ଖେଳ

ଅନ୍ତିମ ଟି୨୦:ସୂର୍ଯ୍ୟକୁମାରଙ୍କ ଶତକ

ଜୋହାନ୍ସବର୍ଗ,୧୫ା୧୨:ଗୁରୁବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଇଥିବା ଅନ୍ତିମ ଟି୨୦ ମ୍ୟାଚରେ ଶତକ ହାସଲ କରିଛନ୍ତି ଭାରତର ସୂର୍ଯ୍ୟକୁମାର ଯାଦବ। ସେ ଟି୨୦ରେ ନିଜର ଚତୁର୍ଥ ଶତକ ହାସଲ କରିଥିବା ବେଖଳେ ଯଶସ୍ବୀ ଜୟସ୍ବାଲଙ୍କ ସହ ଶତକୀୟ ଭାଗୀଦାରି…

ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ଶତକ: ଦକ୍ଷିଣ ଆଫ୍ରିକା ଆଗରେ ୨୦୨ ରନ୍‌ ବିଜୟ ଟାର୍ଗେଟ୍‌

ଜୋହାନ୍ସବର୍ଗ,୧୪।୧୨: ଜୋହାନ୍ସବର୍ଗର ୱାଣ୍ଡର୍ସ ଷ୍ଟାଡ଼ିୟମରେ ଗୁରୁବାର ଖେଳାଯାଉଥିବା ଟି-୨୦ ସିରଜ୍‌ର ଅନ୍ତିମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଅଧିନାୟକ ଆଡେନ୍‌ ମାର୍କ୍ରୋମ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ଭାରତ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା। ଅଧିନାୟକ ସୂର୍ଯ୍ୟକୁମାର…

ଟି-୨୦ ବିଶ୍ୱକପ୍‌ରେ ରୋହିତ, କୋହଲିଙ୍କୁ ଦେଖିବାକୁ ଚାହୁଁଛନ୍ତି ହରଭଜନ, ଜାଣନ୍ତୁ କାହିଁକି କହିଲେ ଏଭଳି…

ନୂଆଦିଲ୍ଲୀ,୧୪।୧୨: ଦିନିକିଆ ବିଶ୍ୱକପ୍‌ ଫାଇନାଲରେ ପରାଜୟ ପରେ ଭାରତୀୟ ଦଳ ଟି -୨୦ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ତେବେ ରୋହିତ ଶର୍ମା ଏବଂ ବିରାଟ କୋହଲି ଏହି ଟୁର୍ନାମେଣ୍ଟରେ ଖେଳିବେ କି ନାହିଁ ସେ ନେଇ ନିରନ୍ତର ଆଲୋଚନା…

ତୃତୀୟ ଟି -୨୦: ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ଦକ୍ଷିଣ ଆଫ୍ରିକା

ଜୋହାନ୍ସବର୍ଗ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ୍‌ର ତୃତୀୟ ତଥା ଶେଷ ମ୍ୟାଚ ଗୁରୁବାର ଜୋହାନ୍ସବର୍ଗର ୱାଣ୍ଡର୍ସ ଷ୍ଟାଡିୟମରେ ଖେଳାଯାଉଛି। ଦକ୍ଷିଣ ଆଫ୍ରିକାର ଅଧିନାୟକ ଆଡେନ ମାର୍କ୍ରୋମ୍‌ ଟସ୍‌ ଜିତି ବୋଲିଂ କରିବାକୁ…

ଅଷ୍ଟ୍ରେଲିଆ ଅଲ୍‌ରାଉଣ୍ଡର କାମେରନ ଗ୍ରୀନ୍‌ କିଡ଼ନୀ ରୋଗରେ ଆକ୍ରାନ୍ତ

ପର୍ଥ,୧୪ା୧୨: ଅଷ୍ଟ୍ରେଲିଆ ଅଲରାଉଣ୍ଡର କାମେରନ ଗ୍ରୀନ୍‌ କିଡ଼ନୀ ରୋଗରେ ପୀଡ଼ିତ ଏକ ଟେଲିଭିଜନ ଚ୍ୟାନେଲକୁ ସାକ୍ଷାତ୍‌କାର ଦେବା ବେଳେ ତାଙ୍କ କିଡ଼ନୀ ରୋଗ ବିଷୟ ପ୍ରକାଶ କରିଛନ୍ତି। କାମେରନ କହିଛନ୍ତି, ରୋଗର କୌଣସି ଲକ୍ଷଣ ନ ଥିଲା। ଅଲ୍‌ଟ୍ରା ସାଉଣ୍ଡ ଦ୍ୱାରା…

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ ପୂର୍ବରୁ ଭାରତକୁ ବଡ ଝଟକା, ଖେଳିବେନି ଏହି ଦ୍ରୁତ ବୋଲର

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ଟି ଟେଷ୍ଟ ମ୍ୟାଚ ସିରିଜ୍‌ ଖେଳାଯିବ। କିନ୍ତୁ ଏହି ଟେଷ୍ଟ ସିରିଜ୍‌ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଖରାପ ଖବର ଆସିଛି। ବାସ୍ତବରେ ମହମ୍ମଦ ଶାମି ଟେଷ୍ଟ ସିରିଜ୍‌ର ଅଂଶ ହେବେ ନାହିଁ।…

ପାକିସ୍ତାନ ବିପକ୍ଷରେ ବସିକି ଛକା ମାରିଲେ ଓ୍ବାର୍ନର: ଦେଖନ୍ତୁ ଭିଡିଓ

ପର୍ଥ,୧୪।୧୨:ପାକିସ୍ତାନ ବିପକ୍ଷରେ ଚାଲିଥିବା ପର୍ଥ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆର ଓପନର୍‌ ଡେଭିଡ ୱାର୍ନର ପୁଣିଥରେ ଦର୍ଶାଇଛନ୍ତି ଯେ ତାଙ୍କୁ କାହିଁକି ବିଶ୍ୱର ବିସ୍ଫୋରକ ଓପନର୍‌ କୁହାଯାଉଛି। ପ୍ରଥମ ଇନିଂସରେ ଏହି ଭୟଭୀତ ବ୍ୟାଟ୍ସମ୍ୟାନ ୧୬୪ ରନର ଏକ ବଡ଼ ଇନିଂସ ଖେଳିଥିଲେ।…

ଆୟରଙ୍କୁ ପୁଣିଥରେ ଅଧିନାୟକ ଦାୟିତ୍ୱ ଦେଲା କୋଲକାତା ନାଇଟ୍‌ ରାଇଡର୍ସ

ନୂଆଦିଲ୍ଲୀ,୧୪।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୪କୁ ନେଇ ଜୋରଦାର ପ୍ରସ୍ତୁତ ଚାଲିଛି। ଏହି ସିଜିନ୍‌ ପାଇଁ ନିଲାମ ୧୯ ଡିସେମ୍ବରରେ ଦୁବାଇରେ ଅନୁଷ୍ଠିତ ହେବ। ତେବେ ଆଇପିଏଲ ପୂର୍ବରୁ କୋଲକାତା ନାଇଟ୍‌ ରାଇଡର୍ସ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଦଳ ଶ୍ରେୟସ ଆୟରଙ୍କୁ…

ମିଚେଲ ଜନସନଙ୍କ ମୁହଁ ବନ୍ଦ କଲେ ଡେଭିଡ ଓ୍ବାର୍ନର, କହିଲେ ଏହାଠାରୁ ଭଲ ଜବାବ ଆଉ ହୋଇ ନ ପାରେ

କାନବେରା,୧୪।୧୨: ପାକିସ୍ତାନ ବିପକ୍ଷ ଶେଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଏବଂ ପ୍ରଥମ ଇନିଂସରେ ମିଚେଲ ଜନସନଙ୍କ ସମାଲୋଚନାକୁ ଡେଭିଡ ୱାର୍ନର ଏକ ଉପଯୁକ୍ତ ଉତ୍ତର ଦେଇଛନ୍ତି। ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜ ପାଇଁ ୱାର୍ନରଙ୍କ ଚୟନକୁ ଡେଭିଡ ୱାର୍ନରଙ୍କ ସାଥୀ…

ଅର୍ଜୁନ ଆଓ୍ବାର୍ଡ ଲିଷ୍ଟରେ ସାମିଲ ହେଲେ ଶାମି

ନୂଆଦିଲ୍ଲୀ,୧୪।୧୨: ଚଳିତ ବର୍ଷ ବିଶ୍ୱକପ ୨୦୨୩ରେ ମହମ୍ମଦ ଶାମି ଭାରତ ପାଇଁ ଜଣେ ହିରୋ ଭାବେ ନିଜକୁ ପ୍ରମାଣିତ କରିଥିଲେ। ଟୁର୍ନାମେଣ୍ଟରେ ସର୍ବାଧିକ ୱିକେଟ ନେଇ ଶାମି ନମ୍ବରର ଓ୍ବାନ ବୋଲର ଥିଲେ। ବର୍ତ୍ତମାନ ବିଶ୍ୱକପରେ ତାଙ୍କର ଚମତ୍କାର ପ୍ରଦର୍ଶନ ପରେ…

ବଦଳୁନାହିଁ ପାକିସ୍ତାନର ଭାଗ୍ୟ

ପର୍ଥ,୧୪।୧୨: ପାକିସ୍ତାନ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଅଛି। ଏଠାରେ ଦଳକୁ ତିନି ଟେଷ୍ଟ ସିରିଜ ଖେଳିବାକୁ ପଡ଼ିବ। ଏହି ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ପର୍ଥ ପଡ଼ିଆରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଏକ ଦୃଢ ଆରମ୍ଭ କରିଛି। ବିଶ୍ୱକପ…

ମାତ୍ର ୨୯ ଦିନରେ ବଦଳିଗଲା ପାକିସ୍ତାନୀ କ୍ରିକେଟର ଶାନ ମସୁଦଙ୍କ ଜୀବନ, ଗୋଟିଏ ପରେ ଗୋଟିଏ…

ଇସଲାମାବାଦ,୧୪।୧୨: ପାକିସ୍ତାନ କ୍ରିକେଟ ଟିମ୍‌ରେ ବଡ଼ ପରିବର୍ତ୍ତନ ଘଟିଛି। ଅଷ୍ଟ୍ରେଲିଆ ବିପକ୍ଷରେ ଗୁରୁବାର ଖେଳାଯିବାକୁଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଦଳ ନୂଆ ଅଧିନାୟକଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ। ବିଶ୍ୱକପ୍‌ ୨୦୨୩ରେ ଖରାପ ପ୍ରଦର୍ଶନ କରେ ବାବର ଆଜମ ଅଧିନାୟକ ପଦ ଛାଡ଼ିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?