ଶୁଭମନ ଗିଲ ଶତକ ନ କରିବାରୁ ସାରା ତେନ୍ଦୁଲକରଙ୍କୁ ଲାଗିଲା ଝଟକା, ଭାଇରାଲ ହେଉଛି ରିଆକ୍ସନ
ନୂଆଦିଲ୍ଲୀ,୨।୧୧: ଓଡିଆଇ ବିଶ୍ୱକପ ୨୦୨୩ରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଶୁଭମନ ଗିଲ ଶତକରୁ ବଞ୍ଚିତ ହୋଇଥିଲେ। ଗିଲଙ୍କ ଇନିଂସ ୯୨ରନରେ ଶେଷ ହୋଇଥିଲା। ପ୍ରଥମ ଥର ପାଇଁ ଏହା ଘଟିଥିଲା ଯେତେବେଳେ ଗିଲ ୯୦ ରୁ ଅଧିକ ସ୍କୋର କରିବା…
ନର୍ଭସ ନାଇଣ୍ଟିଜ୍ର ଶିକାର ହେଲେ ଗିଲ୍
ମୁମ୍ବାଇ,୨।୧୧: ଦିନିକିଆ ବିଶ୍ୱକପ ୨୦୨୩ର ଶ୍ରୀଲଙ୍କା ବିପକ୍ଷ ଏକ ମ୍ୟାଚ୍ରେ ଭାରତୀୟ ଓପନର୍ ଶୁଭମନ ଗିଲ ମାତ୍ର ୮ ରନ ପାଇଁ ଶତକରୁ ବଞ୍ଚିତ ହୋଇଛନ୍ତି। ସେ ୯୨ ରନ୍ରେ ଆଉଟ ହୋଇଥିବା ଗିଲ ପ୍ରଥମ ଥର ପାଇଁ ନର୍ଭସ ନାଇଣ୍ଟିଜ୍ର…
ପୁଣି ହୃଦୟ ଭାଙ୍ଗିଲେ ବିରାଟ କୋହଲି:ଷ୍ଟାଡିୟମରେ ଖେଳିଗଲା ନିରାଶାର ମାହୋଲ
ମୁମ୍ବାଇ,୨।୧୧: ପୁଣି ଦର୍ଶକଙ୍କ ହୃଦୟ ଭାଙ୍ଗିଛନ୍ତି ଭାରତୀୟ କ୍ରିକେଟର୍ ବିରାଟ କୋହଲି। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ ଶତକ ହାସଲ କରିବାରୁ ବଞ୍ଚିତ ହୋଇଛନ୍ତି। ଫଳରେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଶତକ ରେକର୍ଡ ଭାଙ୍ଗିବା ଆଜି ବି ସମ୍ଭବ ହୋଇପାରିନାହିଁ। କୋଟି କୋଟି…
ରୋହିତ ଶର୍ମା ଜଣେ ମହାନ ଅଧିନାୟକ, ବିଶ୍ୱକପରେ ଟିମ ଇଣ୍ଡିଆକୁ ଅଟକାଇବା ଅସମ୍ଭବ
ନୂଆଦିଲ୍ଲୀ,୨।୧୧: ବିଶ୍ୱକପରେ ଟିମ ଇଣ୍ଡିଆର ବିଜୟ ଧାରା ଜାରି ରହିଛି। ୬ ଟି ମ୍ୟାଚରେ ୧୨ ପଏଣ୍ଟ ସହ ଭାରତୀୟ ଦଳ ଶୀର୍ଷରେ ରହିଛି। ଏଥି ସହ ବର୍ତ୍ତମାନ ପାକିସ୍ତାନର ପୂର୍ବତନ କିମ୍ବଦନ୍ତୀ ୱାସିମ ଅକରମ ଭାରତୀୟ କ୍ରିକେଟ ଦଳ ତଥା…
ନୂଆ ଇତିହାସ ଲେଖିଲେ ବିରାଟ କୋହଲି
ମୁମ୍ବାଇ,୨।୧୧: ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଉଥିବା ଦିନିକିଆ ବିଶ୍ୱକପ ୨୦୨୩ର ଏକ ମ୍ୟାଚରେ ବିରାଟ କୋହଲି ତାଙ୍କ ବ୍ୟାଟ ସହିତ ଏକ ନୂଆ ଇତିହାସ ଲେଖିଛନ୍ତି। ସେ ୱାଙ୍ଖେଡେ ଷ୍ଟାଡିୟମରେ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ସ୍ବତନ୍ତ୍ର…
ରୋହିତଙ୍କ ଲାଗି ନିରବି ଗଲେ ଦର୍ଶକ, ସ୍ତବ୍ଧ ହୋଇଗଲେ ସ୍ତ୍ରୀ ରିତିକା
ମୁମ୍ବାଇ, ୨।୧୧: ବିଶ୍ୱକପ୍ ୨୦୨୩ରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷରେ ଗୁରୁବାର ମଇଦାନକୁ ଓହ୍ଲାଇଛି। ସେମିଫାଇନାଲ ଟିକେଟ ଲାଗି ମ୍ୟାଚ୍ର ଗୁରୁତ୍ୱ ଅଧିକ ରହିଥିବା ବେଳେ ନିରାଶ କରିଛନ୍ତି ଅଧିନାୟକ ରୋହିତ ଶର୍ମା। କାରଣ ଫର୍ମରେ ଥିବା ରୋହିତ ଦୁଇଟି ବଲ୍…
ଟସ ଜିତିଲା ଶ୍ରୀଲଙ୍କା, ବୋଲିଂ ନିଷ୍ପତ୍ତି…
ମୁମ୍ବାଇ,୨।୧୦: ମହାରାଷ୍ଟ୍ରର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ବିଶ୍ୱକପ ୨୦୨୩ର ୩୩ତମ ମ୍ୟାଚ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି। ଶ୍ରୀଲଙ୍କା ଅଧିନାୟକ କୁଶଳ ମେଣ୍ଡିସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ…
ଭାରତର ବିଜୟ ପାଇଁ ପ୍ରାର୍ଥନା କରିବ ପାକିସ୍ତାନ: ଜାଣନ୍ତୁ କାହିଁକି
ମୁମ୍ବାଇ,୨।୧୧: ଭାରତୀୟ ଦଳ ବିଶ୍ୱକପ ୨୦୨୩ର ସେମିଫାଇନାଲର ଅତି ନିକଟତର ହୋଇଛି। ଶ୍ରୀଲଙ୍କାକୁ ପରାସ୍ତ କରିବା ମାତ୍ରେ ସେମିଫାଇନାଲରେ ପ୍ରବେଶ କରିବ। ଟିମ ଇଣ୍ଡିଆର ବିଜୟରୁ ପାକିସ୍ତାନ ମଧ୍ୟ ଆଶା କରିବ। ଯଦି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଭାରତ ଶ୍ରୀଲଙ୍କାକୁ ପରାସ୍ତ…
ଅଷ୍ଟ୍ରେଲିଆକୁ ଆଉ ଏକ ଝଟ୍କା: ବିଶ୍ୱକପ୍ ଅଧାରୁ ଘରକୁ ଫେରିଲେ ଏହି କ୍ରିକେଟର୍
ନୂଆଦିଲ୍ଲୀ,୨।୧୧: ଦିନିକିଆ ବିଶ୍ୱକପ୍ ଚାଲିଥିବାବେଳେ ଅଷ୍ଟ୍ରେଲିଆକୁ ଆଉ ଏକ ଝଟ୍କା ଲାଗିଛି। ବିଶ୍ୱକପ୍ ଅଧାରୁ ଘରକୁ ଫେରିଛନ୍ତି ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳି ମିଚେଲ ମାର୍ଶ। ବ୍ୟକ୍ତିଗତ କାରଣରୁ ସେ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି। ଏହାପୂର୍ବରୁ ଗ୍ଲେନ ମ୍ୟାକ୍ସୱେଲ ଆହତ ହୋଇଥିଲେ।…
ଓ୍ବାଙ୍ଖଡେରେ ତେନ୍ଦୁଲକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ
ମୁମ୍ବାଇ,୨ା୧୧(ପି.ଟି.): ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକରଙ୍କ ଏକ ପ୍ରତିମୂର୍ତ୍ତି ବୁଧବାର ଓ୍ବାଙ୍ଖଡେ ଷ୍ଟାଡିୟମରେ ଉନ୍ମୋଚିତ ହୋଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ପତ୍ନୀ ଅଞ୍ଜଳି ଓ ଝିଅ ସାରାଙ୍କ…
ଶ୍ରୀଲଙ୍କା ଚ୍ୟାଲେଞ୍ଜ ପାଇଁ ଭାରତ ପ୍ରସ୍ତୁତ
ମୁମ୍ବାଇ, ୨।୧୧:ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପ୍ରେ ଭାରତ ଗୁରୁବାର ଏହାର ୭ମ ମ୍ୟାଚ ଖେଳିବ। ଏଥର ପ୍ରତିଦ୍ୱନ୍ଦ୍ୱୀ ହେଉଛି ଶ୍ରୀଲଙ୍କା। ପୂର୍ବ ମ୍ୟାଚଗୁଡ଼ିକରେ ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ପାକିସ୍ତାନ, ବାଂଲାଦେଶ, ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡକୁ ହରାଇ ଟୁର୍ନାମେଣ୍ଟରେ ଏକମାତ୍ର ଦଳ ଭାବେ ଅପରାଜେୟ…
ଫିଲ୍ଡିଂ ମେଡାଲ ଓ ବିଟିଏସ୍
ଗୌତମ ଗମ୍ଭୀର ବର୍ତ୍ତମାନ ଇଣ୍ଟରନେଟ୍ରେ ଭାରତୀୟ କ୍ରିକେଟ ଦଳର ବିହାଇଣ୍ଡ ଦ ସିନ୍(ବିଟିଏସ୍) ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ବ୍ୟକ୍ତିଗତ ଭାବରେ ଏହ ମୋର ମଧ୍ୟ ପସନ୍ଦ। ପୁରୁଷମାନଙ୍କ ଏହି କ୍ରୀଡାରେ ଖେଳାଳି ଯୁବସୁଲଭ ବ୍ୟକ୍ତିତ୍ୱ ଦେଖିବାକୁ ମଧ୍ୟ ମିଳୁଛି।…

