ଖେଳ

ଏସିଆନ ଗେମ୍ସ ପାଇଁ ଆସିଲା ଭାରତୀୟ ପୁରୁଷ ମହିଳା ଦଳର ଜର୍ସି…

ନୂଆଦିଲ୍ଲୀ,୧୯।୯ : ଏସିଆନ ଗେମ୍ସ ୨୦୨୩ ପାଇଁ ଭାରତୀୟ ଦଳର ଜର୍ସିର ପ୍ରଥମ ଲୁକ ପ୍ରକାଶ ପାଇଛି। ସୋସିଆଲ ମିଡିଆରେ ଜର୍ସିର ଚିତ୍ର ଭାଇରାଲ ହେବାରେ ଲାଗିଛି। ଚିତ୍ରରେ କିଛି ଖେଳାଳି ଭାରତୀୟ ଜର୍ସିରେ ନଜର ଆସିଛନ୍ତି। ଏଥର ଏସିଆନ ଗେମ୍ସର…

ଏସିଆନ ଗେମ୍ସ ୨୦୨୩: ସିଧାସଳଖ କ୍ୱାଟର ଫାଇନାଲରେ ଖେଳିବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୧୯।୯: ଏସିଆନ ଗେମ୍ସ ୨୦୨୩ ମଙ୍ଗଳବାର ଠାରୁ ଆରମ୍ଭ ହେଉଛି। ଏଥିରେ ୨୭ ସେପ୍ଟେମ୍ବରରୁ ପୁରୁଷ କ୍ରିକେଟ ଆରମ୍ଭ ହେବ। କ୍ୱାର୍ଟର ଫାଇନାଲରେ ଟିମ ଇଣ୍ଡିଆ ସିଧାସଳଖ ଖେଳିବ। ଏହା ପୂର୍ବରୁ ୯ ଟି ମ୍ୟାଚ ଖେଳାଯିବ। ଗ୍ରୁପ ମ୍ୟାଚରେ ବିଜୟ…

୨୦୦ କୋଟି ଟଙ୍କାର ସମ୍ପତ୍ତି; ୩ କୋଟିର କାର୍‌; ଏଭଳି ବିଳାସପୂର୍ଣ୍ଣ ଜୀବନ ବିତାଇଥାନ୍ତି ରୋହିତ ଶର୍ମା…

ନୂଆଦିଲ୍ଲୀ,୧୯।୯: ୨୦୦୭ରେ ଭାରତୀୟ ଟିମ୍‌ ପକ୍ଷରୁ ଡେବ୍ୟୁ କରିଥିଲେ ରୋହିତ ଶର୍ମା। ଏହାପରଠାରୁ ସେ ଜଣେ କ୍ରିକେଟରରୁ ଅଧିନାୟକ ହେବାରେ ସଫଳ ହୋଇଛନ୍ତି। ତେବେ ଏହି ଯାତ୍ରା ସେତେଟା ସହଜ ନ ଥିଲା। କ୍ରିକେଟର ଭାବେ ସବୁ କ୍ଷେତ୍ରରେ ସେ ନିଜକୁ…

‘ଯୁବ କ୍ରିକେଟର ସତ୍ତ୍ୱେ ପନ୍ତ ଦେଇଛନ୍ତି ପ୍ରେରଣା’

ନୂଆଦିଲ୍ଲୀ,୧୯।୯: ଆସନ୍ତା ବିଶ୍ୱକପ୍‌ରେ ଖେଳିବା ଲାଗି ଫିଟ୍‌ ନାହାନ୍ତି ଋଷଭ ପନ୍ତ। କାର ଦୁର୍ଘଟଣାରେ ଆହତ ହେବା ପରେ ସେ ଏବେ ଏନ୍‌ସିଏରେ ରିହାବିଲିଟେଶନରେ ଅଛନ୍ତି। ଏଣୁ ଆସନ୍ତା ବର୍ଷ ସେ ପ୍ରତ୍ୟାବର୍ତ୍ତନ କରିପାରନ୍ତି ବୋଲି ଆଶା କରାଯାଉଛି। ଏସବୁ ମଧ୍ୟରେ…

‘ପ୍ରଶଂସକଙ୍କ ସମର୍ଥନ ଆମ ସମସ୍ତଙ୍କୁ ଦେଉଛି ପ୍ରେରଣା’

ନୂଆଦିଲ୍ଲୀ,୧୯।୯: ଏସିଆ କପ ୨୦୨୩ ଟାଇଟଲ ଜିତିବା ପରେ ବର୍ତ୍ତମାନ ଭାରତୀୟ ଦଳର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ଦିନିକିଆ ବିଶ୍ୱକପ ଜିତିବା। ୨୦୧୧ରେ ଶେଷ ଥର ପାଇଁ ଟିମ ଇଣ୍ଡିଆ ଏହି ଟ୍ରଫି ଜିତିଥିଲା। ଏହି ମେଗା ଇଭେଣ୍ଟ ବିଷୟରେ ଭେଟେରାନ…

ଓଡ଼ିଶାରୁ ୧୬ ଭାଗନେବେ

ଭୁବନେଶ୍ୱର, ୧୯।୯(ତପନ ସ୍ବାଇଁ): ଜାତୀୟ ଚେସ୍‌ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳିଙ୍କ ପ୍ରତିନିଧିତ୍ୱ ଏବଂ ଖେଳାଳିଙ୍କ ଉତ୍ତମ ପ୍ରଦର୍ଶନ ଜାରି ରହିଛି। ଆଗାମୀ ଜାତୀୟ ୭ ଓ ୧୯ ବର୍ଷରୁ କମ୍‌ ଚେସ୍‌ ପ୍ରତିଯୋଗିତାରେ ୧୬ଜଣ ଖେଳାଳି ରାଜ୍ୟରୁ ପ୍ରତିନିଧିତ୍ୱ କରିବେ ବୋଲି…

ସୁବର୍ଣ୍ଣପୁର, ପୁରୀ ଚାମ୍ପିୟନ

ଭୁବନେଶ୍ୱର, ୧୯।୯(ତପନ ସ୍ବାଇଁ): ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ବକ୍ସିଂ ପ୍ରତିଯୋଗିତା ସୋମବାର ପୁରୀଠାରେ ଶେଷ ହୋଇଛି। ଓଡ଼ିଶା ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଂଘ ଓ ପୁରୀ ଜିଲା ବିଦ୍ୟାଳୟ କ୍ରୀଡ଼ା ସଂଘର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା।…

ରାଉଣ୍ଡ-୨ ପାଇଁ ଥାଇଲାଣ୍ଡରେ ଭାରତୀୟ ଦଳ

ବୁରିରାମ (ଥାଇଲାଣ୍ଡ), ୧୯।୯: ‘ସିଟି ଅଫ୍‌ ହାପିନେସ’ ଭାବେ ବିଶେଷ ପରିଚିତ ଥାଇଲାଣ୍ଡର ବୁରିରାମ ସହରରେ ଭାରତୀୟ ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ଦଳ ପହଞ୍ଚତ୍ଛି। ବ୍ୟାଙ୍କକଠାରୁ ପାଖାପାଖି ୪୦୦ କିଲୋମିଟର ଦୂରରେ ଅବସ୍ଥିତ ଏହି ସହରରେ ଭାରତୀୟ ଜୁନିୟର…

ହକି ର଼୍ୟାଙ୍କିଙ୍ଗ: ଭାରତ ପୁରୁଷ ଦଳ ୩ୟ

ଲାଉସାନେ (ସୁଇଜରଲାଣ୍ଡ), ୧୯ା୯: ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ଦ୍ୱାରା ସଦ୍ୟ ପ୍ରକାଶିତ ବିଶ୍ୱ ର଼୍ୟାଙ୍କିଙ୍ଗରେ ଭାରତୀୟ ପୁରୁଷ ଦଳ ୩ୟ ସ୍ଥାନରେ ରହିଥିବା ବେଳେ ମହିଳା ଦଳ ୭ମ ସ୍ଥାନରେ ଅଛି। ଗତମାସରେ ଭାରତ ୧୨ମାସରୁ ଅଧିକ ସମୟ ପରେ…

୧୯୯୨: ଇମ୍ରାନଙ୍କ ପାକିସ୍ତାନ ବିଶ୍ୱବିଜେତା

ଦିନିକିଆ କ୍ରିକେଟ ପୁରୁଷ ବିଶ୍ୱକପ୍‌ର ପଞ୍ଚମ ସଂସ୍କରଣରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା ପାକିସ୍ତାନ। ଇମ୍ରାନ୍‌ ଖାଁଙ୍କ ନେତୃତ୍ୱରେ ଦଳ ତୃତୀୟ ବିଶ୍ୱକପ ଖେଳୁଥିବା ବେଳେ ଇଂଲଣ୍ଡକୁ ହରାଇ ଦଳ ହାସଲ କରିଥିଲା ଏହାର ପ୍ରଥମ ଟାଇଟଲ। କ୍ରମାଗତ ଥର ପାଇଁ…

ବିନା ପ୍ରସ୍ତୁତିରେ ଅଭିଯାନ ଆରମ୍ଭ କରିବ ଭାରତ

ହାଙ୍ଗଝୋ,୧୯ା୯ଚାଇନାର ହାଙ୍ଗଝୋରେ ଏସିଆନ୍‌ ଗେମ୍ସ ୨୦୨୩ ଆରମ୍ଭ ହେବାକୁ ଯାଉଛି। ସେପ୍ଟେମ୍ବର ୨୩ରୁ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଯାଉଥିବା ବେଳେ ମଙ୍ଗଳବାର ଆରମ୍ଭ ହେବ ଫୁଟବଲ ଟୁର୍ନାମେଣ୍ଟ। ଭାରତୀୟ ପୁରୁଷ ଦଳ ଚାଇନା ବିପକ୍ଷରୁ ଖେଳି ଏହାର ଅଭିଯାନ ଆରମ୍ଭ…

ଡୁପ୍ଲାଣ୍ଟିସ୍‌ଙ୍କ ବିଶ୍ୱ ରେକର୍ଡ

ୟୁଜିନି (ୟୁଏସ୍‌ଏ), ୧୯ା୯:ପ୍ରିଫଣ୍ଟେନ କ୍ଲାସିକ୍‌ ଟ୍ରାକ୍‌ ଆଣ୍ଡ୍‌ ଫିଲ୍ଡ ମିଟ୍‌ରେ ପୋଲ୍‌ଭଲ୍ଟରେ ନୂଆ ବିଶ୍ୱ ରେକର୍ଡ କରିଛନ୍ତି ସ୍ବିଡେନ୍‌ର ପୋଲ୍‌ଭଲ୍ଟର ଆର୍ମାଣ୍ଡ ଡୁପ୍ଲାଣ୍ଟିସ୍‌। ଇଥିଓପିଆ ଡିଷ୍ଟାନ୍ସ ରନର ଗୁଡାଫ୍‌ ଟିସେଗେ ମଧ୍ୟ ନୂଆ ବିଶ୍ୱ ରେକର୍ଡ କରିଛନ୍ତି। ମୋଣ୍ଡୋ ଭାବେ ପରିଚିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?