ଭିନ୍ନକ୍ଷମ ଦିବସରେ କ୍ରୀଡ଼ା ପ୍ରତିଯୋଗିତା
ଭୁବନେଶ୍ୱର, ୪ା୧୨ (ବିଜୟ ରଣା): ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଆନୁକୂଲ୍ୟରେ ଦୁଇ ଦିନ ଧରି ଦୂତୀଚାନ୍ଦ ଇନ୍ଡୋର ଷ୍ଟାଡିୟମରେ ଏକ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏଥିରେ…
ଓଡ଼ିଶା ପ୍ରତିଯୋଗୀଙ୍କୁ ୫ ପଦକ
ଭୁବନେଶ୍ୱର,୪ା୧୨(ସରୋଜ ଜେନା): ନେପାଳରେ ଅନୁଷ୍ଠିତ ସାଉଥ୍ ଏସିଆ କରାଟେ ପ୍ରତିଯୋଗିତାରେ ଓଡ଼ିଆ ପ୍ରତିଯୋଗୀଙ୍କୁ ସଫଳତା। ଓଡ଼ିଶାରୁ ସମୁଦାୟ ୫ ଜଣ ପ୍ରତିଯୋଗୀ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରୁଥିବା ବେଳେ ଓଡ଼ିଶା ଦୁଇ ସ୍ବର୍ଣ୍ଣ ପଦକ ସହିତ ୫ ପଦକ ବିଜୟୀ ହୋଇଛନ୍ତି।…
ଅଂଶଗ୍ରହଣ କଲେ ୩୦୦ରୁ ଊର୍ଦ୍ଧ୍ୱ ଯୁବ ସନ୍ତରଣକାରୀ
ଭୁବନେଶ୍ୱର, ୪ା୧୨ (ବିଜୟ ରଣା): କିସ୍, ଗ୍ଲେନମାର୍କ ଆକ୍ୱାଟିକ୍ ଓ କିଟ୍ର ମିଳିତ ଆନୁକୂଲ୍ୟରେ ରବିବାର କିଟ୍ ପରିସରରେ ରହିଥିବା ୬ଟି ସୁଇମିଂ ପୁଲ୍ରେ ଆଇସୁଇମ ଜୁନିୟର ସୁଇମ୍ ମିଟ୍ ଅନୁଷ୍ଠିତ ହୋଇଯାଇଛି। ଇଭେଣ୍ଟରେ ୩୦୦ରୁ ଊର୍ଦ୍ଧ୍ୱ ଉତ୍ସାହୀ ଯୁବ ସନ୍ତରଣକାରୀ…
ଟାଏକୋଣ୍ଡୋ ପାଇଁ ୧୩ ଜଣିଆ ଓଡ଼ିଶା ଦଳ
ଭୁବନେଶ୍ୱର,୪ା୧୨(ସରୋଜ ଜେନା): ଦାର୍ଜିଲିଂର କାଲିପଙ୍ଗଠାରେ ଡିସେମ୍ବର ୯ ଓ ୧୦ ତାରିଖରେ ହେବାକୁ ଥିବା ଅନ୍ତର୍ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ପାଇଁ ୧୩ ଜଣ ଖେଳାଳି ମନୋନୀତ ହୋଇଛନ୍ତି। ଅଲ ଇଣ୍ଡିଆ ଟାଏକୋଣ୍ଡୋ ଫେଡେରେଶନ ପକ୍ଷରୁ ଏହି ଟୁର୍ନାମେଣ୍ଟ ଆୟୋଜିତ ହେଉଛି। ସବ୍…
ୟୁନିଟ୍-୬ ଆଥଲେଟିକ୍ ଆସୋସିଏଶନ୍ ବିଜୟୀ
ଭୁବନେଶ୍ୱର, ୪।୧୨ (ସରୋଜ ଜେନା): ଭୁବନେଶ୍ୱର ଆଥ୍ଲେଟିକ ଆସୋସିଏଶନ ଆନୁକୂଲ୍ୟରେ ‘ଗତିକୃଷ୍ଣ ପଣ୍ଡା ମେମୋରିଆଲ’ ଭୁବନେଶ୍ୱର ‘ଏ’ ଡିଭିଜନ ଫୁଟବଲ ଲିଗ୍ରେ ରବିବାର ବିଜୟୀ ହୋଇଛି ୟୁନିଟ୍-୬ ଆଥ୍ଲେଟିକ ଆସୋସିଏଶନ୍। ୟୁନିଟ-୧ସ୍ଥିତ ଭୁବନେଶ୍ୱର ଫୁଟ୍ବଲ ଏକାଡେମୀ ପଡ଼ିଆରେ ଖେଳା ଯାଇଥିବା ମ୍ୟାଚ୍ରେ…
ଅଷ୍ଟ୍ରେଲିଆ ହାତରୁ ମ୍ୟାଚ୍ ଛଡାଇ ଆଣିଲା ଭାରତ:ଶେଷ ଓଭରରେ ପଲଟିଗଲା ମ୍ୟାଚ୍
ବେଙ୍ଗାଲୁରୁ,୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ଭାରତ ୪-୧ରେ ଜିତିଛି। ସିରିଜର ଶେଷ ମ୍ୟାଚ ଭାରତ ୬ ରନ୍ରେ ଜିତିଥିଲେ। ଅଷ୍ଟ୍ରେଲିଆ ଅଧିନାୟକ ମାଥ୍ୟୁ ୱେଡ ଟସ ଜିତି ବେଙ୍ଗାଲୁରୁ ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ବୋଲିଂ କରିବାକୁ…
ବିଦାୟ ସିରିଜର ପ୍ରଥମ ଟେଷ୍ଟ ଖେଳିବେ ଡେଭିଡ୍ ଓ୍ବାର୍ନର
ସିଡ୍ନୀ, ୩ା୧୨: ପାକିସ୍ତାନ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜj ପ୍ରଥମ ମ୍ୟାଚ ପାଇଁ ଅଷ୍ଟ୍ରେଲିଆ ଦଳରେ ଡେଭିଡ୍ ଓ୍ବାର୍ନରଙ୍କୁ ନିଆଯାଇଛି। ସିଡ୍ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍ସିଜି)ରେ ଓ୍ବାର୍ନରଙ୍କ ସମ୍ଭବତଃ ଏହା ଫେୟାରଓ୍ବେଲ ମ୍ୟାଚ ହେବ ବୋଲି ଆଶା…
ଅଷ୍ଟ୍ରେଲିଆ ଆଗରେ ୧୬୧ ରନ୍ର ବିଜୟ ଟାର୍ଗେଟ୍ ରଖିଲା ଭାରତ
ବେଙ୍ଗାଲୁରୁ,୩।୧୨: ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ରବିବାର ଖୋଳାଯାଉଥିବା ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଶେଷ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଅଧିନାୟକ ମାଥ୍ୟୁ ୱେଡ୍ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ ପାଇ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ…
ବିବାହ ପରେ ଭାଇରାଲ ହେଉଛି ଭାରତ ବିପକ୍ଷ ଟି-୨୦ ଖେଳୁଥିବା ଏହି କଙ୍ଗାରୁ ଅଲରାଉଣ୍ଡରଙ୍କ ରୋମାଣ୍ଟିକ ଫଟୋ
କାନବେରା,୩।୧୨: ଅଷ୍ଟ୍ରେଲିଆ ଦଳ ଭାରତ ବିପକ୍ଷରେ ୫ ଟି -୨୦ ମ୍ୟାଚ ଖେଳିଛି। କ୍ରିସ ଗ୍ରୀନ ଏହି ଅଷ୍ଟ୍ରେଲିୟ ଦଳର ଏକ ଅଂଶ। ଏହି କ୍ରିକେଟର ନିକଟରେ ବିବାହ କରିଥିଲେ। ଅଷ୍ଟ୍ରେଲିଆର ଏହି ଅଲରାଉଣ୍ଡର ଭାରତ ବିପକ୍ଷରେ ଟି -୨୦ ସିରିଜ…
ଟସ୍ ଜିତିଲା ଅଷ୍ଟ୍ରେଲିଆ
ବେଙ୍ଗାଲୁରୁ,୩।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଶେଷ ମ୍ୟାଚ ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଅଷ୍ଟ୍ରେଲୀୟ ଅଧିନାୟକ ମାଥ୍ୟୁ ୱେଡ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। କ୍ୟାପଟେନ…
ମୁଭି ‘ସାମ ବାହାଦୂର’କୁ ନେଇ ଏମିତି କହିଲେ ସଚିନ
ମୁମ୍ବାଇ,୩।୧୨: ଭାରତର ପ୍ରଥମ ଫିଲ୍ଡ ମାର୍ଶଲ ସାମ ମାନେକ୍ସାଙ୍କ ଉପରେ ନିର୍ମିତ ମୁଭି କ୍ରମାଗତ ଭାବେ ଚର୍ଚ୍ଚାରେ ରହି ଆସୁଛି। ଦର୍ଶକେ ଏହି ମୁଭିକୁ ବହୁତ ପସନ୍ଦ କରୁଛନ୍ତି। ଦେଶର ପ୍ରଥମ ଫିଲ୍ଡ ମାର୍ଶଲ ସାମ ମାନେକ୍ସାଙ୍କ ଉପରେ ଆଧାରିତ ଏହି…
ମୋ ପୁଅ ଆଥଲେଟ୍ ହେଲେ ଏହି ଷ୍ଟାର କ୍ରିକେଟର୍ଙ୍କୁ ଫଲୋ କରିବାକୁ କହିବି: ବ୍ରାଏନ୍ ଲାରା
ନୂଆଦିଲ୍ଲୀ,୩।୧୨: ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ମହାନ ବ୍ରାଏନ ଲାରା ନିଜ ପୁଅକୁ ଏକ ବଡ଼ କଥା କହିଛନ୍ତି। ଯଦି ତାଙ୍କ ପୁଅ ଆଥଲେଟ ହୁଅନ୍ତି, ତେବେ ସେ ତାଙ୍କ ପୁଅକୁ ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ପ୍ରତିବଦ୍ଧତା ଏବଂ ଉତ୍ସର୍ଗୀକୃତତାର ଉଦାହରଣ ଭାବରେ…

