ଖେଳ

ଆଇସିସିର ନିମନ୍ତ୍ରଣ ପରେ ବି ଓ୍ବାର୍ଲଡ କପ ଦେଖିପାରିବେନି କି ଇମ୍ରାନ

ଇସଲାମାବାଦ,୧୦।୧୧: ଭାରତ ଦ୍ୱାରା ଆୟୋଜିତ ଏକ ଦିବସୀୟ ବିଶ୍ୱକପ ୨୦୨୩ଏହାର ଶେଷ ଆଡକୁ ଗତି କରୁଛି। ଏହି ଟୁର୍ନାମେଣ୍ଟରେ ୩ ଟି ସେମିଫାଇନାଲିଷ୍ଟ ଅଛନ୍ତି ଏବଂ ଚତୁର୍ଥଟି ମଧ୍ୟ ପ୍ରାୟ ଚୂଡାନ୍ତ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ସେମିଫାଇନାଲ ୧୫ ନଭେମ୍ବରରେ ଏବଂ…

‘ନିଜକୁ ରୋନାଲ୍ଡୋ ଭାବୁଛନ୍ତି, କିନ୍ତୁ…’, ଧୋନିଙ୍କ ପରେ ଏବେ କୋହଲିଙ୍କୁ ନେଇ ଏହି ଖୁଲାସା କଲେ ଯୁବରାଜ ସିଂ

ନୂଆଦିଲ୍ଲୀ,୧୦।୧୧: ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ ତାଙ୍କ ବିବୃତ୍ତି ପାଇଁ ଚର୍ଚ୍ଚାରେ ଅଛନ୍ତି। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ସହ ତାଙ୍କର ବନ୍ଧୁତା ସମ୍ପର୍କରେ ଦିଆଯାଇଥିବା ବିବୃତ୍ତି ପରେ ସେ ବିରାଟ କୋହଲିଙ୍କ ବିଷୟରେ ଏକ ବଡ଼ ଖୁଲାସା…

ଟସ୍‌ ଜିତିଲା ଆଫଗାନିସ୍ତାନ, ବ୍ୟାଟିଂ ନିଷ୍ପତ୍ତି …

ଅହମ୍ମଦାବାଦ,୧୦।୧୧: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ୱକପ ୨୦୨୩ର ୪୨ ତମ ମ୍ୟାଚ ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଛି। ମ୍ୟାଚରେ ପ୍ରଥମେ ଟସ୍‌ ଜିତି ଆଫଗାନିସ୍ତାନ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଦକ୍ଷିଣ ଆଫ୍ରିକା ବୋଲିଂ କରିବାକୁ…

ସେମିଫାଇନାଲରୁ ପାକ ଟିମ ବାହାରିବା ପରେ ଖୁବ ହେଉଛି ମିମ, ସେହଓ୍ବାଗ ଲେଖିଲେ, ‘ପାକିସ୍ତାନ ଜିନ୍ଦା ଭାଗ’

ଚେନ୍ନାଇ,୧୦।୧୧: ବିଶ୍ୱକପ ୨୦୨୩ରେ ପାକିସ୍ତାନର ଯାତ୍ରା ପ୍ରାୟ ଶେଷ ହୋଇଛି। ସେମିଫାଇନାଲରେ ପ୍ରବେଶ କରିବା ତାଙ୍କ ପକ୍ଷେ ଅସମ୍ଭବ। ଯଦି ଏହା ଶେଷ ଚାରିଟିରେ ପହଞ୍ଚିବାକୁ ଚାହୁଁଛି, ତେବେ ଶେଷ ମ୍ୟାଚରେ ଇଂଲଣ୍ଡକୁ ଅତି କମରେ ୨୮୭ରନରେ ପରାସ୍ତ କରିବାକୁ ପଡିବ…

ବିଶ୍ୱକପ ସେମିଫାଇନାଲରେ ଟିମ ଇଣ୍ଡିଆ କେବେ, କେଉଁଠାରେ, କାହା ସହିତ ମୁକାବିଲା କରିବ ଜାଣନ୍ତୁ ସବୁକିଛି…

ନୂଆଦିଲ୍ଲୀ,୧୦।୧୧: ବିଶ୍ୱକପ ୨୦୨୩ରେ ଟିମ ଇଣ୍ଡିଆ ବହୁତ ପୂର୍ବରୁ ହିଁ ଶେଷ ୪ର ଟିକେଟ ନିଶ୍ଚିତ କରିସାରିଥିଲା, କିନ୍ତୁ ବର୍ତ୍ତମାନ ସେମିଫାଇନାଲରେ ଯେଉଁ ଦଳକୁ ସାମ୍ନା କରିବାକୁ ପଡିବ ତାହା ମଧ୍ୟ ସ୍ଥିର ହୋଇସାରିଛି। ସେହି ଦଳ ହେଉଛି ନ୍ୟୁଜିଲ୍ୟାଣ୍ଡ। ଗୁରୁବାର…

ଆମେ ଭାଗ୍ୟବାନ୍‌: ସେମିଫାଇନାଲ୍‌ ପୂର୍ବରୁ କାହିଁକି ଏମିତି କହିଲେ ନ୍ୟୁଜିଲାଣ୍ଡ ଅଧିନାୟକ

ଚେନ୍ନାଇ,୧୦।୧୧: ନ୍ୟୁଜିଲାଣ୍ଡ ଶ୍ରୀଲଙ୍କାକୁ ପରାସ୍ତ କରି ଦିନିକିଆ ବିଶ୍ୱକପ ୨୦୨୩ର ସେମିଫାଇନାଲ ପାଇଁ ପ୍ରାୟ ଯୋଗ୍ୟତା ଅର୍ଜନ କରିଛି। ବର୍ତ୍ତମାନ ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ କେବଳ ଏକ ଔପଚାରିକତା ବାକି ଅଛି। କାରଣ ନେଟ ରନ…

ସେମିଫାଇନାଲ୍‌ ଖେଳିବାକୁ ହେଲେ ପାକିସ୍ତାନକୁ କରିବାକୁ ପଡ଼ିବ ଏମିତି ଚମତ୍କାର

ନୂଆଦିଲ୍ଲୀ,୧୦।୧୧: ବିଶ୍ୱକପ୍‌ର ୪୧ତମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଶ୍ରୀଲଙ୍କାକୁ ୫ ଉଇକେଟ୍‌ରେ ପରାସ୍ତ କରିଛି। ଏହି ବିଜୟ ସହିତ ସେ ସେମିଫାଇନାଲରେ ଥିବା ଆଶାକୁ ଉଜ୍ଜୀବିତ ରଖିଛନ୍ତି। ତେବେ ନ୍ୟୁଜିଲାଣ୍ଡର ବିଜୟ ପରେ ପାକିସ୍ତାନ ଅଡୁଆ ବଢିଛି। ଏବେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ…

ବାଂଲାଦେଶ କ୍ରିକେଟ୍‌ରେ ହଲଚଲ୍‌: ଟିମ୍‌ଠାରୁ ଅଲଗା ହେବେ ଏହି ବ୍ୟକ୍ତି

ହାଇଦ୍ରାବାଦ୍‌,୧୦।୧୧: ବିଶ୍ୱକପରେ ଖରାପ ପ୍ରଦର୍ଶନ ମଧ୍ୟରେ ବାଂଲାଦେଶ କ୍ରିକେଟ ଦଳରେ ହଲଚଲ ସୃଷ୍ଟି ହୋଇଛି। ବାଂଲାଦେଶର ଦ୍ରୁତ ବୋଲିଂ ଆକ୍ରମଣକୁ ଏକ ନୂଆ ନିର୍ଦ୍ଦେଶ ଦେଇଥିବା ବୋଲିଂ କୋଚ ଆଲାନ ଡୋନାଲ୍ଡ ଦଳ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ଡୋନାଲ୍ଡ ୧୧ ନଭେମ୍ବର…

ଅନ୍ତର୍ଜାତୀୟ କ୍ରିକେଟରୁ ସଫଳ ଅଧିନାୟିକାଙ୍କ ଅବସର

ମେଲବୋର୍ନ,୯ା୧୧: ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ସଫଳ ଅଧିନାୟିକା ମେଗ୍‌ ଲାନିଂ ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ତାଙ୍କ ଦୀର୍ଘ ୧୩ ବର୍ଷର କ୍ୟାରିୟରରେ ୭ ବିଶ୍ୱ ଟାଇଟଲ ହାସଲ କରିଛନ୍ତି। ତନ୍ମଧ୍ୟରେ ସେ ୫ଟି ଅଧିନାୟିକା…

ବିଶ୍ୱକପରେ ଖରାପ ପ୍ରଦର୍ଶନ ପରେ ପାକିସ୍ତାନରେ ଉତ୍ତେଜନା, ମୁଖ୍ୟ ଚୟନକର୍ତ୍ତା ଇଞ୍ଜମାମଙ୍କ ଇସ୍ତଫା ସ୍ବୀକାର କଲା ପିସିବି

ଇସଲାମବାଦ,୯।୧୧: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏବଂ ମୁଖ୍ୟ ଚୟନକର୍ତ୍ତା ଇଞ୍ଜମାମଙ୍କ ମଧ୍ୟରେ ମତଭେଦ ବୃଦ୍ଧି ପାଇଛି। ଏହି ସମୟରେ ଦେଶର କ୍ରିକେଟ ବୋର୍ଡ ପୂର୍ବତନ ଅଧିନାୟକଙ୍କ ଇସ୍ତଫା ସ୍ବୀକାର କରିଛି। ବିଶ୍ୱକପରେ ପାକିସ୍ତାନ ଦଳ ଭଲ ପ୍ରଦର୍ଶନ କରିପାରିନାହିଁ। ସେ…

ପ୍ରକୃତିବି ପାକିସ୍ତାନକୁ କଲାନି ସମର୍ଥନ

ଚେନ୍ନାଇ,୯।୧୧: ବିଶ୍ୱକପ ୨୦୨୩ର ୪୧ତମ ମ୍ୟାଚରେ ଶ୍ରୀଲଙ୍କାକୁ ୫ ୱିକେଟରେ ପରାସ୍ତ କରି ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନରେ ଥିବା ପାକିସ୍ତାନ ପାଇଁ ନ୍ୟୁଜିଲ୍ୟାଣ୍ଡ ଏକ ବଡ ସମସ୍ୟା ସୃଷ୍ଟି କରିଛି। ନ୍ୟୁଜିଲ୍ୟାଣ୍ଡର ବିଜୟ ସହିତ ସେମିଫାଇନାଲକୁ ଯିବାର ପାକିସ୍ତାନର ଆଶା…

ଓ୍ବାର୍ଲଡ କପ ମଧ୍ୟରେ ଚମକିଲା ଦିନେଶ କାର୍ତ୍ତିକଙ୍କ ଭାଗ୍ୟ

ନୂଆଦିଲୀ,୯।୧୧: ବିଶ୍ୱକପ ୨୦୨୩ ମଧ୍ୟରେ ଦୀନେଶ କାର୍ତ୍ତିକଙ୍କ ଭାଗ୍ୟ ଚମକିଛି। ଟୁର୍ନାମେଣ୍ଟ ସମୟରେ ତାଙ୍କୁ ଟିମର କ୍ୟାପଟେନଶିପ ନେବା ପାଇଁ ବଡ଼ ଦାୟିତ୍ୱ ଦିଆଯାଇଛି। ୨୦୨୩ରେ ହେବାକୁ ଥିବା ବିଜୟ ହଜାରେ ଟ୍ରଫି ପାଇଁ ଭାରତୀୟ ୱିକେଟ କିପର ବ୍ୟାଟ୍ସମ୍ୟାନଙ୍କୁ ତାମିଲନାଡୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?