ପୋଲିସକୁ ପିଟିଥିଲେ: ଏବେ ଗିରଫ ଭୟରେ…
ନୂଆପଡ଼ା,୨୧।୭ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ଥାନା ମିଛାପାଳି ପଞ୍ଚାୟତ ବରକୋଟ ଗାଁରେ ଶୁକ୍ରବାର ରାତ୍ରିରେ ପୋଲିସ ଉପରକୁ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ପୋଲିସ ଗାଁର ୧୬ଜଣଙ୍କ ନାମରେ ମାମଲା ରୁଜୁ କରିବା ସହ ୩ ଜଣଙ୍କୁ ଆଣି…
ଅଢ଼େଇ ବର୍ଷରେ ଦୁର୍ଘଟଣା ନେଇଛି ୫୪୬ ଜୀବନ
ଭୁବନେଶ୍ୱର,୨୧ା୭(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀ ଭୁବନେଶ୍ୱର ଦେଇ ଯାଇଥିବା ୧୬ ନଂ. ଜାତୀୟ ରାଜପଥ ସହ ସହରର ଅନ୍ୟ ମୁଖ୍ୟ ତଥା ଆଭ୍ୟନ୍ତର ରାସ୍ତା ଏବେ ଅସୁରକ୍ଷିତ ହୋଇପଡିଛି। ରାସ୍ତା ଉପରକୁ ଗୋଡ଼ କାଢ଼ିଲେ ଜୀବନ ପ୍ରତି ପାଦେ ପାଦେ ବିପଦ ମାଡି…
ମଣିପାଲ ହସ୍ପିଟାଲରେ ଆଡଲ୍ଟ ଇମ୍ୟୁନାଇଜେଶନ କ୍ଲିନିକ୍
ଭୁବନେଶ୍ୱର,୨୧।୭(ଅନୁରାଧା ମହାରଣା): ଭୁବନେଶ୍ୱର ଖଣ୍ଡଗିରିସ୍ଥିତ ମଣିପାଲ ହସ୍ପିଟାଲରେ ଆଡଲ୍ଡ ଇମ୍ୟୁନାଇଜେଶନ କ୍ଲିନିକ୍ ଉଦ୍ଘାଟିତ ହୋଇଯାଇଛି। ଫାଇଜର ଲିମିଟେଡ୍ ସହଭାଗିତାରେ ପ୍ରସ୍ତୁତ ଏହି କ୍ଲିନିକ୍ରେ ବୟସ୍କମାନଙ୍କ ନିମନ୍ତେ ପ୍ରତିଷେଧକ ବ୍ୟବସ୍ଥା କରାଯାଇଛି। ହସ୍ପିଟାଲର ନିର୍ଦ୍ଦେଶକ ଡା. ଶକ୍ତିମୟ ମହାପାତ୍ର କ୍ଲିନିକ୍ର ଉଦ୍ଘାଟନୀ ଉସତ୍ବରେ…
ଟାଟୁରୁ ହୋଇପାରେ ରକ୍ତ କର୍କଟ
ଟାଟୁରୁ ଲିମ୍ଫୋମା ବ୍ଲଡ୍ କ୍ୟାନ୍ସର ବା ରକ୍ତ କର୍କଟ ହୋଇପାରେ ବୋଲି ସ୍ବିଡେନ୍ରେ କରାଯାଇଥିବା ଏକ ଷ୍ଟଡିରୁ ଜଣାପଡିଛି। ୧୦ବର୍ଷ ଧରି ହୋଇଥିବା ଏହି ଗବେଷଣା ଅନୁଯାୟୀ, ୨୧% ଲୋକଙ୍କ କ୍ଷେତ୍ରରେ ଟାଟୁ ଯୋଗୁ ରକ୍ତ କର୍କଟ ହୋଇଥିବା ଆଶଙ୍କା କରାଯାଉଛି।…
ବଜାରରେ ନିଉଟ୍ରୋଲାର ନୂତନ ଉତ୍ପାଦ
ଭୁବନେଶ୍ୱର, ୨୧।୭ (ଅଭୟ ଦାଶ): ଦେଶର ପ୍ରମୁଖ ଫୁଡ୍ ବ୍ରାଣ୍ଡ୍ ନିଉଟ୍ରୋଲାର ନୂତନ ଉତ୍ପାଦ ରେଞ୍ଜ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ବର ଇନ୍ଫୋସିଟିସ୍ଥିତି କ୍ରିଷ୍ଟାଲ କ୍ରାଉନ ହୋଟେଲଠାରେ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ…
ବିଓବିର ୧୧୭ତମ ପ୍ରତିଷ୍ଠା ଦିବସ
ଭୁବନେଶ୍ୱର, ୨୧।୭ (ଅଭୟ ଦାଶ): ବ୍ୟାଙ୍କ ଅଫ୍ ବରୋଦା(ବିଓବି)ର ୧୧୭ତମ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଓବିର କଟକସ୍ଥିତ ସିଡିଏ ଶାଖାଠାରେ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା। ସେହିଭଳି ବିଓବିର ବରିଷ୍ଠ ପ୍ରବନ୍ଧକ ସୁବାସ ଚନ୍ଦ୍ର ପ୍ରଧାନଙ୍କ…
ସୁଭଦ୍ରା ଯୋଜନାରେ ଟଙ୍କା ମିଳିବ କହି ଠକେଇ
ଢେଙ୍କାନାଳ,୨୧ା୭(ରତନ ନାୟାର): ସୁଭଦ୍ରା ଯୋଜନାରେ ଟଙ୍କା ମିଳିବ ବୋଲି କହି ଢେଙ୍କାନାଳ ଭଗବାନପୁର ଅଞ୍ଚଳର ବାପପୁଅ ସେଠାକାର ୨ଜଣ ମହିଳାଙ୍କୁ ଠକେଇ କରିଥିବା ଶନିବାର ଟାଉନ ଥାନାରେ ଅଭିଯୋଗ ହୋଇଛି। ଠକେଇର ଶିକାର ହୋଇଥିବା ୨ ଅଭିଯୋଗକାରୀ ହେଲେ ସହରସ୍ଥିତ ରାମେଶ୍ୱରପୁର…
ଚିତ୍ରୋତ୍ପଳା ନଦୀରେ ବୁଡ଼ି ବି-ଟେକ୍ ଛାତ୍ର ନିଖୋଜ
ପାଟକୁରା,୨୧ା୭(ରବୀନ୍ଦ୍ର ନାଥ ବାରିକ): ଶନିବାର କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ଅଧୀନ ପାଟକୁରା ଗ୍ରାମପଞ୍ଚାୟତର ଜଗନ୍ନାଥପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି ା ଗ୍ରାମର ଧୀରେନ କୁମାର ବାରିକ ଓ କ୍ଷଣପ୍ରଭା ପରିଡ଼ାଙ୍କ ଏକମାତ୍ର ପୁଅ କୌଶିକ ବାରିକ(୧୮)ଚିତ୍ରୋତ୍ପଳା ନଦୀରେ…
ଉପଭୋକ୍ତାଙ୍କ ସୁରକ୍ଷାକୁ ଟିପିସିଓଡିଏଲ୍ର ପ୍ରାଥମିକତା
ଭୁବନେଶ୍ୱର, ୨୧।୭ (ଅଭୟ ଦାଶ): ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିସିଓଡିଏଲ୍) ସବୁବେଳେ ଉପଭୋକ୍ତାଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଆସିଛି। ଏପରିକି ନିକଟରେ ବିଦ୍ୟୁତ୍ ଉପଭୋକ୍ତାଙ୍କ ମୋବାଇଲ ଫୋନ୍କୁ…
ବର୍ଷାରେ ଭିଜିଲା ଏକାଧିକ ମୃତଦେହ
କଟକ,୨୧ା୭(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍ସିବି ମେଡିକାଲରେ ଅନେକ ଅବ୍ୟବସ୍ଥା ରହିଛି। ବିଭିନ୍ନ ପରୀକ୍ଷା ପାଇଁ ଲୋକମାନେ ଏଠାକୁ ଆସି ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଚିକିତ୍ସା ସେବା ବାଧାପ୍ରାପ୍ତ ହେଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମେଡିକାଲର ମୃତଦେହ ସଂରକ୍ଷଣ ଗୃହ ସମ୍ମୁଖରେ ବ୍ୟବଚ୍ଛେଦ…
ହ୍ବାଟ୍ସଆପ୍ରେ ଆଇଟିଆର୍ ଦାଖଲ
ଭୁବନେଶ୍ୱର,୨୧।୭(ଅନୁରାଧା ମହାରଣା): ୨୦୨୩-୨୪ ଆର୍ଥିକ ବର୍ଷ ଏବଂ ମୂଲ୍ୟାଙ୍କନ ବର୍ଷ ୨୦୨୪-୨୫ ପାଇଁ ଆୟକର ରିଟନର୍ର୍(ଆଇଟିଆର୍) ଦାଖଲ କରିବାର ସମୟସୀମା ଶେଷହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ଯଦି ଟିକସଦାତାମାନେ ଜରିମାନା ଏଡ଼ାଇବା ପାଇଁ ଯଥାଶୀଘ୍ର ରିଟର୍ନ ଦାଖଲ କରିବାକୁ ଚାହୁଁଛନ୍ତି, ତେବେ…
ବଦଳିବ ନାକ୍ ମାନ୍ୟତା ବ୍ୟବସ୍ଥା
ଭୁବନେଶ୍ୱର, ୨୧ା୭(ଅସମାପିକା ସାହୁ): ଆସେସ୍ମେଣ୍ଟ ଆଣ୍ଡ୍ ଆକ୍ରିଡେଶନ୍ କାଉନ୍ସିଲ(ନାକ୍) ମାନ୍ୟତାରେ ପରିବର୍ତ୍ତନ ହେବ। ଗ୍ରେଡେଶନ୍ ବ୍ୟବସ୍ଥା ଆଉ ରହିବନି। ଏହା ବଦଳରେ ବାଇନାରୀ ଆକ୍ରିଡେଶନ୍ ବ୍ୟବସ୍ଥା ପ୍ରଚଳନ କରାଯିବ। ଅର୍ଥାତ୍ ପୂର୍ବରୁ ପ୍ରଦାନ କରାଯାଉଥିବା ବିଭିନ୍ନ ଗ୍ରେଡ୍ ବଦଳରେ ଏବେ କେବଳ…

