ମେସିଙ୍କୁ ଅଷ୍ଟମ ବାଲନ୍ ଡି’ଅର୍ ପୁରସ୍କାର
ପ୍ୟାରିସ୍,୧ା୧୧(ପି.ଟି.): ଫୁଟବଲ୍ର ସର୍ବଶ୍ରେଷ୍ଠ ପୁରସ୍କାର ବାଲନ୍ ଡି’ଅର ପୁରସ୍କାର ପ୍ରଦାନ କରାଯାଇଛି। ବିଶ୍ୱକପ ବିଜୟୀ ଆର୍ଜେଣ୍ଟିନା ଦଳର ଅଧିନାୟକ ତଥା ଇଣ୍ଟର ମାୟାମି ଷ୍ଟ୍ରାଇକର ଲିଓନେଲ ମେସି ରେକର୍ଡ ଅଷ୍ଟମ ଥର ପାଇଁ ଏହି ପୁରସ୍କାର ହାସଲ କରିଛନ୍ତି। ସୋମବାର ପ୍ୟାରିସ୍ରେ…
ଶର୍ଟ ବଲ୍ ବିପକ୍ଷରେ ଶ୍ରେୟସଙ୍କ ଅଭ୍ୟାସ
ମୁମ୍ବାଇ,୧ା୧୧(ପି.ଟି.): ମଙ୍ଗଳବାର ଭାରତର ୪ ନମ୍ବର ବ୍ୟାଟର ଶ୍ରେୟସ୍ ଆୟର ଶର୍ଟ ବଲ୍ ଖେଳିବାର ଅଭ୍ୟାସ କରିଥିଲେ। ଶର୍ଟ ବଲ ଖେଳିବାରେ ଆୟରଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ବିପକ୍ଷ ଦଳ ସର୍ବଦା ଏହାର ଫାଇଦା ଉଠାଉଛନ୍ତି। ଆସନ୍ତା ଗୁରବାର ମୁମ୍ବାଇର…
ଓ୍ବାଙ୍ଖଡେ ଷ୍ଟାଡିୟମରେ ତେନ୍ଦୁଲକରଙ୍କ ପ୍ରତିମୂର୍ତ୍ତି
ମୁମ୍ବାଇ, ୧ା୧୧(ପି.ଟି.): ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଗୁରୁବାର ଭାରତ ବନାମ ଶ୍ରୀଲଙ୍କା ବିଶ୍ୱକପ୍ ମ୍ୟାଚ ଖେଳାଯିବା ଅବସରରେ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚିତ ହେବ। ବର୍ଷ ପ୍ରାରମ୍ଭରେ ଏହି ବିଷୟରେ ସୂଚନା ଦିଆଯାଇଥିଲା। ତେନ୍ଦୁଲକର ଗତ…
୧୦ହଜାରରୁ ଅଧିକ ରନ୍ କରିଥିବା ଏହି ବ୍ୟାଟ୍ସମ୍ୟାନ୍ ହେବେ ଆୟର୍ଲାଣ୍ଡର ନୂଆ ଅଧିନାୟକ
ଡବଲିନ,୩୧।୧୦: ସୀମିତ ଓଭର କ୍ରିକେଟରେ ଆୟର୍ଲାଣ୍ଡ ଅଧିନାୟକ ପରିର୍ତ୍ତନ କରିଛି। ଦଳ ପଲ୍ ଷ୍ଟର୍ଲିଂଙ୍କୁ ନୂତନ ଅଧିନାୟକ ଭାବେ ଦାୟିତ୍ୱ ଦେଇଛି। ଆଗାମୀ ୪ ବର୍ଷରେ ଖେଳାଯିବାକୁ ଥିବା ୨ଟି ଟି୨୦ ବିଶ୍ୱକପ୍ ଏବଂ ଗୋଟିଏ ଦିନିକିଆ ବିଶ୍ୱକପ୍କୁ ଦୃଷ୍ଟିରେ ରଖଇ…
ପାକିସ୍ତାନର ସେମିଫାଇନାଲ ଆଶା ପୁଣି ବଢ଼ିଲା,ବାଂଲାଦେଶ ଓ୍ବାଲର୍ଡ କପରୁ ବାହାର…
ନୂଆଦିଲ୍ଲୀ,୩୧।୧୦ : ବିଶ୍ୱକପ ୨୦୨୩ର ୩୧ ତମ ମ୍ୟାଚରେ ପାକିସ୍ତାନ ୭ ଓ୍ବିକେଟରେ ବାଂଲାଦେଶଙ୍କୁ ପରାସ୍ତ କରିଛି। ପରାଜୟ ସହିତ ବାଂଲାଦେଶ ଓ୍ବାଲର୍ଡକପରୁ ବାହାର ହୋଇଛି। ତେବେ ଏହି ମାଚ ଜିତିବା ପରେ ପାକିସ୍ତାନର ସେମିଫାଇନାଲର ଆଶା ପୁଣି ବଢ଼ିଛି। ଦଳ…
ପାକିସ୍ତାନର ସହଜ ବିଜୟ, ୭ ଓ୍ବିକେଟରେ ହାରିଲା ବାଂଲାଦେଶ…
କୋଲକାତା,୩୧।୧୦: ପଶ୍ଚିମବଙ୍ଗର କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ ୨୦୨୩ର ୩୧ତମ ମ୍ୟାଚ ବାଂଲାଦେଶକୁ ପାକିସ୍ତାନ ୭ ଓ୍ବିକେଟରେ ପରାଜିତ କରିଛି। ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଧିନାୟକ…
ବିଶ୍ୱକପ୍ରେ ବଡ଼ ବିଶ୍ୱ ରେକର୍ଡ ଭାଙ୍ଗିଲେ ପାକିସ୍ତାନର ଏହି ବୋଲର୍; ଷ୍ଟାର୍କ ରହିଗଲେ ପଛରେ…
ନୂଆଦିଲ୍ଲୀ,୩୧।୧୦: ବିଶ୍ୱକପ୍ ୨୦୨୩ରେ ପାକିସ୍ତାନ ଟିମ୍ର ନୈରାଶ୍ୟଜନକ ପ୍ରଦର୍ଶନ ସତ୍ତ୍ୱେ ଚମକିଛନ୍ତି ଜଣେ ଖେଳାଳି। ସେ ହେଲେ ଶାହିନ ଶାହା ଆଫ୍ରିଦି। ଶାହିନ ନିଜ ଜବରଦସ୍ତ ପ୍ରଦର୍ଶନ ଯୋଗୁ ବୋଲର୍ ଭାବେ ଏକ ବିଶ୍ୱ ରେକର୍ଡ ବି ଭାଙ୍ଗିଛନ୍ତି। ବାଲାଂଦେଶ ବିପକ୍ଷରେ…
ପାକିସ୍ତାନ ପାଇଁ ବିଜୟ ଲକ୍ଷ୍ୟ ୨୦୫ ରନ…
କୋଲକାତା,୩୧।୧୦: ପଶ୍ଚିମବଙ୍ଗର କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ ୨୦୨୩ର ୩୧ତମ ମ୍ୟାଚ ବାଂଲାଦେଶ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଉଛି। ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଧିନାୟକ ବାବର ଆଜମଙ୍କ…
ଟସ୍ ଜିତି ବାଂଲାଦେଶର ବ୍ୟାଟିଂ ନିଷ୍ପତ୍ତି: ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ…
କୋଲକାତା,୩୧।୧୦: କୋଲକାତାସ୍ଥିତ ଇଡେନ ଗାର୍ଡେନ୍ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଉଥିବା ୨୦୨୩ କ୍ରିକେଟ ବିଶ୍ବକପର ୩୧ତମ ମ୍ୟାଚ୍ରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଆମନ୍ତ୍ରଣ ପାଇ ପାକିସ୍ତାନ ବୋଲିଂ ଆରମ୍ଭ କରଛି। ୬ ଓଭର ଖେଳ ସୁଦ୍ଧା…
ଅନ୍ତର୍ଜାତୀୟ କ୍ରିକେଟ୍ରେ ଇତିହାସ ରଚିଲା ନାମ୍ବିଆ
ନୂଆଦିଲ୍ଲୀ,୩୧।୧୦: ଆଜିକାଲି କ୍ରିକେଟ୍ରେ ବିଶ୍ୱକପ ବିଷୟରେ ଆଲୋଚନା ହେଉଛି। ବିଶ୍ୱକପରେ ଅନେକ ବିପର୍ଯ୍ୟୟ ଦେଖାଯାଉଛି, କିନ୍ତୁ ବିଶ୍ୱକପ ବ୍ୟତୀତ ବିଶ୍ୱ କ୍ରିକେଟରେ ମଧ୍ୟ ବଡ ବିପର୍ଯ୍ୟୟ ଚାଲିଛି। ନାମ୍ବିଆ ଟି-୨୦ ସିରିଜରେ ଜିମ୍ବାୱେକୁ ୩-୨ରେ ପରାସ୍ତ କରି ଇତିହାସ ସୃଷ୍ଟି କରିଛି।…
ପାକିସ୍ତାନ ଟିମକୁ ପସନ୍ଦ ଆସିଲାନି ହୋଟେଲର ଖାଇବା, ଅନଲାଇନ୍ରୁ ଅର୍ଡର କଲେ ବିରିୟାନୀ, କବାବ
ନୂଆଦିଲ୍ଲୀ,୩୧।୧୦: ବିଶ୍ୱକପରେ ପାକିସ୍ତାନ କ୍ରିକେଟ ଦଳର ପ୍ରଦର୍ଶନ ଦେଖାଯାଉନାହିଁ। ଯାହାର କାରଣ ଫିଟ୍ନେସ ବୋଲି କୁହାଯାଉଛି। ପାକିସ୍ତାନୀ ଖେଳାଳିମାନେ ଫିଟ ନ ହେବାର ମୁଖ୍ୟ କାରଣ ହେଉଛି ସେମାନଙ୍କର ଖାଇବା ଏବଂ ପିଇବା ଉପରେ ନିୟନ୍ତ୍ରଣ ନ କରିବା। ଏହି କାରଣରୁ…
ବୁମ୍ରାଙ୍କ ଜୋତା ଚୋରି କରିବାକୁ ଚାହୁଁଛନ୍ତି ଏହି ମହାନ କ୍ରିକେଟର୍
ଇସଲାମାବାଦ୍,୩୧।୧୦: ପାକିସ୍ତାନର ଶ୍ରେଷ୍ଠ ବୋଲର ୱାସିମ ଆକ୍ରମ ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରାଙ୍କୁ ପ୍ରଶଂସା କରିଛନ୍ତି ଏବଂ ସେ ଶତାବ୍ଦୀର ଶ୍ରେଷ୍ଠ ବୋଲର ବୋଲି କହିଛନ୍ତି। ବୁମରାକୁ ଅଟକାଇବାକୁ ହେଲେ ତା’ଙ୍କ ଜୋତା ଚୋରି କରିବାକୁ ପଡିବ ବୋଲି ସେ…
Archives


