ଖେଳ

ଗିଲ୍‌ଙ୍କ ଶତକ ସତ୍ତ୍ୱେ ଭାରତ ପରାସ୍ତ

କଲମ୍ବୋ, ୧୬।୯: ଶୁବମନ ଗିଲଙ୍କ ଲଢ଼ୁଆ ଶତକ ସତ୍ତ୍ୱେ ଭାରତ ଚଳିତ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଶୁକ୍ରବାର ଅନୁଷ୍ଠିତ ଅନ୍ତିମ ସୁପର-୪ ମ୍ୟାଚରେ ବାଂଲାଦେଶଠାରୁ ୬ ରନରେ ହାରି ଯାଇଛି। ବାଂଲାଦେଶ ୫୦ ଓଭରରେ ୮ ଉଇକେଟ ହରାଇ ୨୬୫…

ଲଗାତାର ପରାଜୟ ପରେ ଆଇସିସି ର଼୍ୟାଙ୍କିଙ୍ଗ୍‌ରେ ତଳକୁ ଖସିଲା ପାକିସ୍ତାନ, ଦ୍ୱିତୀୟ ସ୍ଥାନରେ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୫।୯: ଏସିଆ କପ୍‌ରେ ଖରାପ ପ୍ରଦର୍ଶନକୁ ନେଇ ଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଛି ପାକିସ୍ତାନ। ଲଗାତାର ୨ ମ୍ୟାଚ୍‌ ହାରିବା ପରେ ଦଳ ଟୁର୍ନାମେଣ୍ଟ ସହ ଆଇସିସିର ତାଜା ର଼୍ୟାଙ୍କିଙ୍ଗ୍‌ରେ ତଳକୁ ଖସିଛି। ଜାରି ସଦ୍ୟ ର଼୍ୟାଙ୍କିଙ୍ଗ୍‌ରେ ଟିମ ଇଣ୍ଡିଆ(୧୧୬ ପଏଣ୍ଟ)…

୨୬୫ ରନ୍‌ରେ ଅଟକିଲା ବାଂଲାଦେଶ

କଲମ୍ବୋ,୧୫।୯: କଲମ୍ବୋସ୍ଥିତ ଆର୍‌.ପ୍ରେମାଦାସ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ୨୦୨୩ ଏସିଆ କପ୍‌ର ସୁପର-୪ର ଷଷ୍ଠ ମ୍ୟାଚ୍‌ରେ ଭାରତ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବାଂଲାଦେଶ ବ୍ୟାଟିଂ ଆରମ୍ଭ କରିଥିଲା। ଅଧିନାୟକ…

ଆତଙ୍କବାଦୀ ଆକ୍ରମଣ ବନ୍ଦ ନ ହେଲେ ପାକିସ୍ତାନ ସହ କ୍ରିକେଟ ମ୍ୟାଚ ହେବ ନାହିଁ: ଅନୁରାଗ ଠାକୁର

ନୂଆଦିଲ୍ଲୀ,୧୫।୯: ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାରେ ଆତଙ୍କବାଦୀ ଆକ୍ରମଣରେ ଜଣେ କର୍ଣ୍ଣେଲ, ଜଣେ ମେଜର ଓ ଜଣେ ଡିଏପି ଶହୀଦ ହୋଇଛନ୍ତି। ତେବେ ଏନେଇ କେନ୍ଦ୍ର କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ଶୁକ୍ରବାର ରାଜସ୍ଥାନର ଉଦୟପୁରରେ ଏକ…

ଗାଭାସ୍କରଙ୍କ ଦାବି ଧୋନି, ଇସ୍ରୋ ମୁଖ୍ୟଙ୍କୁ ଦିଆଯାଉ ଓ୍ବାର୍ଲଡ କପର ଗୋଲଡେନ ଟିକେଟ

ନୂଆଦିଲ୍ଲୀ,୧୫।୯: ଅକ୍ଟୋବର ୧ରୁ ଦେଶରେ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଏହି ଟୁର୍ନାମେଣ୍ଟର ଅନ୍ତିମ ମ୍ୟାଚ ୧୯ ନଭେମ୍ବରରେ ଖେଳାଯିବ। ପ୍ରଶଂସକମାନେ କ୍ରିକେଟର ସବୁଠାରୁ ବଡ ମହାକୁମ୍ବକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ବର୍ତ୍ତମାନ ଏହି ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ…

ଫାଇନାଲ ପୂର୍ବରୁ ଶ୍ରୀଲଙ୍କାକୁ ଝଟକା, ବାଦ୍‌ ପଡିପାରନ୍ତି ଏହି ଖେଳାଳି

କଲମ୍ବୋ,୧୫।୯: ୨୦୨୩ ଏସିଆ କପର ଫାଇନାଲ ମ୍ୟାଚ ସେପ୍ଟେମ୍ବର ୧୭ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଏହାର ଠିକ୍‌ ପୂର୍ବରୁ ଶ୍ରୀଲଙ୍କା ପାଇଁ ଏକ ଖରାପ ଖବର ଆସିଛି। ଦଳର ଶ୍ରେଷ୍ଠ ବୋଲର ମହିଶ ଥେକ୍ସାନା ଆହତ ହୋଇଛନ୍ତି। ପାକିସ୍ତାନ…

ବିଶ୍ୱକପ୍‌ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଝଟକା, ଅଧିନାୟକ ସମେତ ଏହି ବୋଲର ହେଲେ ଆହତ

କାପେ ଟାଉନ୍‌,୧୫।୯: ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଆଫ୍ରିକା ପାଇଁ ସମସ୍ୟା କମ୍‌ ହେଉନାହିଁ। ୨୦୨୩ ବିଶ୍ୱକପ୍‌ ପୂର୍ବରୁ ଅଧିନାୟକ ଟେମ୍ବା ବାବୁମାଙ୍କ ସମେତ ଦଳର ଦୁଇ ଖେଳାଳି ଆହତ ହୋଇଛନ୍ତି।…

ଟସ୍‌ ଜିତିଲା ଭାରତ: ଡେବ୍ୟୁ କରୁଛନ୍ତି ତିଳକ ବର୍ମା

କଲମ୍ବୋ,୧୫।୯: ଏସିଆ କପ୍‌ର ଶେଷ ସୁପର-୪ ମ୍ୟାଚ୍‌ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଛି। କଲମ୍ବୋସ୍ଥିତ ଆର ପ୍ରେମାଦାସା ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍‌ରେ ଭାରତ ୫ଟି ପରିବର୍ତ୍ତନ…

ବାପା ହେଲେ ମାକ୍ସଓ୍ବେଲ୍‌

ସିଡନୀ,୧୫।୯: ଅଷ୍ଟ୍ରେଲୀୟ କ୍ରିକେଟ ଦଳର ଖେଳାଳି ଗ୍ଲେନ ମ୍ୟାକ୍ସୱେଲ ବାପା ହୋଇଛନ୍ତି। ମ୍ୟାକ୍ସୱେଲଙ୍କ ସ୍ତ୍ରୀ ଭିନି ରମଣ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଭିନି ସୋସିଆଲ ମିଡିଆରେ ଶିଶୁର ଅଧା ଫଟୋ ଶେୟାର କରିଛନ୍ତି। ଏଥିରେ ତାଙ୍କର ଏବଂ ମ୍ୟାକ୍ସୱେଲଙ୍କ ହାତ…

ପାକିସ୍ତାନକୁ ପଛରେ ପକାଇଲା ଭାରତ

କଲମ୍ବୋ,୧୫।୯: ‘କର ବା ମର’ ମ୍ୟାଚ୍‌ରେ ଶ୍ରୀଲଙ୍କାଠାରୁ ୨ ଉଇକେଟରେ ପରାସ୍ତ ହୋଇ ଏସିଆ କପ ୨୦୨୩ରୁ ବାଦ୍‌ ପଡିଛି ପାକିସ୍ତାନ। ବିଜୟ ସହିତ ଶ୍ରୀଲଙ୍କା ଫାଇନାଲରେ ସ୍ଥାନ ପାଇଛି। ପରାଜୟ ସହିତ ପାକିସ୍ତାନ ଆଉ ଏକ କ୍ଷତି ସହିଛି। ଦଳ…

ଏସିଆ କପ୍‌ରେ ଆଜି ଭାରତ-ବାଂଲାଦେଶ ମ୍ୟାଚ୍‌: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ

କଲମ୍ବୋ,୧୫।୯: ଏସିଆ କପ୍‌ର ଶେଷ ସୁପର-୪ ମ୍ୟାଚ୍‌ର ଭାରତ ବାଂଲାଦେଶକୁ ଭେଟିବ। କଲମ୍ବୋସ୍ଥିତ ଆର ପ୍ରେମାଦାସା ଷ୍ଟାଡିୟମରେ ଶୁକ୍ରବାରରେ ଉଭୟ ଦଳ ମୁହାଁମୁହିଁ ହେବେ। ଭାରତୀୟ ଦଳ ଏସିଆ କପରେ ବିଜୟ ଅଭିଯାନ ଜାରି ରଖିବାକୁ ଚାହୁଁଛି। ଭାରତ ଏପର୍ଯ୍ୟନ୍ତ ଗୋଟିଏ…

ବଜରଙ୍ଗଙ୍କୁ ଦିଲ୍ଲୀ କୋର୍ଟଙ୍କ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୫ା୯(ପି.ଟି.): ଭାରତୀୟ ରେସ୍‌ଲିଂ ଫେଡେରେଶନ୍‌(ଡବ୍ଲ୍ୟୁଏଫ୍‌ଆଇ) ପୂର୍ବତନ ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂ ଯୌନ ଶୋଷଣ ମାମଲାରେ ବଜରଙ୍ଗ ପୁନିଆଙ୍କୁ ଆଶ୍ୱସ୍ତି। କୋଚ୍‌ ନରେଶ ଦହିୟାଙ୍କ ପକ୍ଷରୁ ଆଗତ ମାନହାନି ମୋକଦ୍ଦମାରେ ବ୍ୟକ୍ତିଗତ ହାଜିରାରୁ କୋର୍ଟ ପୁନିଆଙ୍କୁ ଆଶ୍ୱସ୍ତି ଦେଇଛନ୍ତି। ଗୁରୁବାର ମେଟ୍ରୋପଲିଟାନ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri