ପ୍ଲେ ଅଫ୍ ଆଶାରେ କିଙ୍ଗ୍ସ, ରୟାଲ୍ସ
ଧର୍ମଶାଳା,୧୯ା୫(ପି.ଟି.): ଆଇପିଏଲ୍ର ଜଟିଳ ପ୍ଲେ ଅଫ୍ ଅଙ୍କକଷା ମଧ୍ୟରେ ନିଜର ଅନ୍ତିମ ମ୍ୟାଚ୍ ଖେଳିବେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ। ଉଭୟ ଦଳର ପ୍ରଦର୍ଶନ ଅସ୍ଥିର ରହିଛି। ଅନ୍ତିମ ମ୍ୟାଚରେ ଉଭୟ ଦଳ ପରସ୍ପରକୁ ଭେଟୁଥିବା ବେଳେ ଏହି ମ୍ୟାଚ୍…
ଚର୍ଚ୍ଚାରେ ହୋଲ୍ଗର
ଅନ୍ତର୍ଜାତୀୟ ସ୍ତରରେ ଏବେ ଅନେକ ପ୍ରତିଭାସମ୍ପନ୍ନ ଟେନିସ ଖେଳାଳି ବିଶ୍ୱର ନାମୀଦାମୀ ଖେଳାଳିଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିବାରେ ଲାଗିଛନ୍ତି। ଏପରି କିଛି କରିସ୍ମା ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି ଡେନମାର୍କର ହୋଲଗର ରୁନ୍। ରୋମରେ ଚାଲିଥିବା ଇଟାଲିଆନ ଓପନ ଟେନିସ…
ଭାରତ, ଜାପାନ, ଭିଏଟ୍ନାମ, ଉଜବେକିସ୍ତାନ ଗୋଟିଏ ଗ୍ରୁପ୍ରେ
ନୂଆଦିଲ୍ଲୀ,୧୯ା୫(ପି.ଟି.): ଏଏଫ୍ସି ମହିଳା ଅଲିମ୍ପିକ କ୍ୱାଲିଫାୟର୍ସ ରାଉଣ୍ଡ-୨ ଆସନ୍ତା ଅକ୍ଟୋବର ୨୩ରୁ ନଭେମ୍ବର ୧ ପର୍ଯ୍ୟନ୍ତ ଖେଳାଯିବ। ଏଥିରେ ଭାରତ, ଜାପାନ, ଭିଏଟ୍ନାମ ଓ ଆୟୋଜକ ଉଜ୍ବେକିସ୍ତାନ ଗୋଟିଏ ଗ୍ରୁପ୍ରେ ସ୍ଥାନ ପାଇଛନ୍ତି। ଚଳିତବର୍ଷ ପ୍ରାରମ୍ଭରେ କିରଗିଜ୍ ରିପବ୍ଲିକ ବିପକ୍ଷ ଦୁଇ…
ସୂର୍ଯ୍ୟକାନ୍ତଙ୍କ ଶତକ, ତାପସ, ଅଙ୍କିତକାରଙ୍କୁ ୫ ଉଇକେଟ
ଭୁବନେଶ୍ୱର,୧୯ା୫(ସ୍ପୋଟର୍ସ ବ୍ୟୁରୋ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ପକ୍ଷରୁ ଆୟୋଜିତ ଆନ୍ତଃଜିଲା କଳାହାଣ୍ଡି କପ୍ କ୍ରିକେଟରେ ଗୁରୁବାର ଇକୋର୍ସା, କଟକ ‘ଏ’, ଅବଶିଷ୍ଟ ଓଡ଼ିଶା ‘ଡି’ ଓ ଅବଶିଷ୍ଟ ଓଡିଶା ‘ବି’ ବିଜୟୀ ହୋଇଛନ୍ତି। ଇକୋର୍ସା ପକ୍ଷରୁ ରଣଜୀ ଖେଳାଳି ସୂର୍ଯ୍ୟକାନ୍ତ…
ଶୁଟିଂ ସେନ୍ସେଶନ
ଭାରତର ନୂଆ ଶୁଟିଂ ସେନ୍ସେଶନ ଭାବେ ଉଭା ହୋଇଛନ୍ତି ଟିନ୍ଏଜର ରିଦିମ୍ ସାଙ୍ଗଓ୍ବାନ। ନିକଟରେ କାଇରୋରେ ଅନୁଷ୍ଠିତ ଆଇଏସ୍ଏସ୍ଏଫ୍ ବିଶ୍ୱକପର ମିକ୍ସଡ ଟିମ୍ ଇଭେଣ୍ଟରେ ସେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ତାଙ୍କର ସାଥୀ ଶୁଟରଥିଲେ ବରୁଣ ତୋମାର। ୨୦୦୩ ନଭେମ୍ବର…
ଲକ୍ଷ୍ନୌ ଦଳରେ ଉନାଡକଟ୍ଙ୍କ ସ୍ଥାନରେ ସୂର୍ଯ୍ୟାଂଶ
ଲକ୍ଷ୍ନୌ,୧୯ା୫(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍ ଫ୍ରାଞ୍ଚାଇଜ୍ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଆଘାତପ୍ରାପ୍ତ ଅଲରାଉଣ୍ଡର ଜୟଦେବ ଉନାଡକଟ୍ଙ୍କ ସ୍ଥାନରେ ମୁମ୍ବାଇ ଯୁବ ଅଲରାଉଣ୍ଡର ସୂର୍ଯ୍ୟାଂଶ ଶେଜ୍ଙ୍କୁ ଦଳରେ ସାମିଲ କରିଛି। ନେଟ୍ସରେ ଟ୍ରେନିଂ ବେଳେ ଉନାଡକଟଙ୍କ ବାମ କାନ୍ଧରେ ଆଘାତ ଲାଗିଥିଲା। ଫଳରେ…
ଆରୋପ ପ୍ରତ୍ୟାରୋପ
ବ୍ରିଜ୍ଭୂଷଣ ନିଜ କ୍ଷମତାର ଦୁରୁପଯୋଗ କରି ମହିଳା ଖେଳାଳିମାନଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି। ଏପରିକି ତାଙ୍କ ଜାଣତରେ ଅନ୍ୟ କିଛି କୋଚ୍ ଖେଳାଳିଙ୍କ ସହିତ ଏଭଳି କରିଥିବା ନେଇ ଖେଳାଳିମାନେ ଅଭିଯୋଗ ଆଣିଥିଲେ। ଏପରିକି ଏହି ଘଟଣା ସମ୍ପର୍କରେ ଅଭିଯୋଗ କରିବା…
କିରଣ ଭାରତୀୟ ଦଳର କୋଚ୍
ଭୁବନେଶ୍ୱର, ୧୯।୫ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶାର ପ୍ରଥମ ମହିଳା ଗ୍ରାଣ୍ଡମାଷ୍ଟର (ଡବ୍ଲ୍ୟୁଜିଏମ୍) କିରଣ ମନୀଷା ମହାନ୍ତି କ୍ୟାରୟରରେ ଆଉ ଏକ ଗୁରୁଦାୟିତ୍ୱ ନିର୍ବାହ କରିବାକୁ ଯାଉଛନ୍ତି। ସର୍ବଭାରତୀୟ ଚେସ୍ ଫେଡେରେଶନ (ଏଆଇସିଏଫ୍) ପକ୍ଷରୁ ତାଙ୍କୁ ଭାରତୀୟ ଦଳର କୋଚ୍ ନିଯୁକ୍ତ କରାଯାଇଛି।…
କିପ୍ଚୋଗେଙ୍କୁ ଅଷ୍ଟ୍ରିଆସ୍ ଆଓ୍ବାର୍ଡ
ମାଡ୍ରିଡ୍,୧୯ା୫(ଏପି): କେନିଆର ମାରାଥନ ସ୍ପେଶାଲିଷ୍ଟ ଏଲୁଡ୍ କିପ୍ଚୋଗେ ୨୦୨୩ ବର୍ଷ ପାଇଁ ପ୍ରିନ୍ସେସ୍ ଅଫ୍ ଅଷ୍ଟ୍ରିଆସ ଆଓ୍ବାର୍ଡ ପାଇଛନ୍ତି। ସ୍ପାନିଶ ଫାଉଣ୍ଡେଶନ ତରଫରୁ ଏହି ପୁରସ୍କାର ଦିଆଯାଉଛି। ୩୮ ବର୍ଷୀୟ କିପ୍ଚୋଗେ ଅଲିମ୍ପିକ ମାରାଥନରେ ୨୦୧୬ ଓ ୨୦୨୦ରେ ସ୍ବର୍ଣ୍ଣ ପଦକ…
ରେସ୍ଲରଙ୍କ ରୋଷ
ଭାରତୀୟ ମହିଳା ଆଥଲେଟ୍ମାନେ କୋଚ୍ ଏବଂ କର୍ମକର୍ତ୍ତାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିବାର ବହୁ ଦୃଷ୍ଟାନ୍ତ ପୂର୍ବରୁ ରହିଛି। ମାତ୍ର ଏଥର ଭାରତୀୟ ରେସ୍ଲରମାନେ ଯେଉଁ ପନ୍ଥା ଅବଲମ୍ବନ କରିଛନ୍ତି ତାହା ସମଗ୍ର ବିଶ୍ୱ ସମୁଦାୟର ଦୃଷ୍ଟିଆକର୍ଷଣ କରିବାରେ ଲାଗିଛି।…
ହେପ୍ଟାଥଲନରେ ପୂର୍ଣ୍ଣିମାଙ୍କୁ ରୌପ୍ୟ
ରାଞ୍ଚି,୧୯ା୫ (ପି.ଟି.): ଚଳିତ ଫେଡେରେଶନ କପ୍ ଆଥଲେଟକ୍ସ ଚାମ୍ପିୟନଶିପ୍ ହେପ୍ଟାଥଲନରେ ଓଡ଼ିଆ ଆଥଲେଟ ପୂର୍ଣ୍ଣିମା ହେମ୍ବ୍ରମ ରୌପ୍ୟ ପଦକ ହାସଲ କରିଛନ୍ତି। ପୂର୍ଣ୍ଣିମା ୫୧୨୮ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଷ୍ଟାର ହର୍ଡଲର ଜ୍ୟୋତି ୟାରାଜୀ ତାଙ୍କର ଦ୍ୱିତୀୟ ସ୍ବର୍ଣ୍ଣ ପଦକ…
ଆଇପିଏଲ୍ରୁ ବାଦ୍ ପଡିଲେ ଉନାଡକଟ୍
ଲକ୍ଷ୍ନୌ,୧୮ା୫: ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର ଅଲରାଉଣ୍ଡର ଜୟଦେବ ଉନାଡକଟ୍ ବାମ କାନ୍ଧରେ ଆଘାତ ଲାଗି ଅବଶିଷ୍ଟ ଆଇପିଏଲ୍ରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ମୁମ୍ବାଇର ଯୁବ ଅଲରାଉଣ୍ଡର ସୂର୍ଯ୍ୟାଂଶ ଶେଜ୍ଙ୍କୁ ଦଳରେ ସାମିଲ କରାଯାଇଛି। ନେଟ୍ସରେ ଟ୍ରେନିଂ ବେଳେ ଉନାଡକଟଙ୍କ କାନ୍ଧରେ…

