ଟିମ ଇଣ୍ଡିଆର ମୁଖ୍ୟ ପ୍ରଯୋଜକ ହେବ ଡ୍ରିମ ଇଲେଭେନ, ୱେଷ୍ଟଇଣ୍ଡିଜ ଗସ୍ତରୁ ଜର୍ସିରେ ଦେଖାଯିବ ବଡ଼ ପରିବର୍ତ୍ତନ
ନୂଆଦିଲ୍ଲୀ,୧।୭: ୱେଷ୍ଟଇଣ୍ଡିଜ ଗସ୍ତ ପୂର୍ବରୁ ବିସିସିଆଇ ଘୋଷଣା କରିଛି ଯେ ଡ୍ରିମ ଇଲେଭେନ ଆସନ୍ତା ତିନି ବର୍ଷ ପାଇଁ ଭାରତୀୟ ଦଳର ମୁଖ୍ୟ ପ୍ରଯୋଜକ ହେବ। ୱେଷ୍ଟଇଣ୍ଡିଜ ଗସ୍ତରେ ଆୟୋଜିତ ହେବାକୁ ଥିବା ଟେଷ୍ଟ ସିରିଜରୁ ଡ୍ରିମ ଇଲେଭେନ ଭାରତୀୟ ଦଳର…
ଭାରତୀୟ ଟି -୨୦ ଦଳରେ ରିଙ୍କୁ ସିଂଙ୍କ ଖେଳିବା ନିଶ୍ଚିତ
ନୂଆଦିଲ୍ଲୀ,୧।୭: ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ପାଇଁ ଖେଳୁଥିବା ରିଙ୍କୁ ସିଂଙ୍କ ବିଷୟରେ ଅନେକ ଚର୍ଚ୍ଚା ହେଉଛି। କ୍ରିକେଟ ବିଶେଷଜ୍ଞ ତଥା ପୂର୍ବତନ କ୍ରିକେଟ ଖେଳାଳିମାନେ କ୍ରମାଗତ ଭାବରେ କହିଛନ୍ତି ଯେ ୱେଷ୍ଟଇଣ୍ଡିଜ ଯାତ୍ରା ପାଇଁ ରିଙ୍କୁଙ୍କୁ ଭାରତୀୟ ଟି -୨୦…
ଭାରତ ପାଇଁ ସ୍ବର୍ଣ୍ଣ ଆଣିଲେ ନୀରଜ ଚୋପ୍ରା
ନୂଆଦିଲ୍ଲୀ,୧।୭: ଅଲିମ୍ପିକ ଚାମ୍ପିୟନ ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଜୁନ ୩୦ରେ ଡାଇମଣ୍ଡ ଲିଗ ୨୦୨୩ରେ ୮୭.୬୬ମିଟର ଫିଙ୍ଗି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଆଘାତ ପରେ ଫେରୁଥିବା ନୀରଜଙ୍କ ପାଇଁ ଲୁସାନେ ଡାଇମଣ୍ଡ ଲିଗର ଆରମ୍ଭ ଭଲ ନଥିଲା। ତାଙ୍କର ପ୍ରଥମ…
ଟାଇଟଲ ବଜାୟ ରଖିଲା ଭାରତ
ବୁସାନ (କୋରିଆ),୧।୭ (ପି.ଟି.): ଭାରତୀୟ ପୁରୁଷ କବାଡ଼ି ଦଳ ଏସିଆନ ଚାମ୍ପିୟନଶିପ୍ ଟାଇଟଲ ବଜାୟ ରଖିଛି। ଶୁକ୍ରବାର ଅନୁଷ୍ଠିତ ଏକ ହାଇଭୋଲଟେଜ୍ ଫାଇନାଲରେ ଦଳ ୪୨-୩୨ରେ ଇରାନକୁ ହରାଇ ଦେଇଛି। ମହାଦେଶୀୟ ଚାମ୍ପିୟନଶିପ୍ରେ ଭାରତର ଏହା ହେଉଛି ୮ମ ଟାଇଟଲ। ମ୍ୟାଚରେ…
ରୁଷୀୟ ହକି ଖେଳାଳି ପୋଲାଣ୍ଡରେ ଅଟକ
ଓ୍ବାରସ (ପୋଲାଣ୍ଡ), ୧।୭(ଏପି): ଗୁପ୍ତଚର କାର୍ଯ୍ୟକଳାପରେ ଲିପ୍ତ ଥିବା ସନ୍ଦେହରେ ପୋଲାଣ୍ଡ କର୍ତ୍ତୃପକ୍ଷ ରୁଷିଆର ଜଣେ ହକି ଖେଳାଳିଙ୍କୁ ଅଟକ ରଖିଛନ୍ତି। ଏହି ଖେଳାଳି ଜଣକ ପୋଲାଣ୍ଡର ଏକ ପ୍ରଥମ ଶ୍ରେଣୀ ଲିଗ୍ କ୍ଲବରୁ ଖେଳନ୍ତି। ଦେଶର ବିଚାର ବିଭାଗ ମନ୍ତ୍ରୀ…
ଦୁଲୀପ ଟ୍ରଫି: ପରାଜୟ ଦ୍ୱାରରେ ପୂର୍ବାଞ୍ଚଳ
ଅଲୁର, ୧।୭: ଏଠାରେ ଚାଲିଥିବା କେନ୍ଦ୍ରାଞ୍ଚଳ ବିପକ୍ଷ ଦୁଲୀପ ଟ୍ରଫି କ୍ୱାର୍ଟର ଫାଇନାଲରେ ପୂର୍ବାଞ୍ଚଳ ପରାଜୟର ଦ୍ୱାରରେ ପହଞ୍ଚତ୍ ଯାଇଛି। ବିଜୟ ଲକ୍ଷ୍ୟ ୩୦୦ ରନ ଥିବାବେଳେ ପୂର୍ବାଞ୍ଚଳ ଶୁକ୍ରବାର ୩ୟ ଦିବସ ଖେଳ ଶେଷ ବେଳକୁ ୬୯ ରନ ମଧ୍ୟରେ…
ପାକିସ୍ତାନୀ ସ୍ନୁକର ଖେଳାଳି ମାଜିଦ୍ଙ୍କ ଆତ୍ମହତ୍ୟା
କରାଚୀ, ୧।୭ (ପି.ଟି.): ପାକିସ୍ତାନର ବିଶିଷ୍ଟ ସ୍ନୁକର ଖେଳାଳି ତଥା ୨୧ ବର୍ଷରୁ କମ୍ ଏସିଆନ ରୌପ୍ୟ ବିଜେତା ମାଜିଦ୍ ଅଲି ପଞ୍ଜାବ ଅନ୍ତର୍ଗତ ଫୈଜଲାବାଦ ନିକଟବର୍ତ୍ତୀ ନିଜ ସହର ସାମୁନ୍ଦ୍ରିରେ ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ମାତ୍ର ୨୮ ବର୍ଷ ବୟସ…
ଷ୍ଟିମାକ୍ ୨ ମ୍ୟାଚରୁ ବାସନ୍ଦ
ବେଙ୍ଗାଲୁରୁ, ୧।୭(ପି.ଟି.): ରେଡ୍କାର୍ଡ ଅପରାଧ ପାଇଁ ଭାରତର ମୁଖ୍ୟ କୋଚ୍ ଇଗୋର ଷ୍ଟିମାକ୍ଙ୍କୁ ଦୁଇଟି ମ୍ୟାଚରୁ ବାସନ୍ଦ କରାଯାଇଛି। ଏଠାରେ ଚାଲିଥିବା ସାଫ୍ ଚାମ୍ପିୟନଶିପ୍ ଫୁଟ୍ବଲରେ କୁଏଟ୍ ବିପକ୍ଷ ୧-୧ ଡ୍ର ଶେଷ ମ୍ୟାଚରେ ମ୍ୟାଚ ଅଫିସିଆଲଙ୍କ ସହିତ ଯୁକ୍ତିତର୍କ କରିବାରୁ…
ଫ୍ଲଏଡ୍ ପିଣ୍ଟୋ ଓଡ଼ିଶା ଏଫ୍ସିର ସହକାରୀ କୋଚ୍
ଭୁବନେଶ୍ୱର, ୧।୭: ଓଡ଼ିଶା ଏଫ୍ସି ଫ୍ଲଏଡ୍ ପିଣ୍ଟୋଙ୍କୁ ସିନିୟର ପୁରୁଷ ଦଳର ସହକାରୀ କୋଚ୍ ଭାବେ ନିଯୁକ୍ତି ଦେଇଛି। ଏଥିପାଇଁ ୨ ବର୍ଷିଆ ଚୁକ୍ତି ହୋଇଥିବା ଇଣ୍ଡିଆନ ସୁପର ଲିଗ୍ (ଆଇଏସଏଲ୍)ର ଏହି ଫ୍ରାଞ୍ଚାଇଜ ତରଫରୁ ସୂଚନା ଦିଆଯାଇଛି। ପିଣ୍ଟୋଙ୍କ କୋଚିଂ…
ଆଲ୍କାରାଜ, ସ୍ବିଟେକ ଟପ୍ସିଡ୍
ବର୍ଷର ତୃତୀୟ ଗ୍ରାଣ୍ଡସ୍ଲାମ ଓ୍ବିମ୍ବେଲଡନ ଟେନିସ ଟୁର୍ନାମେଣ୍ଟ ଜୁଲାଇ ୩ରୁ ଲଣ୍ଡନରେ ଆରମ୍ଭ ହେବାକୁ ଯାଉଛି। ଓ୍ବିମ୍ବେଲଡନର ଏହି ୧୩୬ତମ ସଂସ୍କରଣରେ ସ୍ପେନ୍ର କାର୍ଲୋସ ଆଲକାରାଜ ଏବଂ ପୋଲାଣ୍ଡର ଇଗା ସ୍ବିଟେକ ଯଥାକ୍ରମେ ପୁରୁଷ ଓ ମହିଳା ସିଙ୍ଗଲ୍ସରେ ଟପ୍ ସିଡ୍ର…
ଭୁବନେଶ୍ୱର ସ୍ପୋଟର୍ସ ହଷ୍ଟେଲ ଚାମ୍ପିୟନ
ଭୁବନେଶ୍ୱର, ୧।୭ (ବିଜୟ ରଣା): ଅଲ୍ ଓଡ଼ିଶା ଆନ୍ତଃ କ୍ଲବ ଭାରୋତ୍ତୋଳନ ପ୍ରତିଯୋଗିତା କଳିଙ୍ଗ ସ୍ପୋଟର୍ସ କମ୍ପ୍ଲେକ୍ସସ୍ଥିତ ବିଜୁ ପଟ୍ଟନାୟକ ଏଚ୍ପିସି ଓ୍ବେଟ୍ ଲିଫ୍ଟିଂ ହଲ୍ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭୁବନେଶ୍ୱର ସ୍ପୋଟର୍ସ ହଷ୍ଟେଲ ୨୧ ପଦକ (୧୨ ସ୍ବର୍ଣ୍ଣ, ୪…
ରାଇଜିଂ ଷ୍ଟାର-ବିଡ଼ାନାସୀ କ୍ଲବ ଫାଇନାଲ
ଭୁବନେଶ୍ୱର, ୧।୭, (ତପନ ସ୍ବାଇଁ): ଫୁଟବଲ ଆସୋସିଏଶନ ଅଫ୍ ଓଡ଼ିଶା (ଫାଓ) ଆନୁକୂଲ୍ୟରେ ସୁପର କପ୍ ଫୁଟବଲ ଟୁର୍ନାମେଣ୍ଟର ୨ଟି ସେମିଫାଇନାଲ ଶୁକ୍ରବାର କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜୟୀ ହୋଇ ରାଇଜିଂ ଷ୍ଟାର କ୍ଲବ ଓ ବିଡ଼ାନାସୀ…

