ଖେଳ

ଦିନିକିଆ କ୍ରିକେଟରୁ ସନ୍ୟାସ ନେଲେ ଏହି ଆଫଗାନିସ୍ତାନର ଦ୍ରୁତ ବୋଲର

କାବୁଲ,୧୧।୧୧: ଆଫଗାନିସ୍ତାନ ଦ୍ରୁତ ବୋଲର ନବୀନ ଉଲ ହକ ଦିନିକିଆ କ୍ରିକେଟରୁ ଅବସର ନେଇଛନ୍ତି। ୨୦୨୩ ବିଶ୍ୱକପରେ ଆଫଗାନିସ୍ତାନର ଯାତ୍ରା ଶେଷ ହେବା ମାତ୍ରେ ସେ ଏହି ସୂଚନା ଦେଇଛନ୍ତି। ଉଲ୍ଲେଖଥାଉ କି, ସେ ବିଶ୍ୱକପ ପୂର୍ବରୁ ଏହା ଘୋଷଣା କରିସାରିଥିଲେ।…

ପୂର୍ବତନ ଜାତୀୟ ଫୁଟ୍‌ବଲରଙ୍କ ଦେହାନ୍ତ

ଭୁବନେଶ୍ୱର, ୧୧ା୧୧ (ବିଜୟ ରଣା): ଓଡ଼ିଶାର ପୂର୍ବତନ ଜାତୀୟ ଫୁଟ୍‌ବଲ ଖେଳାଳି ୟୁନୁସ ବେଗ୍‌ଙ୍କ ଶୁକ୍ରବାର କଟକ ସୂତାହାଟସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କୁ ୯୦ବର୍ଷ ବୟସ ହୋଇଥିଲା। ସେ ସନ୍ତୋଷ ଟ୍ରଫି(ଜାତୀୟ ଫୁଟ୍‌ବଲ ଚାମ୍ପିୟନଶିପ୍‌)ରେ ବହୁ ବର୍ଷ ଧରି…

ଆଫଗାନିସ୍ତାନର ଅଭିଯାନ ଶେଷ: ଷଷ୍ଠରେ ରହି ସନ୍ତୁଷ୍ଟ

ଅହମଦାବାଦ, ୧୧।୧୧ ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପରେ ୩ ଥର ବିପର୍ଯ୍ୟୟ ଘଟାଇ ଟିପ୍‌ ଅଫ୍‌ ଦି ଟୁର୍ନାମେଣ୍ଟ ବିବେଚିତ ହେଉଥିବା ଆଫଗାନିସ୍ତାନ ୯ ମ୍ୟାଚରୁ ୫ମ ପରାଜୟ ସହ ଷଷ୍ଠ ସ୍ଥାନରେ ସନ୍ତୁଷ୍ଟ ରହିଛି। ଅନ୍ୟପକ୍ଷେ ବିଜୟ ସହ ଲିଗ୍‌…

ସେମିଫାଇନାଲରେ ପ୍ରତିଶୋଧ ନେବାକୁ ଟିମ ଇଣ୍ଡିଆ ପାଖରେ ରହିଛି ସୁଯୋଗ

ନୂଆଦିଲ୍ଲୀ,୧୧।୧୧: ବିଶ୍ୱକପ ୨୦୨୩ ଶେଷ ହେବାକୁ ଯାଉଛି। ଟୁର୍ନାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚ ୧୫ ନଭେମ୍ବରରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ। ପ୍ରଥମ ସେମିଫାଇନାଲ ପଏଣ୍ଟ ଟେବୁଲରେ ଶୀର୍ଷରେ ଥିବା ଦଳ ଏବଂ ଚତୁର୍ଥ ଦଳ ମଧ୍ୟରେ ଖେଳାଯିବ। ଟିମ ଇଣ୍ଡିଆ…

ଆହାନଙ୍କୁ ଡବଲ ଟାଇଟଲ

ଭୁବନେଶ୍ୱର, ୧୧।୧୧(ତପନ ସ୍ବାଇଁ): କୋଲକାତାରେ ଅନୁଷ୍ଠିତ ଫ୍ୟୁଚର ଷ୍ଟାର ଏଆଇଟିଏ ସୁପର ସିରିଜ ଟେନିସ ଟୁର୍ନାମେଣ୍ଟରେ ଓଡ଼ିଶାର ଆହାନ ଉଭୟ ସିଙ୍ଗଲ୍ସ ଓ ଡବଲ୍ସରେ ଟାଇଟଲ ବିଜୟୀ ହୋଇଛନ୍ତି। ବାଳିକା ସିଙ୍ଗଲ୍ସ ଫାଇନାଲରେ ସେ ପଶ୍ଚିମବଙ୍ଗର ରିୟା ରୟଙ୍କୁ ୬-୦, ୬-୦…

ଭାରତ-କାତାର ଫୁଟ୍‌ବଲ ମ୍ୟାଚ: ଅନ୍‌ଲାଇନ ଟିକେଟ ବିକ୍ରି ଆରମ୍ଭ

ଭୁବନେଶ୍ୱର, ୧୧।୧୧(ତପନ ସ୍ବାଇଁ): ଭାରତ ଓ କାତାର ମଧ୍ୟରେ ଫିଫା ବିଶ୍ୱକପ ୨୦୨୬/ଏଏଫ୍‌ସି ଏସିଆନ କପ୍‌ ୨୦୨୭ ଯୁଗ୍ମ ଯୋଗ୍ୟତା ପର୍ଯ୍ୟାୟ ଫୁଟବଲ ମ୍ୟାଚ ଆସନ୍ତା ୨୧ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହି ମ୍ୟାଚ ପାଇଁ ଶୁକ୍ରବାରଠାରୁ ଅନ୍‌ଲାଇନ୍‌…

ଆଇସିସି ସଦସ୍ୟରୁ ଶ୍ରୀଲଙ୍କା ନିଲମ୍ବିତ

ନୂଆଦିଲ୍ଲୀ,୧୦।୧୧ : ଶ୍ରୀଲଙ୍କା କ୍ରିକେଟ ବୋର୍ଡ ବିରୋଧରେ ବଡ଼ ଆକ୍ସନ ନେଇଛି ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ (ଆଇସିସି) ବୋର୍ଡ ଶୁକ୍ରବାର ଶ୍ରୀଲଙ୍କା କ୍ରିକେଟ ଟିମର ସଦସ୍ୟତାକୁ ନିଲମ୍ବିତ କରି ଦେଇଛି। ଆଇସିସି ବୋର୍ଡ ମିଟିଂରେ ର୍ନିଣ୍ଣୟ ନେଇଛି କି, ଶ୍ରୀଲଙ୍କା କ୍ରିକେଟ…

ବ୍ୟାଟର ହେନ୍‌ରୀ ନିକୋଲ୍ସଙ୍କ ନାଁରେ ବଲ୍‌ ଟ୍ୟାମ୍ପରିଂ ଅଭିଯୋଗ

ଓ୍ବେଲିଂଟନ,୧୦ା୧୧: ଟେଷ୍ଟ ବ୍ୟାଟର ହେନ୍‌ରୀ ନିକୋଲ୍ସ୍ସ ନ୍ୟୁଜିଲାଣ୍ଡ କ୍ରିକେଟ ଆଚରଣବିଧି ଉଲ୍ଲଂଘନ କରିଥିବା ନେଇ ଅଭିଯୋଗ ହୋଇଛି। ଚଳିତ ସପ୍ତାହରେ ଏକ ଘରୋଇ ପ୍ରଥମ ଶ୍ରେଣୀ ମ୍ୟାଚରେ ଅମ୍ପାୟର ତାଙ୍କ ବିରୋଧରେ ବଲ୍‌ ଟ୍ୟାମ୍ପରିଂ କରିଥିବା ଅଭିଯୋଗ ଆଣିଛନ୍ତି। ନିକୋଲ୍ସଙ୍କ କାଣ୍ଟରବୁରି…

ସଚିନଙ୍କ ରେକର୍ଡ ଭାଙ୍ଗିବା ପରେ ଜେଜେମା’ଙ୍କୁ ଭେଟିଲେ ରାଚିନ, ନେଲେ ଆଶିର୍ବାଦ; ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୧୧: ନ୍ୟୁଜିଲାଣ୍ଡ ପକ୍ଷରୁ ଖେଳୁଥିବା ୨୩ ବର୍ଷୀୟ ରାଚିନ ରବିନ୍ଦ୍ର ନିଜର ଜବରଦସ୍ତ ପ୍ରଦର୍ଶନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ପିତାମାତା ଭାରତୀୟ ହୋଇଥିବା ବେଳେ ସେ ନ୍ୟୁଜିଲାଣ୍ଡରେ ଜନ୍ମଗ୍ରହଣ କରିଥିଲେ। ହେଲେ ବାପା ସଚିନ ତେନ୍ଦୁଲକର ଏବଂ ରାହୁଲ ଦ୍ରାବିଡଙ୍କ…

ଟିଭିରେ ରାୟ ଦେବା ସହଜ, ପରାମର୍ଶ ଦେବାକୁ ଚାହୁଁଥିଲେ ସିଧା ଫୋନ୍‌ କରନ୍ତୁ: ବାବର ଆଜମ

ନୂଆଦିଲ୍ଲୀ,୧୦।୧୧: ବିଶ୍ୱକପ୍‌ ୨୦୨୩ରେ ପାକିସ୍ତାନର ପ୍ରଦର୍ଶନକୁ ନେଇ ଅଧିନାୟକ ବାବର ଆଜମ ପ୍ରଶ୍ନ ଘେରରେ। ଆଫଗାନିସ୍ତାନ ବିପକ୍ଷରେ ୮ ଉଇକେଟରେ ପରାଜୟ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୭୧ ରନ୍‌ର ଟାର୍ଗେଟ ହାସଲ କରି ନ ପାରିବା ପରେ ତାଙ୍କୁ ସମାଲୋଚନା…

ଦକ୍ଷିଣ ଆଫ୍ରିକା ଆଗରେ ୨୪୫ ରନ୍‌ର ବିଜୟ ଟାର୍ଗେଟ୍‌ ରଖିଲା ଆଫଗାନିସ୍ତାନ

ଅହମ୍ମଦାବାଦ,୧୦।୧୧: ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଉଥିବା ୨୦୨୩ ବିଶ୍ୱକପର ୪୨ତମ ମ୍ୟାଚ୍‌ରେ ଆଫଗାନିସ୍ତାନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳର ଆଜମତୁଲ୍ଲା ର୍ମିଜାଙ୍କ ଦମ୍‌ଦାର ୯୭ ରନ୍‌ ବଳରେ ଆଫଗାନିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ…

ଡେବ୍ୟୁ ବିଶ୍ୱକପ୍‌ରେ ମହାନ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ ରାଚିନ, ହୃଦୟ ଜିତିଲା…

ନୂଆଦିଲ୍ଲୀ,୧୦।୧୧: ବିଶ୍ୱକପ୍‌ ୨୦୨୩ରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ୍‌ ରାଚିନ ରବିନ୍ଦ୍ର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି। ୨୫ରୁ କମ୍‌ ବୟସରେ ସଚିନ ୧୯୯୬ ବିଶ୍ୱକପ୍‌ରେ ୫୨୩ ରନ୍‌ କରିଥିଲେ। ରାଚିନ ଚଳିତ ବିଶ୍ୱକପ୍‌ରେ ସର୍ବାଧିକ ରନ୍‌ ସ୍କୋର କରି ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?