ଖେଳ

ମହିଳା ଫୁଟ୍‌ବଲ ର଼୍ୟାଙ୍କିଙ୍ଗ ଘୋଷଣା: ସ୍ପେନ ପ୍ରଥମ ଥର ୧ ନମ୍ବର

ଜୁରିଚ୍‌,୧୫ା୧୨: ମହିଳା ଫୁଟବଲ ଫିଫା ର଼୍ୟାଙ୍କିଙ୍ଗ ତାଲିକା ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ବିଶ୍ୱକପ୍‌ ବିଜୟୀ ସ୍ପେନ ନମ୍ବର ଓ୍ବାନ ସ୍ଥାନକୁ ଉନ୍ନୀତ ହୋଇଛି। ୟୁଫା (ୟୁନିୟନ ଅଫ୍‌ ୟୁରୋପିଆନ ଫୁଟ୍‌ବଲ ଆସୋସିଏଶନ୍ସ) ନେଶନ୍ସ ଲିଗ୍‌ ସେମିଫାଇନାଲରେ ପ୍ରବେଶ କରିବା ପରେ…

ବଡ଼ ଘୋଷଣା: ହାର୍ଦ୍ଦିକ ପାଣ୍ଡ୍ୟା ହେଲେ ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଅଧିନାୟକ

ନୂଆଦିଲ୍ଲୀ,୧୫।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪କୁ ନେଇ ମୁମ୍ବାଇ ଇଣ୍ଡିଆନ୍ସ ବଡ଼ ଘୋଷଣା କରିଛି। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇର ନୂଆ ଅଧିନାୟକ ଭାବେ ଦାୟିତ୍ୱ ମିଳିଛି। ସେ ରୋହିତ ଶର୍ମାଙ୍କ ସ୍ଥାନ ନେବେ। ଆଇପିଏଲ୍‌ରେ ଗୁଜରାଟ ଟାଇଟନ୍ସ ଅଧିନାୟକ ଭାବେ…

ନୀତୀଶ ଉପଅଧିନାୟକ ରହିବା ନେତୃତ୍ୱକୁ ମଜଭୁୁତ କରିବ: ଶ୍ରେୟସ

କୋଲକାତା,୧୫।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)ର ଅଧିନାୟକତ୍ୱ କରିବେ ଭାରତୀୟ ମିଡଲ ଅର୍ଡର ବ୍ୟାଟର ଶ୍ରେୟସ ଆୟର। ପିଠିରେ ଇଞ୍ଜୁରୀ ଯୋଗୁ ଲଣ୍ଡନରେ ଏପ୍ରିଲରେ ଶ୍ରେୟସଙ୍କ ଅସ୍ତ୍ରୋପଚାର ଆବଶ୍ୟକ ପଡ଼ିଥିଲା। ଫଳରେ ସେ ଆଇପିଏଲ ୨୦୨୩ ସିଜନରେ…

ଟି-୧୦ ଫର୍ମାଟରେ ଆଇପିଏଲ୍-୨ ଯୋଜନା କରୁଛି ବିସିସିଆଇ, ଜାଣନ୍ତୁ କେବେ ଖେଳାଯିବ

ମୁମ୍ବାଇ,୧୫।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ସଫଳତା ପରେ ୨୦୨୪ ସୁଦ୍ଧା ଟାୟାର-୨ କ୍ରିକେଟ ଲିଗ୍ ଆୟୋଜନ କରିବାକୁ ଚିନ୍ତା କରୁଛି ବିସିସିଆଇ। ବିସିସିଆଇ ସଚିବ ଜୟ ଶାହା ପ୍ରସ୍ତାବିତ ଲିଗ୍ ପାଇଁ ଏକ ବ୍ଲୁ ପ୍ରିଣ୍ଟରେ ଉପରେ କାମ କରୁଛନ୍ତି…

୭.୮ ମିଲିୟନ ଡଲାରରେ ନିଲାମ ହେଲା ଫିଫା ବିଶ୍ୱକପ ୨୦୨୨ ରେ ଲିଓନେଲ ମେସି ପିନ୍ଧିଥିବା ୬ ଟି ଜର୍ସି

ନୂଆଦିଲ୍ଲୀ,୧୫।୧୨: କତାରରେ ଚାଲିଥିବା ୨୦୨୨ ବିଶ୍ୱକପରେ ଆର୍ଜେଣ୍ଟିନା ମେଗାଷ୍ଟାର ଲିଓନେଲ ମେସି ପିନ୍ଧିଥିବା ୬ ଟି ଜାରି ନିଲାମରେ ୭.୮ ମିଲିୟନ ଡଲାରରେ ବିକ୍ରି ହୋଇଛି। “ଲିଓନେଲ ମେସି ମ୍ୟାଚ୍ ରେ ପିନ୍ଧିଥିବା ଆଇକନିକ ହାଲୁକା ନୀଳ ଏବଂ ଧଳା ରଙ୍ଗର…

ବିଶ୍ୱକପ୍‌ ପରେ ପୁଣି ମଇଦାନକୁ ଫେରିବାକୁ ପ୍ରସ୍ତୁତ କୋହଲି, ଟେଷ୍ଟ ସିରିଜ୍‌ ପାଇଁ ଦକ୍ଷିଣ ଆଫ୍ରିକା କଲେ ଯାତ୍ରା

ନୂଆଦିଲ୍ଲୀ,୧୫।୧୨: ଦିନିକିଆ ବିଶ୍ୱକପ୍‌ ୨୦୨୩ ରେ ଭାରତ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିଥିଲା । ଟିମ ଇଣ୍ଡିଆ କ୍ରମାଗତ ୧୦ ଟି ମ୍ୟାଚ ଜିତି ଫାଇନାଲରେ ପ୍ରବେଶ କରିଥିଲା, କିନ୍ତୁ ଫାଇନାଲରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା ଏହି ବିଶ୍ୱକପ୍‌ରେ ବିରାଟ କୋହଲି…

ରୋହିତ, ପାଣ୍ଡ୍ୟାଙ୍କ ରେକର୍ଡ ଭାଙ୍ଗିଲେ ସୂର୍ଯ୍ୟକୁମାର, ଦକ୍ଷିଣ ଆଫ୍ରିକା ବିପକ୍ଷରେ ହାସଲ କଲେ ବଡ଼ ଉପଲବ୍ଧି

ନୂଆଦିଲ୍ଲୀ,୧୫।୧୨: ଟି -୨୦ ସିରିଜ୍‌ର ତୃତୀୟ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୧୦୬ ରନ୍‌ରେ ପରାସ୍ତ କରିଛି। ଏହି ମ୍ୟାଚରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଦମ୍‌ଦାର ସ୍କୋର କରିଛନ୍ତି। ଏଥିସହ ସୂର୍ଯ୍ୟଙ୍କୁ ପ୍ଲେୟର ଅଫ ଦ ମ୍ୟାଚ ଏବଂ ପ୍ଲେୟର…

ରୋହିତ-ପାଣ୍ଡ୍ୟାଙ୍କ ଛୁଟି! ସୂର୍ଯ୍ୟଙ୍କୁ ମିଳିପାରେ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୧୫।୧୨:୨୦୨୪ରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରିଛି। ଜୁନ ମାସରେ ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଏହି ବିଶ୍ୱକପ ଆୟୋଜିତ ହେବ। ଟି-୨୦ ବିଶ୍ୱକପ ପୂର୍ବରୁ ଭାରତରେ କେବଳ ଅଳ୍ପ କିଛି ଅନ୍ତର୍ଜାତୀୟ ଟି-୨୦…

ଟି -୨୦ ଫର୍ମାଟରେ ଶୁବମାନଙ୍କ ଫର୍ମ ବଢାଇଲା ଟିମ ଇଣ୍ଡିଆର ଚିନ୍ତା

ନୂଆଦିଲ୍ଲୀ,୧୫।୧୨: ଗତ ଏକ ବର୍ଷ ମଧ୍ୟରେ ଶବମାନ ଗିଲ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ କ୍ରିକେଟର ସମସ୍ତ ତିନୋଟି ଫର୍ମାଟରେ ବହୁତ ରନ୍‌ କରିଛନ୍ତି। ନିକଟରେ ଶେଷ ହୋଇଥିବା ଦିନିକିଆ ବିଶ୍ୱକପ୍‌ ୨୦୨୩ରେ ମଧ୍ୟ ଶବମାନ ଗିଲଙ୍କ ବ୍ୟାଟ ଭଲ…

ଆନୁଷ୍ଠାନିକ ଭାବେ ଏମଏସ ଧୋନୀଙ୍କ ୭ ଜର୍ସିକୁ ଅବସର ଦେଲା ବିସିସିଆଇ

ମୁମ୍ବାଇ, ୧୫।୧୨:ଏମଏସ ଧୋନୀଙ୍କ ଆଇକନିକ୍ ନମ୍ବର ୭ ଜର୍ସି ଅନ୍ୟ ଭାରତୀୟ କ୍ରିକେଟରରେ ପିନ୍ଧିଥିବାର ଦେଖାଯିବ ନାହିଁ। ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାର ତିନି ବର୍ଷ ପରେ ଭାରତୀୟ କ୍ରିକେଟ୍ ବୋର୍ଡ ଏହି କ୍ରୀଡ଼ାରେ ତାଙ୍କର ଅବଦାନକୁ ସମ୍ମାନ ଜଣାଇ ବିଶ୍ୱକପ୍…

ଜନ୍ମଦିନରେ ବଡ଼ ରେକର୍ଡ ହାସଲ କଲେ କୁଲଦୀପ

ନୂଆଦିଲ୍ଲୀ,୧୫।୧୨:ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଟିମ ଇଣ୍ଡିଆ ଶେଷ ଟି-୨୦ ମ୍ୟାଚରେ ଏକ ଚମତ୍କାର ବିଜୟ ହାସଲ କରି ସିରିଜକୁ ୧-୧ରେ ଡ୍ର କରିଥିଲା। ଏହି ମ୍ୟାଚ୍‌ର ହିରୋ ସୁର୍ଯ୍ୟକୁମାର ଯାଦବ ଥିଲେ। ସେ ଜବରଦସ୍ତ ଶତକ ମାରିଥିଲେ। ତେବେ ବୋଲିଂରେ…

ଖୁସିରେ ଗଦଗଦ ହେଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୧୫।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚରେ ଭାରତ ବିଜୟ ହାସଲ କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱ କରିଥିବା ଭାରତୀୟ ଦଳ ଜିତି ସିରିଜକୁ ୧-୧ରେ ଡ୍ର କରିଥିଲା। ଭାରତର ଏହି ବିଜୟରେ କ୍ୟାପଟେନ ସୂର୍ଯ୍ୟକୁମାର ଯାଦବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?