ଖେଳ

ଯଶୋଦାଙ୍କ ହ୍ୟାଟ୍ରିକ: ଓଡ଼ିଶା ବିଜୟୀ

ଭୁବନେଶ୍ୱର, ୨୨।୬,(ତପନ ସ୍ବାଇଁ): ପଞ୍ଜାବର ଅମୃତସରରେ ଚାଲିଥିବା ହିରୋ ଜାତୀୟ ସିନିୟର ମହିଳା ଫୁଟବଲ ଟୁର୍ନାମେଣ୍ଟ ଫାଇନାଲ ରାଉଣ୍ଡର ବୁଧବାର ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ୪-୦ ଗୋଲରେ କର୍ନାଟକକୁ ହରାଇ ଦେଇଛି। ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ଏହି…

ବେଙ୍ଗାଲୁରୁରେ ବିଦାୟୀ ମ୍ୟାଚ ଚାହାନ୍ତି ବୋପାନ୍ନା

ନୂଆଦିଲ୍ଲୀ, ୨୨।୬ (ପି.ଟି.): ଭାରତର ଶୀର୍ଷସ୍ଥାନୀୟ ଡବଲ୍ସ ଟେନିସ ତାରକା ରୋହନ ବୋପାନ୍ନା ଆସନ୍ତା ସେପ୍ଟେମ୍ବରରେ ଡେଭିସ୍‌ କପ୍‌ କ୍ୟାରିୟର ଶେଷ କରିବେ। ମରକ୍କୋ ବିପକ୍ଷରେ ସେ ବିଦାୟକାଳୀନ ମ୍ୟାଚ ଖେଳିବେ ବୋଲି ବୁଧବାର ସୂଚନା ଦେଇଛନ୍ତି। ତେବେ ବେଙ୍ଗାଲୁରୁଠାରେ କ୍ୟାରିୟରର…

ବାଂଲାଦେଶକୁ ହରାଇ ଭାରତ ଚାମ୍ପିୟନ

ମଙ୍ଗ କକ୍‌ (ହଂକଂ), ୨୨ା୬(ପି.ଟି.): ହଂକଂରେ ଅନୁଷ୍ଠିତ ୨୩ ବର୍ଷରୁ କମ୍‌ ଇମର୍ଜିଂ ଏସିଆ କପ୍‌ରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ଭାରତ। ବୁଧବାର ଖେଳା ଯାଇଥିବା ଟାଇଟଲ୍‌ ମୁକାବିଲାରେ ଦଳ ବାଂଲାଦେଶକୁ ୩୧ ରନ୍‌ରେ ପରାସ୍ତ କରିଛି। ଭାରତୀୟ ସ୍ପିନର…

କୁଏତ୍‌ ଜିତିଲା ଉଦ୍‌ଘାଟନୀ ମ୍ୟାଚ

ବେଙ୍ଗାଲୁରୁ, ୨୨।୬ (ପି.ଟି.): ସାଫ୍‌ (ସାଉଥ୍‌ ଏସିଆନ ଫୁଟବଲ ଫେଡେରେଶନ) ଚାମ୍ପିୟନଶିପ୍‌ ବୁଧବାର ଏଠାରେ ଆରମ୍ଭ ହୋଇଛି। ପ୍ରତିଯୋଗିତାର ଉଦ୍‌ଘାଟନୀ ମ୍ୟାଚ ଜିତିଛି କୁଏତ। ଏହି ଦଳ ୩-୧ ଗୋଲରେ ନେପାଳକୁ ପରାସ୍ତ କରିଛି। ଆମନ୍ତ୍ରଣୀୟ ଦଳ ଭାବେ ପ୍ରଥମଥରପାଇଁ ସାଫ୍‌…

ଛେତ୍ରୀଙ୍କ ହ୍ୟାଟ୍ରିକ: ପାକିସ୍ତାନକୁ ହରାଇଲା ଭାରତ

ବେଙ୍ଗାଲୁରୁ, ୨୨।୬: ଶ୍ରୀ କାନ୍ତିରଭା ଷ୍ଟାଡିୟମରେ ପାକିସ୍ତାନ ବିପକ୍ଷରେ ବିଜୟ ସହ ଭାରତ ଏହାର ସାଫ୍‌ ଫୁଟବଲ ଚାମ୍ପିୟନଶିପ୍‌ ଅଭିଯାନ ଆରମ୍ଭ କରିଛି। ଘଟଣା ବହୁଳ ଏହି ମ୍ୟାଚରେ ଅଧିନାୟକ ସୁନୀଲ ଛେତ୍ରୀଙ୍କ ହ୍ୟାଟ୍ରିକ ବଳରେ ଭାରତ ୪-୦ ଗୋଲରେ ପାକିସ୍ତାନକୁ…

ମହିଳା ଇମର୍ଜିଂ ଏସିଆ କପ୍‌: ଭାରତ ଚାମ୍ପିୟନ

ହଂକଂ,୨୧ା୬: ହଂକଂରେ ଅନୁଷ୍ଠିତ ୨୩ ବର୍ଷରୁ କମ୍‌ ଇମର୍ଜିଂ ଏସିଆ କପ୍‌ରେ ଭାରତ ଚାମ୍ପିୟନ ହୋଇଛି। ବୁଧବାର ଖେଳା ଯାଇଥିବା ଟାଇଟଲ୍‌ ମୁକାବିଲାରେ ଭାରତ ୩୧ ରନ୍‌ରେ ବାଂଲାଦେଶକୁ ପରାସ୍ତ କରିଛି। ଭାରତୀୟ ସ୍ପିନର ଶ୍ରେୟଙ୍କା ପାଟିଲ ଏବଂ ମନ୍ନତ କଶ୍ୟପ…

ଏହି ଦିନ ଘୋଷଣା ହେବ ଦିନିକିଆ ବିଶ୍ୱକପ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ, ୨୧।୬: ସମସ୍ତ କ୍ରିକେଟ ପ୍ରେମୀ ଏହି ବର୍ଷ ଶେଷରେ ଭାରତରେ ଆୟୋଜିତ ହେବାକୁ ଥିବା ୨୦୨୩ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ସମୟରେ ଖବର ସାମ୍ନାକୁ ଆସିଛି ଯେ, ଆଇସିସି ୨୭ ଜୁନରେ ଆନୁଷ୍ଠାନିକ…

ଧୋନିଙ୍କ ଠାରୁ ବିଶେଷ ଉପହାର ପାଇଲେ ଗୁରବାଜ, ଟୁଇଟ୍‌ କରି ଦେଲେ ଧନ୍ୟବାଦ

ନୂଆଦିଲ୍ଲୀ,୨୧।୬: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୧୬ ତମ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ସର୍ବାଧିକ ଚର୍ଚ୍ଚା ଦେଖିବାକୁ ମିଳିଛି। ଏହା ପଛର କାରଣ ହେଉଛି ଅନେକ ପ୍ରଶଂସକ ବିଶ୍ୱାସ କରୁଥିଲେ ଯେ…

ଇନ୍ଦୋରରେ ଭାରତୀୟ ମହିଳା ଦଳର କ୍ୟାମ୍ପ

ଇନ୍ଦୋର, ୨୧ା୬(ପି.ଟି.): ୧୭ ବର୍ଷରୁ କମ୍‌ ଏଏଫ୍‌ସି ଏସିଆନ୍‌ କ୍ୱାଲିଫାୟରର ଦ୍ୱିତୀୟ ରାଉଣ୍ଡ ପାଇଁ ଭାରତୀୟ ଦଳ ଏହାର ପ୍ରସ୍ତୁତି ଆରମ୍ଭ କରିଛି। ଆସନ୍ତା ଜୁଲାଇ ୭ ତାରିଖରୁ ଭାରତୀୟ ଦଳ ଇନ୍ଦୋରରେ ଏହାର ଅଭ୍ୟାସ କ୍ୟାମ୍ପ ଆରମ୍ଭ କରିବ। ସେପ୍ଟେମ୍ବରରୁ…

ଏଏଫ୍‌ସି ଉନ୍ନୟନ କମିଟିରେ ଅଭିଜିତ

ଭୁବନେଶ୍ୱର, ୨୧।୬ (ତପନ ସ୍ବାଇଁ): ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) କାର୍ଯ୍ୟକାରିଣୀ ସଦସ୍ୟ ତଥା ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ଯୁଗ୍ମ ସମ୍ପାଦକ ଅଭିଜିତ ପଲ୍‌ ଏଏଫ୍‌ସି (ଏସିଆନ ଫୁଟବଲ କନ୍‌ଫେଡେରେଶନ) ଉନ୍ନୟନ କମିଟିରେ ସ୍ଥାନ ପାଇଛନ୍ତି। ଓଡ଼ିଶାର ପ୍ରଥମ…

ରେସ୍‌ ଓ୍ବାକ୍‌ ପୂର୍ବରୁ ମଞ୍ଜୁଙ୍କ ହର୍ଡଲ୍ସ

ନୂଆଦିଲ୍ଲୀ, ୨୧ା୬(ପି.ଟି.): ଦେଶର ଟପ୍‌ ରେସ୍‌ ଓ୍ବାକର୍‌ ପଞ୍ଜାବର ୨୪ ବର୍ଷୀୟା ମଞ୍ଜୁ ରାଣୀ ଷଷ୍ଠ ଶ୍ରେଣୀରୁ ଏହି କ୍ରୀଡା ପ୍ରତି ଆକର୍ଷିତ ହେଲେ। ନିକଟରେ ଶେଷ ହୋଇଥିବା ଜାତୀୟ ଆନ୍ତଃରାଜ୍ୟ ଆଥ୍‌ଲେଟିକ ମିଟ୍‌ରେ ସେ ୩୫ କିମି ରେସ୍‌ ଓ୍ବାକରେ…

ଓସିଏଲ୍‌ ୨୦୨୩: ଜାଗୁଆର୍ସ, ପାନ୍ଥର୍ସ ବିଜୟୀ

ଭୁବନେଶ୍ୱର, ୨୧ା୬(ସରୋଜ ଜେନା): ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ଆନୁକୂଲ୍ୟରେ ଆୟୋଜିତ ଓଡ଼ିଶା କ୍ରିକେଟ୍‌ ଲିଗ୍‌(୨୦୨୩)ର ନବମ ଦିନରେ ବିଜୟୀ ହୋଇଛନ୍ତି ଓଡ଼ିଶା ଜାଗୁଆର୍ସ ଓ ଓଡ଼ିଶା ପାନ୍ଥର୍ସ। ଡ୍ରିମ୍ସ ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚ୍‌ରେ ଓଡ଼ିଶା ଜାଗୁଆର୍ସ ୮ ଉଇକେଟରେ ଓଡ଼ିଶା ଚିତାସ୍‌କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?