ହାର୍ଦ୍ଦିକ୍ ସିଂ ଆହତ
ଭୁବନେଶ୍ୱର,୧୭ା୧: ହକି ବିଶ୍ୱକପ୍ରେ ଭାରତକୁ ଲାଗିଛି ବଡ଼ ଝଟକା। ରବିବାର ଇଂଲଣ୍ଡ ବିପକ୍ଷ ଗୋଲଶୂନ୍ୟ ମ୍ୟାଚ୍ର ଚତୁର୍ଥ କ୍ୱାର୍ଟରରେ ଭାରତର ଆଟାକିଂ ମିଡ୍ଫିଲ୍ଡର ହାର୍ଦ୍ଦିକ୍ ସିଂଙ୍କ ମାଂସପେଶୀ ଟାଣି ହୋଇ ଯାଇଥିଲା। ଯାହାଫଳରେ ସେ ଓ୍ବେଲ୍ସ ବିପକ୍ଷ ମ୍ୟାଚ୍ରୁ ବାଦ୍...
କୋହଲିଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଗାଭାସ୍କର
ନୂଆଦିଲ୍ଲୀ,୧୭।୧: ଶ୍ରୀଲଙ୍କା ବିପକ୍ଷ ତୃତୀୟ ଦିନିକିଆରେ ବିରାଟ କୋହଲି ଏକ ଚମତ୍କାର ଶତକ ହାସଲ କରିଥିଲେ। ସେହି ମ୍ୟାଚରେ କୋହଲି ୧୧୦ ବଲରୁ ଅପରାଜିତ ୧୬୬ ସ୍କୋର କରିଥିଲେ। ବିରାଟ କୋହଲିଙ୍କ ଦିନିକିଆ କ୍ୟାରିୟରର ଏହା ୪୬ ତମ ଶତକ...
ହକି ବିଶ୍ୱକପର ନିଆରା ଦର୍ଶକ
ଭୁବନେଶ୍ୱର, ୧୭।୧(କ୍ରୀଡ଼ା ପ୍ରତିନିଧି): ଜଣକ ଘର ଫ୍ରାନ୍ସ, ଆଉ ଜଣକର ଜର୍ମାନୀ। ମାତ୍ର ସେମାନେ ଚଳିତ ହକି ବିଶ୍ୱକପରେ କ୍ରମାଗତଭାବେ ଦକ୍ଷିଣ ଆଫ୍ରିକା ଦଳକୁ ସମର୍ଥନ କରି ଆସୁଛନ୍ତି। ଏହା ଶୁଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥିବ, ମାତ୍ର ଏହା ସତ।...
୯୫୧ କୋଟିରେ ଭାଏକମ୍ ୧୮କୁ ମିଡିଆ ରାଇଟ୍ସ
ନୂଆଦିଲ୍ଲୀ,୧୭ା୧(ପି.ଟି.): ଚଳିତ ବର୍ଷ ଆରମ୍ଭ ହେବାକୁ ଥିବା ମହିଳା ଆଇପିଏଲ ପାଇଁ ମିଡିଆ ରାଇଟ୍ସ ବିକ୍ରି ହୋଇଛି। ଡିଜ୍ନୀ ଷ୍ଟାର ଓ ସୋନି ଚ୍ୟାନେଲକୁ ପଛରେ ପକାଇ ୯୫୧ କୋଟି ଟଙ୍କାରେ ପ୍ରସାରଣ ଅଧିକାର ହାସଲ କରିଛି ଭାଏକମ୍ ୧୮।...
ଦୁର୍ଘଟଣା ପରେ ସାମ୍ନାକୁ ଆସିଲା ପନ୍ତଙ୍କ ପ୍ରଥମ ଟୁଇଟ୍
ମୁମ୍ବାଇ,୧୬।୧: ଭାରତୀୟ ଉଇକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ଦୁର୍ଘଟଣା ପରେ ପ୍ରଥମ ଟୁଇଟ୍ କରିଛନ୍ତି। ପନ୍ତ ଟୁଇଟ୍ କରି କହିଛନ୍ତି, ସମର୍ଥନ ଏବଂ ଶୁଭକାମନା ପାଇଁ ମୁଁ ସମସ୍ତଙ୍କ ପାଖେ କୃତଜ୍ଞ। ମୋର ଅସ୍ତ୍ରୋପଚାର ସଫଳ ହୋଇଛି।...
ପୁରୁଷ ହକି ବିଶ୍ୱକପ୍: ନ୍ୟୁଜିଲ୍ୟାଣ୍ଡକୁ ୪-୦ରେ ଗୋଲରେ ହରାଇଲା ନେଦରଲ୍ୟାଣ୍ଡ୍ସ
ରାଉରକେଲା,୧୬।୧: ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯାଇଥିବା ପୁରୁଷ ହକି ବିଶ୍ୱକପ୍ର ମ୍ୟାଚ୍ରେ ନେଦରଲ୍ୟାଣ୍ଡ୍ସ ବିଜୟୀ ହୋଇଛି। ୪-୦ରେ ଗୋଲରେ ନେଦରଲ୍ୟାଣ୍ଡ୍ସ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଛି। ଚଳିତ ବିଶ୍ୱକପରେ ଏହା ନେଦରଲ୍ୟାଣ୍ଡ୍ସର ଦ୍ୱିତୀୟ ବିଜୟ। ପ୍ରଥମ ମ୍ୟାଚ୍ରେ ଦଳ...
ମ୍ୟାଚ୍ ଚାଲିଥିବାବେଳେ କୋହଲିଙ୍କ ପାଦ ଛୁଇଁଲେ ଦର୍ଶକ: ହୃଦୟ ଜିତିଲେ ସୂର୍ଯ୍ୟକୁମାର
ଥିରୁଭାନନ୍ତପୁରମ୍,୧୬।୧: ଭାରତୀୟ ଦଳ ତୃତୀୟ ଦିନିକିଆରେ ଶ୍ରୀଲଙ୍କାକୁ ୩୧୭ ରନ୍ରେ ପରାସ୍ତ କରି ଦିନିକିଆ କ୍ରିକେଟ ଇତିହାସରେ ସବୁଠାରୁ ବଡ ବିଜୟ ହାସଲ କରିଛି। ଏହି ମ୍ୟାଚରେ ବିରାଟ କୋହଲି ଏବଂ ଶୁଭମାନ ଗିଲ ଟିମ ଇଣ୍ଡିଆ ପକ୍ଷରୁ ଚମତ୍କାର...
୨୫ ରନ୍ରେ ଅଲଆଉଟ୍
ପୋଟଫେଷ୍ଟରୁମ,୧୬।୧: ଆଇସିସି ଅଣ୍ଡର-୧୯ ମହିଳା ଟି-୨୦ କ୍ରିକେଟ ବିଶ୍ୱକପରେ ଜିମ୍ବାୱେ ବିପକ୍ଷରେ ଇଂଲଣ୍ଡ ୧୭୪ ରନରେ ବିଜୟ ହାସଲ କରିଛି। ଇଂଲଣ୍ଡକୁ ଏକ ବଡ଼ ବିଜୟ ଦେବାରେ ଦଳର ବୋଲରମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଦକ୍ଷିଣ ଆଫ୍ରିକାର ପୋଟଫେଷ୍ଟରୁମରେ...
‘ବିଶ୍ୱ ହକିର ପ୍ରାଣକେନ୍ଦ୍ର ପାଲଟିଛି ଓଡ଼ିଶା’
ଓଡ଼ିଶାରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ହେଉଛି ହକି ବିଶ୍ୱକପ୍। ତେଣୁ ସ୍ବାଭାବିକ ଭାବେ ଆନନ୍ଦିତ ରାଜ୍ୟର ଖେଳାଳି ଓ ସାଧାରଣ ଜନତା। ସମଗ୍ର ବିଶ୍ୱର ନଜର ଏବେ ଓଡ଼ିଶା ଉପରେ। ତେଣୁ ସମସ୍ତ ଓଡ଼ିଆଙ୍କ ପାଇଁ ଏହା ଗର୍ବର...
ହକିକୁ ସ୍ବାଗତ କରୁଛି ସମଗ୍ର ବିଶ୍ୱ
ଭୁବନେଶ୍ୱର,୧୬ା୧(ସ୍ପୋଟର୍ସ ବ୍ୟୁରୋ): ଭୁବନେଶ୍ୱର ଓ ରାଉରକେଲାରେ ଆରମ୍ଭ ହୋଇଛି ହକି ବିଶ୍ୱକପ୍-୨୦୨୩। ବିଶ୍ୱକପ୍କୁ ନେଇ ସମଗ୍ର ଓଡ଼ିଶା ଉତ୍ସବମୁଖର। ଐତିହାସିକ କଳିଙ୍ଗ ଷ୍ଟାଡିୟମ ଓ ହକିର ଏନ୍ତୁଡ଼ିଶାଳ ରାଉରକେଲାର ବିର୍ସାମୁଣ୍ଡା ଇଣ୍ଟରନ୍ୟାଶନାଲ ହକି ଷ୍ଟାଡିୟମ ମଧ୍ୟ ପ୍ରାୟ ହାଉସ୍ଫୁଲ୍ ରହିଛି।...
‘ଓଡ଼ିଶାରେ ହକି ଆୟୋଜନ ପ୍ରଶଂସନୀୟ’
ରାଉରକେଲା ଅଫିସ,୧୬।୧: ଓଡ଼ିଶା ବିଶ୍ୱକପ୍ ହକିକୁ ଅତି ସୁନ୍ଦର ଭାବେ ଆୟୋଜନ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମକ୍ରମେ ଆଜି ବିଶ୍ୱସ୍ତରରେ ଓଡ଼ିଶା ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏଥିପାଇଁ ମୁଁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେଉଛି ବୋଲି...
୮ ବର୍ଷରୁ ହକି ଖେଳିବା ଆରମ୍ଭ କରିଥିଲେ ନିକୋଲସ୍
ରାଉରକେଲା ଅଫିସ, ୧୬।୧: ମାତ୍ର ୮ ବର୍ଷ ହୋଇଥିବା ବେଳେ ଇଂଲଣ୍ଡର ଖେଳାଳି ନିକୋଲସ ବାଣ୍ଡୁରକ ହକି ଖେଳ ଆରମ୍ଭ କରିଥିଲେ। ନିକୋଲସଙ୍କ ମା’ ଫିଲ ବାଣ୍ଡୁରକ ଜଣେ ହକି ଖେଳାଳି ହୋଇଥିବାରୁ ସେ ତାଙ୍କ ପୁଅକୁ ହକି ଖେଳିବା...
Archives


