ଖେଳ

ଏମ୍‌ସିସିର ୩ ସଦସ୍ୟ ସସ୍‌ପେଣ୍ଡ

ନୂଆଦିଲ୍ଲୀ, ୪ା୭(ପି.ଟି.): ଜନି ବେୟାରଷ୍ଟୋଙ୍କ ବିବାଦୀୟ ରନ୍‌ ଆଉଟ ମାମଲାରେ କ୍ରିକେଟର ନିୟମ ପ୍ରଣେତା ମେରିଲବୋନ୍‌ କ୍ରିକେଟ କ୍ଲବ୍‌(ଏମ୍‌ସିସି) ପକ୍ଷରୁ ଏହାର ୩ ଜଣ ସଦସ୍ୟଙ୍କୁ ସସ୍‌ପେଣ୍ଡ କରାଯାଇଛି। ଲଡର୍‌ସରେ ଅନୁଷ୍ଠିତ ଆଶେସ୍‌ ସିରିଜ୍‌ର ଦ୍ୱିତୀୟ ଟେଷ୍ଟ ମ୍ୟାଚର ଚତୁର୍ଥ ଇନିଂସରେ…

ବେଙ୍ଗାଲୁରୁ ପାଇଁ ଆଉ ଏକ ବର୍ଷ ଖେଳିବେ ଛେତ୍ରୀ

ବେଙ୍ଗାଲୁରୁ, ୪ା୭ (ପି.ଟି.): ଭାରତୀୟ ଫୁଟ୍‌ବଲ ଆଇକନ ସୁନୀଲ ଛେତ୍ରୀ ସୋମବାର ବେଙ୍ଗାଲୁରୁ ଏଫ୍‌ସି ସହ ଅତିରିକ୍ତ ବର୍ଷର ବିକଳ୍ପ ସହିତ ଏକ ନୂଆ ବର୍ର୍ଷିକିଆ ଚୁକ୍ତି କରିଛନ୍ତି। ବର୍ତ୍ତମାନର ସକ୍ରିୟ ଖେଳାଳିଙ୍କ ମଧ୍ୟରେ ଛେତ୍ରୀ ବିଶ୍ୱର ତୃତୀୟ ସର୍ବାଧିକ ଗୋଲ…

ଓ୍ବିମ୍ବେଲଡନରୁ ଓହରିଲେ କିର୍‌ଗିଓସ

ଓ୍ବିମ୍ବଲଡନ, ୪ା୭ (ଏପି): କଚଟିରେ ଆଘାତପ୍ରାପ୍ତ ଯୋଗୁ ଗତଥରର ରନରଅପ୍‌ ନିକ୍‌ କିର୍‌ଗିଓସ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାରୁ ଓହରିଯାଇଛନ୍ତି। ଅଲ ଇଂଲଣ୍ଡ କ୍ଲବଠାରେ ଗତବର୍ଷ ସେ ପ୍ରଥମଥର ଏକ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ଫାଇନାଲରେ ପହଞ୍ଚତ୍ଥିଲେ। ଏଥର ପୁରୁଷ ବିଭାଗରେ ସେ…

ଭାରତ-କୁଏଟ୍‌ ଟକ୍କର

ବେଙ୍ଗାଲୁରୁର ଶ୍ରୀ କାନ୍ତିରଭା ଷ୍ଟାଡିୟମରେ ମଙ୍ଗଳବାର ଚଳିତ ସାଫ୍‌ ଫୁଟବଲ ଚାମ୍ପିୟନଶିପ୍‌ର ଫାଇନାଲ ଭାରତ ଓ କୁଏଟ୍‌ ମଧ୍ୟରେ ଅନୁଷ୍ଠିତ ହେବ। ଦୁଇଟି ଯାକ ଦଳ ଫର୍ମରେ ଥିବାରୁ ମୁକାବିଲା ସଂଘର୍ଷପୂର୍ଣ୍ଣ ହେବା ଆଶା ରହିଛି। ଭାରତ ଟୁର୍ନାମେଣ୍ଟର ସବୁଠାରୁ ସଫଳ…

ଦିନିକିଆ ବିଶ୍ୱକପରେ ଏ ପର୍ଯ୍ୟନ୍ତ ସର୍ବାଧିକ ରନ କରିଛନ୍ତି ସଚିନ, ଜାଣନ୍ତୁ କେତେ ନମ୍ବରରେ ବିରାଟ

ନୂଆଦିଲ୍ଲୀ,୩।୭: ଦିନିକିଆ ବିଶ୍ୱକପ ୨୦୨୩ର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏଥର ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଅକ୍ଟୋବର ୫ରେ ଅହମ୍ମଦାବାଦରେ ଖେଳାଯିବ। ଅକ୍ଟୋବର ୮ରେ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଟିମ ଇଣ୍ଡିଆ ପ୍ରଥମ ମ୍ୟାଚ ଖେଳିବ। ଯଦି ଆପଣ ଭାରତୀୟ ଦଳର ଖେଳାଳିଙ୍କ…

ମହାକାଳଙ୍କ ଦର୍ଶନ ପାଇଁ ସ୍ତ୍ରୀଙ୍କ ସହ ଉଜୈନରେ ପହଞ୍ଚିଲେ ଉମେଶ ଯାଦବ

ଭୋପାଳ,୩।୭: ଭାରତୀୟ କ୍ରିକେଟ ଦଳର ଖେଳାଳି ଉମେଶ ଯାଦବ ତାଙ୍କ ସ୍ତ୍ରୀ ତାନ୍ୟା ବାଧବାଙ୍କ ସହ ଉଜୈନରେ ପହଞ୍ଚି ମହାକାଳଙ୍କୁ ଦର୍ଶନ କରିଛନ୍ତି। ମହାକାଳଙ୍କ ଦର୍ଶନ ପରେ ସେ ସୋସିଆଲ ମିଡିଆରେ ଫଟୋ ଶେୟାର କରିଛନ୍ତି। ତେବେ ଉମେଶ ଶ୍ରାବଣ ମାସ…

ଶେଷ ଅଭ୍ୟାସ ମ୍ୟାଚ୍‌ ଖେଳିବା ପୂର୍ବରୁ ଓହରିଗଲେ ସମସ୍ତ ଖେଳାଳି

କେପ୍‌ଟାଉନ୍‌, ୩ା୭: ମହିଳା ବିଶ୍ୱକପ ପାଇଁ ଦକ୍ଷିଣ ଆଫ୍ରିକା ଫୁଟବଲ ଦଳ ଏହାର ଶେଷ ଅଭ୍ୟାସ ମ୍ୟାଚ୍‌ ଖେଳିବା ପୂର୍ବରୁ ସମସ୍ତ ଖେଳାଳି ଓହରି ଯାଇଥିଲେ। ବେତନ ମିଳୁ ନ ଥିବା କାରଣରୁ ବୋଷ୍ଟଓ୍ବାନା ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଏହି ଘଟଣା…

ବାଦ ପଡ଼ିଲେ ରିଚା, ଶିଖା: ନୂଆ ମୁହଁ ଭାବେ ଉମା ସାମିଲ

ନୂଆଦିଲ୍ଲୀ, ୩ା୭: ବାଂଲାଦେଶ ଗସ୍ତ ପାଇଁ ଭାରତୀୟ ମହିଳା ଟି୨୦ ଓ ଦିନିକିଆ ଦଳ ଘୋଷଣା କରାଯାଇଛି। ଉଇକେଟ କିପର ରିଚା ଘୋଷ ଏବଂ ଶିଖା ପାଣ୍ଡେ ଏହି ଦଳରୁ ବାଦ ପଡିଥିବା ବେଳେ ଆସାମର ଉମା ଚେତ୍ରୀ ନୂଆ ମୁହଁ…

ହେବାକୁ ଚାହୁଁଥିଲେ ବ୍ୟାଟ୍ସମ୍ୟାନ, ହେଲେ ଭାଗ୍ୟ ତାଙ୍କୁ କରିଦେଲା ସ୍ପିନର

ନୂଆଦିଲ୍ଲୀ,୩।୭: ଭାରତୀୟ କ୍ରିକେଟ ଦଳର ଭେଟେରାନ ଖେଳାଳି ହରଭଜନ ସିଂ ଆଜି ତାଙ୍କର ୪୩ ତମ ଜନ୍ମଦିନ ପାଳନ କରୁଛନ୍ତି। ବିଶ୍ୱ କ୍ରିକେଟରେ ହରଭଜନ ସିଂଙ୍କୁ ଜଣେ ଭେଟେରାନ ଅଫ ସ୍ପିନର ଭାବେ ଗଣାଯାଏ। ହରଭଜନ ସିଂ ୩ ଜୁଲାଇରେ ଜଲନ୍ଧରରେ…

ବିଶ୍ୱ କ୍ରୀଡ଼ା ଖବରଦାତା ଦିବସ ପାଳିତ

ଭୁବନେଶ୍ୱର, ୩।୭ (ତପନ ସ୍ବାଇଁ): ମଞ୍ଚେଶ୍ୱର ସମେଇଗାଡିଆସ୍ଥିତ ଜିମ୍ନାଷ୍ଟିକ ଏକାଡେମୀ ଜେଏମ୍‌ ସ୍ପୋଟର୍‌ସ ଆନୁକୂଲ୍ୟରେ ବିଶ୍ୱ କ୍ରୀଡ଼ା ଖବରଦାତା ଦିବସ ରବିବାର ପାଳିତ ହୋଇଯାଇଛି। ଏକାଡେମୀର ଅଧ୍ୟକ୍ଷା ମୀରାରାଣୀ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ବରିଷ୍ଠ କ୍ରୀଡା…

‘କ୍ରୀଡ଼ା ଖବରରେ ଲୁଚି ରହିଥାଏ ଏକ ଭିନ୍ନ ପ୍ରେରଣା’

ଭୁବନେଶ୍ୱର, ୩ା୭ (ବିଜୟ ରଣା): ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍‌ଜା) ତରଫରୁ ସ୍ଥାନୀୟ ମଦର୍ସ ପବ୍ଲିକ ସ୍କୁଲ ବାସ୍କେଟବଲ କୋର୍ଟରେ ବିଶ୍ୱ କ୍ରୀଡ଼ା ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଓସ୍‌ଜା କାର୍ଯ୍ୟକାରୀ ସଭାପତି କେ. ରବିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ…

ଲାଫେ ଜିତିଲେ ଦ୍ୱିତୀୟ ଷ୍ଟେଜ୍‌

ବିଲ୍‌ବାଓ (ସ୍ପେନ), ୩ା୭ (ଏପି): ଫ୍ରାନ୍ସର ଭିକ୍ଟର ଲାଫେ ଚଳିତ ଟୁର ଡି’ ଫ୍ରାନ୍ସର ଦ୍ୱିତୀୟ ଷ୍ଟେଜ୍‌ ଜିତିଛନ୍ତି । ୨୦୮.୯ କିଲୋମିଟର ଦୂରତା ବିଶିଷ୍ଟ ଏହି ରେସ୍‌ରେ ବେଲଜିୟମର ଓଟ୍‌ ଭାନ୍‌ ଆର୍ଟ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?