ଭର୍ଷ୍ଟାପେନ୍ଙ୍କୁ ଅଷ୍ଟ୍ରିଆନ୍ ଗ୍ରାଁ ପ୍ରି
ସ୍ପିଲବର୍ଗ, ୩ା୭ (ଏପି): ଫର୍ମୁଲାଓ୍ବାନ ଚାମ୍ପିୟନ ରେଡ୍ବୁଲ୍ ଡ୍ରାଇଭର ମ୍ୟାକ୍ସ ଭର୍ଷ୍ଟାପେନ ରବିବାର ଅଷ୍ଟ୍ର୍ରିଆନ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟର ରେସ୍ ଜିତିଛନ୍ତି। ଏଥିସହିତ ସେ କ୍ରମାଗତ ତୃତୀୟ ବିଶ୍ୱକପ୍ ଟାଇଟଲ ଅଭିମୁଖେ ତାଙ୍କ ଯାତ୍ରା ଜାରି ରଖିଛନ୍ତି। ଭର୍ଷ୍ଟାପେନ…
କୁମିତେ ସେମିନାରରେ ଭାଗନେଲେ ୧୪୦ କରାଟେକା
ଭୁବନେଶ୍ୱର, ୩।୭(ତପନ ସ୍ବାଇଁ): ଓଡ଼ିଶା ରାଜ୍ୟ କରାଟେ ଡୋ ସଂଘ ଆନୁକୂଲ୍ୟରେ ଉତ୍କଳ କରାଟେ ସ୍କୁଲ ପରିସରରେ ଜାତୀୟ ସ୍ତରୀୟ ଆଡ୍ଭାନ୍ସ କୁମିତେ ସେମିନାର ଅନୁଷ୍ଠିତ ହୋଇଯାଇଛି। ବିଶ୍ୱ କରାଟେ ସଂଘର ଅନ୍ୟତମ ବୈଷୟିକ ସଦସ୍ୟ ହାନ୍ସି ଭରତ ଶର୍ମା ଏହି…
ନୂଆ ରୂପରେ ଫେରିବ ହକି ଇଣ୍ଡିଆ ଲିଗ୍
ନୂଆଦିଲ୍ଲୀ, ୩ା୭(ପି.ଟି.): ଆସନ୍ତା ବର୍ଷ ଶେଷ ଭାଗରେ କିମ୍ବା ୨୦୨୫ ପ୍ରଥମ ଭାଗରେ ନୂଆ ରୂପରେ ଆୟୋଜନ କରିବା ଲାଗି ବିଚାର କରୁଛି ଉଭୟ ପୁରୁଷ ଓ ମହିଳା ହକି ଇଣ୍ଡିଆ ଲିଗ୍ (ଏଚ୍ଆଇଏଲ୍) । ଫ୍ରାଞ୍ଚାଇଜଭିତ୍ତିକ ଏହି ଲିଗ୍ ୭ବର୍ଷ…
ରାଇଜିଂ ଷ୍ଟାର ଜିତିଲା ଫାଓ ସୁପରକପ୍
ଭୁବନେଶ୍ୱର, ୩।୭(ତପନ ସ୍ବାଇଁ): ଫୁଟବଲ ଆସୋସିଏଶନ ଅଫ୍ ଓଡ଼ିଶା (ଫାଓ) ଆନୁକୂଲ୍ୟରେ ଆୟୋଜିତ ସୁପର କପ୍ ଫୁଟବଲ ଟୁର୍ନାମେଣ୍ଟରେ ରାଇଜିଂ ଷ୍ଟାର୍ ଚାମ୍ପିୟନ ହୋଇଛି। କଟକର ବାରବାଟୀ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଫାଇନାଲରେ ରାଇଜିଂ ଷ୍ଟୁଡେଣ୍ଟ ପେନାଲ୍ଟି ଶୁଟ୍ଆଉଟ ୨-୦ ଗୋଲରେ…
ପ୍ରଥମ ମହିଳା ଭାବେ ପଏଣ୍ଟ ସ୍କୋର କଲେ ସୋଫିଆ
ନୂଆଦିଲ୍ଲୀ, ୩ା୭: ପ୍ରଥମ ମହିଳା ଖେଳାଳି ଭାବରେ ଫର୍ମୁଲା-୩ ଗ୍ରାଁ ପ୍ରିରେ ପଏଣ୍ଟ ସ୍କୋର କରି ଇତିହାସ ରଚିଛନ୍ତି ଜର୍ମାନୀର ସୋଫିଆ ଫ୍ଲୋରେସ। ରବିବାର ଶେଷ ହୋଇଥିବା ଅଷ୍ଟ୍ରିଆନ୍ ଗ୍ରାଣ୍ଡ ପ୍ରିରେ ସେ ନବମ ସ୍ଥାନରେ ରହି ରେସ୍ ଫିନିଶ କରିଥିଲେ।…
ଆର୍ଥିକ ସହାୟତା ଘୋଷଣା କଲା ହକି ଇଣ୍ଡିଆ
ନୂଆଦିଲ୍ଲୀ,୨ା୭: ହକିର ବିକାଶ ପାଇଁ ସମସ୍ତ ରାଜ୍ୟ ଫେଡେରେଶନ୍ ଓ ଜିଲା ପାଇଁ ହକି ଇଣ୍ଡିଆ ଆର୍ଥିକ ସହାୟତା ବୃଦ୍ଧି ଘୋଷଣା କରିଛି । ରାଜ୍ୟ ଏବଂ ଜିଲାସ୍ତରରେ ଆୟୋଜିତ ହେଉଥିବା ଟୁର୍ନାମେଣ୍ଟର ଅଧିକ ଉନ୍ନତ ପାଇଁ ଏହି ସହାୟତା ଯୋଗାଇ…
ଦ୍ୱିତୀୟ ମ୍ୟାଚ ଜିତିଲା ଅଷ୍ଟ୍ରେଲିଆ, ୪୩ ରନରେ ହାରିଲା ଇଂଲଣ୍ଡ…
ଲଣ୍ଡନ,୨।୭ : ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଆଶେସ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ୪୩ ରନରେ ମ୍ୟାଚ ଜିତିଛି। ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ ୨ ୱିକେଟ ଜିତିଥିଲା। ଅଷ୍ଟ୍ରେଲିଆ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଆଗୁଆ…
ବିଶ୍ୱ କପ ପାଇଁ କ୍ୱାଲିଫାଏ କଲା ଶ୍ରୀଲଙ୍କା…
ହାରାରେ,୨।୭ : ଏଥର ଭାରତରେ ଅନୁଷ୍ଠିତ ହେବାକୁ ଥିବା ଏକ ଦିବସୀୟ କ୍ରିକେଟ ବିଶ୍ୱକପ ୨୦୨୩ ପାଇଁ ଜିମ୍ବାୱେରେ କ୍ୱାଲିଫାୟର ଟୁର୍ନାମେଣ୍ଟ ଖେଳାଯାଉଛି। ଏହି ଟୁର୍ନାମେଣ୍ଟରେ ଶ୍ରୀଲଙ୍କା ଜିମ୍ବାୱେକୁ ପରାସ୍ତ କରି ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଛି । ବର୍ତ୍ତମାନ…
ପ୍ରଥମ ଥର ପାଇଁ ବିଶ୍ୱକପ ଖେଳିବନି ଓ୍ବେଷ୍ଟଇଣ୍ଡିଜ୍: କ୍ୱାଲିଫାଏର ମ୍ୟାଚରେ ପରାଜିତ, ସୁପର ସିକ୍ସରୁ ବାହାର…
ହାରାରେ,୧।୭ : କ୍ରିକେଟ ବିଶ୍ୱ କପର ପ୍ରାରମ୍ଭିକ ପର୍ଯ୍ୟାୟରେ ୧୯୭୫ ଏବଂ ୧୯୭୯ରେ ଦୁଇଥର ବିଶ୍ୱ କପ ବିିଜେତା ହୋଇଥିବା ଓ୍ବେଷ୍ଟଇଣ୍ଡିଜକୁ ନିରାଶାଜନକ ପ୍ରଦର୍ଶନ କରିଛି। ହାରାରେ ସ୍ପୋର୍ଟସ୍ କ୍ଲବରେ ଖେଳାଯାଉଥିବା କ୍ୱାଲିଫାଏର ମ୍ୟାଚରେ ସ୍କଟଲାଣ୍ଡଠାରୁ ଓ୍ବେଷ୍ଟଇଣ୍ଡିଜ ପରାଜୟ ବରଣ କରିଛି।…
ସେମିଫାଇନାଲ ମ୍ୟାଚ୍ରେ ଭାରତୀୟ କୋଚ୍ଙ୍କୁ ବ୍ୟାନ
ନୂଆଦିଲ୍ଲୀ,୧।୭:ସାଉଥ ଏସିଆନ ଫୁଟବଲ ଫେଡେରେଶନ ଚାମ୍ପିୟାନଶିପ ୨୦୨୩ରେ ଭାରତୀୟ ଫୁଟବଲ ଟିମ୍ ଚତ୍ମକାର ପ୍ରଦର୍ଶନ ଜାରି ରଖିଛି। ସୁନୀଲ ଛେତ୍ରୀଙ୍କ ନେତୃତ୍ୱରେ ଟିମ୍ ଚମତ୍କାର ଖେଳ ପ୍ରଦର୍ଶନ କରି ସେମିଫାଇନାଲରେ ଏଣ୍ଟ୍ରି କରିଛି। ତେବେ ଲେବାନନ ବିପକ୍ଷରେ ସେମିଫାଇନାଲ ମ୍ୟାଚ ଖେଳିବା…
ଭିନେଶଙ୍କ ପରେ ସରିତା-ସଂଗୀତା ମାଗିଲେ ର଼୍ୟାଙ୍କିଂ ଟୁର୍ନାମେଣ୍ଟ ପାଇଁ ଅନୁମତି
ନୂଆଦିଲ୍ଲୀ,୧।୭:ଭିିନେଶ ଫୋଗାଟଙ୍କ ପରେ ବଜରଙ୍ଗଙ୍କ ପତ୍ନୀ ସଂଗୀତା ଫୋଗାଟ ଏବଂ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ସମର୍ଥନ କରୁଥିବା ସରିତା ମୋର୍ ବୁଡାପେଷ୍ଟରେ ଆୟୋଜିତ ହେବାକୁ ଥିବା ୪ର୍ଥ ର଼୍ୟାଙ୍କିଂ ଟୁର୍ନାମେଣ୍ଟରେ ଖେଳିବାକୁ ଅନୁମତି ମାଗିଛନ୍ତି। ୧୩ ରୁ ୧୬ ଜୁଲାଇ ପର୍ଯ୍ୟନ୍ତ ହେବାକୁ…
ବିଶ୍ୱକପ ଖେଳିବା ପାଇଁ ସରକାରଙ୍କଠାରୁ ଅନୁମତି ପାଇନାହିଁ ପାକିସ୍ତାନ ଟିମ
ନୂଆଦିଲ୍ଲୀ,୧।୭: ଦିନିକିଆ ବିଶ୍ୱକପ ୨୦୨୩ ଭାରତର ଆୟୋଜନରେ ଖେଳାଯିବ। ଏହି ମେଗା ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଅକ୍ଟୋବର ୫ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଏଥି ସହ ପାକିସ୍ତାନ କ୍ରିକେଟ ଦଳ ବିଶ୍ୱକପରେ ଭାରତ ଆସିବା ପାଇଁ ସେମାନଙ୍କ ସରକାର…

