ଖେଳ

ସେମିଫାଇନାଲ ଆଶା ଉଜ୍ଜୀବିତ ରଖିଲା ନ୍ୟୁଜିଲ୍ୟାଣ୍ଡ, ୫ ଉଇକେଟ୍‌ରେ ଶ୍ରୀଲଙ୍କାକୁ କଲା ପରାସ୍ତ

ଚେନ୍ନାଇ,୯।୧୧: ବିଶ୍ୱକପର ୪୧ ତମ ମ୍ୟାଚ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଗୁରୁବାର ନ୍ୟୁଜିଲ୍ୟାଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ ଖେଳାଯାଇଛି। ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଶ୍ରୀଲଙ୍କାକୁ ୫ ଉଇକେଟ୍‌ରେ ହରାଇ ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ୨୩.୨ ଓଭରରେ ୫ ଉଇକେଟ୍‌ ହରାଇ…

ବିଶ୍ୱକପ ଇତିହାସରେ ୪୮ ବର୍ଷରେ ଯାହା ହୋଇ ନ ଥିଲା, ତାହାକୁ କରି ଦେଖାଇଲେ ଏହି ଖେଳାଳି

ନୂଆଦିଲ୍ଲୀ,୯।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ଶ୍ରୀଲଙ୍କା ଖେଳାଳି ମହିଶ ତିକ୍ଷଣା ୯୧ ବଲରେ ୩୮ ରନ ସ୍କୋର କରିବା ପରେ ଅପରାଜିତ ଫେରିଛନ୍ତି। ଏଥିସହ ମହିଶ ତିକ୍ଷଣା ତାଙ୍କ ନାମରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ବାସ୍ତବରେ, ବିଶ୍ୱକପର ୪୮…

ଏବେ ବି ସେମି ଆଶା ଲକ୍ଷ୍ୟରେ ଆଫଗାନିସ୍ତାନ: ଘଟାଇପାରେ ବଡ଼ ବିପର୍ଯ୍ୟୟ

ଅହମଦାବାଦ,୯ା୧୧: ଆଫଗାନିସ୍ତାନ ଏବଂ ସେମି ଫାଇନାଲରେ ପହଞ୍ଚି ସାରିଥିବା ଦକ୍ଷିଣ ଆଫ୍ରିକା ମଧ୍ୟରେ ଶୁକ୍ରବାର ବିଶ୍ୱକପର ୪୨ ତମ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌କୁ ଜିତିବା ସହିତ ସେମି ଫାଇନାଲ ଦୌଡରେ ନିଜକୁ ବଜାୟ ରହିବା ପାଇଁ ଆଫଗାନିସ୍ତାନ ପ୍ରୟାସ କରିବ।…

ଓ୍ବାର୍ଲଡ କପ ସେମିଫାଇନାଲ, ଫାଇନାଲ ଟିକେଟ ମିଳିବାର ଶେଷ ଚାନ୍ସ,, ରାତି ୮ଟାରେ ଖୋଲିପାରେ ଭାଗ୍ୟ

ନୂଆଦିଲ୍ଲୀ,୯।୧୧: ବିଶ୍ୱକପ ୨୦୨୩ର ସେମିଫାଇନାଲ ଏବଂ ଫାଇନାଲ ପାଇଁ ଗୁରୁବାର ବିସିସିଆଇ ପକ୍ଷରୁ ଟିକେଟ ଦିଆଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ୩ଟି ଦଳ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ଏବଂ ନ୍ୟୁଜିଲାଣ୍ଡ, ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଶେଷ ଦଳ ପାଇଁ…

ମହମ୍ମଦ ଶାମିଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଲେ ବଲିଉଡ ଅଭିନେତ୍ରୀ

ନୂଆଦିଲ୍ଲୀ,୯।୧୧ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ବିଶ୍ୱକପରେ ତାଙ୍କର ଜଲଓ୍ବା ଜାରି ରଖିଛନ୍ତି। ବିରୋଧୀ ଟିମର ବ୍ୟାଟ୍ସମ୍ୟାନଙ୍କ ପାଇଁ ମହମ୍ମଦ ଶାମି ଏକ ସମସ୍ୟା ହୋଇ ରହିଛନ୍ତି। ସର୍ବାଧିକ ୱିକେଟ ନେଇଥିବା ବୋଲର ତାଲିକାରେ ସେ ଚତୁର୍ଥ ସ୍ଥାନରେ ଅଛନ୍ତି।…

ପନ୍ତଙ୍କୁ ନେଇ ଆସିଲା ଅପଡେଟ୍‌, ୨୦୨୪ ଆଇପିଏଲରେ ଖେଳିବା ନିଶ୍ଚିତ

ନୂଆଦିଲ୍ଲୀ,୯।୧୧: ଭାରତୀୟ ଉଇକେଟ୍‌ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଆଜିକାଲି ତାଙ୍କ ପୁନରୁଦ୍ଧାର ପ୍ରକ୍ରିୟା ଦେଇ ଗତି କରୁଛନ୍ତି। ଗତ ବର୍ଷ ଏକ କାର ଦୁର୍ଘଟଣାରେ ପନ୍ତ ଆହତ ହୋଇଥିଲେ। ଯାହା ପରେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ମଇଦାନକୁ ଫେରି ପାରିନାହାଁନ୍ତି।…

କର ବା ମର ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୧୭୨ ରନ୍‌ ଟାର୍ଗେଟ୍‌ ଦେଲା ଶ୍ରୀଲଙ୍କା

ଚେନ୍ନାଇ,୯।୧୧: ବିଶ୍ୱକପ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୧୭୨ ରନ୍‌ର ଟାର୍ଗେଟ୍‌ ଦେଇଛି ଶ୍ରୀଲଙ୍କା। ଟସ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଶ୍ରୀଲଙ୍କା ଦଳର ଆରମ୍ଭ ବହୁତ ଖରାପ ଥିଲା। ପ୍ରଥମ ଉଇକେଟ ତିନି ରନ ସ୍କୋରରେ ପଡିଥିଲା। ନିସଙ୍କା…

କୋହଲିଙ୍କୁ ପରିହାସ କଲେ ଯୁବରାଜ

ନୂଆଦିଲ୍ଲୀ,୯।୧୧: ନିକଟରେ ଭାରତୀୟ କ୍ରିକେଟର ଯୁବରାଜ ସିଂ ଏମଏସ ଧୋନି ଓ ତାଙ୍କ ମଧ୍ୟରେ ଥିବା ବନ୍ଧୁତ୍ୱକୁ ନେଇ ଏକ ବୟାନ ଦେଇ ଆସିଥିଲେ ଚର୍ଚ୍ଚାକୁ। ସେ କହିଥିଲେ ମୁଁ ଆଉ ଧୋନି କେବେହେଲେ ନିକଟତର ବନ୍ଧୁ ନୁହେଁ। ଆଉ ଏବେ…

ଶ୍ରୀଲଙ୍କା ଏମ୍‌ପି କହିଲେ- ଆଇସିସିକୁ ଚଳାଉଛି ବିସିସିଆଇ, ଭାରତ ବିପକ୍ଷ ମୁକାବିଲାର ଯାଞ୍ଚ ହେଉ

ନୂଆଦିଲ୍ଲୀ,୯।୧୧: ବିଶ୍ୱକପ୍‌ର ୩୩ତମ ମୁକାବିଲା ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିଲା। ମୁମ୍ବାଇରେ ଖେଳାଯାଇଥିବା ଏହି ମୁକାବିଲାରେ ଟିମ୍‌ ଇଣ୍ଡିଆ ୩୦୨ରନ୍‌ରେ ବିଜେତା ହୋଇ ଥିଲା। ମ୍ୟାଚ୍‌ରେ ଭାରତୀୟ ବୋଲରମାନେ ଜବରଦସ୍ତ ବୋଲିଂ ପ୍ରଦର୍ଶନ କରିଥିଲେ। ହେଲେ ଏବେ ଏହି ମ୍ୟାଚ୍‌କୁ…

ଗାଙ୍ଗୁଲିଙ୍କ ପାକିସ୍ତାନ ପ୍ରେମ: ମୁଁ ଚାହୁଁଛି ପାକିସ୍ତାନ ସେମିଫାଇନାଲ ଖେଳୁ

ନୂଆଦିଲ୍ଲୀ,୯।୧୧: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବିଶ୍ୱକପ ୨୦୨୩ର ସେମିଫାଇନାଲକୁ ନିଜ ମତ ରଖିଛନ୍ତି। ପାକିସ୍ତାନ ସେମିଫାଇନାଲ ଖେଳୁ ବୋଲି ଗାଙ୍ଗୁଲି କହିଛନ୍ତି। ଗାଙ୍ଗୁଲିଙ୍କ ଇଚ୍ଛା ପଛରେ ଥିବା ଯୁକ୍ତି ହେଉଛି ଯଦି ପାକିସ୍ତାନ ସେମିଫାଇନାଲରେ ପ୍ରବେଶ କରେ…

ଯାହା ନାଁ ଅନୁସାରେ ନିଜ ନାଁ ରଖିଥିଲେ, ଆଜି ତାଙ୍କୁ ଟପିପାରନ୍ତି ରାଚିନ

ନୂଆଦିଲ୍ଲୀ,୯।୧୧: ବିଶ୍ୱକପ ୨୦୨୩ରେ ନ୍ୟୁଜିଲାଣ୍ଡ ପାଇଁ ସବୁଠୁ ବଡ ଖେଳାଳି ବୋଲି ପ୍ରମାଣିତ ହୋଇଥିବା ରାଚିନ ରବିନ୍ଦ୍ର ଆଜି ଗୋଟିଏ ପ୍ରସଙ୍ଗରେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଅତିକ୍ରମ କରିପାରନ୍ତି। ଆଜି ଅନୁଷ୍ଠିତ ହେବାକୁ ଥିବା ନ୍ୟୁଜିଲାଣ୍ଡ ବନାମ ଶ୍ରୀଲଙ୍କା ମ୍ୟାଚରେ ଗୋଟିଏ…

ସେମିଫାଇନାଲ ବନାମ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଯୋଗ୍ୟତା: ନ୍ୟୁଜିଲାଣ୍ଡ ଶ୍ରୀଲଙ୍କା ପାଇଁ କର ବା ମର ଅବସ୍ଥା…

ବେଙ୍ଗାଲୁରୁ,୯।୧୧ : ଆଇସିସି ବିଶ୍ୱକପ ୨୦୨୩ ର ୪୧ତମ ମ୍ୟାଚ ଗୁରୁବାର ନ୍ୟୁଜିଲାଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ବେଙ୍ଗାଲୁରୁର ଚିନ୍ନାସ୍ବାମୀ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ଉଭୟ ଦଳ ପାଇଁ ଏକ କର ବା ମର ପ୍ରତିଯୋଗିତା। ଯଦି ନ୍ୟୁଜିଲାଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?