ଖେଳ

ବୁମ୍‌ରାଙ୍କୁ ଉପଦେଶ ଦେଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ,୫।୧୨: ଭାରତର ଜାଭେଲିନ ତାରକା ନୀରଜ ଚୋପ୍ରା ମଧ୍ୟ କ୍ରିକେଟ ଦେଖିବାକୁ ପସନ୍ଦ କରନ୍ତି। ନିକଟରେ ଅନୁଷ୍ଠିତ ବିଶ୍ୱକପ ଫାଇନାଲ ଦେଖିବା ପାଇଁ ସେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉପସ୍ଥିତ ଥିଲେ। ତେବେ ସେହି ମ୍ୟାଚରେ ଟିମ ଇଣ୍ଡିଆକୁ ଅଷ୍ଟ୍ରେଲିଆ…

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଧୋନିଙ୍କ ବାର୍ଥ ଡେ ମସ୍ତି

ନୂଆଦିଲ୍ଲୀ,୫।୧୨: ସୋସିଆଲ ମିଡିଆରେ ଏକ ଭିଡିଓ ବେଳକୁ ବେଳ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓରେ ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ନଜର ଆସିଛନ୍ତି। ଘଟଣା ହେଲା ମାହି ତାଙ୍କ ବନ୍ଧୁଙ୍କ ଜନ୍ମଦିନରେ ଏକ ମଜାଦାର…

ବିଦେଶରେ ଛୁଟି କାଟି ଝିଅ, ପତ୍ନୀଙ୍କ ସହ ଭାରତ ଫେରିଲେ ରୋହିତ

ନୂଆଦିଲ୍ଲୀ,୫।୧୨: ଭାରତୀୟ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ବିଦେଶରେ ଛୁଟି ପରେ ଭାରତ ଫେରିଛନ୍ତି। ସୋମବାର ରୋହିତ ଶର୍ମା ତାଙ୍କ ଝିଅ ଏବଂ ପତ୍ନୀଙ୍କ ସହ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିଥିଲେ। ତେବେ ରୋହିତ ଶର୍ମାଙ୍କ ଭିଡିଓ ସୋସିଆଲ ମିଡିଆରେ ବେଳକୁ…

ଅଧିନାୟିକତ୍ୱ ପରୀକ୍ଷା ପାସ୍‌ ହେବାପରେ ଅନୁଭୂତି ବାଣ୍ଟିଲେ ସୂର୍ଯ୍ୟକୁମାର: ବ୍ୟାଟ୍ସମ୍ୟାନ୍‌ ମ୍ୟାଚ୍‌ ଜିତାନ୍ତି କିନ୍ତୁ ବୋଲର୍‌…

ନୂଆଦିଲ୍ଲୀ,୫।୧୨: ଭାରତୀୟ ଦଳ ଅଷ୍ଟ୍ରେ ବିପକ୍ଷ ଟି-୨୦ ସିରିଜ୍‌କୁ ୪-୧ରେ କବ୍ଜା କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଅଧିନାୟକ ଭାବରେ ଏହା ପ୍ରଥମ ସିରିଜ ଥିଲା। ସେ ନିଜେ ପ୍ରଥମ ସିରିଜରେ ଅଷ୍ଟ୍ରେଲିଆ ଭଳି ଏକ ଶକ୍ତିଶାଳୀ ଦଳ ବିପକ୍ଷରେ ବିଜୟ…

ମୋ ଦ୍ୱିତୀୟ ଘର ଏବେ ଜଳମଗ୍ନ, ଚେନ୍ନାଇ ପରିସ୍ଥିତିକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ଶ୍ରୀଲଙ୍କା କ୍ରିକେଟର୍‌

ଚେନ୍ନାଇ,୫।୧୨: ଚେନ୍ନାଇରେ ବାତ୍ୟ ‘ମିଗ୍‌ଜୋମ’ ବିପର୍ଯ୍ୟୟ ଘଟାଇଛି। ଏହି ବାତ୍ୟା ଯୋଗୁ ସହରରେ ପ୍ରବଳ ବର୍ଷା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ସ୍ଥାନରେ ଜଳମଗ୍ନ ହୋଇଛି। କେତେକ ସ୍ଥାନରେ ଯାନବାହନ ମଧ୍ୟ ପାଣିରେ ବୁଡିଯାଇଛି। ଏହି ଘୂର୍ଣ୍ଣିବଳୟର ପ୍ରଭାବର…

‘ପ୍ରତି ୩ ମିନିଟରେ କରନାହିଁ ପ୍ରେସ କନଫରେନ୍ସ’, ପିସିବିକୁ ଉପଦେଶ ଦେଲେ ଓ୍ବାସିମ ଅକରମ

ଇସଲାମାବାଦ,୫।୧୨: ବିଶ୍ୱକପ ୨୦୨୩ପରଠାରୁ ପାକିସ୍ତାନ କ୍ରିକେଟ ବୋର୍ଡରେ ଅଶାନ୍ତି ଜାରି ରହିଛି। ଦଳର ଅଧିନାୟକ ଠାରୁ ଆରମ୍ଭ କରି ଚୟନ କମିଟି ଏବଂ କୋଚିଂ ଷ୍ଟାଫ ପର୍ଯ୍ୟନ୍ତ ଅନେକ ପରିବର୍ତ୍ତନ କରାଯାଇଛି। ଏସବୁ ମଧ୍ୟରେ ହରିସ ରାଉଫଙ୍କ ଅଷ୍ଟ୍ରେଲିଆ ଗସ୍ତରେ ଯିବାକୁ…

ମହମ୍ମଦ ଶାମିଙ୍କ ଉପରେ ଝୁଲୁଛି ଖଣ୍ଡା: ଦକ୍ଷିଣ ଆଫ୍ରିକା ଗସ୍ତରେ ଖେଳିବା ନେଇ ସସ୍‌ପେନ୍ସ

ନୂଆଦିଲ୍ଲୀ,୫।୧୨: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ନିକଟରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପ ୨୦୨୩ରେ ଶାମି ସର୍ବାଧିକ ଉଇିକେଟ ନେଇଥିଲେ। କିନ୍ତୁ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଗସ୍ତରେ ଶାମି ଖେଳିବା କଷ୍ଟକର ଲାଗୁଛି। ଆଫ୍ରିକା ଗସ୍ତ ପାଇଁ ଶାମିଙ୍କ ଫିଟନେସ ଏକ…

କାଲିଠୁ ଜୁନିୟର ହକି ବିଶ୍ୱକପ୍‌ ଆରମ୍ଭ: ଭାରତ-କୋରିଆ ମୁହାଁମୁହିଁ

କୁଆଲାଲମ୍ପୁର,୪ା୧୨: ଜୁନିୟର ପୁରୁଷ ହକି ବିଶ୍ୱକପ୍‌ ମଙ୍ଗଳବାରଠାରୁ ଆରମ୍ଭ ହେବା। ଭାରତ-କୋରିଆ ମଧ୍ୟରେ ପ୍ରଥମ ମ୍ୟାଚ୍‌ ଖେଳାଯିବ। କୋରିଆ ବିପକ୍ଷ ମ୍ୟାଚ୍‌ରେ ଭାରତ ଫେଭରିଟ ରହିଛି। ଭାରତ ପୁଲ୍‌ ସି’ରେ ସ୍ପେନ୍‌, କାନାଡା ଓ କୋରିଆ ସହିତ ସ୍ଥାନ ପାଇଛି। ପ୍ରତ୍ୟେକ…

ଏହି ଖେଳାଳି ମାନଙ୍କ କ୍ୟାରିୟରରେ ଲାଗିଲା ବିରାମ! ଆଉ ଟିମ୍ ଇଣ୍ଡିଆକୁ ଫେରିବା ଅସମ୍ଭବ

ନୂଆଦିଲ୍ଲୀ,୪ା୧୨: ଭାରତୀୟ ଟିମ୍ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଉଛି। ଏହି ଗସ୍ତରେ ଭାରତ ତିନୋଟି ଫର୍ମାଟ୍, ଟି୨୦, ଦିନିକିଆ ଏବଂ ଟେଷ୍ଟର ସିରିଜ୍ ଖେଳିବ। ଏଥିପାଇଁ ଭାରତୀୟ ଚୟନକର୍ତ୍ତା ତିନୋଟି ଭିନ୍ନ ଦଳ ଗଠନ କରିଛନ୍ତି ଏବଂ ମୋଟ ୩୨…

କାହିଁକି ଆଜି ପର୍ଯ୍ୟନ୍ତ ବିବାହ କରିନାହାନ୍ତି ଏହି ମହିଳା କ୍ରିକେଟର, ନିଜେ କହିଲେ କାରଣ

ନୂଆଦିଲ୍ଲୀ,୪।୧୨: ପୂର୍ବତନ ଭାରତୀୟ କ୍ରିକେଟର ମିତାଲି ରାଜ ତାଙ୍କ ଖେଳ ସହିତ ହଜାର ହଜାର ଝିଅଙ୍କୁ ପ୍ରେରଣା ଦେଇଛନ୍ତି। ଏକ ସମୟରେ ଯେତେବେଳେ କ୍ରିକେଟ କେବଳ ଏକ ପୁରୁଷ ଖେଳ ବୋଲି ବିବେଚନା କରାଯାଉଥିଲା, ବିଶେଷ କରି ଭାରତରେ, ମିତାଲି ମହିଳା…

ଭାରତ ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା, ଏହି ଯୁବ ଖେଳାଳିଙ୍କୁ ମିଳିଲା ଅଧିନାୟକତ୍ୱ

ନୂଆଦିଲ୍ଲୀ,୪।୧୨: ଡିସେମ୍ବର ୧୦ରୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ ଦଳ ସମସ୍ତ ତିନୋଟି ଫର୍ମାଟର ଏକ ସିରିଜ୍‌ ଖେଳିବ। ଆୟୋଜିତ ହେବାକୁ ଥିବା ଟି -୨୦ ସିରିଜ୍‌ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା କରିଛି, ଯାହାର ଦାୟିତ୍ୱ ଏଡନ ମାର୍କ୍ରାମଙ୍କୁ…

ଇତିହାସ ରଚିଲେ ଋତୁରାଜ ଗାଇକ୍ୱାଡ: ଟି-୨୦ରେ କଲେ ବଡ଼ କାରନାମା

ବେଙ୍ଗାଲୁରୁ,୪।୧୨: ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ଋତୁରାଜ ଗାଇକ୍ୱାଡ ଚମତ୍କାରପ୍ରଦର୍ଶନ କରିଛନ୍ତି। ଯଦିଓ ଗାଇକ୍ୱାଡ ପଞ୍ଚମ ତଥା ଶେଷ ଟି-୨୦ରେ ମାତ୍ର ୧୦ ରନ ସ୍କୋର କରିଥିଲେ, ତଥାପି ସେ ଏହି ସିରିଜରେ ବ୍ୟାଟିଂ କରି ଭଲ ପ୍ରଦର୍ଶନ କରିଥିଲେ। ପାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?