ଖେଳ

ଧୋନୀ କେବେ ଖୋଲିବେ ନିଜର ୟୁଟ୍ୟୁବ ଚ୍ୟାନେଲ୍‌: ନିଜେ କଲେ ଖୁଲାସା

ନୂଆଦିଲ୍ଲୀ,୩।୧୨: ଆଜିକାଲି ଅନେକ ପୂର୍ବତନ କ୍ରିକେଟର ନିଜର ୟୁଟ୍ୟୁବ ଚ୍ୟାନେଲ ଚଳାଉଛନ୍ତି। ଏହି ତାଲିକାରେ ଅନେକ ବଡ ନାମ ସାମିଲ ଅଛି। କିନ୍ତୁ ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନିଜର ୟୁଟ୍ୟୁବ ଚ୍ୟାନେଲ ଆରମ୍ଭ କରିବେ କି? ତେବେ…

ସଚିନ-କୋହଲିଙ୍କ ମଧ୍ୟରେ କିଏ ଶ୍ରେଷ୍ଠ: ପାକିସ୍ତାନ କ୍ରିକେଟ୍‌ର ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ

ନୂଆଦିଲ୍ଲୀ,୩।୧୨: ବିରାଟ କୋହଲି ନିକଟରେ ସଚିନ ତେନ୍ଦୁଲକରଙ୍କ ଦିନିକିଆରେ ସର୍ବାଧିକ ଶତକର ରେକର୍ଡ ଭାଙ୍ଗିଛନ୍ତି। ତାଙ୍କର ଏହି ସଫଳତା ପରଠାରୁ କ୍ରିକେଟ ଜଗତରେ ଆଲୋଚନା ଚାଲିଛି ଯେ ସଚିନ ଏବଂ ବିରାଟଙ୍କ ମଧ୍ୟରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ କିଏ? କ୍ରିକେଟ ବିଶେଷଜ୍ଞମାନେ ଏହି…

୨ କ୍ରିକେଟର ଟିମରୁ ବାହାର, ସୌରଭ ଗାଙ୍ଗୁଲିଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ…

କୋଲକାତା,୩।୧୨ : ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଟିମ ଇଣ୍ଡିଆକୁ ଏଠାରେ କ୍ରିକେଟର ତିନୋଟି ଫର୍ମାଟରେ ଅଂଶଗ୍ରହଣ କରିବାକୁ ପଡିବ। ଭାରତୀୟ ଦଳ ପ୍ରଥମେ ଆୟୋଜକ ଦଳ ସହିତ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ…

ଆଜି ଭାରତ-ଅଷ୍ଟ୍ରେଲିଆ ଅନ୍ତିମ ଟି୨୦: ଜାଣନ୍ତୁ କେବେ-କେଉଁଠି ଦେଖିବେ ମ୍ୟାଚ୍‌…

ବେଙ୍ଗାଲୁରୁ,୩।୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜର ଅନ୍ତିମ ମୁକାବିଲା ରବିବାର ଖେଳାଯିବ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଦଳ ପୂର୍ବରୁ ୩-୧ରେ ସିରିଜ ଉପରେ କବ୍ଜା କରିନେଇଛି। ଏମିତିରେ ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁୁ ଦଳ ଆଜିର ମ୍ୟାଚ୍‌ ଜିତିବାକୁ…

ଡିସେମ୍ବର ୯ରେ ହେବ ୧୬୫ ଖେଳାଳିଙ୍କ ଭାଗ୍ୟପରୀକ୍ଷା

ନୂଆଦିଲ୍ଲୀ,୨।୧୨: ୨୦୨୪ ଫେବୃୟାରୀ-ମାର୍ଚ୍ଚରେ ଆୟୋଜିତ ହେବ ମହିଳା ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ୍‌)। ଏହାକୁ ନେଇ ଡିସେମ୍ବର ୯ରେ ଖେଳାଳି ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ। ଏଥିରେ ୧୬୫ ଖେଳାଳି ସାମିଲ ହେବେ ବୋଲି ବିସିସିଆଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ,…

ବିଶ୍ୱକପ୍ ଫାଇନାଲରେ ଟିମ୍ ଇଣ୍ଡିଆ କାହିଁକି ଏକପାଖିଆ ହାରିଗଲା? ରାହୁଲ ଦ୍ରାବିଡ ଏବଂ ରୋହିତଙ୍କୁ ରିପୋର୍ଟ ମାଗିଲା ବିସିସିଆଇ

ଭୁବନେଶ୍ୱର,୨।୧୨: ବିଶ୍ୱକପ ୨୦୨୩ ଫାଇନାଲର ୧୧ ଦିନ ପରେ, ବିସିସିଆଇ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ସହ ଟୁର୍ନାମେଣ୍ଟରେ ଟିମ୍ ଇଣ୍ଡିଆର ପ୍ରଦର୍ଶନର ସମୀକ୍ଷା ବୈଠକ କରିଛି। ଏହି ବୈଠକରେ କୋଚ୍ ଏବଂ…

ହ୍ବାଇଟ ବଲ ସିରିଜରୁ ବାହାର ହେଲେ ବିଶ୍ୱକପ ହିରୋ ଶାମି, କାରଣ…

କୋଲକାତା,୨।୧୨ : ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଅନେକ ଭାରତୀୟ ଖେଳାଳି ଆଗାମୀ ଯାତ୍ରା ପାଇଁ ବ୍ଲୁ ଟିମ କୁ ଫେରିଛନ୍ତି। ଅନେକ ଭେଟେରାନ ମଧ୍ୟ ନିରାଶ ହୋଇଛନ୍ତି। ବିଶ୍ୱକପରେ ଦୃଷ୍ଟି ଆକର୍ଷଣ କରିଥିବା ଷ୍ଟାର…

ପ୍ରଥମ ଭାଇ ଭଉଣୀ ଯୋଡ଼ି ଭାବରେ ଗ୍ରାଣ୍ଡମାଷ୍ଟର ହାସଲ କଲେ ପ୍ରଜ୍ଞାନନନ୍ଦ ଏବଂ ବୈଶାଳୀ

ନୂଆଦିଲ୍ଲୀ, ୨।୧୨: ମହିଳା ଚେସ ତାରକା ବୈଶାଳୀ ରମେସବାବୁ ତୃତୀୟ ଭାରତୀୟ ମହିଳା ଭାବେ ଗ୍ରାଣ୍ଡମାଷ୍ଟର ହାସଲ କରିଛନ୍ତି। ଶୁକ୍ରବାର ଦିନ ସ୍ପେନର ଚତୁର୍ଥ ଏଲ୍ ଲ୍ଲୋବ୍ରେଗେଟ୍ ଓପନରେ ୨୫୦୦ ଫାଇଡ ରେଟିଂ ହାସଲ କରି ବୈଷ୍ଣବୀ ଗ୍ରାଣ୍ଡମାଷ୍ଟର ଆଖ୍ୟା ଅର୍ଜନ…

ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ ଜିତିବାରେ ଟିମ ଇଣ୍ଡିଆ ଏକ ନମ୍ବର, ପାକିସ୍ତାନକୁ ପକାଇଲା ପଛରେ

ନୂଆଦିଲ୍ଲୀ,୨।୧୨: ଭାରତୀୟ ଦଳ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜର ଚତୁର୍ଥ ଟି -୨୦ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଏହି ସିରିଜ ଜିତିଛି ଏବଂ ଟି -୨୦ ଇଣ୍ଟରନ୍ୟାଶନାଲରେ ସର୍ବାଧିକ ମ୍ୟାଚ ଜିତିବାର ରେକର୍ଡ ମଧ୍ୟ କରିଛି। ସର୍ବାଧିକ ଟି -୨୦ ଅନ୍ତର୍ଜାତୀୟ…

ଆଶ୍ଚର୍ଯ୍ୟଜନକ ଦୃଶ୍ୟ: ଟ୍ରକରେ ନିଜ ଜିନିଷ ନିଜେ ଲୋଡ କଲେ ପାକିସ୍ତାନ ଖେଳାଳି

କାନବେରା,୨।୧୨: ଅଷ୍ଟ୍ରେଲିଆ ଗସ୍ତରେ ପାକିସ୍ତାନ କ୍ରିକେଟ ଦଳକୁ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ପଡିବ। ପ୍ରଥମ ଟେଷ୍ଟ ୧୪ଡିସେମ୍ବରରୁ ଖେଳାଯିବ। ଏହାପୂର୍ବରୁ ୬ଡିସେମ୍ବରରେ ଚାରି ଦିନିଆ ୱାର୍ମ ଅପ ମ୍ୟାଚ ହେବ, ଯେଉଁଥି ପାଇଁ ପାକିସ୍ତାନ ଦଳ ଅଷ୍ଟ୍ରେଲିଆରେ…

ଭାରତୀୟ ମହିଳା ଟେଷ୍ଟ, ଟି୨୦ ଦଳ ଘୋଷିତ: ହରମନପ୍ରୀତ କୌର ଅଧିନାୟିକା

ନୂଆଦିଲ୍ଲୀ, ୨।୧୨ : ଚଳିତ ମାସ ୬ରୁ ଆରମ୍ଭ ହେବାକୁ ଯାଉଥିବା ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ମହିଳା କ୍ରିକେଟ ଦଳ ଘୋଷଣା କରାଯାଇଛି। ସେହିପରି ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ପାଇଁ ମଧ୍ୟ ମହିଳା କ୍ରିକେଟ…

ବାଂଲାଦେଶ ବିଜୟ ନିକଟତର

ସିଲହେଟ୍‌, ୨ା୧୨: ବାମହାତି ସ୍ପିନର ତାଇଜୁଲ ଇସ୍‌ଲାମ ୪ ଉଇକେଟ ସଫଳତା ପରେ ବାଂଲାଦେଶ ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ବିଜୟ ନିକଟତର ହୋଇଛି। ୩୩୨ ରନର ବିଜୟ ଲକ୍ଷ୍ୟ ପିଛା କରୁଥିବା ନ୍ୟୁଜିଲାଣ୍ଡ ଶୁକ୍ରବାର ଚତୁର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?