ଆଫଗାନିସ୍ତାନ ପାଇଁ ବିଜୟ ଲକ୍ଷ୍ୟ ୨୯୨ ରନ…
ଲାହୋର,୫।୯ : କରିଥିଲା। ଏସିଆ କପର ଶେଷ ଗ୍ରୁପ ମ୍ୟାଚ ତଥା ଷଷ୍ଠ ତମ ଏକଦିବସୀୟ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ମଧ୍ୟରେ ପାକିସ୍ତାନର ଲାହୋର ସ୍ଥିତ ଗଦାଫି ଷ୍ଟାଡିୟମରେ ଖେଳାଯାଉଛି। ଶ୍ରୀଲଙ୍କାର ଅଧିନାୟକ ଦାସୁନ ଶାନାକା ଟସ ଜିତି ପ୍ରଥମେ ବ୍ୟାଟିଂ…
ଏସିଆ କପର ଷଷ୍ଠତମ ମ୍ୟାଚ: ଟସ ଜିତିବା ପରେ ଶ୍ରୀଲଙ୍କା ବ୍ୟାଟିଂ ଆରମ୍ଭ, ଆଫଗାନିସ୍ତାନର ବୋଲିଂ…
ଲାହୋର,୫।୯ : ଏସିଆ କପର ଶେଷ ଗ୍ରୁପ ମ୍ୟାଚ ତଥା ଷଷ୍ଠ ତମ ଏକଦିବସୀୟ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ମଧ୍ୟରେ ପାକିସ୍ତାନର ଲାହୋର ସ୍ଥିତ ଗଦାଫି ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ ମାଧ୍ୟମରେ ହିଁ ଉଭୟ ଦଳ ଗ୍ରୁପ ବିରୁ ସୁପର…
ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା
ନୂଆଦିଲ୍ଲୀ,୫।୯: ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ବିଶ୍ୱକପ ୨୦୨୩ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ରୋହିତ ଶର୍ମାଙ୍କ ଅଧିନାୟିତ୍ୱରେ ଦଳରେ ଅଭିଜ୍ଞ ଖେଳାଳିଙ୍କୁ ପ୍ରାଥମିକତା ଦିଆଯାଇଛି। ବିରାଟ କୋହଲି, ଇଶାନ କିଶନ ଏବଂ ଶ୍ରେୟାସ…
ନେପାଳୀ ଗୀତରେ ନାଚିଲେ ବିରାଟ କୋହଲି
ନୂଆଦିଲ୍ଲୀ,୫।୯: ଭାରତୀୟ ଦଳ ଏସିଆ କପ ୨୦୨୩ରେ ନେପାଳ ବିପକ୍ଷରେ ବିଜୟ ହାସଲ କରି ସୁପର-୪ ପାଇଁ ଯୋଗ୍ୟତା ଅର୍ଜନ କରିଛ। ନେପାଳ ବିପକ୍ଷ ବ୍ୟାଟିଂ ବିଭାଗରେ ଟିମ ଇଣ୍ଡିଆ ବହୁତ ଭଲ ଟ୍ରାକ୍ରେ ନଜର ଆସିଥିଲା। କିନ୍ତୁ ସେହି ସମୟରେ…
କଲମ୍ବୋ ନୁହେଁ, ଏହି ସ୍ଥାନରେ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ
ନୂଆଦିଲ୍ଲୀ,୫।୯: ଏସିଆ କପ ୨୦୨୩ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ୧୦ ସେପ୍ଟେମ୍ବରରେ ଖେଳାଯିବ। ଏହି ମ୍ୟାଚ ରବିବାର କଲମ୍ବୋରେ ଅନୁଷ୍ଠିତ ହେବ। କିନ୍ତୁ ବର୍ତ୍ତମାନ ଏହାର ସ୍ଥାନ ପରିବର୍ତ୍ତନ କରାଯାଇପାରେ। ବର୍ଷା ହେତୁ ମ୍ୟାଚ ହେମ୍ବନଟୋଟାକୁ ସ୍ଥାନାନ୍ତର ହୋଇପାରେ…
କୋହଲିଙ୍କ ପ୍ରଶଂସା କରି ଭାରତୀୟଙ୍କ ହୃଦୟ ଜିତିଲେ ପାକିସ୍ତାନର ଏହି ଯୁବତୀ, ଭାଇରାଲ ହେଉଛି…
ପାଲେକେଲ,୫।୯: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ପ୍ରଶଂସକ କେବଳ ଦେଶରେ ନୁହେଁ ବରଂ ସାରା ବିଶ୍ୱରେ ରହିଛନ୍ତି। ଚିର ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା ପାକିସ୍ତାନରେ ମଧ୍ୟ ତାଙ୍କୁ ନେଇ ଭିନ୍ନ କ୍ରେଜ୍ ରହିଛି। ଏହାର ସଦ୍ୟତମ ଉଦାହରଣ ସେପ୍ଟେମ୍ବର ୨ରେ ଖେଳାଯାଇଥିବା ଭାରତ…
ପିସିବିର କାର୍ଯ୍ୟକ୍ରମରେ ସାମିଲ ହେଲେ ବିସିସିଆଇ ଅଧ୍ୟକ୍ଷ, ବାବର ଆଜମଙ୍କ ସମେତ ଏହି ଖେଳାଳିଙ୍କୁ ଭେଟିଲେ
ଇସଲାମାବାଦ,୫।୯: ଲାହୋରରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ବିସିସିଆଇର ଅଧ୍ୟକ୍ଷ ରୋଜର ବିନ୍ନି ଏବଂ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ସାମିଲ ହୋଇଛନ୍ତି। ଏହି ସମୟରେ ଉଭୟ ପାକିସ୍ତାନ, ଶ୍ରୀଲଙ୍କା, ଆଫଗାନିସ୍ତାନ ଏବଂ ବାଂଲାଦେଶର ଖେଳାଳିଙ୍କୁ ଭେଟିଛନ୍ତି। ବିସିସିଆଇର…
ବଡ଼ ଉପଲବ୍ଧି ହାସଲ କଲେ ହିଟ୍ମ୍ୟାନ୍
ପାଲେକେଲ୍,୫।୯:ଏସିଆ କପ ୨୦୨୩ର ପଞ୍ଚମ ମ୍ୟାଚରେ ଭାରତ ନେପାଳକୁ ୧୦ ଉଇକେଟରେ ପରାସ୍ତ କରିଛି। ଏହି ବିଜୟରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏକ ଆକର୍ଷଣୀୟ ରେକର୍ଡ ତାଙ୍କ ନାମରେ ଯୋଡା ଯାଇଥିଲା। ଏସିଆ…
ପୁଣି ଭାରତ-ପାକିସ୍ତାନ ମୁକାବିଲା
ନୂଆଦିଲ୍ଲୀ,୫।୯: ଏସିଆ କପ ୨୦୨୩ର ଦ୍ୱିତୀୟ ମ୍ୟାଚରେ ଭାରତ ନେପାଳକୁ ୧୦ ଉଇକେଟ୍ରେ ପରାସ୍ତ କରିଛି। ବର୍ଷା ବାଧାପ୍ରାପ୍ତ ମ୍ୟାଚ ଶ୍ରୀଲଙ୍କାର ପାଲେକେଲ ଷ୍ଟାଡିୟମରେ ଖେଳାଯାଇଥିଲା। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।…
ମଦର୍ସ ପବ୍ଲିକ ସ୍କୁଲର ଦ୍ୱିତୀୟ ବିଜୟ
ଭୁବନେଶ୍ୱର, ୫ା୯ (ବିଜୟ ରଣା): ଭୁବନେଶ୍ୱର ଆଥ୍ଲେଟିକ୍ ଆସୋସିଏଶନ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍-୧ସ୍ଥିତ ଫୁଟ୍ବଲ ଏକାଡେମୀ ପଡ଼ିଆରେ ଚାଲିଥିବା ‘ଗତିକୃଷ୍ଣ ମେମୋରିଆଲ ‘ବି’ ଡିଭିଜନ ଫୁଟ୍ବଲ ଲିଗ୍’ରେ ସୋମବାର ମଦର୍ସ ଫୁଟ୍ବଲ କ୍ଲବ ୬-୦ ଗୋଲ୍ରେ ନୂଆପଲ୍ଲୀର କଳିଙ୍ଗ ସ୍ପୋର୍ଟିଂକୁ ହରାଇ…
ସାଇ ଇଣ୍ଟରନ୍ୟାଶନାଲ ବିଜୟୀ
ଭୁବନେଶ୍ୱର, ୫।୯ (ତପନ ସ୍ବାଇଁ): ୟୁନିଟ-୬ ଆଥଲେଟିକ୍ ଆସୋସିଏଶନ ଆନୁକୂଲ୍ୟରେ ଚାଲିଥିବା ଜୟନ୍ତ ମହାପାତ୍ର ସ୍ମାରକୀ ଆନ୍ତଃସ୍କୁଲ ଫୁଟବଲ ଟୁର୍ନାମେଣ୍ଟରେ ସୋମବାର ୨ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ଏଥିରେ ସାଇ ଇଣ୍ଟରନ୍ୟାଶନାଲ ଓ ସାଇ ରେସିଡେନ୍ସିଆଲ ସ୍କୁଲ ବିଜୟ ହାସଲ କରିଛି।…
ରାଜ୍ୟ ହକି ଚାମ୍ପିୟନଶିପ୍ ଆରମ୍ଭ
ଭୁବନେଶ୍ୱର, ୫।୯ (ତପନ ସ୍ବାଇଁ): ହକି ଆସୋସିଏଶନ ଅଫ୍ ଓଡ଼ିଶା ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ରାଜ୍ୟ ସିନିୟର ହକି ଚାମ୍ପିୟନଶିପ୍ ସୋମବାର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି। ରାଜ୍ୟ କ୍ରୀଡ଼ା ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର…
Archives


