ଖେଳ

ଭାରତ-ପାକିସ୍ତାନ ମ୍ୟାଚ ଆଜି

ବେଙ୍ଗାଲୁରୁ, ୨୧।୬: ଭୁବନେଶ୍ୱରରେ ହିରୋ କଣ୍ଟିନେଣ୍ଟାଲ କପ୍‌ ଚାମ୍ପିୟନ ହେବାର ୩ ଦିନ ପରେ ଭାରତ ବୁଧବାରଠାରୁ ସାଫ୍‌ ଫୁଟବଲ ଚାମ୍ପିୟନଶିପ୍‌ରେ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଭାରତର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ହେଉଛି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ। ଗ୍ରୁପ୍‌ ‘ଏ’ର ଏହି…

ଦିନିକିଆ ବିଶ୍ୱକପ କାର୍ଯ୍ୟସୂଚୀରେ ବିଳମ୍ବ ପାଇଁ ପିସିବିକୁ ଦାୟୀ କଲା ବିସିସିଆଇ

ନୂଆଦିଲ୍ଲୀ,୨୦।୬: ଚଳିତ ବର୍ଷ ଶେଷରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ବିଶ୍ୱକପର ସରକାରୀ କାର୍ଯ୍ୟସୂଚୀ ଘୋଷଣାକୁ ସମସ୍ତ କ୍ରିକେଟ ପ୍ରେମୀ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଦ୍ୱାରା ଡ୍ରାଫ୍ଟ କାର୍ଯ୍ୟସୂଚୀରେ ପରିବର୍ତ୍ତନ ପାଇଁ କ୍ରମାଗତ…

ରାଞ୍ଚି ଯିବା ପରେ ଘରଠୁ ଅଧିକ ଖେଳାଳିଙ୍କୁ ସମୟ ଦେଉଛନ୍ତି ଧୋନି

ରାଞ୍ଚି,୨୦।୬: ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ହୋମ ଟାଉନ ରାଞ୍ଚିରେ ଅନେକ ସମୟ ବିତାଉଛନ୍ତି। ଧୋନି ଯେତେବେଳେ ରାଞ୍ଚିରେ ରୁହନ୍ତି, ସେ ନିଶ୍ଚିତ ଭାବରେ କ୍ରିକେଟ ଷ୍ଟାଡିୟମକୁ ଯାଆନ୍ତି ।…

ଭାରତର ସହଜ ବିଜୟ

ତେହେରାନ,୨୦ା୬ (ପି.ଟି.): ଏକାଧିକ ଥର ବିଶ୍ୱ ଚାମ୍ପିୟନ ତଥା ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ପଙ୍କଜ ଆଡଭାନୀଙ୍କ ନେତୃତ୍ୱରେ ଭାରତ ଏଠାରେ ଚାଲିଥିବା ଏସିଆନ ଟିମ୍‌ ସ୍ନୁକର ଚାମ୍ପିୟନଶିପ୍‌ ଗ୍ରୁପ୍‌ ପର୍ଯ୍ୟାୟରେ ଦୁଇଟି ବଡ଼ ବିଜୟ ହାସଲ କରିଛି। ଆଫଗାନିସ୍ତାନ…

ରୌପ୍ୟ ଜିତିଲେ କିଶୋର

ଭୁବନେଶ୍ୱର, ୨୦ା୬,(ସରୋଜ ଜେନା): ଜାତୀୟ ଆନ୍ତଃ ରାଜ୍ୟ ଆଥ୍‌ଲେଟିକ ମିଟ୍‌ ପୁରୁଷ ଜାଭେଲିନ୍‌ ଥ୍ରୋ ଇଭେଣ୍ଟରେ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି ଓଡ଼ିଶାର କିଶୋର କୁମାର ଜେନା। ସୋମବାର ଅନୁଷ୍ଠିତ ଫାଇନାଲ ଇଭେଣ୍ଟରେ ସେ ୮୨.୮୭ ମିଟର ଥ୍ରୋ କରିବାରେ ସମର୍ଥ…

ଏସିଆନ ଗେମ୍ସ ସିଲେକ୍ସନ ଟ୍ରାଏଲରେ ଅନୁପମା

ଭୁବନେଶ୍ୱର, ୨୦ା୬, (ବିଜୟ ରଣା): ସେପ୍ଟେମ୍ବର ଚାଇନାରେ ହେବାକୁଥିବା ଏସିଆନ ଗେମ୍ସର ଜି ଜୁତ୍‌ସୁ ପ୍ରତିଯୋଗିତା ପାଇଁ ହେବାକୁଥିବା ସିଲେକ୍ସନ ଟ୍ରାଏଲରେ ଅଂଶଗ୍ରହଣ କରିବେ ଓଡ଼ିଶାର ଅନ୍ତର୍ଜାତୀୟ ସାମରିକକଳା କ୍ରୀଡ଼ାବିତ୍‌ ଅନୁପମା ସ୍ବାଇଁ। ସିଲେକ୍ସନ ଟ୍ରାଏଲ୍‌ ଉତ୍ତରଖଣ୍ଡର ହଲଦ୍ୱାନୀସ୍ଥିତ ଇନ୍ଦିରାଗାନ୍ଧୀ ଇଣ୍ଟରନ୍ୟାଶନାଲ…

ଭର୍ଷ୍ଟାପେନ୍‌ ଜିତିଲେ କାନାଡିଆନ ଗ୍ରାଁପ୍ରି

ମଣ୍ଟ୍ରିଲ, ୨୦ା୬ (ଏପି): ରେଡ୍‌ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ କାନାଡିଆନ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟର ରେସ୍‌ ଜିତିଛନ୍ତି। ତାଙ୍କ କ୍ୟାରିୟରର ମୋଟ ଟାଇଟଲ ସଂଖ୍ୟା ୪୧ରେ ପହଞ୍ଚତ୍ଛି। ଏହାଦ୍ୱାରା ସେ ଆଇର୍ଟନ ସେନାଙ୍କ ସମକକ୍ଷ ହୋଇପାରିଛନ୍ତି। ଚଳିତ ସିଜନରେ ଅନୁଷ୍ଠିତ…

ମିଟ୍‌ ରେକର୍ଡ ଭାଙ୍ଗିଲେ ଅମ୍ଳାନ

ଭୁବନେଶ୍ୱର, ୨୦ା୬,(ସରୋଜ ଜେନା): କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ୬୨ ତମ ଜାତୀୟ ଆନ୍ତଃ ରାଜ୍ୟ ଆଥ୍‌ଲେଟିକ ମିଟ୍‌ ସୋମବାର ଉଦ୍‌ଯାପିତ ହୋଇଛି। ପ୍ରତିଯୋଗିତାର ଅନ୍ତିମ ଦିନରେ ୧୯ ଜଣ ଖେଳାଳି ଏସିଆନ୍‌ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ମହିଳା ଶଟ୍‌ପୁଟ୍‌,…

ଶ୍ରାବଣୀ ନନ୍ଦଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର,୨୦ା୬.(ସରୋଜ ଜେନା): କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ୬୨ ତମ ଜାତୀୟ ଆନ୍ତଃ ରାଜ୍ୟ ଆଥ୍‌ଲେଟିକ ମିଟ୍‌ରେ ଶ୍ରାବଣୀ ନନ୍ଦଙ୍କୁ ସ୍ବର୍ଣ୍ଣ ପଦକ। ୨୦୦ ମିଟର ମହିଳା ସ୍ପ୍ରିଣ୍ଟରେ ଶ୍ରାବଣୀ ୨୩.୭୭ ସେକେଣ୍ଡର ସମୟ ସହିତ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ…

ଭାରତୀୟ ଫୁଟବଲ ଦଳକୁ ମିଳିଲା ୧ କୋଟି

ଭୁବନେଶ୍ୱର,୨୦ା୬ (ସରୋଜ ଜେନା): କଳିଙ୍ଗ ଷ୍ଟାଡିୟମରେ ଇଣ୍ଟରକଣ୍ଟିନେଣ୍ଟାଲ କପ ଚାମ୍ପିୟନ ଭାରତୀୟ ଦଳକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ୧ କୋଟି ଟଙ୍କା ପ୍ରଦାନ କରାଯାଇଛି। ରବିବାର ଲେବାନନକୁ ୨-୦ରେ ପରାସ୍ତ କରି ଭାରତ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା। ଏହାପରେ ମୁଖ୍ୟମନ୍ତ୍ରୀ…

ଅଶ୍ୱିନୀ-ତନିଶାଙ୍କୁ ଟାଇଟଲ

ନାଣ୍ଟିସ (ଫ୍ରାନ୍ସ), ୨୦ା୬ (ପି.ଟି.): ଭାରତୀୟ ମହିଳା ବ୍ୟାଡ୍‌ମିଣ୍ଟନ ଯୋଡ଼ି ଅଶ୍ୱିନୀ ପୋନାପ୍ପା ଓ ତନିଶା କ୍ରାଷ୍ଟ୍ରୋ ନାଣ୍ଟିସ ଇଣ୍ଟରନ୍ୟାଶନାଲ ଚ୍ୟାଲେଞ୍ଚ ଟାଇଟଲ ଜିତିଛନ୍ତି। ଫାଇନାଲରେ ସେମାନେ ଚାଇନିଜ ତାଇପେର ହଙ୍ଗ୍‌ ଏନ୍‌ ଜୁ ଓ ଲିନ୍‌ ୟୁ-ପେଙ୍କୁ ୨୧-୧୫, ୨୧-୧୪ରେ…

ପଦକ ଜିତିବାରେ ଭବାନୀ ଦେବୀ ପ୍ରଥମ

ନୂଆଦିଲ୍ଲୀ, ୨୦ା୬ (ପି.ଟି.): ଅଲିମ୍ପିଆନ ସି.ଏ. ଭବାନୀ ଦେବୀ ଏସିଆନ ଚାମ୍ପିୟନଶିପ୍‌ରେ ଏକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଚାଇନାର ଓକ୍ସିଠାରେ ଅନୁଷ୍ଠିତ ଏହି କଣ୍ଟିନେଣ୍ଟାଲ ଇଭେଣ୍ଟର ମହିଳା ସାବ୍ରେ ସେମିଫାଇନାଲରେ ସେ ହାରିଯାଇଛନ୍ତି। ତେବେ ଏସିଆନ ଫେନ୍‌ସିଂ ଚାମ୍ପିୟନଶିପ୍‌ରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?