ରାଜ୍ୟ

ଦୋଷ ଘୋଡ଼ାଇ ଲୋଭ ଦେଖାଇଲା ହେକ୍ସି

ଭୁବନେଶ୍ୱର, ୨୫।୭ (ବ୍ୟୁରୋ): ୨୫ହଜାର ଟଙ୍କା ମୂଲ୍ୟର ସାଇକେଲ ୫ଶହ ଟଙ୍କାରେ ବିକ୍ରି ହେଲା। କବାଡ଼ିବାଲା ଗ୍ୟାସ୍‌ କଟରରେ କାଟି ନେଲେ। ଭୁବନେଶ୍ୱରରେ ‘ମୋ ସାଇକେଲ’ ଯୋଜନାର ଏଭଳି ସ୍ଥିତିକୁ ନେଇ ଗଣମାଧ୍ୟମରେ ସଚିତ୍ର ଖବର ପ୍ରକାଶ ପାଇଲା। ହେଲେ...

‘ଅଭିଯୁକ୍ତଙ୍କୁ ଖସାଇବାକୁ ଚାଲିଛି ଉଦ୍ୟମ’

ଖଇରା, ୨୫।୭(ଡି.ଏନ.ଏ.): ସମୟ ଯେତେ ଗଡୁଛି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଉପରୁ ପରଦା ହଟିବା ଆଶା କ୍ଷୀଣ ହେବାରେ ଲାଗିଛି। ବିଶେଷ କରି ଗଜପତି ଏସ୍‌ପି ତପନ କୁମାର ପଟ୍ଟନାୟକ ସିଡିଆର ଯାଞ୍ଚ ପରେ ଡିଏଫ୍‌ଓ ସଂଗ୍ରାମ କେଶରୀ...

‘ପଶ୍ଚିମ ଓଡ଼ିଶାକୁ ସାବତପୁଅ ଭଳି ବ୍ୟବହାର କରାଯାଉଛି’

ଭୁବନେଶ୍ୱର,୨୫ା୭(ବ୍ୟୁରୋ): ପଶ୍ଚିମ ଓଡ଼ିଶାକୁ ସବୁ କ୍ଷେତ୍ରରେ ରାଜ୍ୟ ସରକାର ବାରମ୍ବାର ଅବହେଳା କରି ଚାଲିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ ଲୋକଙ୍କୁ ଘର ଦେବା ପାଇଁ ପ୍ରସ୍ତୁତ ଅଛନ୍ତି, କିନ୍ତୁ ରାଜ୍ୟ ସରକାରଙ୍କ ଅବହେଳା ଯୋଗୁ...

ପୋଲିସ-ମାଓବାଦୀ ଗୁଳି ବିନିମୟ

ମାଲକାନଗିରି,୨୫ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲାର ଚିନ୍ତାଗୁମ୍ଫା ଅଞ୍ଚଳ ନିକଟ ଜଙ୍ଗଲରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ମାଓବାଦୀମାନଙ୍କ ସହିଦ ସପ୍ତାହକୁ ଦୃଷ୍ଟିରେ ରଖି ଯବାନମାନେ ସେହି ଅଞ୍ଚଳରେ କମ୍ବିଂ ଅପରେଶନ କରୁଥିବା...

ବିଦେଶରେ ଟିକା ନେଇଥିବା ଭାରତୀୟ ନାଗରିକ ଓଡ଼ିଶାରେ ନେଇପାରିବେ ଦ୍ୱିତୀୟ ଡୋଜ୍‌

ଭୁବନେଶ୍ୱର, ୨୫।୭(ବ୍ୟୁରୋ): ଦେଶ ବାହାରେ କୋଭିଶିଲ୍ଡ କିମ୍ବା ଆଷ୍ଟ୍ରା ଜେନିକା କରୋନା ଟିକାର ପ୍ରଥମ ଡୋଜ୍‌ ନେଇଥିବା ଯେ କୌଣସି ଭାରତୀୟ ନାଗରିକ ଓଡ଼ିଶାରେ କୋଭିଶିଲ୍ଡର ଦ୍ୱିତୀୟ ଡୋଜ୍‌ ନେଇପାରିବେ। ଏ ନେଇ ଶନିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ...

ଚୂଡ଼ାନ୍ତ ଅପେକ୍ଷାରେ ସଂଶୋଧିତ ନଦୀ ନୀତି

ଭୁବନେଶ୍ୱର,୨୫ା୭(ବ୍ୟୁରୋ): କେବଳ ସହରାଞ୍ଚଳ ନୁହେଁ ଗ୍ରାମାଞ୍ଚଳରେ ମଧ୍ୟ ଅନେକ ସମୟରେ ଉତ୍କଟ ଜଳାଭାବ ଦେଖାଦେଉଛି। ନଦୀଗୁଡ଼ିକ ଉପରେ ପାନୀୟ ଜଳ ପାଇଁ ନିର୍ଭର କରୁଥିବା ସହରଗୁଡ଼ିକ ଆସନ୍ତା ୩୦ ବର୍ଷ ମଧ୍ୟରେ ଭୟଙ୍କର ଜଳ ସଙ୍କଟର ସମ୍ମୁଖୀନ ହେବା ନେଇ...

ଡରାଉଛି କରୋନା: ଗତ ୨୪ ଘଣ୍ଟାରେ ନେଲା ୬୭ ମୁଣ୍ଡ

ଭୁବନେଶ୍ୱର,୨୫।୭(ବ୍ୟୁରୋ): ଗୋଟିଏ ପଟେ ରାଜ୍ୟରେ କରୋନା ସଂକ୍ରମଣ ହଜାରେ ତଳକୁ ଖସୁ ନ ଥିବା ବେଳେ ମହାମାରୀରେ ମୃତ୍ୟୁ ସଂଖ୍ୟା ଡରାଉଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ପ୍ରାଣ ହରାଇଛନ୍ତି ଆଉ ୬୭ ଜଣ। ଏହା ସହିତ ରାଜ୍ୟରେ...

ରାଜ୍ୟରେ ୧୮୩୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ସବୁଦିନ ପରି ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୫।୭(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୮୩୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୬୨ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ବାକି ୭୭୧ଟି ଲୋକାଲ କେସ ରହିଛି। ୧୮୩୩ଟି ନୂଆ କେସ ସହିତ ରାଜ୍ୟରେ...

୫୦%ରୁ ଊର୍ଦ୍ଧ୍ୱ ପିଲାଙ୍କ ଶରୀରରେ ଆଣ୍ଟିବଡି

ଭୁବନେଶ୍ୱର, ୨୫।୭(ବ୍ୟୁରୋ): ଚତୁର୍ଥ ପର୍ଯ୍ୟାୟ ସେରୋ ସର୍ଭେ ରିପୋର୍ଟ ଶନିବାର ପ୍ରକାଶ ପାଇଛି। ୫୦%ରୁ ଊର୍ଦ୍ଧ୍ୱ ପିଲାଙ୍କ ଶରୀରରେ ଆଣ୍ଟିବଡି ଡେଭଲପ୍‌ ହୋଇଥିବା ଜଣାପଡ଼ିଛି। ଏ ନେଇ ଆର୍‌ଏମ୍‌ଆର୍‌ସି ନିର୍ଦ୍ଦେଶିକା ଡା. ସଂଘମିତ୍ରା ପତି ସୂଚନା ଦେଇଛନ୍ତି। ସେ କହିଛନ୍ତି...

କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା

ଅନୁଗୋଳ ଅଫିସ,୨୫।୭: ଅନୁଗୋଳ ଜିଲା ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅଞ୍ଚଳର ଜଣେ ୨୧ ବର୍ଷୀୟା କଲେଜ ଛାତ୍ରୀଙ୍କୁ ଶନିବାର ବଳାତ୍କାର ପରେ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଗୋଡ଼ ବନ୍ଧା ଅବସ୍ଥାରେ ଖଜୁରି ବୁଦାମୂଳରୁ ପୋଲିସ ମୃତଦେହ...

ପରକୀୟା ପ୍ରୀତି ସନ୍ଦେହ ନେଲା ଛବିରାଣୀଙ୍କ ଜୀବନ

ଭଦ୍ରକ ଅଫିସ,୨୪।୭: କୁରାଢ଼ିରେ ଅତି ନୃଶଂସ ଭାବେ ସ୍ତ୍ରୀଙ୍କ ମୁଣ୍ଡକୁ ଛେଚି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଶନିବାର ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ କାଉପୁର ପଞ୍ଚାୟତ ଏଡ଼ାଦେଇ ଗ୍ରାମରେ। ମୃତା...

ବିପଦ ସଙ୍କେତ ଟପିଲା ବୈତରଣୀ

ଭଣ୍ଡାରିପୋଖରୀ,୨୪।୭(ଡି.ଏନ୍‌.ଏ.): ଉପରମୁଣ୍ଡରେ ଲଘୁଚାପ ଜନିତ ବର୍ଷା ଯୋଗୁ ବୈତରଣୀ ନଦୀରେ ଦ୍ୱିତୀୟ ବନ୍ୟା ଆସିଛି। ଶନିବାର ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଆଖୁଆପଦା ଆନିକଟଠାରେ ବୈତରଣୀ ଜଳସ୍ତର ବିପଦ ସଙ୍କେତ ଟପିଛି। ରାତି ୧୦ଟା ସୁଦ୍ଧା ୧୭.୯୫ ମିଟର ଛୁଇଁଛି ଜଳସ୍ତର।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri