ରାଜ୍ୟ

କାଲିଠୁ ଜୋରଦାର ଧରପକଡ, ଲାଇସେନ୍ସ ନ ଥିଲେ…

ଭୁବନେଶ୍ୱର,୩୦।୭: ନାବାଳକ ଗାଡ଼ିଚାଳକଙ୍କ ଉପରେ ଲଗାମ କଷିଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ । ସୋମବାର ଠାରୁ ରାଜ୍ୟ ବ୍ୟାପି ଧରପକଡ ଆରମ୍ଭ ହୋଇଛି । ଦୁଇ ଦିନରେ ଧରା ପଡିଛନ୍ତି ୩୩୪ ନାବାଳକ ଚାଳକ । ଏହା ସହ ୧୩୮ ଟି…

ମୁଖ୍ୟମନ୍ତ୍ରୀ ଗାଁରେ ପଶିଲେ , ଦୁଇଟି ଘର ଭାଙ୍ଗିଲେ

କେନ୍ଦୁଝର,୩୦।୭(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲ୍ଲା ଚମ୍ପୁଆରେଞ୍ଜ, ଉଖୁଣ୍ଡା ଫରେଷ୍ଟ ସେକ୍ସନ ବାରିଆ, ରାଣିପୁର, ରତନପୁର,ଚକୁଳିଆ, ରାମଚନ୍ଦ୍ରପୁର ଆଦି ଅଞ୍ଚଳରେ ୪ ଦିନ ହେବ ୨୭ଟିକିଆ ହାତୀପଲ ଆତଙ୍କ ସୃଷ୍ଟି କରି ଘରଦ୍ୱାର ଭାଙ୍ଗିବା ସହ ଅନେକ କ୍ଷୟକ୍ଷତି କରିଛନ୍ତି…

ସାବଧାନ ସରକାରୀ କର୍ମଚାରୀ, ଏଣିକି ଅଫିସ୍‌ରେ…

ଭୁବନେଶ୍ୱର,୩୦।୭: ଆଉ ଚଳିବନି ମନମାନି । ଏଣିକି ସବୁକିଛି ନିୟମ ଅନୁସାରେ ଚାଲିବ । ଆଉ ସରକାରୀ ନିୟମକୁ ମାନିବା ବାଧ୍ୟତାମୂଳକ। ନିୟମ ନ ମାନିଲେ ହେବ କାର୍ଯ୍ୟାନୁଷ୍ଠାନ। ସରକାରୀ ଚାକିରିଆଙ୍କୁ ଏପରି ଭାବେ ରୋକଠୋକ ଶୁଣାଇଦେଇଛନ୍ତି ନୂଆ ସରକାର ।…

ପାଣି ଢ଼ାଳି ଫେରିଲା ବେଳେ ଚାଲିଗଲା କାଉଡିଆଙ୍କ ଜୀବନ, ମେଡିକାଲରୁ ଉଭାନ ହେଲା ଯୁବକଙ୍କ ମୃତଦେହ

କୋରାପୁଟ,୩୦।୭(ଅମିତାଭ ବେହେରା ): ଶ୍ରାବଣ ମାସର ଦିତୀୟ ସୋମବାରରେ ଏକ ବଡ ଅଘଟଣ ଘଟିଛି। ପାଣି ଢ଼ାଳି ଫେରିଲା ବେଳେ ଜଣେ କାଉଡ଼ିଆଙ୍କ ହୃଦଘାତରେ ମୁତ୍ୟୁ ଘଟିଛି। ମୃତକ ଜଣକ ବରଗଡ଼ ଜ଼ିଲାର ବରପାଲି ଅଞ୍ଚଳର ୨୧ ବର୍ଷିୟ ସୁକେଶ ଦିପ।…

ଓ୍ବାଏନାଡରୁ ଆସିଲା ଦୁଃଖ ଖବର, ଭୂସ୍ଖଳନରେ ଓଡ଼ିଆ ଡାକ୍ତର ନିଖୋଜ

ଭୁବନେଶ୍ୱର,୩୦।୭: କେରଳ ୱାଏନାଡରୁ ଆସିଛି ଦୁଃଖଦ ଖବର। ଓ୍ବାଏନାଡରେ ହୋଇଥିବା ଭୟଙ୍କର ଭୂସ୍ଖଳନରେ ଜଣେ ଓଡ଼ିଆ ଡାକ୍ତର ନିଖୋଜ ହୋଇ ଯାଇଛନ୍ତି। ନିଖୋଜ ଓଡ଼ିଆ ପୁଅ ଜଣକ ହେଲେ କଟକ ଚୌଦ୍ବାର ହାଉସିଂ ବୋର୍ଡର ଡାକ୍ତର ବିଷ୍ଣୁପ୍ରସାଦ ଚିନାରା। ବିଷ୍ଣୁପ୍ରସାଦ ନିଖୋଜ…

କ୍ଷମା ମାଗିଲେ ସୁର ରାଉତରାୟ, କହୁ କହୁ କହି ଦେଇଥିଲେ ଏମିତି…

ଭୁବନେଶ୍ୱର,୩୦।୭: ସ୍ବାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ପ୍ରତି ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ ଦେଇଥିବା ଅପମାନଜନକ ମନ୍ତବ୍ୟକୁ ନେଇ ବିଭିନ୍ନ ଆଡୁ ସମାଲୋଚନା କରାଯାଉଛି। ତାଙ୍କୁ ଅସମ୍ମାନ କରିବା ପ୍ରତିବାଦରେ ବରଗଡ଼ର ଘେଁସରେ ଗତକାଲି ୬ ଘଣ୍ଟା ବନ୍ଦ…

ସବୁ ବିଧାୟକ, ବାଚସ୍ପତିଙ୍କୁ ଘରକୁ ନେଇ ଭଲ ଖାଇବାକୁ ଦେବି: ହେଲେ  ପାଣିରେ ଡାଲି ସିଝୁନି କାହିଁକି ଏମିତି କହିଲେ…

ଭୁବନେଶ୍ୱର,୩୦।୭: ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ପୂର୍ବତନ ମନ୍ତ୍ରୀଙ୍କ ବରୋଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ପୂର୍ବ ନିର୍ବାଚନରେ ପ୍ରତିଦ୍ୱନ୍ଦୀ ଥିବାରୁ ତାଙ୍କ ଘରକୁ ପିଇବା ପାଇଁ ପାଣି ସଂଯୋଗ କରାଯାଇ ନ ଥିଲା। ତାଙ୍କ ଘର ଏଯାବତ୍‌ ପାଣି ସଂଯୋଗରୁ…

ନବୀନଙ୍କ ଚିଠି, ଗୃହରେ ବୋବାଲ, ମନ୍ତ୍ରୀ ଆଣିଲେ ସାଂଘାତିକ ଅଭିଯୋଗ

ଭୁବନେଶ୍ୱର, ୩୦।୭: ଆଳୁ ପ୍ରସଙ୍ଗରେ ମମତାଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିଠି ଲେଖିବା ନେଇ ଗୃହ ଉଠୁଛି ପଡୁଛି। ଆଳୁ ପାଇଁ ବିରୋଧୀ ଦଳ ନେତା କାହିଁକି ଚିଠି ଲେଖିଲେ ଏନେଇ ଗୃହରେ ପ୍ରଶ୍ନ ଉଠାଇଛନ୍ତି ଯୋଗାଣ ମନ୍ତ୍ରୀ…

ବାଣୀବିହାର ଷ୍ଟେଶନରେ ଅଘଟଣ: ଟ୍ରେନ୍‌ ଲାଇନ୍‌ରେ ଶୋଇପଡ଼ିଲେ ଯୁବକ…

ଭୁବନେଶ୍ୱର,୩୦।୭: ଭୁବନେଶ୍ୱର ବାଣୀବିହାର ଷ୍ଟେଶନରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଟ୍ରେନ୍‌ ଲାଇନରେ ଶୋଇ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡିଛି। ଏ ପର୍ଯ୍ୟନ୍ତ ଯୁବକଙ୍କ ପରିଚୟ ମିଳିନଥିବା ବେଳେ ପ୍ରେମ ବ୍ୟାପାରକୁ ନେଇ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ପୋଲିସ…

ପାଣିରେ ବୁଡ଼ିଗଲେ ୩ ଶିଶୁ

ହାଟଡିହୀ,୩୦ା୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ପଡିଆରପଲ୍ଲୀ ପଞ୍ଚାୟତ ଆତ୍ରୁକଣା ଗ୍ରାମ ଡାହିସାହିରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ମୋରମ୍‌ ଗାଡିଆରେ ବୁଡି ୩ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ସେମାନେ ସମସ୍ତେ ନାବାଳିକା ବୋଲି ଜଣାପଡିଛି। ମିଳିଥିବା ସୂଚନା…

ଶିକ୍ଷାମନ୍ତ୍ରୀଙ୍କ ବଡ଼ ସୂଚନା: ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାରେ ଏଣିକି ପିଲାଙ୍କୁ ମିଳିବ ଏତିକି ଟଙ୍କା

ଭୁବନେଶ୍ୱର,୩୦।୭: ଆଦିବାସୀ ପିଲାଙ୍କ ଡ୍ରପ ଆଉଟକୁ ନେଇ ଚିନ୍ତିତ ମୋହନ ସରକାର ଏକ ଯୋଜନା ଆଣିଛନ୍ତି। ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାରେ ଆଦିବାସୀ ପିଲାଙ୍କୁ ପ୍ରୋତ୍ସାହନ ରାଶି ମିଳିବ। ଚଳିତ ବଜେଟରେ ଏହାକୁ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ଏହି…

ଗିରଫ ହେଲେ କୁବେର କମିଶନର, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି, ୫୨ ପ୍ଲଟ

ଭୁବନେଶ୍ୱର, ୩୦।୭: ଗିରଫ ହେଲେ ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ମଙ୍ଗଳବାର କମିଶନର ରାମଚନ୍ଦ୍ର ମିଶ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ। ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଭିଜିଲାନ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?