ବର୍ଷା ଯୋଗୁ ପାକିସ୍ତାନକୁ ଫାଇଦା: ୩ ପଏଣ୍ଟ ସହ ଏବେ ଦଳ…
ପାଲେକେଲ,୨।୯: ଏସିଆ କପ୍ ୨୦୨୩ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲାକୁ କ୍ରିକେଟ ପ୍ରଶଂସକ ଅପେକ୍ଷା କରି ରହିଥିଲେ। ହେଲେ ଏହି ମ୍ୟାଚ୍ ବର୍ଷା ଯୋଗୁ ବିନା ଫଳାଫଳରେ ଶେଷ ହୋଇଛି। ଫଳରେ ଉଭୟ ଦଳ ପଏଣ୍ଟ ବାଣ୍ଟିବାକୁ ବାଧ୍ୟ ହୋଇଥିଲେ।…
‘ଓଡ଼ିଆଙ୍କ ପାଇଁ ପ୍ରେରଣାର ଉତ୍ସ କିଶୋର’
ଭୁବନେଶ୍ୱର,୩୯(ସରୋଜ ଜେନା): ବିଶ୍ୱ ଆଥ୍ଲେଟିକ୍ସ ଚାମ୍ପିୟନଶିପ୍ରେ ନିଜର ଚମତ୍କାର ପ୍ରଦର୍ଶନ ଜରିଆରେ ସମସ୍ତଙ୍କ ହୃଦୟ ଜିତିଥିବା ଜାଭେଲିନ୍ ଥ୍ରୋୟର କିଶୋର ଜେନାଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି ଓଡ଼ିଶା ସରକାର। ବିଶ୍ୱ ଚାମ୍ପିୟନଶିପ୍ରେ ଚମତ୍କାର ପ୍ରଦର୍ଶନ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ…
ରୋହିତ-ଶୁବମାନ-କୋହଲି ପାକିସ୍ତାନ ବିପକ୍ଷରେ ବିଫଳ: ବିଶ୍ୱକପ ପାଇଁ ପ୍ରସ୍ତୁତି ଏପର୍ଯ୍ୟନ୍ତ ହୋଇନି ସମ୍ପୂର୍ଣ୍ଣ…
କାଣ୍ଡି,୩।୯ : ଏସିଆ କପ ୨୦୨୩ର ତୃତୀୟ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା। କିନ୍ତୁ ବର୍ଷା ଯୋଗୁ ଏହି ମ୍ୟାଚ ବାତିଲ କରାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୨୬୬ ରନ ସଂଗ୍ରହ କରିଥିଲା। ତେବେ ଟିମ ଇଣ୍ଡିଆର…
ପଏଣ୍ଟ ବାଣ୍ଟିଲେ ଭାରତ, ପାକିସ୍ତାନ
ପାଲେକେଲ୍,୩।୯(ପି.ଟି.): ଏସିଆ କପ୍ କ୍ରିକେଟ୍ ୨୦୨୩ର ବହୁ ପ୍ରତୀକ୍ଷିତ ଭାରତ ପାକିସ୍ତାନ ମ୍ୟାଚ୍ ଶନିବାର ବିନା ଫଳାଫଳରେ ଶେଷ ହୋଇଛି। ଫଳରେ ଉଭୟ ଦଳ ପଏଣ୍ଟ ବାଣ୍ଟିବାକୁ ବାଧ୍ୟ ହୋଇଛନ୍ତି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍ରେ ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା…
ପାକିସ୍ତାନକୁ ୨୬୭ ରନର ଟାର୍ଗେଟ ଦେଲା ଟିମ୍ ଇଣ୍ଡିଆ…
କାଣ୍ଡି,୨।୯ : ଏସିଆ କପର ତୃତୀୟ ମ୍ୟାଚରେ ଶ୍ରୀଲଙ୍କାର କାଣ୍ଡିର ପଲେକଲେ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଭାରତ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ଗ୍ରୁପ ଏରେ ଭାରତ ନିଜର ପ୍ରଥମ ମ୍ୟାଚରେ ୪୮.୫ ଓଭରରେ ୧୦ ଓ୍ବିକେଟ ହରାଇ ୨୬୬ ରନ କରିଛି।…
ପିସିବିଠାରୁ ୩୬ଗୁଣା ଧନୀ ବିସିସିଆଇ
ନୂଆଦିଲ୍ଲୀ, ୨। ୯: କ୍ରିକେଟ ଏଭଳି ଏକ ଖେଳ ଯାହାର ଲୋକପ୍ରିୟତା କାହିଁରେ କେତେ। ଏଥିରେ ରୋଜଗାର ମଧ୍ୟ ବହୁତ ଅଧିକ। ବିଶ୍ବର ସମସ୍ତ କ୍ରିକେଟ ବୋର୍ଡ ମଧ୍ୟରୁ ଭାରତର ବିସିସିଆଇ ଶୀର୍ଷ ଧନୀ ବୋର୍ଡ ମାନ୍ୟତା ପାଇଛି। ସେହିଭଳି ଦୁନିଆର…
ଏସିଆ କପ: ପାକିସ୍ତାନ ବିରୋଧରେ ଭାରତ ଜିତିଲା ଟସ,ପ୍ରଥମେ ବ୍ୟାଟିଂ…
କାଣ୍ଡି,୨।୯ : ଶନିବାର (ସେପ୍ଟେମ୍ବର ୨) ଏସିଆ କପର ତୃତୀୟ ମ୍ୟାଚରେ ଭାରତ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ଶ୍ରୀଲଙ୍କାର କାଣ୍ଡିର ପଲେକଲେ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି। ଗ୍ରୁପ ଏରେ ଏହି ସଂସ୍କରଣରେ ଏହା ହେଉଛି ଭାରତର…
ବାବରଙ୍କ ରଣହୁଙ୍କାର, କହିଲେ ‘କେହି କାହାଠାରୁ କମ୍ ନୁହଁନ୍ତି’
ପାଲିକେଲେ,୨।୯: ଏସିଆ କପ୍ ୨୦୨୩ ଟୁର୍ନାମେଣ୍ଟରେ ଶନିବାର ଖେଳାଯିବାକୁ ଥିବା ମୁକାବିଲାରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ। ଶ୍ରୀଲଙ୍କାର ପାଲିକେଲେରେ ଖେଳାଯିବାକୁ ଥିବା ଏହି ହାଇ ଭୋଲ୍ଟେଜ୍ ମୁକାବିଲା ଉପରେ ସମସ୍ତଙ୍କ ନଜର ରହିଛି। ଦିନିକିଆ…
ଦିନିକିଆରେ ଶେଷ ଥର ପାଇଁ କେବେ ମୁହାଁମୁହିଁ ହୋଇଥିଲେ ଭାରତ-ପାକିସ୍ତାନ…
ନୂଆଦିଲ୍ଲୀ,୨।୯: ଏସିଆ କପ୍ ୨୦୨୩ରେ ସେପ୍ଟେମ୍ବର ୨ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦୀର୍ଘ ୪ ବର୍ଷର ବ୍ୟବଧାନ ପରେ ଉଭୟ ଟିମ୍ ଏହି ଫର୍ମାଟରେ ମୁହାଁମୁହିଁ ହେବେ। ଏହା ପୂର୍ବରୁ ଉଭୟ ଟିମ୍ ୨୦୧୯ ଜୁନ୍ ୧୬ରେ…
ଏସିଆ କପ୍ ଜର୍ସିରେ କାହିଁକି ଲେଖାଯାଇନାହିଁ ହୋଷ୍ଟ ପାକିସ୍ତାନର ନାଁ, ଜାଣନ୍ତୁ…
ନୂଆଦିଲ୍ଲୀ,୨।୯: ପାକିସ୍ତାନ ଆୟୋଜନରେ ଏସିଆ କପ୍ ୨୦୨୩ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ପ୍ରଥମ ଦୁଇ ମୁକାବିଲା ପରେ ଖେଳାଳିଙ୍କ ଜର୍ସିକୁ ନେଇ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ ସମସ୍ତ ଟିମ୍ ଖେଳାଳିଙ୍କ ଜର୍ସିରେ ଆୟୋଜକ ଦେଶର ନାମ ଦେଖିବାକୁ ମିଳିନାହିଁ।…
ଆନନ୍ଦଙ୍କୁ ହଟାଇ ଗୁକେଶ ଭାରତର ନମ୍ବର ଓ୍ବାନ୍
ଚେନ୍ନାଇ,୨ା୯: କିମ୍ବଦନ୍ତୀ ବିଶ୍ୱନାଥନ ଆନନ୍ଦଙ୍କୁ ହଟାଇ ସ୍ବଳ୍ପ ବୟସ୍କ ଗ୍ରାଣ୍ଡମାଷ୍ଟର ଡି. ଗୁକେଶ ଭାରତର ଟପ୍ ଚେସ୍ ଖେଳାଳି ହୋଇଛନ୍ତି। ଆନନ୍ଦ ୧୯୮୬ ଜୁଲାଇରୁ ଏପର୍ଯ୍ୟନ୍ତ ଭାରତର ନମ୍ବର ଓ୍ବାନ ଖେଳାଳି ରହି ଆସିଥିଲେ। ନିକଟରେ ବାକୁଠାରେ ଫିଡେ ବିଶ୍ୱକପ୍ କ୍ୱାର୍ଟରଫାଇନାଲରେ…
ଆଜି ଭାରତ ବନାମ ପାକିସ୍ତାନ
ପାଲିକେଲେ, ୨।୯: ଏସିଆ କପ୍ କ୍ରିକେଟ ଟୁର୍ନାମେଣ୍ଟରେ ଶନିବାର ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଦଳ ବିପକ୍ଷ ମ୍ୟାଚ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଏଥର ମଧ୍ୟ ଏହି ମ୍ୟାଚ ଉପରେ ସମସ୍ତଙ୍କ ନଜର…

