରେ ଶିଶୁକନ୍ୟାଙ୍କୁ ବିକ୍ରି

କୋରାପୁଟ ,୧୨ା୨: କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରୁ ଶୁକ୍ରବାର ଏକ ଶିଶୁ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଶିଶୁକନ୍ୟାଙ୍କ ବାପା କହିଛନ୍ତି ଯେ, ତାଙ୍କ ଝିଅକୁ ବିକ୍ରି କରିଦିଆଯାଇଛି। ପୋଲିସ ଘଟଣାର ତଦନ୍ତ...

ବାପାଙ୍କ ମୃତ୍ୟୁପରେ ଜିଲା ପରିଷଦ ଉପନିର୍ବାଚନରେ ଜିତିଲା ପୁଅ

ବାରିପଦା ଅଫିସ/ ସାରସକଣା,୧୨ା୨: ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ୫୬ନଂ. ଜୋନ ଜିଲାପରିଷଦ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ତୁଷାରେନ୍ଦୁ ମହାନ୍ତ ବାଜିମାତ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭାଜପାର ବଂଶୀଧର ବେରାଙ୍କଠାରୁ ୧୦ହଜାର ୪୨୮ଖଣ୍ଡ ଭୋଟ ଅଧିକ ପାଇ...

ସୁସ୍ଥ ହେଲେ ୭୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୧୨।୨: ଓଡ଼ିଶାରେ ଶୁକ୍ରବାର ୭୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କୋଭିଡ୍‌-୧୯ରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୩,୩୫୧ରେ ପହଞ୍ଚିଛି। ସୁନ୍ଦରଗଡ଼ରୁ ସର୍ବାଧିକ ୧୧, ମୟୁରଭଞ୍ଜରୁ ୯, ବାଲେଶ୍ୱର, ବରଗଡ଼ ଓ କଟକରୁ ୬,...

୩୫ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କୁ ମିଳିଲା କାଳିଆ ଟଙ୍କା

ଭୁବନେଶ୍ୱର,୧୨।୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍‌ଫରେସିଂ ମାଧ୍ୟମରେ ୩୫ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏ କାଳିଆ ଟଙ୍କା ପ୍ରଦାନ କରିଛନ୍ତି। ମୋଟ ୧୨୭୨ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ...

ଦୁର୍ଘଟଣା ପରେ ପୋଲିସ-ଜନତା ମୁହାଁମୁହିଁ

ସୋର, ୧୨।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ସୋର ଥାନା ଅଧୀନ ସୋର-ବାଗୁଡି ରାସ୍ତାର ଆଙ୍ଗୁଳା ଛକଠାରେ ଗୁରୁବାର ରାତିରେ ଟ୍ରକ ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଏହି ରାସ୍ତା ଦେଇ...

ପୁରୀରେ ପହଞ୍ଚିଲା ରଥ କାଠ

ନୟାଗଡ଼ ଅଫିସ/ଦଶପଲ୍ଲା,୧୨।୨: ଶୁକ୍ରବାର ନୟାଗଡ଼ ଜିଲା ଦଶପଲ୍ଲା ବନାଞ୍ଚଳରୁ ୪୯ଖଣ୍ଡ ରଥ କାଠ ୨ଟି ଟ୍ରକରେ ପୁରୀ ପହଞ୍ଚିଛି। ଦଶପଲ୍ଲାର ପ୍ରସିଦ୍ଧ ମହାବୀର ମନ୍ଦିର ସମ୍ମୁଖରେ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା ପରେ କାଠ ବୋଝେଇ ୨ ଟ୍ରକ ପୁରି ଅଭିମୁଖେ...

ସମ୍ବଲପୁରରେ ଚିହ୍ନଟ ହୋଇନାହାନ୍ତି ନୂଆ ସଂକ୍ରମିତ

ସମ୍ବଲପୁର,୧୨ା୨(ବ୍ୟୁରୋ): ସମ୍ବଲପୁର ଜିଲା ପ୍ରଶାସନ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁସାରେ ଶୁକ୍ରବାର ଜିଲାରେ କରୋନା ସଂକ୍ରମଣ ସଂଖ୍ୟା ଶୂନ ହୋଇଛି। ହେଲେ ପୂର୍ବରୁ ସଂକ୍ରମଣ ହୋଇଥିବା ୪୨ ଜଣ ଚିକିତ୍ସାଧୀନ ଅଛନ୍ତି। ଜିଲାରେ ମୋଟ ୯୯୧୨ ଜଣ କୋଭିଡ୍‌-୧୯ରେ ଆକ୍ରାନ୍ତ...

ଆଜି ଭୁବନେଶ୍ୱରରୁ ମାତ୍ର ୨ ଆକ୍ରାନ୍ତ ଚିହ୍ନଟ: ୧୦ ସୁସ୍ଥ

ଭୁବନେଶ୍ୱର,୧୨।୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଶୁକ୍ରବାର ଆଉ ୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଜଣେ ଲୋକାଲ କେସ୍‌ ଥିବା ବେଳେ ଜଣେ କ୍ୱାରାଣ୍ଟାଇନ୍‌ରୁ ଥିବା ଜଣାପଡ଼ିଛି। ସହିପରି ଆଜି ଭୁବନେଶ୍ୱରରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।...

ଘୁଞ୍ଚିଲା ସିଭିଲ ସର୍ଭିସ ଫର୍ମ ପୂରଣ ତାରିଖ

ଭୁବନେଶ୍ୱର, ୧୨।୨(ବ୍ୟୁରୋ): ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ଅନ୍‌ଲାଇନ ଆବେଦନର ଶେଷ ତାରିଖକୁ ବଢ଼ାଇ ଦିଆଯାଇଛି। ୨୦୨୦ ବର୍ଷ ପାଇଁ ହେବାକୁ ଥିବା ପରୀକ୍ଷା ସକାଶେ ଅନ୍‌ଲାଇନ ରେଜିଷ୍ଟ୍ରେଶନ, ଫି ପୈଠ ଓ ଦରଖାସ୍ତ ଦାଖଲ ଏବେ ମାର୍ଚ୍ଚ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri