ରାଜ୍ୟ

ରାଜ୍ୟର ସବୁଠୁ ଥଣ୍ଡା ସହର କୋରାପୁଟ

କୋରାପୁଟ,୨୭ା୧୨(ଅମିତାଭ ବେହେରା): ଓଡ଼ିଶାରେ ବର୍ତ୍ତମାନ ତାପମାତ୍ରା ଦିନକୁ ଦିନ ବଢୁଥିବା ବେଳେ ଶୀତର ପ୍ରକୋପ ହ୍ରାସ ପାଇଛି। ବୁଧବାର କୋରାପୁଟ ସହରର ସର୍ବନିମ୍ନ ତାପମାତ୍ରା ୭.୪ ଡିଗ୍ରୀ ରହିଥିବାରୁ ରାଜ୍ୟର ସବୁଠୁ ଥଣ୍ଡା ସହର ହୋଇଥିବା ଜଣାଯାଇଛି। ବୁଧବାର ରାଜ୍ୟର ୪…

ନିଶାଠୁ ଦୂରେଇ ରହିବାକୁ ଅଭିନେତା ସାତ୍ୟକିଙ୍କ ନିବେଦନ

ଭୁବନେଶ୍ୱର,୨୭।୧୨(ଶର୍ମିଷ୍ଠା ପାଣିଗ୍ରାହୀ): ଜଣେ ଭାଇ ହିସାବରେ, ଜଣେ ସାଙ୍ଗ ହିସାବରେ, ମଣିଷ ହିସାବରେ ସମସ୍ତଙ୍କୁ ଅନୁରୋଧ କେହି ତମାଖୁ ଖାଆନ୍ତୁ ନାହିଁ। ସିଗାରେଟ ପିଅନ୍ତୁ ନାହିଁ। ଏଭଳି କିଛି ଅନୁରୋଧ କରିଛନ୍ତି ଅଭିନେତା ସାତ୍ୟକି ମିଶ୍ର। https://www.facebook.com/DharitriNews/videos/381834534202998 ଓଲିଉଡରେ ସାତ୍ୟକି ଜଣେ…

ଓଜେଏସ୍‌ ରେଜଲ୍ଟ ପ୍ରକାଶ: ସୁଶ୍ରୀତା ଟପ୍ପର

ଭୁବନେଶ୍ୱର,୨୭ା୧୨: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ଜୁଡିସିଆଲ ସର୍ଭିସ(ଓଜେଏସ୍‌) ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏହି ପରୀକ୍ଷାରେ ସୁଶ୍ରୀତା ମିଶ୍ର ଟପ୍ପର ହୋଇଛନ୍ତି। ଏଥିରେ ମୋଟ୍‌ ୫୫ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ୧୦ଜଣଙ୍କ ମଧ୍ୟରେ ୮ଜଣ…

ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ୨ ଯୁବକଙ୍କ ଜୀବନ, ଜାତୀୟ ରାଜପଥ ଅବରୋଧ କଲେ ଲୋକେ

ରେଢ଼ାଖୋଲ,୨୭ା୧୨(ଅଚ୍ୟୁତାନନ୍ଦ ପୁରୋହିତ): ରେଢ଼ାଖୋଲ ସହର ଉପକଣ୍ଠସ୍ଥ ୫୫ ନଂ ଜାତୀୟ ରାଜପଥର ଏକ ରେଷ୍ଟୁରାଣ୍ଟ ସମ୍ମୁଖରେ ବୁଧବାର ସନ୍ଧ୍ୟାରେ ଏକ ଅଜଣା ଗାଡ଼ି ଧକ୍କାରେ ୨ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଦ୍ବୟ ହେଲେ ରେଢ଼ାଖୋଲ ସହର ଖନ୍ଦାଢିପର ଶୁଭେନ୍ଦୁ…

ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ପାଇଁ ଅନଲାଇନ୍‍ ରେ ଉପଲବ୍ଧ ହେଲା ଆଡମିଟ୍‍ କାର୍ଡ

ନୂଆଦିଲ୍ଲୀ,୨୭।୧୨: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ପାଇଁ ଆଜିଠାରୁ ଅନ୍‍ଲାଇନରେ ଆଡମିଟ୍‍ କାର୍ଡ ଉପଲବ୍‍ଧ ହୋଇଛି । କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବିଭାଗରେ ପରୀକ୍ଷା ଦେବାକୁ ଥିବା ଉଭୟ ରେଗୁଲାର…

ପ୍ରଥମଥର ବିମାନରେ ଦିଲ୍ଲୀ ଯାତ୍ରା କଲେ ଏନ୍‌ସିସି ଛାତ୍ରୀଛାତ୍ର

ଭୁବନେଶ୍ୱର,୨୭ା୧୨(ଅସମାପିକା ସାହୁ): ଜାତୀୟସ୍ତରୀୟ ସାଧାରଣତନ୍ତ୍ରର ଦିବସରେ ଯୋଗ ଦେବା ପାଇଁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି କୃତୀ ଓ ସମର ଶିକ୍ଷାର୍ଥୀ ବାହିନୀ(ଏନ୍‌ସିସି) କ୍ୟାଡର ଛାତ୍ରୀଛାତ୍ର। ଏନେଇ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଛାତ୍ରୀଛାତ୍ରଙ୍କୁ ଭେଟିବା ସହ ଶୁଭେଚ୍ଛା ଜଣାଇଛନ୍ତି…

ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ଚିତାବାଘ, ଧଳା ସିଂହ

ଭୁବନେଶ୍ୱର,୨୭।୧୨ : ଓଡ଼ିଶା ପଶୁପ୍ରେମୀ ମାନଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବାକୁ ଯାଉଛନ୍ତି ଚିତାବାଘ। ଆସନ୍ତା ମାସ ଜାନୁୟାରୀରେ ଦୁବାଇ ଚିଡ଼ିଆଖାନାରୁ ଦୁଇ ଦେଶ ମଧ୍ୟରେ ପ୍ରାଣୀ ବଦଳ ପ୍ରକ୍ରିୟାରେ ଏହି ଚିତା ନନ୍ଦନକାନନ ଆସିବେ।…

ରାଜ୍ୟରେ ସାମାନ୍ୟ ହ୍ରାସ ପାଇଲା ଶୀତର ପ୍ରଭାବ, ଘନକୁହୁଡ଼ି ଆଶଙ୍କାରେ ୟେଲୋ ୱାର୍ନିଂ ଜାରୀ

ଭୁବନେଶ୍ୱର,୨୭।୧୨ : ରାଜ୍ୟରେ ଶୀତର ପ୍ରକୋପ କମ୍‍ ରହିଥିବାବେଳେ ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେଉଛି । ଏହି ଭଳି ସ୍ଥିତି ଆଗକୁ ଦୁଇ/ତିନି ଦିନ ଧରି ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ…

କମିଛି ଶୀତ

ଭୁବନେଶ୍ୱର,୨୭।୧୨: ରାଜ୍ୟରେ ଶୀତ କମିଥିବା ବେଳେ ରାତ୍ରି ତାପମାତ୍ରାରେ ବୃଦ୍ଧି ଘଟିଛି। ଏହାସହ ବିଭିନ୍ନ ଜିଲାରେ ଘନ କହୁଡି ଦେଖିବାକୁ ମିଳୁଛି। କୁହୁଡି ଯୋଗୁ ଯିବା ଆସିବାରେ ସମସ୍ୟା ହେଉଛି। ମଙ୍ଗଳବାର ରାଜ୍ୟରେ ୪ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ…

ଏକ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ଭୁବନେଶ୍ୱର,୨୭।୧୨: ପର୍ଯ୍ୟଟକଙ୍କ ପାଇଁ ପୁଣି ବୁଧବାରଠାରୁ ଶିମିଳିପାଳ ଅଭୟାରଣ୍ୟ ଖୋଲିଛି । ବିଭିନ୍ନ ସମସ୍ୟାକୁ ନେଇ ଶିମିଳିପାଳ ଜାତୀୟ ଉଦ୍ୟାନ ଦୀର୍ଘ ଏକ ମାସ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା । ଶିମିଳିପାଳ ବିକାଶ ପରିଷଦ ପକ୍ଷରୁ ୫ ଦଫା…

ଡରାଉଛି କରୋନା: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି

ଭୁବନେଶ୍ୱର,୨୭।୧୨: ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୫କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସପ୍ତାହକ ମଧ୍ୟରେ ରାଜ୍ୟରେ ୫ଜଣ କରୋନା ଆକ୍ରାନ୍ତ…

‘ସରକାରୀ ଚାକିରି ବୟସସୀମା ବୃଦ୍ଧି କରାଯାଉ’

ଭୁବନେଶ୍ୱର, ୨୭।୧୨ (ଅନୁରାଧା ମହାରଣା): ସରକାରୀ ଚାକିରି ପାଇଁ ଆବେଦନର ସର୍ବୋଚ୍ଚ ବୟସସୀମା ସାଧାରଣ ବର୍ଗ ପ୍ରାର୍ଥୀଙ୍କ ପାଇଁ ୪୨ ବର୍ଷକୁ ସ୍ଥାୟୀଭାବେ ବୃଦ୍ଧି କରାଯାଉ ବୋଲି ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାର ଆଶାୟୀମାନେ ଦାବି କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?