ଘୋଗଡ଼,ପରଶୁଲୁଣ୍ଡା ସଂରକ୍ଷିତ ଶାଗୁଆନ ଜଙ୍ଗଲ ପଦା ହେଉଛି
ଭଞ୍ଜନଗର,୬ା୬ (ବାବୁଲା ପ୍ରଧାନ)ସମଗ୍ର ଦେଶରେ ବୁଧବାର ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପରିବେଶ ପ୍ରତି ଯେଉଁଭଳି ବିପତ୍ତି ମାଡ଼ି ଆସୁଛି, ତାହାର ମୁକାବିଲା ପାଇଁ ଆଜିର ଦିବସ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହୋଇପଡ଼ିଛି। ତେଣୁ ଚାରାରୋପଣ ସହ ଜଙ୍ଗଲ ସୁରକ୍ଷା ଉପରେ…
ଢେଙ୍କାନାଳ ଜିଲାରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ
ଢେଙ୍କାନାଳ,୬ା୬(ରତନ ନାୟାର)ଏକଦା କଂଗ୍ରେସର ଦୁର୍ଗ ଥିଲା ଢେଙ୍କାନାଳ ଜିଲା। ୧୯୭୪, ୧୯୭୭, ୧୯୮୦, ୧୯୮୫ ନିର୍ବାଚନରେ ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଢେଙ୍କାନାଳ ବିଧାନସଭାରୁ ବିଜୟୀ ହେବା ସହିତ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରି ରଖିଥିଲେ।…
ଉତ୍ସାହିତ ଭାଜପା କର୍ପୋରେଟର
ଭୁବନେଶ୍ୱର, ୬।୬ (ବନ୍ଦନା ସେଠୀ)ସାଧାରଣ ନିର୍ବାଚନରେ ଓଡ଼ିଶାରେ ଭାଜପା ବହୁମତ ହାସଲ କରି ପ୍ରଥମ ଥର ପାଇଁ ସରକାର ଗଢ଼ିବାକୁ ଯାଉଛି। ୨୪ବର୍ଷର ଶାସନ ବିଜେଡି ହାତରୁ ଖସିଛି। ଏହାକୁ ନେଇ ଏବେ ଭାଜପା ନେତା, କର୍ମୀ ଓ ସମର୍ଥକଙ୍କ ମହଲରେ…
ରାସେଶ୍ୱରୀଙ୍କ ହସ, ଖୁସି ନା କଟାକ୍ଷ
ସମ୍ବଲପୁର,୬।୬ (ଭବାନୀ ଶଙ୍କର ଭୋଇ)ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ହସ ଭରା ଚେହେରା ଏବେ ସମ୍ବଲପୁରରେ ଚର୍ଚ୍ଚାର ବିଷୟ ପାଲଟିଛି। ଭାଜପା ପ୍ରାର୍ଥୀ ଜୟନାରାୟଣ ମିଶ୍ର ବିଧାୟକଭାବେ ବିଜୟୀ ହେବା ପରେ ମଙ୍ଗଳବାର ନିଜ ପରିବାର ଏବଂ ସମର୍ଥକଙ୍କ ସହ ଡା…
ଓଡ଼ିଶାରୁ ପୁଣି ଏକମାତ୍ର ଭରସା ସପ୍ତଗିରି
ରାୟଗଡ଼ା,୬।୬(ଆଶିଷ ରଞ୍ଜନ ପଣ୍ଡା)ଓଡ଼ିଶାର ୨୧ ଲୋକ ସଭା ଆସନ ମଧ୍ୟରୁ ୨୦ ଆସନରେ ଭାଜପା ବିଜୟୀ ହୋଇଛି। ରାଜ୍ୟ ରାଜନୀତିରେ ବ୍ୟାପକ ପରିବର୍ତ୍ତନ ହୋଇଥିଲେ ମଧ୍ୟ କୋରାପୁଟ ଲୋକ ସଭା ଆସନକୁ ବଜାୟ ରଖି ଦ୍ୱିତୀୟ ଥର ଏମ୍ପି ହୋଇଛନ୍ତି କଂଗ୍ରେସର…
ପରିବର୍ତ୍ତନ ସତ୍ତ୍ୱେ ପଛରେ ପଡ଼ିଲେ ମନମୋହନ
ଭଦ୍ରକ,୬ା୬(ସନାତନ ରାଉତ)ଚଳିତ ନିର୍ବାଚନରେ ଓଡ଼ିଶାରେ ଅଭୂତପୂର୍ବ ପରିବର୍ତ୍ତନ ହୋଇଛି। ଓଡ଼ିଶାବାସୀ ଦୀର୍ଘବର୍ଷର ଶାସନ କ୍ଷମତାରେ ଥିବା ବିଜେଡିିକୁ ଧରାଶାୟୀ କରି ଭାଜପାକୁ ବହୁମତ ଦେଇଛନ୍ତି। ନିର୍ବାଚନ ପୂର୍ବରୁ ଭାଜପା-ବିଜେଡି ମେଣ୍ଟ ନେଇ ବହୁ ଚର୍ଚ୍ଚା ଚାଲିଥିଲା। ଭାଜପା ରାଜ୍ୟ ସଭାପତି ମନମୋହନ…
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଚାଲୁ ରଖାଯାଉ: ଇଣ୍ଡିଆ
ଭୁବନେଶ୍ୱର,୬।୬(ଶର୍ମିଷ୍ଠା ପାଣିଗ୍ରାହୀ)ରାଜ୍ୟର ରୋଗୀଙ୍କ ଚିକିତ୍ସା ପାଇଁ ଉପଲବ୍ଧ ହେଉଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ଜାରି ରଖାଯାଉ। ଏହି କାର୍ଡ ବନ୍ଦ ନେଇ କୌଣସି ଅପପ୍ରଚାର କରା ନ ଯାଉ। ଏହାଦ୍ୱାରା ରାଜ୍ୟର ବହୁ ରୋଗୀ ଏବଂ ତାଙ୍କ ପରିବାର ହଇରାଣ…
ମେଣ୍ଟ ସରକାରର ପୁନର୍ଜନ୍ମ
ଭୁବନେଶ୍ୱର, ୬।୬(ଅନୀଲ ଦାସ, ସୁନିତ୍ ମିଶ୍ର)୨୦୨୪ ନିର୍ବାଚନରେ ଭାଜପା ପକ୍ଷରୁ ‘ଅବ୍କି ବାର ୪୦୦ ପାର୍’ ସ୍ଲୋଗାନ ଦିଆଯାଉଥିଲା। ଜାତୀୟ ସ୍ତରର ଏକଜିଟ୍ ପୋଲ୍ ସର୍ଭେ ଭାଜପା ଲକ୍ଷ୍ୟ ପାଖାପାଖି ସତ ହେବାକୁ ଯାଉଛି ବୋଲି ଦେଖାଇବାକୁ ଲାଗିଲେ। ହେଲେ ନିର୍ବାଚନ…
ରାଜ୍ୟରେ ବିଭିନ୍ନ ଯୋଜନା ବନ୍ଦ ଅଭିଯୋଗ
ଭୁବନେଶ୍ୱର, ୬।୬(ଅସମାପିକା ସାହୁ)ରାଜ୍ୟରେ ଆର୍ଥତ୍କ ଦୁର୍ବଳ ଶ୍ରେଣୀର ପରିବାରକୁ ମାଗଣାରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ନବୀନ ପଟ୍ଟନାୟକ ସରକାର ୨୦୧୮ ଅଗଷ୍ଟ ୧୫ରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍କେୱାଇ) ଆରମ୍ଭ କରିଥିଲେ। ଗତ ୪ ତାରିଖ ଓଡ଼ିଶା ବିଧାନସଭା ନିର୍ବାଚନ…
‘ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ପଦକ୍ଷେପ ନିଆଯିବ’
ପୁରୀ, ୬।୬(ଅଜିତ୍ କୁମାର ମହାନ୍ତି): ଚଳିତ ସାଧାରଣ ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ବିଜୟୀ ହୋଇଥିବା ଅନେକ ନେତା ବୁଧବାର ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ପୁରୀ ଲୋକ ସଭା ଆସନର ଭାଜପା ପ୍ରାର୍ଥୀ ଡ. ସମ୍ବିତ ପାତ୍ର…
BSKY କାର୍ଡ ଗ୍ରହଣ କରିବା ପାଇଁ ହସ୍ପିଟାଲଗୁଡ଼ିକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ
ଭୁବନେଶ୍ୱର, ୫।୬(ଅସମାପିକା ସାହୁ): ରାଜ୍ୟରେ ଆର୍ଥତ୍କ ଦୁର୍ବଳ ଶ୍ରେଣୀର ପରିବାରକୁ ମାଗଣାରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ନବୀନ ପଟ୍ଟନାୟକ ସରକାର ୨୦୧୮ ଅଗଷ୍ଟ ୧୫ରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍କେୱାଇ) ଆରମ୍ଭ କରିଥିଲେ। ଗତ ୪ ତାରିଖ ଓଡ଼ିଶା…
ଇନ୍ଷ୍ଟାଗ୍ରାମରୁ ବିଜେଡି ହଟାଇଲେ ପାଣ୍ଡିଆନ, ପରିବର୍ତ୍ତନ କରି ଲେଖିଲେ…
ଭୁବନେଶ୍ୱର,୫ା୬: ସୋସିଆଲ ମିଡିଆ ଆକାଉଣ୍ଟ ଇନ୍ଷ୍ଟାଗ୍ରାମରୁ କାର୍ତ୍ତିକ ପାଣ୍ଡିଆନ ବିଜେଡି ହଟାଇ ଦେଇଛନ୍ତି। ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ସେ ତାଙ୍କ ପ୍ରୋଫାଇଲରେ ବିଜେଡିର ସଦସ୍ୟ ଲେଖିଥିବା ବେଳେ ଏହାକୁ ପରିବର୍ତ୍ତନ କରି ‘ନବୀନ ପଟ୍ଟନାୟକଙ୍କ ସହ କାମ କରିବା…

