ଖେଳ

ଅନ୍ଧାରରେ ଟେଷ୍ଟ କ୍ରିକେଟର ଭବିଷ୍ୟତ, ଦିନିକିଆ ଉପରେ ଝୁଲୁଛି ଖଣ୍ଡା: ଏବି ଡି ଭିଲିୟର୍ସ

ନୂଆଦିଲ୍ଲୀ,୭।୧: ଟେଷ୍ଟ କ୍ରିକେଟର ଭବିଷ୍ୟତ ଉପରେ କ୍ରମାଗତ ଭାବରେ ପ୍ରଶ୍ନ ଉଠିଛି, କିନ୍ତୁ ଦିନିକିଆ ଫର୍ମାଟ ମଧ୍ୟ ଏଥିରୁ ବାଦ୍‌ ପଡିନାହିଁ। ଟେଷ୍ଟ ଫର୍ମାଟରେ ପ୍ରଶଂସକଙ୍କ ଆଗ୍ରହ ହ୍ରାସ ପାଉଥିବା ପରି ମନେହୁଏ। ଏହା ବ୍ୟତୀତ ପ୍ରଶଂସକମାନେ ଦିନିକିଆ ପରିବର୍ତ୍ତେ ଟି-୨୦…

ସ୍ତ୍ରୀ ଅନୁମତି ଦେଲେ ଆଗକୁ ଏହି କାମ କରିବେ ଡେଭିଡ ୱାର୍ନର

ସିଡନୀ,୭।୧: ଅଷ୍ଟ୍ରେଲୀୟ ଓପନର୍‌ ଡେଭିଡ ୱାର୍ନର ଅନ୍ତର୍ଜାତୀୟ କ୍ରିକେଟ ପାଇଁ ବିଦାୟ ନେଇଛନ୍ତି। ନିକଟରେ ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ୩ଟି ଟେଷ୍ଟ ମ୍ୟାଚ ସିରିଜ ଖେଳାଯାଇଥିଲା। ଏହା ଥିଲା ଡେଭିଡ ୱାର୍ନରଙ୍କ ଶେଷ ସିରିଜ। ଅଷ୍ଟ୍ରେଲିଆ ପାକିସ୍ତାନକୁ ୩-୦ରେ ପରାସ୍ତ…

ଇତିହାସ ରଚିଲେ ଚେତେଶ୍ୱର ପୂଜାରା

ଭୋପାଳ,୪।୧: ରଣଜୀ ଟ୍ରଫି ୨୦୨୨-୨୩ରେ ଚେତେଶ୍ୱର ପୂଜାରା ଦ୍ୱିଶତକ ସ୍କୋର କରି ଇତିହାସ ରଚିଛନ୍ତି। ରଣଜୀ ଟ୍ରଫିରେ ସୌରାଷ୍ଟ୍ର ପାଇଁ ଖେଳିଥିବା ପୂଜାରା ଝାଡଖଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଅପରାଜିତ ୨୪୩ ରନ୍‌ର ପାଳି ରଖେଳିଥିଲେ। ଏହି ଦ୍ୱିଶତକ ସହିତ ପୂଜାରା…

ବିରାଟଙ୍କ ପାଇଁ ଚୟନକର୍ତ୍ତାଙ୍କ ସହ କଳି କଲେ ରୋହିତ, କାହିଁକି T20 WC 2024 ଖେଳିବେନି ପଚାରିଲେ…

କୋଲକାତା,୭।୧ : ଟି -୨୦ ବିଶ୍ୱକପ ୨୦୨୪ ର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏହା ସହିତ ଭାରତୀୟ ଦଳର ପ୍ରତ୍ୟେକ ସ୍ଥାନ ପାଇଁ ଯୁଦ୍ଧ ଆରମ୍ଭ ହୋଇଛି। ଏବେ ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେବାରେ ଲାଗିଛି ଯାହା ସମସ୍ତଙ୍କୁ…

ଧୋନି ହୁକ୍କା ଟାଣୁଥିବାର ଭିଡ଼ିଓ ନେଇ ପ୍ରଶଂସକ ଦେଲେ ଏଭଳି କମେଣ୍ଟ, ଭିଡ଼ିଓ ଭାଇରାଲ…

କୋଲକାତା,୭।୧ : ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଧୋନି ଏକ ପାର୍ଟିରେ ଅଛନ୍ତି ଏବଂ ନିଜ ସାଙ୍ଗମାନଙ୍କ ସହିତ ହୁକ୍କା ଟାଣୁଛନ୍ତି। ଏହି ଭିଡିଓ…

ବିରାଟ-ରୋହିତଙ୍କୁ ଟିମରେ ସାମିଲ କରିବାକୁ ଚାହୁଁ ନାହାନ୍ତି ସିଲେକ୍ଟ କମିଟି !…

କୋଲକାତା,୭।୧ : ଆଫଗାନିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ୩ତିନି ଟିକିଆ ଟି -୨୦ ମ୍ୟାଚ ସିରିଜ ପାଇଁ ଟିମ ଇଣ୍ଡିଆର ଦଳ ଘୋଷଣା ନେଇ ଚର୍ଚ୍ଚା ଜାରି ରହିଛି। ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ପ୍ରଥମ ଟି -୨୦ ମ୍ୟାଚ ୧୧…

ଫୁଟ୍‌ବଲ କିମ୍ବଦନ୍ତୀ ଜାଗାଲୋଙ୍କ ଦେହାନ୍ତ

ରିଓ ଡି’ ଜେନିରୋ, ୭ା୧(ଏପି): ବ୍ରାଜିଲର ପୂର୍ବତନ ଫୁଟ୍‌ବଲ ଖେଳାଳି ତଥା କୋଚ୍‌ ମାରିଓ ଜାଗାଲୋଙ୍କ ପରଲୋକ ଘଟିଛି। ତାଙ୍କୁ ୯୨ବର୍ଷ ବୟସ ହୋଇଥିଲା। ଜଣେ ଖେଳାଳି ହିସାବରେ ସେ ଦୁଇଥର ବିଶ୍ୱକପ୍‌ ଜିତିଥିବା ବେଳେ ବ୍ରାଜିଲର କୋଚ୍‌ ଭାବେ ଥରେ…

ଅଭିମନ୍ୟୁ ଈଶ୍ୱରନ ଭାରତ ‘ଏ’ ଅଧିନାୟକ

ମୁମ୍ବାଇ, ୭ା୧(ପି.ଟି.): ଭ୍ରମଣକାରୀ ଇଂଲଣ୍ଡ ଲାୟନ୍ସ ବିପକ୍ଷ ୪ ଦିନିଆ ମ୍ୟାଚ ପାଇଁ ଶନିବାର ୧୩ ଜଣିଆ ଭାରତ ‘ଏ’ କ୍ରିକେଟ ଦଳ ଘୋଷଣା କରାଯାଇଛି। ବେଙ୍ଗଲ ଭେଟେରାନ ଅଭିମନ୍ୟୁ ଈଶ୍ୱରନଙ୍କୁ ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛି। ଦୁଇ ଦଳ…

ବାସନ୍ଦ ଉଠାଇବା ଲାଗି କହିଲା ଭାରତ କୁସ୍ତି ମହାସଂଘ

ନୂଆଦିଲ୍ଲୀ, ୭ା୧: ନୂଆ କର୍ମକର୍ତ୍ତା ନିର୍ବାଚନ ହେବାର ୩ ଦିନ ପରେ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ସସ୍‌ପେଣ୍ଡ ହୋଇଥିବା ଭାରତ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ)ର ମୁଖ୍ୟ ସଞ୍ଜୟ ସିଂ ୟୁନାଇଟେଡ ଓ୍ବାଲର୍‌ଡ ରେସ୍‌ଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟୁ)କୁ ଏକ ଚିଠି ଲେଖିଛନ୍ତି। ଏଥିରେ ସେ…

ଟି-୨୦ ବିଶ୍ୱକପ ୨୦୨୪ର ସୁପର-୮ରୁ ବାହାର ହୋଇପାରେ ଭାରତ: କାର୍ଯ୍ୟସୂଚୀ ବଢ଼ାଇଲା ଚିନ୍ତା…

କୋଲକାତା,୬।୧ : ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଦ୍ୱାରା ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱକପ ୨୦୨୪ ଜୁନ ୧ ରୁ ଆରମ୍ଭ ହେବ। ଏହାର କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ ପାଇଛି। ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ ସହିତ ଟିମ ଇଣ୍ଡିଆ ନିଜର ଅଭିଯାନ…

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଟେବୁଲ: ଭାରତକୁ ହଟାଇ ଅଷ୍ଟ୍ରେଲିଆ ପ୍ରଥମ

ନୂଆଦିଲ୍ଲୀ ,୬।୧: ସଦ୍ୟ ପ୍ରକାଶିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଟେବୁଲରେ ଭାରତକୁ ହଟାଇ ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନ ଅଧିକାର କରି ନେଇଛି। ଶନିବାର ସିଡ୍‌ନୀଠାରେ ପାକିସ୍ତାନ ବିପକ୍ଷ ତୃତୀୟ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ମ୍ୟାଚ ଜିତିବା ପରେ ଅଷ୍ଟ୍ରେଲିଆର…

ଟି୨୦ ବିଶ୍ୱକପ୍‌ରେ ରୋହିତ- କୋହଲିଙ୍କୁ ଖେଳାଇବା ଉଚିତ, ସମର୍ଥନ ଜଣାଇ ଗାଭାସ୍କର କହିଲେ କାରଣ…

ନୂଆଦିଲ୍ଲୀ,୬।୧: ଜୁନ୍‌ରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଖେଳିବାକୁ ସମର୍ଥନ କରିଛନ୍ତି ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର। ଉଭୟ ଦଳ ପାଇଁ କେବଳ ପ୍ରମୁଖ ବ୍ୟାଟ୍ସମ୍ୟାନ୍‌ ନୁହନ୍ତି ବରଂ ଭଲ ଫିଲ୍ଡର ମଧ୍ୟ। ଏଣୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?