ଅଷ୍ଟ୍ରେଲିଆ ଆଗରେ ୪୦୦ ରନ୍ର ବିଜୟ ଟାର୍ଗେଟ୍
ଇନ୍ଦୋର,୨୪।୯: ଇନ୍ଦୋରର ହୋଲକର ଷ୍ଟାଡିୟମରେ ରବିବାର ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ରେ ଶୁଭମାନ ଗିଲ ଏବଂ ଶ୍ରେୟାସ ଆୟରଙ୍କ ଦମ୍ଦାର ଶତକ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତ ୫ ଉଇକେଟ୍…
ଶୁବମନ୍, ଶ୍ରେୟସଙ୍କ ଶତକ
ଇନ୍ଦୋର,୨୪।୯: ଇନ୍ଦୋରର ହୋଲକର ଷ୍ଟାଡିୟମରେ ରବିବାର ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ଦ୍ୱିତୀୟ ମ୍ୟାଚ୍ ଖେଳାଯାଉଛି। ଅଷ୍ଟ୍ରେଲିଆ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ଆମନ୍ତ୍ରଣ ପାଇଁ ବ୍ୟାଟିଂ ଆରମ୍ଭ କରିଛି। ହେଲେ ବ୍ୟାଟର ଶୁବମନ୍ ଗିଲ…
ଭାରତର ଭଲ ଆରମ୍ଭ: ବର୍ଷା ଯୋଗୁ ଅଟକିଲା ଖେଳ
ଇନ୍ଦୋର,୨୪।୯: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ସିରିଜର ଦ୍ୱିତୀୟ ଦିନିକିଆ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଉଛି। ଅଷ୍ଟ୍ରେଲିଆ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରୁ୍ଥିବାବେଳେ ବର୍ଷା ଯୋଗୁ ମ୍ୟାଚ୍ ବନ୍ଦ ରହିଛି।…
ଖେଳାଳିଙ୍କ ସମର୍ଥନରେ ଚାଇନା ଗସ୍ତକୁ ବାତିଲ କଲି: କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର
ନୂଆଦିଲ୍ଲୀ,୨୪।୯: ଚାଇନାରେ ଚାଲିଥିବା ଏସିଆନ୍ ଗେମ୍ସ ପାଇଁ ଅରୁଣାଚଳ ପ୍ରଦେଶର ତିନି ଖେଳାଳିଙ୍କୁ ଚାଇନାର ଭିଜା ପ୍ରତ୍ୟାଖ୍ୟାନକୁ ଦୃଢ ନିନ୍ଦା କରିଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର। ଏହାସହ ଚାଇନା ଗସ୍ତକୁ ମଧ୍ୟ ବାତିଲ କରିଛନ୍ତି। ସେ କହିଛନ୍ତି ଯେ,…
ଟସ୍ ଜିତିଲା ଅଷ୍ଟ୍ରେଲିଆ: ଖେଳୁନାହାନ୍ତି ବୁମ୍ରା
ଇନ୍ଦୋର,୨୪।୯: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଅଷ୍ଟ୍ରେଲୀୟ ଅଧିନାୟକ ଷ୍ଟିଭ ସ୍ମିଥ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବ…
ପଦକ ପକ୍କା କଲା ଭାରତୀୟ କ୍ରିକେଟ୍ ଦଳ
ହାଙ୍ଗଝୋ,୨୪।୯: ଏସୀୟ ଗେମ୍ସରେ ଭାରତ ପାଇଁ ଆଉ ଏକ ପଦକ ନିଶ୍ଚିତ ହୋଇଛି। ସେମିଫାଇନାଲ ମ୍ୟାଚରେ ବାଂଲାଦେଶକୁ ୮ ଉଇକେଟରେ ପରାସ୍ତ କରି ଭାରତୀୟ ମହିଳା କ୍ରିକେଟ ଦଳ ଫାଇନାଲରେ ପ୍ରବେଶ କରିଛି। ଭାରତର ବିଜୟର ହିରୋ ଦ୍ରୁତ ବୋଲର ପୂଜା…
ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍
ଇନ୍ଦୋର,୨୪।୯: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ ରବିବାର ଅର୍ଥାତ୍ ଆଜି ଖେଳାଯିବ। ଇନ୍ଦୋରର ହୋଲକର ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବେ। ଭାରତୀୟ ଦଳ ୬ ବର୍ଷ ପରେ ଏହି ଗ୍ରାଉଣ୍ଡରେ…
ରୋଇଂରେ ଭାରତକୁ ରୌପ୍ୟ ପଦକ…
ହାଙ୍ଗଝୋଉ,,୨୪।୯ :ଏସୀୟ ଗେମ୍ସରେ ଭାରତ ପାଇଁ ରବିବାର ଏକ ଭଲ ଦିନ ସାବ୍ୟସ୍ତ ହୋଇଚି। ଖେଳ ଆରମ୍ଭରେ ଭାରତ ରୋଇଂରେ ପ୍ରଥମ ପଦକ ଜିତିଛି। ହାଲୁକା ଓଜନ ଡବଲ୍ସରେ ଅର୍ଜୁନ ଲାଲ ଜଟ ଏବଂ ଅରବିନ୍ଦ ସିଂ ଭାରତ ପାଇଁ ରୌପ୍ୟ…
ଚାପରେ ଶ୍ରେୟସ, ଅଶ୍ୱିନ
ଇନ୍ଦୋର, ୨୪ା୯: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ ରବିବାର ସ୍ଥାନୀୟ ହୋଲ୍କାର ଷ୍ଟାଡିୟମରେ ଖେଳାଯିବ। ଆଶାନୁରୂପ ପ୍ରଦର୍ଶନ କରିପାରୁ ନ ଥିବାରୁ ବ୍ୟାଟର ଶ୍ରେୟସ ଆୟର ଓ ବୋଲର ଆର୍. ଅଶ୍ୱିନ ଚାପରେ ରହିବା…
ଭର୍ଷ୍ଟାପେନ୍ଙ୍କୁ ପୋଲ୍ ପୋଜିଶନ
ସୁଜୁକା (ଜାପାନ), ୨୪ା୯ (ଏପି) ଫର୍ମୁଲାଓ୍ବାନ ଚାମ୍ପିୟନଶିପ୍ ଲିଡର ମାକ୍ସ ଭର୍ଷ୍ଟାପେନ୍ ଜାପାନିଜ ଫର୍ମୁଲା ଓ୍ବାନ ମୋଟର ରେସ୍ ଗ୍ରାଁ ପ୍ରି ପାଇଁ ପୋଲ୍ ପୋଜିଶନ ହାସଲ କରିଛନ୍ତି। ଏଥି ସହ ସେ ଫର୍ମକୁ ଫେରିଛନ୍ତି। ସପ୍ତାହ ପୂର୍ବେ ସିଙ୍ଗାପୁରରେ ସେ…
ହରିୟାଣାର ବୃହତ୍ ବିଜୟ, ହାରିଲା ଓଡ଼ିଶା
ଭୁବନେଶ୍ୱର,୨୪ା୯(ସରୋଜ ଜେନା): ଭୁବନେଶ୍ୱରରେ ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଓ ଫୁଟବଲ ଆସୋସିଏଶନ୍ ଅଫ୍ ଓଡ଼ିଶା(ଫାଓ) ପକ୍ଷରୁ ଅନୁଷ୍ଠିତ ଜାତୀୟ ଜୁନିୟର ବାଳିକା ଫୁଟବଲ ଚାମ୍ପିୟନଶିପ ୨୦୨୩ରେ ଶନିବାର ବୃହତ ବିଜୟ ହାସଲ କରିଛି ହରିୟାଣା। ଅନ୍ୟ…
୨୦୧୧: ଆୟୋଜକ ଦେଶ ଭାବେ ଭାରତ ବିଜେତା
ଦିନିକିଆ କ୍ରିକେଟ ପୁରୁଷ ବିଶ୍ୱକପ୍ର ଦଶମ ସଂସ୍କରଣ ଭାରତରେ ଖେଳା ଯାଇଥିଲା। ବାଂଲାଦେଶ ଓ ଶ୍ରୀଲଙ୍କା ସହ ଭାରତ ଆୟୋଜକ ଦେଶ ରହିଥିବା ବେଳେ ଭାରତ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା। ଆରମ୍ଭରୁ ଭାରତ ଓ ପାକିସ୍ତାନରେ ଏହି ବିଶ୍ୱକପ୍ ଖେଳାଯିବାର…

