ଖେଳ

ମ୍ୟାଚ୍‌ ପରେ ସମସ୍ତଙ୍କ ହୃଦୟ ଜିତିଲେ ସିରାଜ୍‌

ନୂଆଦିଲ୍ଲୀ,୧୮।୯: ଏସିଆ କପ ଫାଇନାଲରେ ଭାରତ ଶ୍ରୀଲଙ୍କା ବିପକ୍ଷରେ ୧୦ ଉଇକେଟ ନେଇ ଜିତିଛି। ଏହି ମ୍ୟାଚରେ ଟିମ ଇଣ୍ଡିଆର ମହମ୍ମଦ ସିରାଜ ଚମତ୍କାର ବୋଲିଂ କରିଥିଲେ। ୭ ଓଭରରେ ୨୧ ରନ ଦେଇ ସିରାଜ ୬ଟି ଉଇକେଟ ନେଇଥିଲେ। ଜବରଦସ୍ତ…

ଏସିଆ କପ୍‌ ଜିତିବା ପରେ ମାଲାମାଲ୍‌ ଭାରତୀୟ କ୍ରିକେଟର୍‌: ଜାଣନ୍ତୁ କାହାକୁ ମିଳିଲା କେତେ ଟଙ୍କା

ନୂଆଦିଲ୍ଲୀ,୧୮।୯: ଏସିଆ କପ ଫାଇନାଲରେ ଭାରତୀୟ ଦଳ ଏକ ଐତିହାସିକ ବିଜୟ ହାସଲ କରିଛି। ଭାରତ ଶ୍ରୀଲଙ୍କାକୁ ୧୦ ଉଇକେଟରେ ପରାସ୍ତ କରି ଅଷ୍ଟମ ଥର ପାଇଁ ଏହି ଟୁର୍ନାମେଣ୍ଟ ଜିତିଛି। ଚାମ୍ପିୟନ ହେବା ପରେ ଟିମ ଇଣ୍ଡିଆ ମାଲାମାଲ୍‌ ହୋଇପାରିଛି।…

ଓଡ଼ିଶା ଦିବ୍ୟାଙ୍ଗ ଟି୨୦ କ୍ରିକେଟ ଦଳ

ଭୁବନେଶ୍ୱର,୧୮ା୯(ସରୋଜ ଜେନା): ଜାତୀୟ ସ୍ତରୀୟ ଦିବ୍ୟାଙ୍ଗ ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ପାଇଁ ଓଡ଼ିଶା ଦଳ ଘୋଷଣା ହୋଇଛି। ରାଜସ୍ଥାନର ଉଦୟପୁରଠାରେ ସେପ୍ଟେମ୍ବର ୨୮ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଏହି ଟୁର୍ନାମେଣ୍ଟ ଖେଳାଯିବ। ଏଥିରେ ୨୫ ରାଜ୍ୟ ଅଂଶଗ୍ରହଣ କରିବେ। ଓଡ଼ିଶା ଦଳ:…

ନିଶାନ୍ତ ଚାମ୍ପିୟନ, ରାକେଶ ରନରଅପ୍‌

ଭୁବନେଶ୍ୱର, ୧୮।୯ (ତପନ ସ୍ବାଇଁ): ଭିନ୍‌ଟେଜ୍‌ କ୍ଲବ ପରିସରରେ ଅନୁଷ୍ଠିତ ୨ୟ ଆଶିଷ ପଣ୍ଡା ସ୍ମାରକୀ ଅଲ୍‌ ଓଡ଼ିଶା ସ୍ନୁକର ଚାମ୍ପିୟନଶିପ୍‌ରେ ନିଶାନ୍ତ ବିଶ୍ୱାଳ ଚାମ୍ପିୟନ ହୋଇଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ନିଶାନ୍ତ ୬-୪ ଫ୍ରେମ୍‌ରେ ରାକେଶ ରୋଶନ ପ୍ରଧାନଙ୍କୁ ପରାସ୍ତ…

କରାଟେ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଭୁବନେଶ୍ୱର, ୧୮ା୯ (ବିଜୟ ରଣା): ଚଳିତମାସ ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଡେରାଡୁନ୍‌ଠାରେ ଜାତୀୟ କ୍ୟାଡେଟ୍‌, ଜୁନିୟର, ସିନିୟର ଏବଂ ୨୧ ବର୍ଷରୁ କମ୍‌ ଦଳଗତ ପ୍ରତିଯୋଗିତା ପାଇଁ ଓଡ଼ିଶା ରାଜ୍ୟ କରାଟେ ସଂଘ ଦ୍ୱାରା ୫୫ ପ୍ରତିଯୋଗୀ ଓ ଅଫିସିଆଲ…

ଓଡ଼ିଶାକୁ ୨୩ ପଦକ

କଟକ,୧୮ା୯ ପ୍ରିୟଦର୍ଶିନୀ): ଉତ୍ତରାଖଣ୍ଡରେ ଜାତୀୟ କାନୋଇଂ ସ୍ପ୍ରିଣ୍ଟ ଚାମ୍ପିଅନଶିପ ରବିବାର ଉଦ୍‌ଯାପିତ ହୋଇଯାଇଛି । ୮ ସ୍ବର୍ଣ୍ଣ, ୬ ରୌପ୍ୟ ଏବଂ ୯ଟି ବ୍ରୋଞ୍ଜ ପଦକକୁ ମିଶାଇ ଚାମ୍ପିଅନଶିପ୍‌ରେ ଓଡ଼ିଶା ମୋଟ୍‌ ୨୩ଟି ପଦକ ଜିତିଛି । ଏଥି ସହିତ ଦଳଗତ…

ସେଞ୍ଜ୍‌ ଜିତିଲେ ସିଙ୍ଗାପୁର ଗ୍ରାଁପ୍ରି

ସିଙ୍ଗାପୁର, ୧୮ା୯ (ଏପି): ଫେରାରିର କାର୍ଲୋସ ସେଞ୍ଜ ଜୁନିୟର ସିଙ୍ଗାପୁର ଫର୍ମୁଲା ଓ୍ବାନ ମୋଟର ରେସ୍‌ ଗ୍ରାଁ ପ୍ରି ଜିତିଛନ୍ତି। ଏହାଦ୍ୱାରା ଫର୍ମୁଲାଓ୍ବାନରେ ମାର୍କ୍ସ ଭର୍ଷ୍ଟାପେନ୍‌ ଓ ରେଡ୍‌ ବୁଲ୍‌ର ଐତିହାସିକ ବିଜୟ ଧାରାରେ ବ୍ରେକ୍‌ ଲାଗିଛି। ରେଡ୍‌ ବୁଲ୍‌ ଚଳିତବର୍ଷର…

ଇଣ୍ଡୋନେସିଆରେ ଅଭ୍ୟାସ କରିବେ ଅନୁପମା

ଭୁବନେଶ୍ୱର, ୧୮।୯(ତପନ ସ୍ବାଇଁ): ଚାଇନାର ହାଙ୍ଗଝୋଠାରେ ହେବାକୁଥିବା ଏସିଆନ ଗେମ୍ସର ଜୁ-ଜିଟ୍‌ସୁ ଇଭେଣ୍ଟରେ ପ୍ରଥମଥରପାଇଁ ଭାରତରୁ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି ଓଡ଼ିଶାର ଅନୁପମା ସ୍ବାଇଁ। ଓଡ଼ିଶା ପୋଲିସରେ କାର୍ଯ୍ୟରତ ଅନୁପମା ପୂର୍ବରୁ ଉତ୍କଳ କରାଟେ ସ୍କୁଲରେ ପ୍ରଶିକ୍ଷଣ ନେଉଥିଲେ। ଅଧିକ ଦକ୍ଷ…

ଡେଭିସ୍‌ କପ୍‌ରୁ ବୋପାନ୍ନାଙ୍କ ଅବସର

କଲମ୍ବୋ,୧୮ା୯(ପି.ଟି.): ଭାରତର ଷ୍ଟାର ଟେନିସ୍‌ ଖେଳାଳି ରୋହନ ବୋପାନ୍ନା ଡେଭିସ୍‌ କପ୍‌ କ୍ୟାରିୟରକୁ ଅଲ୍‌ବିଦା ଜଣାଇଛନ୍ତି। ବୋପାନ୍ନା ନିଜ କ୍ୟାରିୟରର ଅନ୍ତିମ ମ୍ୟାଚ ଜିତିବା ଫଳରେ ଭାରତ ୩-୧ରେ ମରକ୍କୋକୁ ପରାସ୍ତ କରିଛି। ଲକ୍ଷ୍ନୌର ମିନି ଷ୍ଟାଡିୟମରେ ଅନୁଷ୍ଠିତ ବିଶ୍ୱ ଗ୍ରୁପ୍‌-୨ର…

ଏସିସି କଲା ବଡ଼ ଘୋଷଣା: ଗ୍ରାଉଣ୍ଡ୍ସମ୍ୟାନ୍‌ ମାଲାମାଲ

ନୂଆଦିଲ୍ଲୀ,୧୭।୯: ଏସିଆ କପ ୨୦୨୩ରେ ଶ୍ରୀଲଙ୍କାର ଗ୍ରାଉଣ୍ଡ୍ସମ୍ୟାନ୍‌ମାନେ ଚର୍ଚ୍ଚାରେ ଅଛନ୍ତି। କ୍ରମାଗତ ମ୍ୟାଚ ଏବଂ ମ୍ୟାଚ ସମୟରେ ବର୍ଷା ମଧ୍ୟରେ ଗ୍ରାଉଣ୍ଡ୍ସମ୍ୟାନ୍‌ମାନେ ବହୁତ ପରିଶ୍ରମ କରିଥିଲେ। ଏହାର କାରଣ ହେଲା ବର୍ଷା ସତ୍ତ୍ୱେ ମ୍ୟାଚ ଜାରି ରହିଲା ଏବଂ ପ୍ରଶଂସକମାନେ କ୍ରିକେଟର…

ଇତିହାସ ରଚିଲେ ସିରାଜ୍‌

କଲମ୍ବୋ,୧୭।୯: ଶ୍ରୀଲଙ୍କା ବିପକ୍ଷ ଏସିଆ କପ ୨୦୨୩ର ଫାଇନାଲ୍‌ ମ୍ୟାଚରେ ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ସିରାଜ ଚମତ୍କାର ବୋଲିଂ କରିଥିଲେ। ଏହି ମ୍ୟାଚରେ ଦ୍ୱିତୀୟ ଓଭରରେ ୪ଟି ଉଇକେଟ ନେଇ ସିରାଜ ଏକଦିବସୀୟ କ୍ରିକେଟରେ ୫୦ ଉଇକେଟ ପୂରଣ…

ଶ୍ରୀଲଙ୍କାର ୩ ଲଜ୍ଜାଜନକ ରେକର୍ଡ

କଲମ୍ବୋ,୧୭।୯: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଏସିଆ କପ ୨୦୨୩ର ଫାଇନାଲ୍‌ ମ୍ୟାଚରେ ଭାରତୀୟ ଦଳର ବୋଲର ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ଦଳ ୧୫.୨ ଓଭରରେ ମାତ୍ର ୫୦ ରନ୍‌ରେ ସୀମିତ ରହିଥିଲା। ମହମ୍ମଦ ସିରାଜ୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?