ରାଜ୍ୟ

ଦୀର୍ଘ ୬ ଘଣ୍ଟାର ଅପରେଶନ ସଫଳ: ବୋରଓ୍ବେଲରେ ଫିଙ୍ଗି ଦିଆଯାଇଥିବା ନବଜାତକ ଜୀବିତ ଅବସ୍ଥାରେ ଉଦ୍ଧାର

ସମ୍ବଲପୁର,୧୨।୧୨: ସମ୍ବଲପୁର ଜିଲା ରେଙ୍ଗାଲି ନିକଟ ଲାରିପାଲି ଜଙ୍ଗଲରେ ଥିବା ଏକ ବୋରଓ୍ବେଲ ମଧ୍ୟରେ କେହି ଫିଙ୍ଗି ଚାଲିଯାଇଥିବା ନବଜାତ ଶିଶୁକୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏନେଇ ଜଣାପଡ଼ିବା ପରେ ଦୀର୍ଘ ୬ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଜାରି…

ପରୀକ୍ଷା ଦେବା ପାଇଁ ୬ କିଲୋମିଟର ଚାଲିଲେ ୯୦ ଛାତ୍ରୀ

ମୋରଡା,୧୨।୧୨(ସ୍ମାରକ ମାଜୀ): ପରୀକ୍ଷା ଦେବା ପାଇଁ ୬କିଲୋମିଟର ଚାଲିଲେ ୯୦ ଜଣ ଛାତ୍ରୀ । ପଞ୍ଚାୟତସ୍ତରୀୟ ଗଣିତ ପରୀକ୍ଷା ଦେବାକୁ ୬କିଲୋମିଟର ଛାତ୍ରୀମାନଙ୍କୁ ଚଲାଇ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା କଲେ ପ୍ରଧାନ ଶିକ୍ଷୟିତ୍ରୀ । ମୟୂରଭଞ୍ଜ ଜିଲା ମୋରଡା ବ୍ଲକ…

୪ ନକଲି ମାଓବାଦୀ ଗିରଫ

ରାୟଗଡ଼ା,୧୨।୧୨(ଆଶିଷ ରଞ୍ଜନ ପଣ୍ଡା)ରାୟଗଡ଼ାରୁ ୪ ନକଲି ମାଓବାଦୀଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରେ ୨ ମହିଳା ଥିବା ଜଣାପଡିଛି।ଅଭିଯୁକ୍ତମାନେ ମାଓବାଦୀଙ୍କ ନାମରେ ଚିଠି ଓ ହତ୍ୟା ଧମକ ଦେଉଥିଲେ। ଗିରଫ ୪ ଜଣଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ସୂଚନା…

ଭାଜପା,ବିଜେଡି କର୍ମୀ ହାତାହାତି: ଉଡ଼ିଲା ଝାଡ଼ୁ, ଚପଲ 

ନିଶ୍ଚିନ୍ତକୋଇଲି,୧୨।୧୨(ଅଶୋକ କୁମାର ମହାପାତ୍ର): କଟକ ଜିଲା କିଶୋରନଗର ଥାନା ଅଧୀନ ମାଣପୁର ପଞ୍ଚାୟତରେ ଭାଜପା ଓ ବିଜେଡି କର୍ମୀ ହାତାହାତି ହୋଇଛନ୍ତି। ଏଥିରେ ୩ ଜଣ ଭାଜପା କର୍ମୀ ଆହତ ହୋଇଥିବା ସୂଚନା ମିଳିଛି। ଗତ ଦୁଇ ଦିନ ହେବ କେନ୍ଦ୍ର…

ଜାନୁୟାରୀ ପହିଲାରୁ ଆରମ୍ଭ ହେବ ଖରିଫ୍‍ ମାଣ୍ଡିଆ ସଂଗ୍ରହ; ଚଳିତ ମାସ ୩୧ରେ ଶେଷ ହେବ ଚାଷୀ ପଞ୍ଜୀକରଣ

ଭୁବନେଶ୍ୱର,୧୨।୧୨: ୨୦୨୩-୨୪ ଖରିଫ୍‍ ମାଣ୍ଡିଆ ସଂଗ୍ରହ ଆସନ୍ତା ଜାନୁୟାରୀ ପହିଲାରୁ ଆରମ୍ଭ ହେବ । ଏହି ପ୍ରକ୍ରିୟା ୨୦୨୪ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ରାଜ୍ୟର ସମସ୍ତ ମାଣ୍ଡିଆ ଚାଷୀ ସରକାରୀ ଅନୁମୋଦିତ ସଂଗ୍ରହକାରୀ ସଂସ୍ଥାକୃଷକ ସଂଗଠନ,…

ଭୁବନେଶ୍ୱରରେ ଟୁ-ଲେଟ୍‌ ଲଗାଉଥିଲେ ସାବଧାନ: ୩ ସଂସ୍ଥା ଗଣିଲେ ୫୦ ହଜାର ଲେଖାଏ ଜରିମାନା

ଭୁବନେଶ୍ୱର,୧୨।୧୨:ଭୁବନେଶ୍ୱରରେ ଟୁ-ଲେଟ୍‌ ଲଗାଉଥିଲେ ସାବଧାନ। କାନ୍ଥ କିମ୍ବା ବିଦ୍ୟୁତ୍‌ ଖୁଣ୍ଟରେ ମଧ୍ୟ ଟୁଲେଟ୍‌ ଲଗାଇ ପାରିବେ ନାହିଁ। କାରଣ ଏହି ଟୁ-ଲେଟ୍‌ ବିଜ୍ଞାପନ ଲଗାଇ ୩ ସଂସ୍ଥା ୫୦ ହଜାରଟଙ୍କା ଲେଖାଏ ଜରିମାନା ଦେଇଛନ୍ତି। ବିଏମ୍‌ସି ଏହି ଟଙ୍କା ନୟାପଲ୍ଲୀ ଅଞ୍ଚଳର…

ଏମପିଙ୍କ ଘରୁ ୩୫୧ କୋଟି ଜବତ ଘଟଣା, ପୁଣି କଂଗ୍ରେସକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୧୨।୧୨: କଂଗ୍ରେସ ପୂର୍ବତନ ରାଜ୍ୟ ସଭା ସଦସ୍ୟ ଧୀରଜ ସାହୁଙ୍କ ଘର ଏବଂ ବିଭିନ୍ନ ପ୍ରତିସ୍ଥାନରୁ ୩୫୦ କୋଟି ଟଙ୍କା ଏବଂ ୩ କେଜି ସୁନା ଜବତ ମାମଲାରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲୋକପ୍ରିୟ ୱେବସିରିଜ ‘ମନି…

ଧୀରଜ ସାହୁ ମଦ ଟଙ୍କା, ତନାଘନା କରିପାରେ ଇଡି

ଭୁବନେଶ୍ୱର,୧୨।୧୨: କଂଗ୍ରେସ ପୂର୍ବତ୍ତନ ରାଜ୍ୟ ସଭା ସଦସ୍ୟ ଧୀରଜ ସାହୁଙ୍କ ମଦ ଭାଟି ଏବଂ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନରେ ଆୟକର ବିଭାଗ ଅଧିକାରୀ ୭ ଦିନ ଚଢ଼ାଉ କରି ୩୫୦ କୋଟିରୁ ଉର୍ଦ୍ଧ ଟଙ୍କା ଜବତ କରିଛନ୍ତି। ଏହି ମାମଲାରେ ପ୍ରବର୍ତ୍ତନ…

ସରିଲା ଆୟକର ଚଢାଉ, ଭୁବନେଶର ଫେରିଲେ ଅଧିକାରୀ

ବଲାଙ୍ଗୀର,୧୨।୧୨( ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଓ ଟିଟିଲାଗଡ଼ରେ ଗତ ୭ ଦିନ ଧରି ଚାଲିଥିବା ଆୟକର ଚଢାଉ ମଙ୍ଗଳବାର ଶେଷ ହୋଇଛି । ବଲାଙ୍ଗୀର କ୍ଳବପଡା ମଦଭାଟି ଅଫିସରୁ ବାହାରି ଜଣେ ଅଧିକାରୀ ଆୟକର ଚଢାଉ ଅଭିଯାନ ବଲାଙ୍ଗୀରରୁ ଶେଷହେଲା…

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ  ମୋଦି 

ଭୁବନେଶ୍ୱର,୧୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ। ଡିସେମ୍ବର ମାସରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ଭାବନା ରହିଛି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ମଙ୍ଗଳବାର ସୂଚନା ଦେଇଛନ୍ତି। ମାଝୀ କହିଛନ୍ତି, ମୋଦି ପଶ୍ଚିମ ଓଡ଼ିଶାର ଏକ କାର୍ଯ୍ୟକ୍ରମରେ ଯୋଗ…

ଜେଲ୍‌ରୁ ମୁକୁଳି ‘ଲ’ ପରୀକ୍ଷା ଦେଲେ ଅର୍ଚ୍ଚନା

ଭୁବନେଶ୍ୱର,୧୨।୧୨: ଦୀର୍ଘ ୧୪ ମାସ ପରେ ଅର୍ଚ୍ଚନା ନାଗ ମଙ୍ଗଳବାର ଜେଲ୍‌ରୁ ମୁକୁଳିଛନ୍ତି । ସକାଳେ ଅର୍ଚ୍ଚନା ଝାରପଡ଼ା ଜେଲ୍‌ରୁ ବାହାରିଥିଲେ। ତାଙ୍କ ସହିତ ତାଙ୍କ ସ୍ବାମୀ ଜଗବନ୍ଧୁ ମଧ୍ୟ ଥିଲେ । ପରେ ସେଠାରୁ ସେ ଘରକୁ ଯାଇ ପରେ…

ରାଜ୍ୟପାଳଙ୍କ ପାଣ୍ଠି ଯାଉଛି କୁଆଡ଼େ

ଭୁବନେଶ୍ୱର, ୧୨ା୧୨(ସୁନୀତ୍‌ ମିଶ୍ର):ଓଡ଼ିଶାର ନାଗରିକମାନେ ଜାଣି ନ ଥିବେ ରାଜ୍ୟପାଳଙ୍କ ପାଖରେ ମଧ୍ୟ ଅତ୍ୟଧିକ ଅର୍ଥ ପ୍ରଦାନର କ୍ଷମତା ରହିଥାଏ। ଉଲ୍ଲେଖଯୋଗ୍ୟ, ଏହି ଅର୍ଥ ସମ୍ପୂର୍ଣ୍ଣ ଭାବେ ରାଜ୍ୟ ରାଜକୋଷରୁ ରାଜଭବନକୁ ଦିଆଯାଇଥାଏ ଅର୍ଥାତ୍‌ ଏହା ଓଡ଼ିଶାର କରଦାତାଙ୍କ ଅର୍ଥ। କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?