ଖେଳ

ଭାରତ ବିପକ୍ଷ ମୁକାବିଲା ଲାଗି ଦଳ ଘୋଷଣା କଲା ପାକିସ୍ତାନ, ଜାଣନ୍ତୁ କାହାକୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ, ୧। ୯: ଏସିଆ କପ୍ ୨୦୨୩ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସେପ୍ଟେମ୍ବର ୨ ଅର୍ଥାତ ରେ ମ୍ୟାଚ ଅନୁଷ୍ଠିତ ହେବ। ଏହି ମ୍ୟାଚ ପଲ୍ଲିକେଲରେ ଭାରତୀୟ ସମୟାନୁସାରେ ଅପରାହ୍ନ ୩ଟାରେ ଖେଳାଯିବ। ତେବେ ଏହି ବ୍ଲକବଷ୍ଟର ମୁକାବିଲା ପୂର୍ବରୁ…

ଟେନିସରୁ ଇଜନରଙ୍କ ଅବସର

ନ୍ୟୁୟର୍କ,୧ା୯: ୟୁଏସ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାରେ ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ମ୍ୟାଚରେ ପରାଜୟ ପରେ ଆମେରିକାର ଟେନିସ ଖେଳାଳି ଜନ୍‌ ଇଜନର ଟେନିସରୁ ଅବସର ନେଇଛନ୍ତି। ବର୍ତ୍ତମାନ ତାଙ୍କୁ ୩୮ବର୍ଷ ବୟସ ହୋଇଛି। ଖେଳକୁ ଗୁଡ୍‌ ବାଏ କରିବା…

ଭାରତ-ପାକିସ୍ତାନ ମ୍ୟାଚରେ ହୋଇପାରେ ବର୍ଷା

ପାଲିକେଲେ,୧।୯: ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟରେ ଶନିବାର ଭାରତ-ପାକିସ୍ତାନ ମଧ୍ୟରେ ମହାମୁକାବିଳା ହେବ। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ମ୍ୟାଚ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଏଥର ମଧ୍ୟ ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି। ଭାରତର ଟପ୍‌-୩ ବ୍ୟାଟର ରୋହିତ ଶର୍ମା, ଶୁବମନ…

ଉତ୍ଥାନ ପଥରେ ଭାରତୀୟ ମହିଳା ହକି

ଇତିହାସର ପୃଷ୍ଠା ଲେଉଟାଇଲେ ଜଣାଯାଏ ଯେ ଭାରତୀୟ ମହିଳା ହକି ଦଳର ସଫଳ ଅନ୍ତର୍ଜାତୀୟ ପଦାର୍ପଣ ଆଜକୁ ପ୍ରାୟ ୫୦ବର୍ଷ ପୂର୍ବରୁ ହୋଇଛି। ‘ଓମେନ୍‌ ଇନ୍‌ ବ୍ଲୁ’ ନାମରେ ପରିଚିତ ଆମ ମହିଳା ହକି ଦଳ ଅନେକ ଉତ୍‌ଥାନ ପତନ ଦେଇ…

ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମେରି କମ

ଇମ୍ଫାଲ,୧।୯: ମଣିପୁରରେ ଘଟିଥିବା ହିଂସା ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ଦ ହେବାର ନାଁ ନେଉନାହିଁ। ଏହି ସମୟରେ ବକ୍ସିଂ ତାରକା ଏମ୍‌ ସି ମେରି କମ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଏକ ଚିଠି ଲେଖି ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଆଗ୍ରହ…

ପାକିସ୍ତାନ ବିପକ୍ଷ ମହାମୁକାବିଲା ପୂର୍ବରୁ ଟିମ ଇଣ୍ଡିଆକୁ ସତର୍କ କରାଇଲେ କୋହଲି

ନୂଆଦିଲ୍ଲୀ,୧।୯: ସମସ୍ତ କ୍ରିକେଟ ପ୍ରେମୀ ଏସିଆ କପ ୨୦୨୩ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାମୁକାବିଲା ମ୍ୟାଚ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସେପ୍ଟେମ୍ବର ୨ରେ ଶ୍ରୀଲଙ୍କାର କାଣ୍ଡିସ୍ଥିତ ପାଲେକେଲେ କ୍ରିକେଟ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ…

ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ଟ୍ରାନ୍ସଜେଣ୍ଡର

ଲଣ୍ଡନ,୧ା୯(ପି.ଟି.):ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିବେ ପ୍ରଥମ ଟ୍ରାନ୍ସଜେଣ୍ଡର ଖେଳାଳି। କାନାଡା ପକ୍ଷରୁ ଆସନ୍ତା ୨୦୨୪ ମହିଳା ଟି୨୦ ବିଶ୍ୱକପ୍‌ର ଯୋଗ୍ୟତା ପର୍ଯ୍ୟାୟ ଖେଳି ଡାନିଏଲ ମ୍ୟାକଗାହେ ଇତିହାସ ରଚିବାକୁ ଯାଉଛନ୍ତି। ୨୯ ବର୍ଷୀୟ ଡାନିଏଲ ଜଣେ ଓପନିଙ୍ଗ ବ୍ୟାଟର। ଲସ୍‌ ଏଞ୍ଜେଲସରେ…

ପ୍ରଜ୍ଞାନନ୍ଦଙ୍କୁ ଭେଟିଲେ ଅନୁରାଗ ଠାକୁର

ନୂଆଦିଲ୍ଲୀ,୧।୯: କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଦିଲ୍ଲୀରେ ଚେସ ଖେଳାଳି ପ୍ରଜ୍ଞାନନ୍ଦ ଏବଂ ତାଙ୍କ ମା’ବାପାଙ୍କୁ ଭେଟଛନ୍ତି। ଏହି ସାକ୍ଷାତରେ ସେ ଭାରତୀୟ ଗ୍ରାଣ୍ଡମାଷ୍ଟରଙ୍କୁ ହିମାଚଳ କ୍ୟାପ ଏବଂ ଶାଲ ସହିତ ସମ୍ମାନିତ କରିଛନ୍ତି। ଏହା ପରେ ସେ ପ୍ରଜ୍ଞାନନ୍ଦଙ୍କୁ…

ଓଡ଼ିଶାର ଦୀପ୍‌ ଗ୍ରେସ୍‌, ଅମିତ ସାମିଲ

ବେଙ୍ଗାଲୁରୁ, ୧।୯ (ପି.ଟି.):ଚାଇନାର ହାଙ୍ଗଝୋଠାରେ ହେବାକୁଥିବା ଏସିଆନ ଗେମ୍ସ ପାଇଁ ଗୁରୁବାର ଭାରତୀୟ ମହିଳା ଓ ପୁରୁଷ ହକି ଦଳ ଘୋଷଣା ହୋଇଛି। ଓଡ଼ିଶାର ଦୀପ୍‌ ଗ୍ରେସ୍‌ ଏକ୍କା ମହିଳା ଦଳର ଉପ-ଅଧିନାୟିକା ନିଯୁକ୍ତ ହୋଇଥିବାବେଳେ ପୁରୁଷ ଦଳରେ ଅମିତ ରୋହିଦାସଙ୍କୁ…

ଜାପାନକୁ ୩୫-୧ରେ ହରାଇଲା ଭାରତ

ସାଲାଲା (ଓମାନ),୧ା୯ (ପି.ଟି.):ଏସିଆନ ପୁରୁଷ ୫ଏସ୍‌ ହକିରେ ଭାରତ ୩୫-୧ରେ ଜାପାନ ଏବଂ ୭-୫ ଗୋଲ୍‌ରେ ମାଲେସିଆକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି। ଗୁରୁବାର ଦୁଇଟି ବିଜୟ ପରେ ଭାରତ ୧୨ ପଏଣ୍ଟ ସହ ଏଲିଟ୍‌ ପୁଲ୍‌ ଟେବୁଲରେ ୧୨…

ରିଙ୍କୁ ସିଂଙ୍କ ପୁଣି ଜଲଓ୍ବା: ସୁପର ଓଭରରେ ଲଗାତର ୬,୬,୬,

ନୂଆଦିଲ୍ଲୀ,୧।୯: ୨୦୨୩ ବର୍ଷ ତାଙ୍କ କ୍ରିକେଟ କ୍ୟାରିୟରରେ ରିଙ୍କୁ ସିଂଙ୍କ ପାଇଁ ସର୍ବଶ୍ରେଷ୍ଠ ବୋଲି ପ୍ରମାଣିତ ହୋଇଛି। ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୧୬ ତମ ସିଜନରେ ଲଗାତାର ୫ଟି ଛକା ମାରି କୋଲକାତା ନାଇଟ ରାଇଡର୍ସକୁ ବିଜୟରେ ପହଞ୍ଚାଇଥିବା ରିଙ୍କୁ…

ଜୁରିକ ଡାଇମଣ୍ଡ ଲିଗ୍‌: ନୀରଜ ଚୋପ୍ରାଙ୍କୁ ରୌପ୍ୟ ପଦକ

ନୂଆଦିଲ୍ଲୀ,୧ା୯: ଜୁରିକ ଡାଇମଣ୍ଡ ଲିଗରେ ଭାରତର ତାରକା ଜାଭେଲିନ ଥ୍ରୋ ନୀରଜ ଚୋପ୍ରାଙ୍କୁ ରୌପ୍ୟ ପଦକ ସହ ସନ୍ତୁଷ୍ଟ ହେବାକୁ ପଡିଛି। ସେ ୮୫.୭୧ ମିଟରର ସର୍ବଶ୍ରେଷ୍ଠ ପ୍ରୟାସ ସହିତ ରୌପ୍ୟ ପଦକ ଜିତିଥିଲେ। ବିଶ୍ୱ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ଜିତିଥିବା ନୀରଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?