ଆଜି ଭାରତ ବନାମ ନେପାଳ: ମହମ୍ମଦ ଶାମି ବୁମ୍ରାଙ୍କ ସ୍ଥାନରେ ଫେରିବା ନେଇ ଚର୍ଚ୍ଚା…
କାଣ୍ଡି,୪।୯ : ସୋମବାର ଏସିଆ କପରେ ଭାରତ ନେପାଳ ବିପକ୍ଷରେ ଦ୍ୱିତୀୟ ମ୍ୟାଚ ଖେଳିବ। ଗ୍ରୁପ-ଏରେ ଉଭୟ ଦଳର ଏହା ଦ୍ୱିତୀୟ ମ୍ୟାଚ ହେବ। ଭାରତ ଏବଂ ନେପାଳ ମଧ୍ୟରେ ଏହି ମ୍ୟାଚ କାଣ୍ଡିର ପଲେକଲ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ।…
ଭାଇରାଲ ହେଉଛି ବିରାଟ କୋହଲିଙ୍କ ରିଆକ୍ସନ୍
ପାଲେକେଲ୍,୪।୯: ବର୍ଷା ଯୋଗୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ରଦ୍ଦ ହୋଇଯାଇଥିଲା। ଫଳରେ ଉଭୟ ଦଳ ୧-୧ ପଏଣ୍ଟ ପାଇଲେ। ଏଥି ସହିତ ଭାରତ-ପାକିସ୍ତାନ ମ୍ୟାଚରେ ପାକିସ୍ତାନୀ ଦ୍ରୁତ ବୋଲରଙ୍କ ଆଭିମୁଖ୍ୟ ଦେଖିବାକୁ ମିଳିଥିଲା। ପାକିସ୍ତାନର ଦ୍ରୁତ ବୋଲରମାନେ ସମସ୍ତ…
ଆଜି ଭାରତ-ନେପାଳ ମୁକାବିଲା: ଜାଣନ୍ତୁ କେଉଁଠି, କେତେବେଳେ ଦେଖିପାରିବେ ମ୍ୟାଚ୍
ପାଲେକେଲ୍,୪।୯: ଏସିଆ କପ ୨୦୨୩ର ପଞ୍ଚମ ମ୍ୟାଚ ଭାରତ ଏବଂ ନେପାଳ ମଧ୍ୟରେ ଖେଳାଯିବ। ଗ୍ରୁପ ପର୍ଯ୍ୟାୟରେ ଟିମ ଇଣ୍ଡିଆ ପାଇଁ ଏହା ଦ୍ୱିତୀୟ ମ୍ୟାଚ ହେବ। ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳାଯାଇଥିଲା। ବର୍ଷା ଯୋଗୁ ପ୍ରଥମ ମ୍ୟାଚ ବାତିଲ…
ମୋହନ ବାଗାନ ଜିତିଲା ଡୁରାଣ୍ଡ କପ୍
କୋଲକାତା, ୪।୯ (ପି.ଟି.): ଡୁରାଣ୍ଡ କପ୍ ଫୁଟବଲ ଟୁର୍ନାମେଣ୍ଟର ୧୩୨ତମ ସଂସ୍କରଣରେ ବାଜି ମାରିଛି ମୋହନ ବାଗାନ ସୁପର ଜାଏଣ୍ଟ। ରବିବାର ଅନୁଷ୍ଠିତ ଫାଇନାଲରେ ମୋହନ ବାଗାନ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଇଷ୍ଟ ବେଙ୍ଗଲକୁ ୧-୦ ଗୋଲରେ ପରାସ୍ତ କରିଛି। ପୂର୍ବାନୁମାନ ଅନୁସାରେ…
୪ର୍ଥ ରାଉଣ୍ଡରେ ଅଲକାରାଜ, ପେଗୁଲା
ନ୍ୟୁୟର୍କ,୪ା୯(ପି.ଟି.): ଟେନିସ୍ ଗ୍ରାଣ୍ଡସ୍ଲାମ ୟୁଏସ୍ ଓପନ ମହିଳା ସିଙ୍ଗଲ୍ସର ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି ଜେସିକା ପେଗୁଲା, ମାଡିସନ୍ କିସ୍ ଓ ଓନ୍ସ ଜାବେର୍। ଏହା ସହିତ ଚତୁର୍ଥ ରାଉଣ୍ଡରେ ଦୁଇ ଆମେରିକୀୟ ଖେଳାଳି ପେଗୁଲା ଓ କିସ୍ ପରସ୍ପର ମୁକାବିଲା…
ଓମେନ୍ସ ବିଗ୍ ବାଶ୍ ଲିଗ୍: ହରମନପ୍ରୀତ ଖେଳିବା ପକ୍କା
ମେଲବୋର୍ନ, ୩ା୯: ଓମେନ୍ସ ବିଗ୍ ବାଶ୍ ଲିଗ୍ (ଡବ୍ଲ୍ୟୁବିବିଏଲ୍)ର ବିଦେଶୀ ଖେଳାଳି ଚିଠାରେ କେବଳ ଜଣେ ମାତ୍ର ଭାରତୀୟ ହରମନପ୍ରୀତ କୌର ସ୍ଥାନ ପାଇଛନ୍ତି। ମେଲବୋର୍ନ ରେନେଗେଡ୍ସ ତାଙ୍କୁ ଦଳରେ ରଖିଛି। ଉଦ୍ଘାଟନୀ ଡବ୍ଲ୍ୟୁବିବିଏଲ୍ ବିଦେଶୀ ଖେଳାଳି ତାଲିକାରେ ୟାସ୍ତିକା ଭାଟିଆ,…
କୋହଲିଙ୍କ ଦିଓ୍ବାନା ହେଲେ ପାକିସ୍ତାନ ପ୍ରଶଂସକ
ନୂଆଦିଲ୍ଲୀ,୩।୯: ଭାରତୀୟ କ୍ରିକେଟର୍ ବିରାଟ କୋହଲିଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ଅଛନ୍ତି। ଏହାର ସଦ୍ୟତମ ଉଦାହରଣ ପାକିସ୍ତାନରେ ଦେଖିବାକୁ ମିଳିଛି। ଏଠାରେ ଜଣେ ପ୍ରଶଂସକ କୋହଲିଙ୍କ ଏକ ଚିତ୍ର ବାଲିରେ କରିଛନ୍ତି। ସୋସିଆଲ ମିଡିଆରେ ଏହାର ଭିଡିଓ…
ପାଣ୍ଡ୍ୟାଙ୍କ ଜୋତା ଫିତା ବାନ୍ଧିଲେ ପାକିସ୍ତାନ କ୍ରିକେଟର୍
ନୂଆଦିଲ୍ଲୀ,୩।୮: ଏସିଆ କପ ୨୦୨୩ର ତୃତୀୟ ମ୍ୟାଚ ଜିତିବା ପାଇଁ ଭାରତ ପାକିସ୍ତାନକୁ ୨୬୭ ରନ ଲକ୍ଷ୍ୟ ଦେଇଥିଲା। ଏହି ମ୍ୟାଚ ସହିତ ଜଡିତ ଏକ ଫଟୋ ସୋସିଆଲ ମିଡିଆରେ ଭାରତର ଇନିଂସ ସମୟରେ ପାକିସ୍ତାନ ଖେଳାଳି ଶାଦବ ଖାନ ହାର୍ଦ୍ଦିକ…
କ୍ରିକେଟରେ ଫ୍ଲପ୍, ହକିରେ ହିଟ୍ ଟିମ୍ ଇଣ୍ଡିଆ: ପାକିସ୍ତାନକୁ ହରାଇଲା…
ନୂଆଦିଲ୍ଲୀ,୩ା୯: ଭାରତୀୟ ପୁରୁଷ ହକି ଦଳ ଏସିଆ କପ ଫାଇଭସ୍ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଟାଇଟଲ ଜିତିଛି। ପେନାଲ୍ଟି ଶୁଟଆଉଟରେ ଭାରତ ୨-୧ରେ ଜିତିଥିଲା। ଫୁଲ ଟାଇମ ଶେଷରେ ମ୍ୟାଚ ୪-୪ ଡ୍ରରେ ଶେଷ ହୋଇଥିଲା, ଯେଉଁ କାରଣରୁ ଫଳାଫଳ…
ପ୍ରସିଦ୍ଧ କ୍ରିକେଟର୍ ହିଥ୍ ଷ୍ଟ୍ରିକଙ୍କ ପରଲୋକ
ହରାରେ,୩।୯: ଜିମ୍ବାୱେର ପୂର୍ବତନ କ୍ରିକେଟର ହିଥ୍ ଷ୍ଟ୍ରିକଙ୍କ ପରଲୋକ ଘଟିଛି। ୪୯ ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ଦେଇଛନ୍ତି। ଏଥର ତାଙ୍କ ଦେହାନ୍ତ ଖବର ସମ୍ପୂର୍ଣ୍ଣ ସଠିକ। କାରଣ ମୃତ୍ୟୁ ଖବର ତାଙ୍କ ପରିବାର ପରିବାର ଦ୍ୱାରା ନିଶ୍ଚିତ ହୋଇଛି।…
କୋହଲି-ରୋହିତଙ୍କୁ ଅପମାନିତ କଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୩ା୯: ଏସିଆ କପ୍ରେ ଭାରତ ବନାମ ପାକିସ୍ତାନ ମ୍ୟାଚ ବର୍ଷା ଯୋଗୁ ରଦ୍ଦ ହୋଇଛି। ବର୍ଷା ହେତୁ ମ୍ୟାଚ ଶେଷ ହୋଇପାରି ନ ଥିଲା, କିନ୍ତୁ ପାକିସ୍ତାନର ଶାହିନ ଆଫ୍ରିଦି, ନସିମ ଶାହା ଏବଂ ହରିସ ରୌଫ ଚମତ୍କାର ପ୍ରଦର୍ଶନ କରିଥିଲେ।…
ଦେବାଶିଷଙ୍କୁ ଡବଲ୍ସ ଟାଇଟଲ୍
ଭୁବନେଶ୍ୱର,୩।୯(ସରୋଜ ଜେନା): ରାଜ୍ୟର ପ୍ରତିଭାବାନ ଯୁବ ଟେନିସ୍ ତାରକା ଦେବାଶିଷ ସାହୁ ତେଲଙ୍ଗାନାରେ ଅନୁଷ୍ଠିତ ଆଇଟିଏଫ୍ ଜୁନିୟର ଟେନିସ ଟୁର୍ନାମେଣ୍ଟର ସିଙ୍ଗଲ୍ସ ବର୍ଗରେ ରନର ଅପ୍ ହୋଇଥିବା ବେଳେ ଡବଲ୍ସରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି। ହାଇଦ୍ରାବାଦର ଅଜିଜ ନଗର ସ୍ଥିତ…

