ରାଜ୍ୟ

ପୁରୀ ବାଣ ବିସ୍ଫୋରଣ ଘଟଣା, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ପୁରୀ,୩୧।୫: ପୁରୀ ବାଣ ବିସ୍ଫୋରଣ ଘଟଣାରେ ଆଉ ୨ ଜଣଙ୍କ ମୃତ୍ୟୁ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଛି। ମୃତ୍ୟୁ ନେଇ ସ୍ବତନ୍ତ୍ର ରିଲିଫ କମିଶନର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି ହୋଇଛି।…

ଖରାରେ କାମ କରାଇଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ, ସତର୍କ କଲେ ଏସ୍‌ଆରସି

ଭୁବନେଶ୍ୱର,୩୧।୫: ହିଟ୍‌ୱେଭ ନେଇ ସତର୍କ କଲେ ଏସ୍‌ଆରସି ସତ୍ୟବ୍ରତ ସାହୁ। ପାଣିପାଗ ବିଭାଗର ଆକଳନ ଅନୁସାରେ ଆଗାମୀ ୩ ଦିନ ହିଟ୍‌ୱେଭ ଜାରି ରହିବ। ହିଟ୍‌ୱେଭ ପାଇଁ ପିକ ଆୱାରରେ ବାହାରକୁ ବାହାରନ୍ତୁ ନାହିଁ ବୋଲି ପରାମର୍ଶ ଦିଆଯାଇଛି। ଏପରିକି ଯିଏ…

ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀ ମାମଲା: କୋର୍ଟ କଲେ ଶୁଣାଣି

ଖୋର୍ଦ୍ଧା,୩୧।୫ (ପ୍ରଭାତ ପାଣିଗ୍ରାହୀ): ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀ ମାମଲାରେ ଶୁକ୍ରବାର ଖୋର୍ଦ୍ଧା କୋର୍ଟରେ ଶୁଣାଣି ହୋଇଛି। ଶୁଣାଣି ସମୟରେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ପୀତାମ୍ବର ଆଚାର୍ଯ୍ୟଙ୍କ ସମେତ ୪୦ ଆଇନଜୀବୀ ଯୁକ୍ତି ଉପସ୍ଥାପନ କରିଥଲେ। ଗତ ୨୫…

ପିଲାଙ୍କ କଳି: ନାବାଳକଙ୍କ ପିଠିରେ ଲୁହାରଡ୍‌ ଭୁସିଦେଲେ ଆଉ ଜଣେ ନାବାଳକ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟ୍‌ଲି ରଥପଡ଼ାରେ ଶୁକ୍ରବାର ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି। ୨ ନାବାଳକଙ୍କ ମଧ୍ୟରେ କଳିଗୋଳ ହେବାରୁ ଜଣେ ନାବାଳକଙ୍କ ପିଠିରେ ଅନ୍ୟଜଣେ ନାବାଳକ ଏକ ଲୁହାରଡ୍‌ ଭୁସି ଦେଇଛନ୍ତି। ଫଳରେ ଲୁହାରଡ୍‌ଟି ନାବାଳକଙ୍କ ପିଠିପଟୁ…

ଆଉ ୪ ଦିନ ଗୁଳୁଗୁଳି, ଏହିଦିନ ଓଡ଼ିଶା ଆସିବ ମୌସୁମୀ

ଭୁବନେଶ୍ୱର, ୩୧।୫(ଅସମାପିକା ସାହୁ): ପଶ୍ଚିମରେ ଅସମ୍ଭାଳ ତାତି ଓ ଉପକୂଳରେ ପ୍ରବଳ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ଛଟପଟ ହେଉଛି ସାରା ଓଡ଼ିଶା। ଗୁରୁବାର ରାଜ୍ୟରେ ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ପାରଦ ୪୭ ଡିଗ୍ରୀକୁ ଛୁଇଁଛି।…

ଭାଜପା ଜିତିଲେ କିଏ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଧର୍ମେନ୍ଦ୍ର ଦେଲେ ବଡ଼ ବୟାନ

ଭୁବନେଶ୍ୱର, ୩୧।୫: ଓଡ଼ିଶାରେ ଶେଷ ପର୍ଯ୍ୟ ନିର୍ବାଚନ ଶନିବାର ଅନୁଷ୍ଠିତ ହେବ। ଏହା ପୂର୍ବରୁ ରାଜ୍ୟରେ ସରକାର ଗଢିବା ନେଇ ଦୃଢକ୍ତି ପ୍ରକାଶ କରିଛନ୍ତି ବରିଷ୍ଠ ଭାଜପା ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ‘ମୁଁ ନିଶ୍ଚିତ ଯେ…

ରଙ୍ଗ୍‌ରୁଟ୍‌ ଡ୍ରାଇଭିଂ ନେଇଛି ୪୦୨ ଜୀବନ

ଭୁବନେଶ୍ୱର,୩୧ା୫ (ସୂର୍ଯ୍ୟକାନ୍ତ ବେହେରା): ଦୁର୍ଘଟଣା ରୋକିବା ସହ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ପରିବହନ ବିଭାଗ ଓ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ସହ ବ୍ୟାପକ ପଦକ୍ଷେପ ନିଆଯାଉଛି। ଗାଡି ଚାଳକଙ୍କୁ ହେଲମେଟ ପିନ୍ଧିବା, ମୋଟର ସାଇକେଲରେ ୨ଜଣରୁ ଅଧିକ ନ…

ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା, ଅଂଶୁଘାତରେ ୪୦ରୁ ଉର୍ଦ୍ଧ ମୃତ!

ଭୁବନେଶ୍ୱର, ୩୧।୫: ରାଜ୍ୟରେ ପ୍ରବଳ ହିଟ୍‌ଓ୍ବେଭ୍‌ ସାଙ୍ଗକୁ ଗୁଳୁଗୁଳି ପ୍ରଭାବରେ ଜନଜୀବନ ଅସ୍ତଵ୍ୟସ୍ଥ ହୋଇପଡିଛି। ବିଶେଷ କରି ପଶ୍ଚିମ ଓଡ଼ିଶାରେ ଆକଷରୁ ନିଆଁ ଝୁଲ ଖସିଲା ଭଳି ଅନୁଭୂତ ହେଉଛି। ଗୁରୁବାର ଝାରସୁଗୁଡ଼ାରେ ତାପମାତ୍ରା ୪୭ ଡ଼ିଗ୍ରୀ ପାର କରିଥିଲା ବେଳେ…

ଜଣଙ୍କ ସାର୍ଟିଫିକେଟରେ ଅନ୍ୟ ଜଣଙ୍କ ଫଟୋ

ଭୁବନେଶ୍ୱର,୩୧।୫(ଅନୁରାଧା ମହାରଣା): ନିକଟରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିସହ ଅନ୍‌ଲାଇନ୍‌ରେ ଡିଜିଟାଲ ସାର୍ଟିଫିକେଟ ଉପଲବ୍ଧ ହେଉଛି। ତେବେ ସାର୍ଟିଫିକେଟରେ କେତେକ ତ୍ରୁଟି ସାମ୍ନାକୁ ଆସିଛି। ଜଣେ ଛାତ୍ରଙ୍କ ସାର୍ଟିଫିକେଟରେ ଅନ୍ୟ କାହାର ଫଟୋ ରହିଛି। ଫଳରେ ପରବର୍ତ୍ତୀ ପାଠପଢ଼ା…

ପାଟକୁରାର ସାମୂହିକ ବିକାଶ ମୁଖ୍ୟ ଲକ୍ଷ୍ୟ: ଅରବିନ୍ଦ

କେନ୍ଦ୍ରାପଡ଼ା ଜିଲା ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀ ରାଜ୍ୟ ରାଜନୀତିରେ ଗୁରୁତ୍ୱ ବହନ କରିଆସିଛି। ଅତୀତରେ ଏଠାରୁ ରାଜ୍ୟର ବହୁ ପ୍ରମୁଖ ନେତା ନିର୍ବାଚିତ ହୋଇ ପାଟକୁରାକୁ ରାଜନୈତିକ କ୍ଷେତ୍ରରେ ଏକ ନୂତନ ଦିଗ୍‌ଦର୍ଶନ ଦେଇଛନ୍ତି। ତେବେ ଚଳିତ ନିର୍ବାଚନରେ ପାଟକୁରା ପାଇଁ…

ରାଉରକେଲା ସରକାରୀ ଡାକ୍ତରଖାନାରେ ୧୦ଜଣଙ୍କ ଅସ୍ବାଭାବିକ ମୃତ୍ୟୁ

ଭୁବନେଶ୍ୱର,୩୦।୫: ରାଉରକେଲା ସରକାରୀ ଡାକ୍ତରଖାନା (RGH)ରେ ଗୁରୁବାର ସାଢେ ୬ ଘଣ୍ଟା ଭିତରେ ୧୦ ଜଣଙ୍କୁ ମୃତ ଘୋଷଣା କରାଯାଇଛି। ଡାକ୍ତରଖାନାର ଭାରପ୍ରାପ୍ତ ଅଧୀକ୍ଷକ ଡାକ୍ତର ସୁଧାରାଣୀ ପ୍ରଧାନଙ୍କଠାରୁ ଏହି ସୂଚନା ମିଳିଛି। ସେ କହିଛନ୍ତି, ଦିନ ସାଢେ ଗୋଟାଏରୁ ୮ଟା…

ରାଜ୍ୟରେ ନବୀନ ବାଣ୍ଟିଛନ୍ତି କଂଗ୍ରେସ ଟିକେଟ୍‌: ଧମେନ୍ଦ୍ରଙ୍କ ବୟାନକୁ ନେଇ ରାଜନୀତିରେ ଚର୍ଚ୍ଚା

ଭୁବନେଶ୍ୱର,୩୦।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏହି ସମୟରେ ଅନେକ ନେତା ନବୀନଙ୍କୁ କାଉଣ୍ଟର କରୁଛନ୍ତି। ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ଧମେନ୍ଦ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?