ରାଜ୍ୟ

ଗର୍ଭବତୀ ମହିଳାଙ୍କୁ ନଦୀପାର କରାଇଲେ ସିଆର୍‌ପିଏଫ ଯବାନ

ମାଲକାନଗିରି,୨୩।୭: ମହାନତା ଦେଖାଇଛନ୍ତି ସିଆର୍‌ପିଏଫ ଯବାନ। ନିଜ ଜୀବନକୁ ବାଜି ଲଗାଇ ଜଣେ ଗର୍ଭବତୀ ମହିଳାଙ୍କୁ ନଦୀପାର କରାଇ ହସ୍ପିଟାଲ ପଠାଇଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ। ଯବାନଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ…

ଶାହାଙ୍କ ମନ୍ତବ୍ୟ ଶୁଣି ରାଗିଗଲେ ଅଜିତ ଗୋଷ୍ଠୀର ନେତା

ପୁଣେ,୨୩।୭: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ ପୂର୍ବରୁ ମହାୟୁତିରେ ଆଲୋଡ଼ନ ହେବାର ସମ୍ଭାବନା ଅଛି। କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ଶରଦ ପାୱାରଙ୍କୁ ନେଇ କହିଥିଲେ ଯେ ସେ ଦୁର୍ନୀତିକୁ ସଂସ୍ଥାପିତ କରିଛନ୍ତି। ଏହା ଉପରେ ଅଜିତ ପାୱାର ଦଳର ନେତା…

ଏହି ଦିନ ଦେଖାଦେବ ବିରଳ ମହାଜାଗତିକ ଦୃଶ୍ୟ: ଚନ୍ଦ୍ର ପଛରେ ଲୁଚିବ ଶନି

ଭୁବନେଶ୍ୱର, ୨୩ା୭(ଅସମାପିକା ସାହୁ):ଆସନ୍ତା ୨୪ ତାରିଖରେ ଏକ ବିରଳ ତଥା ସୁନ୍ଦର ମହାଜାଗତିକ ଘଟଣା ଦେଖିବାର ସୁଯୋଗ ମିଳିବ। ବୁଧବାର ମଧ୍ୟରାତ୍ର ପରେ ଖାଲି ଆଖିରେ ଦେଖାଯାଉଥିବା ଶନି ଗ୍ରହ ଚନ୍ଦ୍ର ପଛରେ ଲୁଚି ଯାଇ ଅଦୃଶ୍ୟ ହୋଇଯିବ। କିଛି ସମୟ…

ବିବାହ ଭୋଜିରୁ ବରକୁ ଉଠାଇ ନେଲା ପୋଲିସ

ଫୁଲବାଣୀ,୨୩ା୭(ରାକେଶ କୁମାର ରାଉତ): ବାହାଘର ସରିଥିଲା। ବର ଘରକୁ କନିଆ ଆସି ସାରିଥିଲା। ବିଧି ମୁତାବକ ଘରେ ସବୁ କାର୍ଯ୍ୟ ଚାଲିବା ସହ ଭୋଜିର ଆୟୋଜନ ହୋଇଥିଲା। ଗ୍ରାମବାସୀ, ବନ୍ଧୁ ବାନ୍ଧବ ଏବଂ ଝିଅ ଘର ଲୋକେ ଭୋଜିରେ ମଧ୍ୟ ସାମିଲ…

ଆହୁରି ୪ଦିନ ବର୍ଷିବ: ୪ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୨୩ା୭(ଅସମାପିକା ସାହୁ):ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ସୋମବାର ପୁରୀରେ ସର୍ବାଧିକ ୪୬ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଅଧିକାଂଶ ଜିଲାରେ ପ୍ରବଳ ବର୍ଷିଛି। ଆସନ୍ତା ୪ଦିନ ପର୍ଯ୍ୟନ୍ତ ଏହିଭଳି ସ୍ଥିତି ଜାରି ରହିବ। ଦୁଇଦିନ କିଛି…

ମୋଦିଙ୍କ ନେତୃତ୍ୱକୁ ନେଇ ଏମିତି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୩। ୭(ସୁନିତ୍‌ ମିଶ୍ର):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଇନୋଭେଶନକୁ ପ୍ରୋତ୍ସାହିତ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ସୋମବାର ନୂଆଦିଲ୍ଲୀଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଅଟଳ ଇନୋଭେଶନ ମିଶନ ଏବଂ ୱିପୋ(ୱାଲର୍‌ଡ୍‌ ଇଣ୍ଟେଲେକ୍ଚ୍ୟୁଆଲ୍‌ ପ୍ରପର୍ଟି ଅର୍ଗାନାଇଜେଶନ) ମଧ୍ୟରେ ଏକ…

କଂଗ୍ରେସ ବିଧାୟକ ଦଳ ବୈଠକରେ ତାରାଙ୍କ ଅନୁପସ୍ଥିତି ନେଇ ଚର୍ଚ୍ଚା

ଭୁବନେଶ୍ୱର, ୨୩। ୭(ସୁନିତ୍‌ ମିଶ୍ର): କଂଗ୍ରେସ ବିଧାୟକ ଦଳ ବୈଠକ ସୋମବାର ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଛି। ନୂତନ ଭାବେ ନିଯୁକ୍ତ ହୋଇଥିବା ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ନେତୃତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ…

ସରକାରଙ୍କ ବଡ଼ ଘୋଷଣା: ସରୋଜ ପ୍ରଧାନ ହେଲେ ସରକାରୀ ଦଳ ମୁଖ୍ୟ ସଚେତକ ଉପମୁଖ୍ୟ ସଚେତକ ଦାୟିତ୍ୱ ମିଳିଲା…

ଭୁବନେଶ୍ୱର,୨୨।୭(ଅସମାପିକା ସାହୁ): ବୌଦ୍ଧ ବିଧାୟକ ସରୋଜ ପ୍ରଧାନ ସରକାରୀ ଦଳ ମୁଖ୍ୟ ସଚେତକ ଭାବେ ନିଯୁକ୍ତ ହୋଇଛନ୍ତି। ସେହିପରି ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କୁ ସରକାରୀ ଦଳ ଉପମୁଖ୍ୟ ସଚେତକ ଦାୟିତ୍ୱ ଦିଆଯାଇଛି। ଏନେଇ ସୋମବାର ରାଜ୍ୟ ସଂସଦୀୟ ବ୍ୟାପାର…

ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ବଦଳିବା ବିଜ୍ଞପ୍ତିକୁ ପ୍ରତ୍ୟାହାର କଲା କ୍ରୀଡ଼ା ବିଭାଗ

ଭୁବନେଶ୍ୱର,୨୨।୭: ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ବଦଳିବା ବିଜ୍ଞପ୍ତିକୁ ସୋମବାର କ୍ରୀଡ଼ା ବିଭାଗ ବିଧିବଦ୍ଧ ଭାବେ ପ୍ରତ୍ୟାହାର କରିନେଇଛି। ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନର ନାଁ ବଦଳରେ ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ ରହିବ ବୋଲି ଗତ ୧୯ ତାରିଖରେ…

ପାଣ୍ଡିଆନଙ୍କ ବାବଦରେ ପ୍ରକାଶିତ ଖବରକୁ ନେଇ କ୍ଷମା ମାଗିଲା ଇଂରାଜୀ ଦୈନିକ

ଭୁବନେଶ୍ୱର,୨୨।୭: ପାଣ୍ଡିଆନଙ୍କ ବାବଦରେ ପ୍ରକାଶିତ ଖବରକୁ ନେଇ କ୍ଷମାପ୍ରାର୍ଥନା କଲା ଦୈନିକ ଇଂରାଜୀ ଖବରକାଗଜ। ବିଜେଡିକୁ ଦି ଫାଳ କରିବାକୁ ପାଣ୍ଡିଆନ ଉଦ୍ୟମ କରୁଥିବା ଖବର ପ୍ରକାଶ ପାଇଥିଲା। ଏଥିସହ ଭାଜପା ସ୍ବାର୍ଥରେ କାମ କରିବାକୁ ପାଣ୍ଡିଆନ ଉଦ୍ୟମ କରୁଥିବା ମଧ୍ୟ…

ଦାୟିତ୍ୱ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ପିତାମ୍ବର ଆଚାର୍ଯ୍ୟ

ଭୁବନେଶ୍ବର,୨୨।୭: ରାଜ୍ୟ ଆଡଭୋକେଟ ଜେନେରାଲ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପିତାମ୍ବର ଆଚାର୍ଯ୍ୟ ସୋମବାର ସନ୍ଧ୍ୟାରେ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପିତାମ୍ବର ଆଚାର୍ଯ୍ୟଙ୍କୁ ତାଙ୍କ ନୂତନ ଦାୟିତ୍ୱ…

୨୪ ବର୍ଷ ପରେ ବିଧାନସଭାରେ ବଦଳିଲା ନବୀନଙ୍କ ଆସନ, ବସିଲେ ଏହି ନେତାଙ୍କ ସିଟ୍‌ରେ

ଭୁବନେଶ୍ୱର,୨୨।୭: ୨୪ ବର୍ଷ ପରେ ବିଧାନସଭାରେ ନବୀନ ପଟ୍ଟନାୟକଙ୍କ ଆସନ ବଦଳିଛି। ୫ ଥରର ମୁଖ୍ୟମନ୍ତ୍ରୀ ଥିବା ନବୀନ ଆଜି ବିରୋଧୀ ଆସନରେ ବସିଛନ୍ତି। ନବୀନ ପୂର୍ବତନ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଆସନରେ ବସିଛନ୍ତି। ନବୀନ ପଟ୍ଟନାୟକଙ୍କ ସିଟ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?