ଖେଳ

ସ୍ବିଟେକ୍‌ ବିଦା, କ୍ୱାର୍ଟରରେ ଜୋକୋଭିଚ୍‌

ନ୍ୟୁୟର୍କ,୫ା୯: ଟେନିସ୍‌ ଗ୍ରାଣ୍ଡସ୍ଲାମ ୟୁଏସ୍‌ ଓପନ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌। କ୍ୱାଲିଫାୟର ଖେଳି ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଥିବା ବୋର୍ନା ଗୋଜୋଙ୍କୁ ୬-୨, ୭-୫ ଓ ୬-୪ର ସିଧାସଳଖ ସେଟ୍‌ରେ ପରାସ୍ତ କରିଛନ୍ତି…

ଭୁବନେଶ୍ୱରରେ ପ୍ରଥମଥର ବି.ସି. ରୟ ଟ୍ରଫି

ଭୁବନେଶ୍ୱର, ୫।୯ (ତପନ ସ୍ବାଇଁ): ସର୍ବଭାରତୀୟ ଫୁଟ୍‌ବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌), ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ ମଙ୍ଗଳବାରଠାରୁ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ବି.ସି. ରୟ ଟ୍ରଫି ଜାତୀୟ ଜୁନିୟର…

କେରଳକୁ ହରାଇଲା ଓଡ଼ିଶା

ଭୁବନେଶ୍ୱର, ୫।୯ (ତପନ ସ୍ବାଇଁ): ପଶ୍ଚିମବଙ୍ଗର ମାଲଦାଠାରେ ଚାଲିଥିବା ଜାତୀୟ ସବ୍‌ଜୁନିୟର ବାଳକ ଫୁଟବଲ ଚାମ୍ପିୟନଶିପ୍‌ର ମଙ୍ଗଳବାର ଅନୁଷ୍ଠିତ ଏକ ଗ୍ରୁପ୍‌ ମ୍ୟାଚରେ ଓଡ଼ିଶା ୨-୦ ଗୋଲରେ କେରଳକୁ ପରାସ୍ତ କରିଛି। ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଓଡ଼ିଶା ପକ୍ଷରୁ ଅଧିନାୟକ ଅମନ…

କିଟ୍‌ରେ ଭାରତର ପ୍ରଥମ ଜାତୀୟ ଭଲିବଲ ଏକାଡେମୀ

ଭୁବନେଶ୍ୱର, ୫।୯ (ତପନ ସ୍ବାଇଁ): କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଭାରତର ପ୍ରଥମ ଜାତୀୟ ଭଲିବଲ ଏକାଡେମୀ ପ୍ରତିଷ୍ଠା ହୋଇଛି। ସୋମବାର ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମରେ ଏହା ଉଦ୍‌ଘାଟିତ ହୋଇଛି। ଏଥିରେ ଭାରତର ୩୦ଟି ରାଜ୍ୟ ଆସୋସିଏଶନର ସଭାପତି ଓ…

ମହିଳା ଫୁଟ୍‌ବଲରେ ଯୌନଶୋଷଣ

ଫୁଟ୍‌ବଲ ଏକ କଣ୍ଟାକ୍ଟ ସ୍ପୋଟର୍‌ସ ହୋଇଥିବାରୁ ସାଧାରଣ ଭାବରେ ମହିଳାମାନେ ଏଥିରେ ଅଂଶଗ୍ରହଣ କରିବାକୁ କୁଣ୍ଠା ପ୍ରକାଶ କରିଥାନ୍ତି। ତେବେ ଏହା ଏକମାତ୍ର କାରଣ ନୁହେଁ, ଅନ୍ୟ ଏକ କାରଣ ହେଉଛି ଯୌନ ଶୋଷଣ ତଥା ଓ ମାନସିକ ନିର୍ଯାତନା। ଆମେରିକାର…

ସୁପର୍‌-୪ରେ ଭାରତ

ପାଲେକେଲ୍‌,୫ା୯: ଚଳିତ ଏସିଆ କପ୍‌ କ୍ରିକେଟର ସୁପର-୪ରେ ପ୍ରବେଶ କରିଛି ଭାରତ। ସୋମବାର ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ ନେପାଳକୁ ୧୦ ଉଇକେଟରେ ପରାସ୍ତ କରିଛି। ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ସିରାଜଙ୍କ ଘାତକ ବୋଲିଂକୁ…

ଚାଇନାରେ ୧୭ ଦିନିଆ ଟ୍ରେନିଂ ନେବ ଭାରତୀୟ ବକ୍ସିଂ ଦଳ

ନୂଆଦିଲ୍ଲୀ,୪ା୯: ଏସିଆନ ଗେମ୍ସ ପାଇଁ ଭାରତୀୟ ବକ୍ସିଂ ଦଳ ଚାଇନା ସହର ଉଇସାନ୍‌ରେ ୧୭ ଦିନିଆ ଟ୍ରେନିଂ କ୍ୟାମ୍ପ କରିବ। ଏଥିରେ ଯୋଗଦେବା ପାଇଁ ୧୩ ବକ୍ସର ଏବଂ ୧୧ ସପୋର୍ଟ ଷ୍ଟାଫ୍‌ ରବିବାର ଚାଇନା ଗସ୍ତ କରିଛନ୍ତି। ବକ୍ସିଂ ଫେଡେରେଶନ…

ସୁଇଜରଲାଣ୍ଡରେ ନୀରଜ ସମ୍ବର୍ଦ୍ଧିତ

ଜୁରିଚ୍‌, ୪ା୯: ବିଶ୍ୱ ଚାମ୍ପିୟନ ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କୁ ସୁଇଜରଲାଣ୍ଡର ପର୍ଯ୍ୟଟନ ବିଭାଗ ସମ୍ବର୍ଦ୍ଧିତ କରିଛି। ଗତ ମାସରେ ବୁଦାପେଷ୍ଟଠାରେ ୮୮.୧୭ ମିଟର ଜାଭେଲିନ୍‌ ଥ୍ରୋ କରି ବିଶ୍ୱ ଟାଇଟଲ ହାସଲ କରିବା ପରେ ନିରଜ ଅଲିମ୍ପିକ ଏବଂ ବିଶ୍ୱ…

ଭାରତ ଆଗରେ ୨୩୧ ରନ୍‌ ଟାର୍ଗେଟ୍‌

ପାଲେକେଲ୍‌,୪ା୯: ପାଲେକେଲ୍‌ ଷ୍ଟାଡ଼ିୟମରେ ସୋମବାର ଖେଳାଯାଇଥିବା ଭାରତ-ନେପାଳ ମ୍ୟାଚରେ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଆମନ୍ତ୍ରଣ ପାଇଁ ନେପାଳ ବ୍ୟାଟିଂ କରି ନିଦ୍ଧାରିତ ୪୮.୨ ଓଭରରେ ସମସ୍ତ ଉଇକେଟ ହରାଇ ୨୩୦ ରନ୍‌ କରିଛି। ଫଳରେ…

ସୁବ୍ରମଣ୍ୟମ ସ୍ବାମୀ ମନ୍ଦିରରେ ପହଞ୍ଚିଲେ ରାହୁଲ-ଆଥିୟା

ବେଙ୍ଗାଲୁରୁ,୪।୯: ଟିମ ଇଣ୍ଡିଆର କ୍ରିକେଟର କେ.ଏଲ ରାହୁଲ ଏବଂ ସ୍ତ୍ରୀ ଆଥିୟା ଶେଟ୍ଟୀ ବେଙ୍ଗାଲୁରୁର ପ୍ରସିଦ୍ଧ ଘାଟି ସୁବ୍ରମଣ୍ୟମ ସ୍ବାମୀ ମନ୍ଦିରରେ ପହଞ୍ଚିଛନ୍ତି। ଦୁହିଁଙ୍କ ମନ୍ଦିର ପରିଦର୍ଶନ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପବିତ୍ର ଶ୍ରାବଣ ମାସ ଶେଷ ହେବାପରେ…

ଅଟ୍ଟାରୀ ୱାଘା ସୀମାରେ ପହଞ୍ଚିଲେ ରୋଜର ବିନ୍ନି, ରାଜୀବ ଶୁକ୍ଲା, ଲାହୋରରେ ଦେଖିବେ ଆଫଗାନିସ୍ତାନ-ଶ୍ରୀଲଙ୍କା ମ୍ୟାଚ

ନୂଆଦିଲ୍ଲୀ,୪।୯: ବିସିସିଆଇର ଅଧ୍ୟକ୍ଷ ରୋଜର ବିନ୍ନି ଏବଂ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଆଜିଠୁ ଦୁଇ ଦିବସୀୟ ପାକିସ୍ତାନ ଗସ୍ତରେ ଯାଇଛନ୍ତି। ଉଭୟ ଅମୃତସରରେ ପହଞ୍ଚିବା ପରେ ଅଟ୍ଟାରୀ ୱାଘା ସୀମା ଦେଇ ପାକିସ୍ତାନ ଯାଇଛନ୍ତି। ୫ ସେପ୍ଟେମ୍ବରରେ ଲାହୋରର ଗଦ୍ଧାଫି ଷ୍ଟାଡିୟମରେ…

ମଙ୍ଗଳବାର ହେବ ବିଶ୍ୱକପ୍‌ ପାଇଁ ଟିମ ଇଣ୍ଡିଆ ଘୋଷଣା

ନୂଆଦିଲ୍ଲୀ,୪।୯: କ୍ରିକେଟ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ ୫ ଅକ୍ଟୋବରରୁ ଅନୁଷ୍ଠିତ ହେବ। ଏହି ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ୧୯ ନଭେମ୍ବରରେ ଖେଳାଯିବ। ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରୁ ଅଭିଯାନ ଆରମ୍ଭ କରିବ। ଅକ୍ଟୋବର ୮ରେ ଚେନ୍ନାଇରେ ଭାରତ ଏବଂ ଅଷ୍ଟ୍ରେଲିଆ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri