ରାଜ୍ୟ

ହାୱଡା- ମୁମ୍ବାଇଏକ୍ସପ୍ରେସ ଦୁର୍ଘଟଣା: ଆଖିବୁଜିଲେ ୨ ଓଡ଼ିଆ

ରାଞ୍ଚି,୩୦।୭:ଝାଡଖଣ୍ଡର ଚକ୍ରଧରପୁରରେ ମଙ୍ଗଳବାର ଭୋରରୁ ହାୱଡା- ମୁମ୍ବାଇଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିଲା। ଟ୍ରେନର ୧୮ଟି ବଗି କ୍ଷତି ହୋଇଥିବା ବେଳେ ଦୁର୍ଘଟଣାରେ ୬ ଗୁରତର ହୋଇଥିବା ସୂଚନା ମିଳିଥିଲା। ଅନ୍ୟପକ୍ଷେ ଏହି ଦୁର୍ଘଟଣାରେ ବର୍ତ୍ତମାନ୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ୨…

ସେବାୟତଙ୍କୁ କାରଣ ଦର୍ଶାଅ ନୋଟସ, ୭ ଦିନ ଭିତରେ ଉତ୍ତର ନ ଦେଲେ…

ଭୁବନେଶ୍ୱର,୩୦।୭: ରଥରେ ଅନଧିକୃତ ବ୍ୟକ୍ତିଙ୍କୁ ଚଢ଼ାଇବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦଇତାପତି ସେବକଙ୍କୁ ନୋଟିସ ଜାରି କରାଯାଇଛି। ୭ଦିନ ଭିତରେ ଉତ୍ତର ଦେଇ ନପାରିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଏହାସହ ମାମଲାର ଚୂଡାନ୍ତ ନିଷ୍ପତ୍ତି ନହେବା ଯାଏ…

ଡିଆଇଜି ରାଜେଶ୍‌ ପଣ୍ଡିତ ସସ୍‌ପେଣ୍ଡ

ଭୁବନେଶ୍ୱର,୩୦।୭: ରାଜ୍ୟ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ପଣ୍ଡିତ ରାଜେଶ ଉତ୍ତମରାଓ ସସ୍‌ପେଣ୍ଡ ହୋଇଛନ୍ତି। ରାଜେଶଙ୍କ ସସ୍‌ପେଣ୍ଡ ନେଇ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ହୋଇଛି। ଭାରତୀୟ ପୋଲିସ ସେବା ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗରେ ଏହି ନିଷ୍ପତ୍ତି ନିଆଯାଇଛି। କ୍ୟାପିଟାଲ…

ରତ୍ନଭଣ୍ଡାର ଭିତରେ ଅଛିକି ଗୁପ୍ତ ସୁଡଙ୍ଗ, କାହିଁକି ଏମିତି କହିଲେ ଜଷ୍ଟିସ ରଥ

ପୁରୀ,୩୦।୭: ଭିତର ରତ୍ନଭଣ୍ଡାର ଭିତରେ ସୁଡଙ୍ଗ ଅଛି, ଓ ତା’ ଭିତରେ ଆହୁରି ଅଧିକ ମୂଲ୍ୟବାନ ଅଳଙ୍କାର ରହିଛି। ପୂର୍ବରୁ ଏହି ଚର୍ଚ୍ଚା ଜୋର ଧରିଥିବା ବେଳେ, ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜବିଶ୍ୱନାଥ ରଥଙ୍କ ପ୍ରତିକ୍ରିୟା ଅଧିକ ରହସ୍ୟ ବଢ଼ାଇଛି…

ବାଘଙ୍କ ପସନ୍ଦ ଓଡ଼ିଶା ଜଙ୍ଗଲ

ଭୁବନେଶ୍ୱର, ୩୦।୭ (ଅସମାପିକା ସାହୁ):ଓଡ଼ିଶାର ଜଙ୍ଗଲ ବାହାର ରାଜ୍ୟର ବାଘଙ୍କ ଭାରି ପସନ୍ଦ। ସେଥିପାଇଁ ଶହ ଶହ କିଲୋମିଟର ଅତିକ୍ରମ କରି ଓଡ଼ିଶା ଜଙ୍ଗଲକୁ ଏକାଧିକ ବାଘ ଚାଲି ଆସିଥିବା ନଜିର ରହିଛି। ଏଠାକୁ ଆସିବା ପରେ ସେମାନେ ନିଜର ଟେରିଟୋରି…

ପୋଲାଭରମ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନୀରବତା ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ: ପ୍ରଦୀପ

ଭୁବନେଶ୍ୱର,୩୦।୭(ଅନିଲଦାସ):ଓଡ଼ିଶା ସ୍ବାର୍ଥର ସ୍ଲୋଗାନ ଦେଇ କ୍ଷମତାକୁ ଆସିଥିବା ଭାଜପା ସରକାର ନିକଟରେ ଶେଷ ହୋଇଥିବା ନୀତି ଆୟୋଗ ବୈଠକରେ ପୋଲାଭରମ୍‌ ପ୍ରସଙ୍ଗ ନ ଉଠାଇବା ସମସ୍ତ ଓଡ଼ିଆଙ୍କୁ ବ୍ୟଥିତ କରିଛି। ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନୀରବତା…

ବୈତରଣୀରେ ବଢୁଛି ଜଳସ୍ତର

ଯାଜପୁର,୩୦ା୭(ହର୍ଷବର୍ଦ୍ଧନ ବେହେରା): ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲାଦେଇ ପ୍ରବାହିତ ବୈତରଣୀ ନଦୀ ଫୁଲୁଥିବାର ଦେଖାଯାଇଛି। ଏଥିଯୋଗୁ ବନ୍ୟା ଆଶଙ୍କା ରହିଛି। ବୈତରଣୀ ନଦୀର ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ଏହାର ତଳମୁଣ୍ଡ ଆଖୁଆପଦାରେ ଜଳସ୍ତର ସୋମବାର ସନ୍ଧ୍ୟା ସୁଦ୍ଧା ୧୭.୨୪…

ହୀରାକୁଦରୁ ଜଳ ନିଷ୍କାସନ ପରେ ବୌଦ୍ଧରେ ଫୁଲୁଛି ମହାନଦୀ

ବୌଦ୍ଧ,୩୦ା୭: ହୀରାକୁଦ ଜଳଭଣ୍ଡାରରୁ ୨୦ଟି ସ୍ଲୁଇସ୍‌ ଗେଟ୍‌ ଦେଇ ଅତିରିକ୍ତ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ଫଳରେ ଜଳଭଣ୍ଡାରର ଜଳସ୍ତର ସାମାନ୍ୟ ହ୍ରାସ ପାଇଛି। ହେଲେ ବୌଦ୍ଧରେ ଫୁଲୁଛି ମହାନଦୀ। ଏଭଳିସ୍ଥିତିରେ ବୌଦ୍ଧରେ ମହାନଦୀର ଜଳସ୍ଥର ବିପଦ ସଙ୍କେତ ଛୁଇଛି। ଫଳରେ…

ଫୁଲୁଛି ମହାନଦୀ: ମୁଣ୍ଡଳିରେ ବଢ଼ୁଛି ଜଳସ୍ତର

ଭୁବନେଶ୍ୱର,୩୦।୭: ହୀରାକୁଦ ଡ୍ୟାମରୁ ପାଣି ଛାଡ଼ିବା ପରେ ମହାନଦୀ ଫୁଲିଛି। ଅନ୍ୟପକ୍ଷେ କଟକ ମୁଣ୍ଡଳିରେ ଜଳସ୍ତର ବଢୁଛି । ସକାଳ ୬ଟା ସୁଦ୍ଧା ମୁଣ୍ଡଳୀ ଦେଇ ୧ ଲକ୍ଷ ୭୦ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ଦିନ ୧୧ଟା ସୁଦ୍ଧା ମୁଣ୍ଡୁଳୀରେ…

ମହାନଦୀରେ କୂଳ ଛୁଇଁଲା ବନ୍ୟା ପାଣି

ଆଠମଲ୍ଲିକ,୩୦ା୭ (ଉଦୀପ୍ତ ପୁରୋହିତ): ଉପରମୁଣ୍ଡରେ ଲଘୁଚାପ ଜନିତ ବର୍ଷା ଓ ହୀରାକୁଦ ଡ୍ୟାମ୍‌ରୁ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ଯୋଗୁ ମହାନଦୀରେ ପାଣି ବଢ଼ିବାରେ ଲାଗିଛି। ଅନୁଗୋଳ ଜିଲାର ଆଠମଲ୍ଲିକଠାରେ ହୀରାକୁଦର ପାଣି ପହଞ୍ଚିବା ପରେ ମହାନଦୀର ଜଳସ୍ତର ବୃଦ୍ଧି ପାଇଛି।…

ରାଜ୍ୟରେ ସକାଳୁ ସକାଳୁ ପ୍ରବଳ ବର୍ଷା: ଘୁର୍ଣ୍ଣିବଳୟ ନେଇପାରେ ଲଘୁଚାପର ରୂପ

ଭୁବନେଶ୍ୱର,୩୦।୭: ରାଜ୍ୟର ବିଭିନ୍ନ ସ୍ଥାନରେ ମଙ୍ଗଳବାର ସକାଳୁ ବର୍ଷା ଜାରି ରହିଛି। ବୁଧବାର ବଙ୍ଗୋପସାଗରରେ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବ, ଯାହା ଆଗକୁ ଲଘୁଚାପର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ଉତ୍ତର ଓ…

ଅବକାରୀ ଯୁଗ୍ମ କମିଶନରଙ୍କ ୫୨ ପ୍ଲଟ୍‌

ଭୁବନେଶ୍ୱର/ବଲାଙ୍ଗୀର,୩୦ା୭:(ସତ୍ୟଜିତ୍‌ ରାଉତ/ବୀରେନ୍ଦ୍ର ଝାଙ୍କର):୮ମାସ ପରେ ଅବସର ନେଇଥାନ୍ତେ। ହେଲେ ଏହାପୂର୍ବରୁ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ଭୁବନେଶ୍ୱର ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ଭିଜିଲାନ୍ସର ୧୦ଟି ଟିମ୍‌ ରାମଚନ୍ଦ୍ରଙ୍କ ଘର ସମେତ ଭୁବନେଶ୍ୱର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?